Browsing Category

ସ୍ପେଶାଲ

ବ୍ୟକ୍ତି ମିଛ କହୁଛି କି ନାହିଁ? ଏହି ୭ ଟି ସଂକେତରୁ ଜାଣନ୍ତୁ

ହିନ୍ଦୁ ଧର୍ମରେ ଗରୁଡ଼ ପୁରାଣର ବିଶେଷ ମହତ୍ତ୍ୱ ରହିଛି। ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁ ଓ ଗରୁଡ଼ଙ୍କ ମଧ୍ୟରେ ଆଲୋଚନା ବିଷୟରେ ବର୍ଣ୍ଣନା କରାଯାଇଛି। ଗରୁଡ଼ ପୁରାଣର ଅନେକ କଥାର ଆଜି ବି ପ୍ରାସଙ୍ଗିକତା ରହିଛି। ଯାହାକୁ ଆପଣାଇ ଲୋକେ ନିଜ ଜୀବନକୁ ସହଜ ଓ ସରଳ କରିପାରିବେ। ମିଛ କହୁଥିବା…

ସ୍ବାମୀଙ୍କୁ ଏୟାରପୋର୍ଟରେ ଦେଖିବା ପରେ ପିପିଇ କିଟ୍ ପିନ୍ଧି ଧମାକେଦାର ଡ୍ଯାନ୍ସ କଲେ ପତ୍ନୀ, ଦେଖନ୍ତୁ ଭିଡିଓ

ପ୍ରତିଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏଥିପାଇଁ ସମସ୍ତେ ନିୟମ ଓ ସଚେତନତା ପାଳନ କରୁଛନ୍ତି। ଏତେ ଦୁଃଖ ମଧ୍ୟରେ ମଧ୍ୟ ଲୋକ ଖୁସି ରହିବାର କୌଣସି ନା କୌଣସି କାରଣ ଖୋଜି ବାହାର କରିଦିଏ। ଅନେକ ଥର ଏମିତି କିଛି କ୍ଷଣ ସାମ୍ନାକୁ ଆସିଥାଏ, ଯାହା ପାଇଁ କିଛି ସମୟ ମଣିଷ ହସିଦିଏ। ଦେଶରେ…

କରୋନା ମହାମାରୀ ଭିତରେ ଚିନ୍ତା ବଢ଼ାଇଲା ‘ବ୍ଲାକ ଫଙ୍ଗସ୍’, କୋଭିଡ ୧୯ରୁ ସୃଷ୍ଟି ହେଉଛି ଏହି ବିରଳ ରୋଗ

କୋଭିଡ ମହାମାରୀ ଭିତରେ ଏବେ ଚିନ୍ତା ବଢ଼ାଇଲାଣି ‘ବ୍ଲାକ ଫଙ୍ଗସ୍’। ଗତ କିଛି ଦିନରେ କରୋନା ରୋଗୀଙ୍କ ଠାରେ ଦେଖିବାକୁ ମିଳୁଛି ଏହି ବ୍ଲାକ ଫଙ୍ଗସ୍‌ ମାମଲା। ଦିଲ୍ଲୀର ହସପିଟାଲରେ ବ୍ଲାକ୍ ଫଙ୍ଗସ୍ ମାମଲା ଦେଖିବାକୁ ମିଳିଛି । କୋଭିଡ ସଂକ୍ରମଣରୁ ବ୍ଲାକ ଫଙ୍ଗସ୍ ବୃଦ୍ଧି ପାଇବାରେ ଲାଗିଛି ।…

ଛୋଟ ପିଲାଟି ପୋଲିସ ବାବୁଙ୍କ ହାତରେ ଧରାଇଦେଲା ବାଡି, ଲୋକେ ଦେଖି ଦେଉଛନ୍ତି ଏପରି ରିଆକସନ୍‌

ସୋସିଆଲ ମିଡିଆରେ ପ୍ରାୟ ସମୟରେ ଏମିତି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଲୋକେ ଖୁବ୍ ପସନ୍ଦ କରନ୍ତି। ଏବେ ଏମିତି ହିଁ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଗର୍ବରେ ଆପଣଙ୍କ ଛାତି ଫୁଲି ଉଠିବ। ସୋସିଆଲ ମିଡିଆରେ ଏବେ ଡ୍ୟୁଟିରେ ଥିବା ପୋଲିସକର୍ମୀଙ୍କର ଏକ ଭିଡିଓ ଖୁବ୍…

ରୋଷେଇ ଘର ପାଇଁ ଧ୍ୟାନ ରଖନ୍ତୁ ଏହିସବୁ ନିୟମ , ଯାହା ଆପଣଙ୍କୁ ଦେବ ସୁଖ ଓ ସମୃଦ୍ଧି

ବାସ୍ତୁ ଶାସ୍ତ୍ରରେ ଏମିତି ଅନେକ ନିୟମ ରହିଛି ଯାହା ଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଘରେ ଥିବା ରୋଷେଇ ଘରକୁ ଉର୍ଜାର ସଂରକ୍ଷଣ କେନ୍ଦ୍ର କୁହାଯାଏ । ରୋଷେଇ ଘର ଭଲ ହେଲେ ଘରେ ସ୍ୱାସ୍ଥ୍ୟ, ସ୍ୱାଦ ଓ ସଂସ୍କାର ଭଳି ୩ଟି ଉପରେ ଗଭୀର ପ୍ରଭାବ ପକାଇଥାଏ । ଭାରତରେ ସେଥିପାଇଁ…

କୂଅରୁ ପାଣି କାଢ଼ିବା ପାଇଁ ଗାଁର ଏହି ବ୍ୟକ୍ତି କଲେ ଅଜବ ଯୋଗାଡ, ଲୋକେ କହିଲେ, ‘ନିଉଟନଙ୍କ ତୃତୀୟ…

ସୋସିଆଲ ମିଡିଆରେ ଯୋଗାଡର ଏମିତି ଅନେକ ଭିଡିଓ ଭାଇରଲ ହୋଇଥାଏ। ଏହି ଭିଡିଓଗୁଡ଼ିକୁ ଲୋକେ ବେଶ ପସନ୍ଦ ବି କରିଥାନ୍ତି। ଅନେକ ଥର ଏହି ଯୋଗାଡ ଯୋଗୁ ହିଁ ଅସହଜ କାମ ସହଜ ହୋଇଯାଇଥାଏ। ଏବେ ଠିକ ଏମିତି ହିଁ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଯୋଗାଡ…

ଭାଇମାନେ ଏମିତି ଅମାନିଆ ହୁଅ, ଏମିତି ରାଜ୍ୟ ରାଜସ୍ୱ ବଢ଼ାଅ

ଆଜି ଯଦି ଆପଣମାନେ ପୋଲିସ୍‌ ଡିଜି ଅଭୟଙ୍କ କଥା ଶୁଣିଥିବେ ତେବେ ଜାଣି ପାରୁଥିବେ ଯେ ଅମାନିଆଙ୍କ ଠାରୁ ପୋଲିସ୍‌ ୧୫ କୋଟି ଟଙ୍କାର ଫାଇନ୍‌ ଆଦାୟ କରି ସାରିଲାଣି । ଆମେ ଅର୍ଥଦଣ୍ଡ ଭୋଗିବାକୁ ରାଜି ଅଛୁ କିନ୍ତୁ ଆଇନ୍‌କୁ ମାନିବାକୁ ରାଜି ନୋହୁଁ । ଯେମିତି ଅମାନିଆମାନେ ଏଭଳି କିଛି ବାର୍ତ୍ତା…

ଆଫ୍ରିକାରେ ମିଳିଲା ୭୮,୦୦୦ ବର୍ଷ ପୁରୁଣା କବର, ଛୋଟ ଛୁଆର ବୋଲି କରାଯାଉଛି ଅନୁମାନ

ନିକଟରେ ଆଫ୍ରିକାରେ ଗବେଷକମାନଙ୍କୁ ଏକ କବର ମିଳିଛି, ଯାହାକୁ କୁହାଯାଉଛି, ଏହା ଆଫ୍ରିକାର ସବୁଠାରୁ ପୁରୁଣା କବର। ସୂଚନା ମୁତାବକ, ଏହି କବର କେନିଆ ତଟ ନିକଟସ୍ଥ ଏକ ଗୁମ୍ଫା ଭିତରୁ ମିଳିଛି। ଭିତରେ ଥିବା ଏକ ବିରାଟ ମାଠିଆରୁ ଏହି କବର ମିଳିଛି। AFP ମୁତାବକ, ଏହି କବରରେ ଯାହାକୁ ପୋତା…