Browsing Category

ସ୍ପେଶାଲ

ପ୍ରକୃତିର ସୁରକ୍ଷା ପାଇଁ ବେଙ୍ଗାଲୁରୁର ଏହି ବୈଜ୍ଞାନିକ ଗଛରୁ କାଢ଼ନ୍ତି କଣ୍ଟା, ବ୍ୟାନର ନ ଟାଙ୍ଗିବାକୁ କରୁଛନ୍ତି…

ପ୍ରକୃତି ଓ ପରିବେଶର ସୁରକ୍ଷା ଲାଗି ଏବେ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ ଯେବେ ଯାଏଁ ସାଧାରଣ ଲୋକ ସଚେତନ ହୋଇନାହାନ୍ତି, ସେବେ ଯାଏଁ ପ୍ରକୃତିକୁ ସୁରକ୍ଷା ଦେବା ଅସମ୍ଭବ। ଏହି କଥାକୁ ହୃଦୟଙ୍ଗମ କରି ଗଛଗୁଡ଼ିକର ସୁରକ୍ଷା ଲାଗି ଅଣ୍ଟା ଭିଡ଼ିଛନ୍ତି…

୮୦୦ ବର୍ଷ ପରେ ମହାକାଶରେ ଘଟିବ ଦୁର୍ଲଭ ଘଟଣା, ଚଳିତ ବର୍ଷ ଦେଖିବାକୁ ମିଳିବ ଖ୍ରୀଷ୍ଟମାସ ତାରା

ଆଗକୁ ଆସୁଛି ଖ୍ରୀଷ୍ଟମାସ। ଏହି ପର୍ବ ପାଳନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। କିନ୍ତୁ ଚଳିତ ବର୍ଷ ଖ୍ରୀଷ୍ଟମାସ ପୂର୍ବରୁ ଆକାଶରେ ଏକ ଅଦ୍ଭୁତ ଘଟଣା ଘଟିବାକୁ ଯାଉଛି। ଚଳିତ ବର୍ଷ ଖ୍ରୀଷ୍ଟମାସରେ ଏଭଳି କିଛି ଘଟଣା ଘଟିବାକୁ ଯାଉଛି, ଯାହା ଗତ ୮୦୦ ବର୍ଷ ମଧ୍ୟରେ…

କାହିଁକି ଭଗବାନ ଭୈରବ କାଟିଥିଲେ ବ୍ରହ୍ମାଙ୍କ ମୁଣ୍ଡ, ଜାଣନ୍ତୁ କ’ଣ ରହିଛି ରହସ୍ୟ

ଚଳିତ ବର୍ଷ କାଳ ଭୈରବ ଜୟନ୍ତୀ ଡିସେମ୍ବର ୭ରେ ପାଳନ କରାଯିବ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ପ୍ରତ୍ୟେକ ବର୍ଷ ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାଳ ଭୈରବଙ୍କ ଜୟନ୍ତୀ ପାଳନ କରାଯାଇଥାଏ। ଶାସ୍ତ୍ର ଅନୁଯାୟୀ ଭଗବାନ କାଳ ଭୈରବଙ୍କ ଜନ୍ମ ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ…

ଦୁଃଖର ପାହାଡ ତଳେ ଚାପି ହୋଇଯାଇଛି ଜୀବନ, ବାପା ମା’ ଚାଲିଗଲା ପରେ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ତିନି ଭଉଣୀ

ଭଙ୍ଗା ଦଦରା ଘର । ଘରକୁ ଦେଖିଲେ ଭିତର ଅବସ୍ଥା ଜାଣି ହେଉଛି । ଏହି ଘରର ମୁରବୀ ହେଉଛନ୍ତି ପିଙ୍କି ବୟସ 18 ଛୁଇଁନି ମାତ୍ର ନିଜ 2 ସାନ ଭଉଣୀଙ୍କ ଅନ୍ନଦାତା। ଦାରିଦ୍ର୍ୟ ଦୁରୀକରଣ,ସାମାଜିକ ସୁରକ୍ଷା ପାଇଁ ସରକାରଙ୍କ ମାଳମାଳ ଯୋଜନା କରିଛନ୍ତି ସତ କିନ୍ତୁ ସବୁକିଛି ଫେଲ ମାରିଛି ଏହି କଅଁଳ…

ବିଶ୍ୱର ପ୍ରଥମ ମଦ ବାଥ୍‌ ଟବ୍‌: ଗାଧୋଇବା ଦ୍ୱାରା ଦୂର ହୋଇଥାଏ ଅନେକ ରୋଗ

ବ୍ରିଟେନ୍‌ ର ଏକ କମ୍ପାନୀ ସ୍ପାସୀକର୍ସ ଖ୍ରୀଷ୍ଟମାସ୍‌ ରେ ଗ୍ରାହକଙ୍କ ପାଇଁ ଏକ ସରପ୍ରାଇଜ୍‌ ପ୍ଲାନ୍‌ କରିଛନ୍ତି। ଏହି କମ୍ପାନୀ ଗ୍ରାହକଙ୍କ ପାଇଁ ମଦରେ ପରିପୂର୍ଣ୍ଣ ଏକ୍‌ ବାଥ୍‌ ଟବ୍‌ ତିଆରି କରିଛି, ଯାହା ବିଶ୍ୱର ପ୍ରଥମ ବାଥ୍‌ ଟବ୍‌। ଏଠାରେ ୩୭ ଡିଗ୍ରୀ ପର୍ଯ୍ୟନ୍ତ ମଦକୁ ଗରମ…

ପୁଣି ସବ୍ଯସାଚୀ ଦେଖାଇଲେ ମହାନତା, ଲକ୍ ଡାଉନ୍ ସମୟରେ ରାସ୍ତାକଡରେ ଗଦା ହୋଇଥିବା ଭକ୍ତଙ୍କ ନଡିଆକୁ ପଠାଇଲେ…

ଭୁବନେଶ୍ବର: ମାନସିକ ନଡିଆ ସହିତ ଜଡି ହୋଇ ରହିଥାଏ ଦୁଃଖୀ ମଣିଷ ମାନଙ୍କର ବିକଳ ପ୍ରାର୍ଥନା । କେଉଁଠି ମାଆ, ମୃତ୍ୟୁମୁହଁରେ ପଡ଼ିଥିବା ନିଜ ଛୁଆଟିର ଜୀବନ ପାଇଁ ଠାକୁରାଣୀଙ୍କ ପାଖେ ନଡିଆଟିଏ ଯାଚି ଦେଇଥାଏ ତ, କେଉଁଠି ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ବାମୀଙ୍କୁ ରକ୍ଷା କରିବା ପାଇଁ…

ସତରେ କ’ଣ ଜୀବିତ ରହିଛନ୍ତି ଅଶ୍ୱତ୍ଥାମା, ଜାଣନ୍ତୁ ଏହା ପଛର ରହସ୍ୟ

ପୁରାଣରେ କୁହାଯାଇଛି ‘ଅଶ୍ୱତ୍ଥାମା ବଳିର୍ବ୍ୟାସୋ ହନୁମାନଶ୍ଚ ବିଭୀଷଣଃ କୃପଶ୍ଚ ପରଶୁରାମଶ୍ଚ ସପ୍ତୈ ତେ ଚିରଞ୍ଜୀବୀନଃ’ ଅଶ୍ୱଥମା, ବ୍ୟାସ, ବଳି, ହନୁମାନ, ପର୍ଶୁରାମ, ବିଭୀଷଣ, କୃପାଚାର୍ଯ୍ୟ ଏହି ସାତ ଜଣଙ୍କୁ ଚିରଞ୍ଜୀବୀ ଅର୍ଥାତ୍ ସେମାନେ ଏବେବି ଜୀବିତ ବୋଲି କୁହାଯାଏ। କୁହାଯାଇଥାଏ…

ବିମାନରେ ନେଇପାରିବେ ରେଷ୍ଣୁରାଣ୍ଟର ମଜା, ସାହାରାର ପୁରୁଣା ବିମାନରେ ଆରମ୍ଭ ହେବ ‘Edutainment’ ସେବା

ଏରୋପ୍ଲେନରେ ରେଷ୍ଣୁରାଣ୍ଟର ମଜା କଥାଟି ଟିକେ ଅଡୁଆ ଲାଗୁଥାଇ ପାରେ। କିନ୍ତୁ କଥାଟି ବିଲକୁଲ ସତ। ଏବେ ଆପଣ ବିମାନରେ ବସି ମଧ୍ୟ ରେଷ୍ଣୁରାଣ୍ଟର ମଜା ନେଇପାରିବେ। ରାଜଧାନୀ ଦିଲ୍ଲୀରୁ ସେଟ୍ ନୋଏଡା ଜିଆଇପି ମଲରେ ବିମାନ(ପୁରୁଣା ଏୟାରକ୍ରାଫ୍ଟ) ଭିତରେ ଥିମ ରେଷ୍ଣୁରାଣ୍ଟ ଆରମ୍ଭ ହେବାକୁ…

ଅସହାୟଙ୍କ ଦେବଦୂତ ଇଂଜିନିୟ ସତ୍ୟଜିତ୍, ଗାଁକୁ ଗାଁ ବୁଲି କରୁଛନ୍ତି ସେବା

ସାଲେପୁର: ଆଜି ବ୍ଯସ୍ତ ବହୁଳ ଜୀବନରେ କିଏ ବା କାହା ପାଇଁ ଅପେକ୍ଷା କରୁଛି । ନିଜ ଜୀବନ ପଥରେ ସଭିଏଁ ଆଗକୁ ବଢିଚାଲିଛନ୍ତି । ହେଲେ ଆର୍ଥିକ ଅନଗ୍ରସର, ଦାରିଦ୍ର୍ଯ ସୀମାରେଖା ତଳେ ଥିବା ତଥା ମାନସିକ ବିକାର ଗ୍ରସ୍ତ ଲୋକମାନଙ୍କ କଥା ଟିକେ ଭାବିଲେ । ସେମାନଙ୍କର କଣ ଏ ଦୁନିଆରେ ବଞ୍ଚିବାର…

ଏଠି ଦୃଷ୍ଟିହୀନଙ୍କ ଆଶା ବାଡ଼ି ପାଲଟିଛି କୁକୁର, ଜଣେ ଗାଇଡ଼ ପରି ଦେଉଛି ମାର୍ଗଦର୍ଶନ

କୁକୁର ଏକ ବିଶ୍ୱସ୍ତ ପ୍ରାଣୀ । ଘର ଜଗିବା ଠାରୁ ଆରମ୍ଭ କରି ମାଲିକର ବୋଲକରା ହେବା ପରି କାମ ଗୁଡିକୁ କୁକୁର ବେଶ ଭଲ ଭାବରେ ନିଭେଇଥାଏ । ଏହାବାଦ କୌଣସି ସନ୍ଧାନ କାର୍ଯ୍ୟରେ ମଧ୍ୟ କୁକୁରକୁ ସାମିଲ କରାଯାଏ । କିନ୍ତୁ ଏକ ସାଧାରଣ କୁକୁର ଟିଏ ଯେ ଜଣେ ବ୍ୟକ୍ତିର ଗାଇଡ଼ ସାଜି…

ବେଆଇନ୍‌ ମଦ କାରବାରକୁ ବିରୋଧ କରିବାରୁ ଅତ୍ୟାଚାର, ଘରଦ୍ୱାର ଛାଡି ବାରଦୁଆର ହେଉଛନ୍ତି ୪ ପରିବାର

ଗାଁ ଭିତରେ ମଦ ମାଫିଆଙ୍କ ଜୁଲମ । ଅତ୍ୟାଚାର ଏତେ ହେଲା ଯେ ଘରଦ୍ୱାର ଓ ଗାଁ ଛାଡ଼ି ଦେଲେ ଚାରିଟି ପରିବାର। ଏବେ ଏମାନେ ବାରଦୁଆର ହେଉଛନ୍ତି । ବେଆଇନ୍‌ ମଦ କାରବାରକୁ ବିରୋଧ କରିବାରୁ ଏମାନଙ୍କର ଏ ଦଶା ହୋଇଛି । ଗାଁର ୪ଟି ପରିବାର ଉପରେ ଖୁବ୍‌ ଅତ୍ୟାଚାର କରୁଛନ୍ତି ମାଫିଆମାନେ । ସେମାନଙ୍କ…

ଶାଢ଼ୀ ପିନ୍ଧି ମହିଳା କରୁଛନ୍ତି ଏମିତି ଷ୍ଟଣ୍ଟ ଯାହାକୁ ଦେଖିଲେ ଆପଣ ବି କହିବେ ବାଃ ..ଚମତ୍କାର..!

ଯଦି ଆପଣ ଷ୍ଟଣ୍ଟ ପ୍ରଫେସନାଲଙ୍କ ଦ୍ୱାରା ବ୍ୟାକଫ୍ଲିପ୍ କିପରି କରାଯାଏ ସେ ବିଷୟରେ ଜାଣିଥିବେ ତାହେଲେ ଆପଣ ଏହା ବି ନିଶ୍ଚୟ ଜାଣିଥିବେ ଯେ ଅଭ୍ୟାସ ବିନା ଏହାକୁ କରିବା କେତେ କଷ୍ଟ ଆଉ ଏହାଦ୍ୱାରା ଶରୀରକୁ କେତେ ମାତ୍ରାରେ ବିପଦ ଥାଏ।ସାଧରଣତଃ ବ୍ୟାକଫ୍ଲିପ୍ସର ଭିଡିଓ ସୋସିଆଲ ମିଡିଆରେ…