କୁମ୍ଭୀର ପିଠିରେ ବସି ନଦୀ ପାର ହେଉଥିଲା କୁକୁଡ଼ା, କୂଳକୁ ଆସିଲା ପରେ ଏମିତି ହେଲା ଅବସ୍ଥା; ଦେଖନ୍ତୁ ଭିଡିଓ
ସୋସିଆଲ ମିଡିଆରେ ପ୍ରାୟତଃ ପଶୁପକ୍ଷୀଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ କିଛି ଭିଡିଓ ଦେଖିବାକୁ ମଜା ଲାଗୁଥିବା ବେଳେ ଆଉ କିଛି ମଣିଷକୁ କିଛି ଭଲ କଥା ଶିକ୍ଷା ଦେଇଥାଏ। ସେହିପରି ଆଉ କିଛି ଭୟଙ୍କର ଭିଡିଓ ଦେଖିଲେ ଛାତିର ସ୍ପନ୍ଦନ ବଢ଼ିଯାଏ। ଏବେ ସୋସିଆଲ ମିଡିଆରେ ସେଭଳି ଏକ…