Browsing Category

ସ୍ପେଶାଲ

ଅଫିସ୍‌ ରେ ପୁଅକୁ ନେଇ କାମ କରୁଛନ୍ତି IAS ମା, ସୋସିଆଲ୍‌ ମିଡିଆରେ ହେଉଛି ଭାଇରାଲ୍‌

ଦିନକୁ ଦିନ ବଢ଼ୁଛି ତାତି । ଗ୍ରୀଷ୍ମର ପ୍ରବାହକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ମା'ମାନଙ୍କର ଟେନସନ ମଧ୍ୟ ବଢ଼ିବାକୁ ଯାଉଛି । କାରଣ ବର୍ତ୍ତମାନ ପିଲାମାନେ ଦିନସାରା ଘରେ ରହିବେ ଏବଂ ବହୁତ ଦୁଷ୍ଟାମୀ ମଧ୍ୟ କରିବେ । ଏଭଳି ପରିସ୍ଥିତିରେ, ଅଫିସ୍ ଏବଂ…

ଚାକିରି ଆଶାରେ ଫସିଲେ ଯୁବତୀ, ବନ୍ଦ ଘରୁ ଉଦ୍ଧାର କଲେ ଗାଁ ଲୋକେ

ବାରିପଦା(କେନ୍ୟୁଜ): ଚାକିରି ନାଁରେ ଯୁବକ ଓ ଯୁବତୀଙ୍କ ସହ ଖେଳାଯାଉଛି ଖେଳ । ବର୍ତ୍ତମାନର ଯୁବପିଢ଼ି ଚାକିରି ଆଶାରେ ଠକାମିର ଶିକାର ହେଉଛନ୍ତି । କିନ୍ତୁ ଏହି ଠକାମିର ଶିକାର ଯୁବତୀମାନେ ଅଧିକ ହୁଅନ୍ତି । ଆମେ ଏଭଳି କହିବାର କାରଣ ହେଉଛି ନିକଟରେ ହିଁ କିଛି ଯୁବତୀ ଚାକିରି ଆଶାରେ ନିଜ ଘର…

ଚୈତ୍ର ନବରାତ୍ରି ଅଷ୍ଟମ ଦିନ : ମା’ ମହାଗୌରୀଙ୍କ ପୂଜା, ଦୂର କରିବ ପାପ

ଚୈତ୍ର ନବରାତ୍ରିର ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ପୂଜା କରାଯାଏ । ଭଗବାନ ଶିବଙ୍କ ପ୍ରତି ମା’ ମହାଗୌରୀ କଠୋର ପୂଜା କରିଥିଲେ ଯେଉଁଥି ପାଇଁ ତାଙ୍କ ଶରୀର କଳା ପଡିଯାଇଥିଲା । ଯେତେବେଳେ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ ସେତେବେଳେ ତାଙ୍କ କୃପାରୁ ମା’ ମହାଗୌରୀଙ୍କ ଶରୀର ଅତ୍ୟନ୍ତ…

ସ୍ୱପ୍ନ ପାଲଟିଲା ସତ, ଲଟେରୀ ଟିକେଟ ଜିତି ପାଇଲେ ୩୧ କୋଟି ଟଙ୍କାର ଘର

ମଣିଷର ଭାଗ୍ୟ କେତେବେଳେ ଯେ ବଦଳିବ ତାହା କହି ହେବ ନାହିଁ । ମଣିଷ ଗୋଟିଏ ମୁହୂର୍ତ୍ତରେ ଧନୀରୁ ଗରିବ ହୋଇପାରେ । କିଛି ଲୋକ ଭିକାରୀରୁ କୋଟିପତି ମଧ୍ୟ ହୋଇଯାନ୍ତି । ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ରାତାରାତି ଧନୀ ହୋଇଛନ୍ତି । ଏବଂ ଏସବୁ ଲଟେରୀ ଟିକେଟ୍ ଦ୍ୱାରା ସମ୍ଭବ ହୋଇଥାଏ ।…

ସୁରଙ୍କ ଠାରେ ଲାଗିଲା କି ପୂର୍ଣ୍ଣଚ୍ଛେଦ, ଏବେ କୁଆଡ଼େ ମାଡ଼ିବେ ‘ମାଡ଼ି ଚାଲ..’ ସୁର ଭାଇ

ଆଜିର ସବୁଠାରୁ ବଡ଼ ଖବର । କଂଗ୍ରେସ ଦଳରୁ ବରିଷ୍ଠ ନେତା ସୁରେଶ ରାଉତରାୟ ବହିଷ୍କୃତ । ବିଶୃଙ୍ଖଳିତ ଅଚରଣ ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ୬ ବର୍ଷ ପାଇଁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି । ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ନିଜ ସାନ ପୁଅ ବିଜେଡିର…

ଭୁବନେଶ୍ୱର ଉପକଣ୍ଠରେ ନାଗସାପକୁ ବାହା ହୋଇଛନ୍ତି ଜଣେ ମହିଳା

ଭୁବନେଶ୍ୱର: ବାହାଘର ଏକ ପବିତ୍ର ବନ୍ଧନ । ପ୍ରକୃତିର ନିୟମ ଏବଂ ମଣିଷ ସମାଜକୁ ଆଗକୁ ନେବାର ଏକ ପ୍ରକ୍ରିୟା ହେଉଛି ବିବାହ । ତେଣୁ ପୁରୁଷ ଓ ମହିଳାଙ୍କ ମଧ୍ୟରେ ହୁଏ ବିବାହ । ଅବଶ୍ୟ ବର୍ତ୍ତମାନର ସମାଜରେ ଏଇ ବିବାହ ନେଇ ଅନେକ ବ୍ୟତିକ୍ରମ ଦେଖା ଯାଉଛି । ତେବେ ସେସବୁକୁ କେଉଁଠି ସ୍ୱୀକୃତି…

ବର୍ଷକୁ ୧୦ ଦିନ ମିଳିବ ‘Unhappy leave’, ଜାଣନ୍ତୁ କେଉଁ କମ୍ପାନୀ ଆରମ୍ଭ କରିଛି ଏହି ଛୁଟି

ଚାକିରି କରୁଥିବା ପ୍ରତ୍ୟେକ ଲୋକ ନିଜ ଜୀବନରେ ଅନେକ ସମସ୍ୟାକୁ ନେଇ କାମ କରୁଛନ୍ତି । ଲାଇଫରେ ଯେକୌଣସି ସମସ୍ୟା ଥାଉ ନା କାହିଁକି ଯଦି ଆପଣ ଚାକିରି କରୁଛନ୍ତି ତେବେ ସବୁ ସମସ୍ୟାକୁ ଭୁଲି ଯାଇ ଆପଣ କାମ ପ୍ରତି ଧ୍ୟାନ ଦେଇଥାନ୍ତି । ଆପଣଙ୍କ ମନ ଲାଗୁ କି ନ ଲାଗୁ ଆପଣ ଅଫିସରେ କାମ କରିବାକୁ…

ସାପ ଭୟ କରେ ବାସ୍ନା, ଏହି ଗଛର ଧୂଆଁରେ ଘରେ ପଶିବାକୁ ଭୟ କରିବ ସାପ

ସାପ ହେଉଛି ବିଷାକ୍ତ ଜୀବ । ସାପକୁ ଦେଖି ସମସ୍ତେ ଭୟଭୀତ ହୋଇଥାଆନ୍ତି । କାରଣ ଥରେ ସାପ ଯାହାକୁ କାମୁଡ଼ିଥାଏ ତାର ଜୀବନ ଟା ଯିବା ଥୟ । ସେଥିପାଇଁ ଲୋକମାନେ ସାପକୁ ବହୁତ ଭୟ କରନ୍ତି । ସାଧାରଣତଃ ଲୋକମାନେ ସାପକୁ ଅନିଷ୍ଟକାରୀ ପ୍ରାଣୀ ବୋଲି ବିବେଚନା କରନ୍ତି । ଯଦିଓ ସାପ ମାନେ କାହାର…

ଚୈତ୍ର ନବରାତ୍ରିର ସପ୍ତମ ଦିନ: ମା’ କାଳରାତ୍ରିଙ୍କ ପୂଜା, ଜାଣନ୍ତୁ କେମିତି କରିବେ ପୂଜା ଓ କ’ଣ ମିଳିବ ଲାଭ

ମା’ ଦୁର୍ଗାଙ୍କ ୯ଟି ସ୍ୱରୂପ ପୂଜା କରିବାର ସର୍ବଶ୍ରେଷ୍ଠ ସମୟ ହେଉଛି ନବରାତ୍ରି । ଚୈତ୍ର ନବରାତ୍ରିର ସପ୍ତମ ଦିନ ମା’ କାଳରାତ୍ରିଙ୍କୁ ସମର୍ପିତ ।   ମା’ କାଳରାତ୍ରି ନବଦୁର୍ଗାଙ୍କ ସପ୍ତମ ସ୍ବରୁପ । ମା’ ତିନିଟି ନେତ୍ର ଧାରଣ କରନ୍ତି । ମା’ କାଳରାତ୍ରିଙ୍କ ଗଳାରେ ବିଦ୍ଯୁତର ଅଦ୍ଭୁତ…

ଆମେ ଦୈନନ୍ଦିନ ଜୀବନରେ ପିଉଥିବା ଚା’ ଏହି ଶବ୍ଦ ପ୍ରକୃତରେ କେଉଁ ଭାଷାରୁ ଆସିଛି । କ’ଣ ଆପଣ ଜାଣିଛନ୍ତି କିି ?

ଚା’ ସବୁଠାରୁ ଅଧିକ ପିଆଯାଉଥିବା ଓ ସବୁଠାରୁ ପୁରାତନ ଏକ ଗରମ ଜାତୀୟ ପାନୀୟ । ପିଇବା ପାଣି ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ । ସମଗ୍ର ବିଶ୍ୱରେ ଚା ପ୍ରେମୀଙ୍କ ଅଭାବ ନାହିଁ । କିଛି ଲୋକ ଏହି ପାନୀୟ ବିଷୟରେ ଏତେ ପାଗଳ ଯେ ସେମାନେ ଗୋଟିଏ ଦିନରେ କେତେ କପ୍ ଚା ପିଇପାରିବେ ତାହା ଗଣନା…

ନିଶାସକ୍ତ ଅବସ୍ଥାରେ ଚିହ୍ନିପାରିଲାନି ନିଜ ଛୁଆକୁ ପିଟି ପିଟି ମାରିଦେଲା

ମାଲକାନଗିରି : ମା’ଗୋଟାଏ ଶଦ୍ଦ କି ଉଚ୍ଚାରଣ ନୁହେଁ । ତ୍ୟାଗର ଭଣ୍ଡାର । ଯାହାକୁ ଶଦ୍ଦରେ ପରିପ୍ରକାଶ କହିହେବନି । ମା’ ହେଉଛି ନିରୋଳା ଅନୁଭବ । ଯିଏ ସବୁ ଦୁଃଖକୁ ଓଠ ତଳେ ଚାପି ରଖି ତା ସନ୍ତାନ ଉପରେ ଉଜାଡ଼ି ଦିଏ ସ୍ନେହ, ପ୍ରେମ,ଭଲପାଇବାର ଅସାର । ଯେଉଁ ମା ପାଇଁ ପିଲାଟିଏ ଦେଖିଥାଏ ଏ…

ଓଡିଶାର ଏହି ସ୍ଥାନକୁ କୁହାଯାଏ ପଶ୍ଚିମ ଲଙ୍କା, କଣ ଆପଣ ଜାଣିଛନ୍ତି ନା ନାହିଁ

ସୁବର୍ଣ୍ଣପୁର (କେନ୍ୟୁଜ୍‌) : ସଂସ୍କୃତିର ସହର ସୁବର୍ଣ୍ଣପୁର । ଏଠି ଅଷ୍ଟ ଚଣ୍ଡି,ଅଷ୍ଟ ଶମ୍ଭୁ,ଅଷ୍ଟ ବିଷ୍ଣୁଙ୍କ ସମେତ ଅଛନ୍ତି ଅଷ୍ଟ ହନୁମାନ । ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାକୁ ଅଷ୍ଟ ହନୁମନାର ସହର ବୋଲି ମଧ୍ୟ କୁହାଯାଏ । ଏଠି ଶୈବ,ଶାକ୍ତ,ବୈଷ୍ଣବଠୁ ଆରମ୍ଭକରି ହନୁମାନ ସଂସ୍କୃତିଯାଏ…