Browsing Category

ସ୍ପେଶାଲ

ଏହି ଗାଁରେ ବୁଲେଟ୍‌ ପ୍ରୁଫ୍‌ ଟ୍ରାକ୍ଟରରେ ଚାଷ କରୁଛନ୍ତି କୃଷକ, ଗତ ୫୦ ବର୍ଷ ହେଲା ଏମିତି ଚାଲିଛି କୃଷି କାର୍ଯ୍ୟ

ବୁଲେଟ୍‌ ପ୍ରୁଫ୍‌ ଟ୍ରାକ୍ଟରରେ ହେଉଛି କୃଷି କାର୍ଯ୍ୟ। ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ କଥାଟି ଏକ ଦମ୍‌ ସତ। କୌଣସି ବାହାର ଦେଶରେ ନୁହେଁ ବରଂ ଆମ ଦେଶ ଭାରତରେ ହିଁ ଏମିତି ହେଉଛି କୃଷି କାର୍ଯ୍ୟ। ବୁଲେଟ୍‌ ପ୍ରୁଫ୍‌ ଟ୍ରାକ୍ଟରରେ ଚାଷ କରିବା ପଛରେ ବି ରହିଛି ଏକ ବଡ଼ କାରଣ। ନିଜ…

ବାଲେଶ୍ୱରର ନୀଳଗିରି ଅଞ୍ଚଳରେ ଥିବା ଏହି ଗାଁରେ ରହିଛି ଅନେକ ଧର୍ମର ସ୍ମୃତି

ଅଯୋଧ୍ଯା ନାଁ ଶୁଣିବା ମାତ୍ରେ ମନକୁ ଚାଲି ଆସେ ଉତ୍ତର ପ୍ରଦେଶ। କିନ୍ତୁ ବୋଧେ ଖୁବ କମ ଲୋକ ଜାଣିଥିବେ ଯେ ଓଡ଼ିଶାରେ ବି ଏକ ଅଯୋଧ୍ୟା ରହିଛି। ବାଲେଶ୍ୱର ସହର ଠାରୁ ପାଖାପାଖି ୨୫ କିଲୋମିଟର ଗଲେ ପଡିବ ଏହି ଗାଁଟି, ଯାହା ନୀଳଗିରି ଉପଖଣ୍ଡରେ ରହିଛି। ଏକଦା ଏହି ଗାଁ ବୈଷ୍ଣବ, ଜୈନ ଓ ବୌଦ୍ଧ…

ଚାଟାର୍ଡ ଆକାଉଣ୍ଟାଟରେ ଟପ୍ପର, କିନ୍ତୁ ଆଗକୁ ପାଠ ପଢ଼ିବାକୁ ସାଥ୍ ଦେଉନି ଅର୍ଥ

ପଟାମୁଣ୍ଡାଇ (କେନ୍ୟୁଜ) : ପ୍ରତିଭା ଯେ କେବଳ ଧନୀ ଘରେ ଜନ୍ମ ହୁଅନ୍ତି ତାହା ନୁହେଁ । ଚା ବାଲାଙ୍କ ପୁଅ ଚାଟାର୍ଡ ଆକାଉଣ୍ଟସ୍‌ରେ ଟପର ହୋଇଛନ୍ତି। ଏକଥା ତାର ବଡ଼ ପ୍ରମାଣ । ଗରିବ ପୁଅ ହୋଇବି ପାଇଛନ୍ତି ବଡ ସଫଳତା। କିନ୍ତୁ ତାଙ୍କର ଏହି ସଫଳତାରେ ସେ ଖୁସି ହେବେ ନା ଦୁଃଖ କରିବେ ଜାଣି…

ଅଟୋ ଡ୍ରାଇଭର କଲେ ଜବରଦସ୍ତ ‘ଲାବଣୀ ଡ୍ଯାନ୍ସ’, ଭିଡିଓ ଭାଇରଲ ପରେ ବଦଳିଗଲା ଭାଗ୍ଯ

ପ୍ରତିଭା, ଯେକୌଣସି ପରିସ୍ଥିତିରେ ମଧ୍ୟ ଅଧିକ ଦିନ ପର୍ଯ୍ଯନ୍ତ ବନ୍ଧକ ରହିପାରେ ନାହିଁ। ଏହା ସହିତ ସୋସିଆଲ ମିଡିଆରେ କେବେ କାହା ଭାଗ୍ଯ ରାତାରାତି ପରିବର୍ତ୍ତନ ହୋଇଯାଏ, ତାହା କୁହାଯାଇପାରିବ ନାହିଁ। ଏମିତି ଅନେକ ଉଦାହରଣ ଆମ୍ଭେ ପୂର୍ବରୁ ଦେଖିଆସିଛେ। ଆଜିକାଲି ସୋସିଆଲ ମିଡିଆର…

ସମୁଦ୍ର ଭିତରେ ମୁନିଆ ଦାନ୍ତରେ ତିମିକୁ ଖାଇଚାଲିଛି ଭୋକିଲା ସାର୍କ, ଦେଖନ୍ତୁ ଖତରନାକ ଭିଡିଓ

ଏ ଦୃଶ୍ୟ ଆପଣଙ୍କ ଭୟଙ୍କର ଲାଗୁଥାଇପାରେ କିନ୍ତୁ ଏହା ପ୍ରକୃତି। ଏଠାରେ ଅନେକ ସୁନ୍ଦର ଜିନିଷ ଦେଖିବାକୁ ମିଳିବା ସହିତ କିଛି ଭୟାନକ ଜିନିଷ ମଧ୍ୟ ଦେଖିବାକୁ ମିଳେ। ତେବେ ଏବେ ଏକ ବହୁତ ଖତରନାକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଏକଦମ୍ ହତବାକ୍ ହୋଇଯିବେ। ସମୁଦ୍ରର ସବୁଠାରୁ…

ଜାପାନ ବୈଜ୍ଞାନିକଙ୍କ ନୂଆ ପରୀକ୍ଷଣ, ପଶୁଙ୍କ ଗର୍ଭରେ ହେବ ମନୁଷ୍ୟ କୋଷିକାର ବିକାଶ!

ଏବେ ପଶୁଙ୍କ ଠାରୁ ଜନ୍ମ ନେବେ ମଣିଷ। ଏଭଳି ଅସାଧାରଣ କାମ କରିବାକୁ ଅନୁମତି ଦେଇଛନ୍ତି ସରକାର। ଜାପାନର ଜଣେ ବୈଜ୍ଞାନିକଙ୍କୁ ସେଠାକାର ସରକାର ଏହି ଗବେଷଣା ପାଇଁ ସାହାଯ୍ୟ କରିଛନ୍ତି। ଏହା ଦ୍ୱାରା ପଶୁମାନଙ୍କ ଶରୀରରେ ମନୁଷ୍ୟ କୋଷିକାର ବିକାଶ ହୋଇପାରିବ। ଅର୍ଥାତ୍‌, ପଶୁମାନେ ଏକପ୍ରକାର…

ଦେଖନ୍ତୁ ଭିଡିଓ: ଚଳନ୍ତା ଗାଡ଼ି ଛାତ ଉପରେ ଯୁବକ କରୁଥିଲେ ପୁଶ୍‌ଅପ୍ସ, ପୋଲିସ କହିଲା, ‘ଭାଇ, ଏ ନିଅ ତୁମ ପୁରସ୍କାର…’

ଲୋକେ ଯେତେବେଳେ ଅଜବ କାରନାମା ସବୁ କରି ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥାଆନ୍ତି, ତ ସେମାନଙ୍କୁ ଜଣା ନ ଥାଏ କି, ଏହାର ପରିଣାମ ତାଙ୍କ ପାଇଁ କେତେ ଯେ ଭୟଙ୍କର ହେବ। ଚର୍ଚ୍ଚାରେ ରହିବା ପାଇଁ ସେମାନେ କେତେ କ’ଣ କରିଯାଇ ଥାଆନ୍ତି। ନିକଟରେ ଏମିତି ହିଁ କିଛି ହୋଇଛି ଜଣେ ଯୁବକଙ୍କ…

ପ୍ରେମର ଅନନ୍ୟ ଉଦାହରଣ, ଏଠାରେ କୃଷ୍ଣଙ୍କ ସହ ମୀରାବାଈଙ୍କର ହୁଏ ପୂଜା

ଭଗବାନ କୃଷ୍ଣଙ୍କ ଭକ୍ତ ଭାରତ ସମେତ ସମଗ୍ର ବିଶ୍ୱରେ ପରିବ୍ୟାପ୍ତ। ତାଙ୍କ ଆରାଧନା କରିବା ସହ ଗୀତାରେ ଦିଆଯାଇଥିବା ଜ୍ଞାନକୁ ଅନୁସରଣ କରନ୍ତି। ଭାରତରେ ଭଗବାନ କୃଷ୍ଣଙ୍କର ଅନେକ ପ୍ରାଚୀନ ମନ୍ଦିର ରହିଛି। ଯାହାର କୀର୍ତ୍ତିରାଜି ସାରା ବିଶ୍ୱରେ ବିଖ୍ୟାତ। ଏଠାରେ ସବୁ ସମୟରେ ଭକ୍ତଙ୍କ ଭିଡ଼…

୬୫ ବର୍ଷରେ ବନିଲେ ଓକିଲ ! ୪୨ ଥରରେ ମାଟ୍ରିକ, ୧୦ ଥରରେ ଯୁକ୍ତ ୨ ପାସ୍ କଲେ ଏହି ବ୍ୟକ୍ତି

ସମାଜ ପାଇଁ ଉଦାହରଣ ସାଜିଛନ୍ତି ଢେଙ୍କାନାଳ ଜିଲ୍ଲାର ପାରିଖେଦା ଗ୍ରାମର ତ୍ରିଲୋଚନ ନାଏକ। ସେ ଏମିତି କାମ କରିଛନ୍ତି ଯାହାକୁ ଶୁଣିଲେ ଆପଣ ସହଜରେ ବିଶ୍ୱାସ କରିପାରିବେନି। ଯେଉଁ ବୟସରେ ସେ ଅବସର ନେବା କଥା ସେହି ବୟସରେ ସେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ନିଜର ଦୃଢ ଇଛାଶକ୍ତି ବଳରେ…

ସିଂହ ଛୁଆକୁ ଡ୍ରଗ୍ସ ଦେଇ କରାଇଲେ ‘ୱେଡିଂ ଫଟୋଶୁଟ’, ସୋସିଆଲ ମିଡିଆରେ ଭାଇରାଲ ପରେ ଏମିତି ଫସିଲେ ପାକିସ୍ତାନୀ ଦମ୍ପତି

ପାକିସ୍ତାନରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଦମ୍ପତି ନିଜ ୱେଡିଂ ଫଟୋଶୁଟକୁ ସ୍ମରଣୀୟ କରିବା ପାଇଁ ସିଂହ ଛୁଆ ସହିତ ଫଟୋ ଉଠାଇଛନ୍ତି। କିନ୍ତୁ ଯେତେବେଳେ ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଗଲା, ତ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ ଏବଂ ତାଙ୍କ ଉପରେ ତୁରନ୍ତ…

ମୟୂରଭଞ୍ଜର ନସ୍କୋରିଆ ଶୈବ ପୀଠ, ବାବାଙ୍କ ଦର୍ଶନ ପାଇଁ ଏଠାରେ ଚଢ଼ିବାକୁ ପଡ଼େ ୨୮୦୦ ଫୁଟ୍

ଆଶା ଓ ବିଶ୍ୱାସର ପ୍ରତୀକ ହେଉଛନ୍ତି ବାବା ଭୋଲେନାଥ। ସାରା ଭାରତବର୍ଷରେ ମହାଦେବଙ୍କର ଅଗଣିତ ମନ୍ଦିର ରହିଥିଲେ ବି ମୟୂରଭଞ୍ଜର ଏହି ପୀଠର ମହତ୍ତ୍ୱ କିନ୍ତୁ ସବୁଠୁ ଅଲଗା। ମହାଦେବଙ୍କ ଏହି ପୀଠର ନାଁ ନସ୍କୋରିଆ ଶୈବ ପୀଠ। ଏଠାରେ ପାହାଡ଼ ଉପରେ ବିରାଜମାନ କରିଛନ୍ତି ଦେବ ଦେବ ମହାଦେବ। ଏଣୁ…

ଜାଣନ୍ତୁ ଏଭଳି ମନ୍ଦିର ସଂପର୍କରେ, ଯାହା ପ୍ରସାଦ ପାଇଁ ବିଶ୍ୱ ବିଖ୍ୟାତ

ଦେଶରେ ଏମିତି ମନ୍ଦିର ଅଛି ଯାହାର ପ୍ରସାଦ ନାଁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିଛି ମନ୍ଦିର ଏମିତି ଅଛି ଯେଉଁଠି ନୁଡଲ୍ସ ପ୍ରସାଦ ରୂପେ ବ୍ୟବହାର କରାଯାଏ ତ ଆଉ କେଉଁଠି ଚକୋଲେଟ୍‌। ଆଉ ଏବେ ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ସଂପର୍କରେ କହିବୁ, ଯେଉଁଠି ଚା’କୁ ପ୍ରସାଦ ରୂପେ ଦିଆଯାଏ।…