Browsing Category

ସ୍ପେଶାଲ

ସାବିତ୍ରୀ ଅମାବାସ୍ୟା ଦିନ ହିଁ ଲାଗୁଛି ସୂର୍ଯ୍ୟ ପରାଗ, ଜାଣନ୍ତୁ ସଧବାମାନେ କେତେବେଳେ କରିବେ ପୂଜା

ଜ୍ୟେଷ୍ଠ ଅମାବାସ୍ୟା ତିଥି ଏକ ଶୁଭ ଦିନ। କାରଣ ଏହି ଦିନ ପଡ଼ୁଛି ସାବିତ୍ରୀ ବ୍ରତ। ଚଳିତବର୍ଷ ଜୁନ ୧୦ ତାରିଖରେ ପଡୁଛି ସଧବା ନାରୀଙ୍କ ପର୍ବ ସାବିତ୍ରୀ। ସ୍ୱାମୀମାନଙ୍କ ଶୁଭ ମନାସୀ ସ୍ତ୍ରୀ ମାନେ ଏହି ଦିନ ବ୍ରତ ରଖିଥାନ୍ତି। କିନ୍ତୁ ଚଳିତ ବର୍ଷ ଏହି ଦିନ ହିଁ ସୂର୍ଯ୍ୟ ପରାଗ ପଡୁଛି। ତେବେ…

ମେକ୍ସିକୋ: ସାମ୍ନାକୁ ଆସିଲା ୩୦୦ଫୁଟ ଗଭୀର ବିରାଟକାୟ ଗାତ, ଭାଇରାଲ ହେଲା ଫଟୋ

ରାସ୍ତାରେ ଗାତ ରହିଥିବାର ଆମେ ସମସ୍ତେ ଜାଣିଛେ ଓ ଦେଖିଛେ ମଧ୍ୟ । ଏହା ପାଇଁ ଅନେକ ଦୁର୍ଘଟଣା ମଧ୍ୟ ଘଟିଥାଏ । ଆଜି କାଲି କାମ ପାଇଁ ମଧ୍ୟ ରାସ୍ତା ଖୋଳାଯାଉଛି । କିନ୍ତୁ ସେସବୁକୁ ଭଲ ଭାବେ ପୋତାଯାଉନାହିଁ ।  ମେକ୍ସିକୋର ଏକ ସ୍ଥାନରେ ଏମିତି ଗାତ ଦେଖିବାକୁ ମିଳିଛି । ଯାହା ଏବେ ପୁରା…

କରୋନା ଆକ୍ରାନ୍ତ ଶାଶୁଙ୍କ ବ୍ୟବହାର ପାଇଁ ବୋହୂ ହେଲା କରୋନା ପଜିଟିଭ, ଥାନାରେ କଲା ଅଭିଯୋଗ

କରୋନା ମହାମାରୀ ପାଇଁ ସମସ୍ତେ ସାମାଜିକ ସହ ଶାରୀରିକ ଦୂରତାକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଉଛି । ଏବେ କେହି ଅସୁସ୍ଥ ହେଲେ ପାଖକୁ ଯିବା ପାଇଁ ମଧ୍ୟ ଭୟ ଲାଗୁଛି । ଏହି ସମୟରେ ଏକ ଅଜବ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି । କରୋନା ପଜିଟିଭ ଶାଶୁ ଜବରଦସ୍ତି ଭାବେ ନିଜ ବୋହୂକୁ ଆଲିଙ୍ଗନ…

ଭାରତୀୟ କୁର୍ତ୍ତିକୁ ଲକ୍ଷାଧିକ ଟଙ୍କାରେ ବିକୁଛି Gucci, ଟ୍ୱିଟରରେ ରହିଛି ଚର୍ଚ୍ଚାରେ

ପୁଣିଥରେ ଚର୍ଚ୍ଚାକୁ ଆସିଛି ବିଶ୍ୱ ପ୍ରସିଦ୍ଧ ଇଟାଲୀଆନ ଫ୍ୟାଶନ ହାଉସ ଗୁଚି(Gucci)। ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାରେ ଅଛି ଏହି ଫ୍ୟାଶନ ହାଉସ। ଏହାର କାରଣ ହେଉଛି ଏକ କୁର୍ତ୍ତି। ଗୁଚିରେ ଏକ କୁର୍ତ୍ତି ସେୟାର କରାଯାଇଛି, ଯାହାର ଦାମ୍ ରହିଛି ଦେଢ଼ରୁ ଅଢ଼େଇ ଲକ୍ଷ। ଡ୍ରେସ ନିଜର ଦାମ୍…

ପ୍ରଦର୍ଶନୀରେ ଲାଗିବ ରାଜକୁମାରୀ ଡାଏନାଙ୍କ ବିବାହ ଗାଉନ, ୨୫ ବର୍ଷ ପରେ ଦେଖିବେ ଜନତା

ରାଜକୁମାରୀ ଡାଏନା ନିଜ ସମୟର ସବୁଠାରୁ ସୁନ୍ଦରୀ ରାଣୀଙ୍କ ମଧ୍ୟରୁ ଜଣେ ଥିଲେ। ଡାଏନାଙ୍କୁ ଅନେକ କାରଣ ପାଇଁ ମନେ ପକାଯାଇଥାଏ। ଏବେ ରୟାଲ ଫ୍ୟାନମାନେ ରାଣୀଙ୍କ ବିଷୟରେ ଅଧିକ କିଛି ତଥ୍ୟ ଜାଣିବାକୁ ଯାଉଛନ୍ତି। ବାସ୍ତବରେ, ଏକ ଖାସ ଆଲମିରାରେ ଦିବଂଗତ ରାଜକୁମାରୀଙ୍କ ବିବାହ ବେଳର ପୋଷାକ…

ଜୀବନରେ ଥରେ ହେଲେ ବି ରଖନ୍ତୁ ନିର୍ଜଳା ଏକାଦଶୀ ବ୍ରତ, ଜାଣନ୍ତୁ କେବେ ପାଳନ କରିବେ

କୁହାଯାଏ କି, ମନୁଷ୍ଯ ନିଜ ଜୀବନରେ ଥରେ ହେଲେ ବି ନିର୍ଜଳା ଏକାଦଶୀ ବ୍ରତ କରିବା ଜରୁରୀ। ଏହାକୁ କରିବା ଦ୍ବାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହା ସହିତ ଭଗବାନ ବିଷ୍ଣୁଙ୍କ କ୍ପା ମଧ୍ୟ ହାସିଲ ହୋଇଥାଏ। ମାସକୁ ଦୁଇଥର ଏକାଦଶୀ ବ୍ରତ ପାଳନ କରାଯାଏ। ତେଣୁ ବର୍ଷକୁ ୨୪ଟି ଏକାଦଶୀ ବ୍ରତ ପଡିଥାଏ।…

କୋଭିଡ ମୃତକଙ୍କ ଅସ୍ଥି କଳସ ନେବାକୁ ଆସୁ ନାହାଁନ୍ତି ଲୋକେ, ୧୨ ଶହ ମୃତକଙ୍କ ଅସ୍ଥି କଳସ ଭସାଗଲା ନଦୀରେ

ବେଙ୍ଗାଲୁର :  କଥାରେ ଅଛି ମୃତ୍ୟୁ ପରେ ସଂସ୍କାର କାର୍ଯ୍ୟ, ମୃତକଙ୍କ ଆତ୍ମାକୁ ଶାନ୍ତି ଦେଇଥାଏ । ମାତ୍ର କରୋନା ସମୟରେ ଏପରି ସ୍ଥିତି ପହଞ୍ଚିଛି ଲୋକେ ନିଜର ମୃତକଙ୍କ ଅସ୍ଥି କଳସକୁ ବି ନେବାକୁ ଆସୁନାହାଁନ୍ତି । ଏମତି ଘଟଣା ଦେଖାଦେଇଛି ବେଙ୍ଗାଲୁରର ଉପନଗରୀ ଅଞ୍ଚଳର ସୁମନହଲ୍ଲି ଶ୍ମଶାନରେ…

ଏହି କାରଣରୁ ମଶା-ମାଛି ଭଳି ଆଦି କୀଟପତଙ୍ଗ ଏଠାରେ ଜନ୍ମ ହୁଅନ୍ତି ନାହିଁ

ସାରା ଦୁନିଆରେ ଲୋକ ମଶା ମାଛି ଆତଙ୍କକୁ ନେଇ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏହାକୁ ନେଇ ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଉଛି । ଏଥିରୁ ବଞ୍ଚିବା ପାଇଁ ଲୋକ ଅନେକ ଉପାୟ ଆପଣାଉଛନ୍ତି । କିନ୍ତୁ ଦୁନିଆରେ ଏମିତି ଏକ ଦେଶ ରହିଛି ଯେଉଁଠି ମଶା ଆଦି କୀଟ ପତଙ୍ଗକୁ…

ମିଛ ବିବାହ କରି ଯୁବତୀ ହେଲେ ଭାଇରାଲ, ୧୯ ଜଣଙ୍କଠୁ ଲୁଟି ନେଲେ କୋଟି କୋଟି ଟଙ୍କା

ଚୀନର ଜଣେ ମହିଳା ୧୯ ଜଣଙ୍କୁ ବିବାହ କରିବା ଘଟଣାକୁ ନେଇ ଅଛନ୍ତି ଚର୍ଚ୍ଚାରେ । ସାଉଥ ଚାଇନା ମର୍ଣ୍ଣିଙ୍ଗ ପୋଷ୍ଟ ମୁତାବକ, ଏହି ମହିଳା ଜଣକ ବର୍ତ୍ତମାନ ପର୍ଯ୍ୟନ୍ତ ୧୯ଜଣ ଲୋକଙ୍କୁ ବିବାହ ସ୍କାମ କରି ୨ କୋଟିରୁ ଅଧିକ ଟଙ୍କା ଲୁଟି ସାରିଛନ୍ତି । ଏହି ଖବର ସତ୍ୟାସତ୍ୟ ମଧ୍ୟ ଫିଲ୍ମି…

ସ୍ପର୍ମ ଡୋନେସନରୁ ଜନ୍ମ ହୋଇଥିବା ଯୁବତୀ ନିଜ ୬୩ ଭାଇ ଭଉଣୀଙ୍କ ପାଇଲେ ସୂଚନା

ସୋସିଆଲ ମିଡିଆରେ ଏମିତି ଅନେକ ଅଜବ ଅଜବ ଘଟଣା ସାମ୍ନାକୁ ଆସୁଛି । ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ସ୍ପର୍ମ ଡୋନେସନରୁ ଜନ୍ମ ନେଇଥିବା ଜଣେ ଯୁବତୀ ତାଙ୍କ ଭାଇ ଭଉଣୀକୁ ଖୋଜିବାରେ ବ୍ୟସ୍ତ । ଆଜ୍ଞା ହଁ , କଥାଟା ଅଜବ ଲାଗିଲେ ବି ସତ ।…

‘କଂଯ୍ୟୁରିଙ୍ଗ’ ଫିଲ୍ମରେ ଦେଖାଯାଇଥିବା ଏହି ଘରେ ବାସ୍ତବରେ ଚଳପ୍ରଚଳ କରନ୍ତି ଭୂତ! ଦମ୍ପତି ବଖାଣିଲେ…

କିଛି ଲୋକଙ୍କୁ ହରର ଫିଲ୍ମ ଦେଖିବାକୁ ଭଲ ଲାଗେ। ଆଉ କିଛି ଲୋକ ଏହା ଭାବି ହରର ଫିଲ୍ମ ଦେଖନ୍ତି ଯେ ତାଙ୍କୁ ଲାଗିଥାଏ ଏହା କେବଳ ଏକ ଫିଲ୍ମ, ଏହାର ବାସ୍ତବତା ସହିତ କୌଣସି ସମ୍ପର୍କ ନାହିଁ। କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ କି, ଭୂତ ପ୍ରକୃତରେ ଅଛନ୍ତି? ତା'ହେଲେ ଆପଣ କ'ଣ କହିବେ?…