Browsing Category

ସ୍ପେଶାଲ

ଏବେବି ମର୍ତ୍ତ୍ୟରେ ରହିଛି ସ୍ବର୍ଗକୁ ସିଡ଼ି : କେଉଁ ସ୍ଥାନରେ ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ

ସ୍ବର୍ଗକୁ ଯିବା କାହାକୁ ବା ନାପସନ୍ଦ । ଦୁନିଆରେ ସମସ୍ତ ବ୍ୟକ୍ତି ସ୍ବର୍ଗକୁ ଯିବା ପାଇଁ ହିଁ ବିଭିନ୍ନ ପ୍ରକାରର ପୂଜା ଅର୍ଚ୍ଚନା କରିଥାନ୍ତି। ଆଜି ଆମେ ଆପଣଙ୍କୁ ପୃଥିବୀରେ ରହିଥିବା ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛି ଯେଉଁ ଠାରେ ରହିଛି ସ୍ବର୍ଗକୁ ଯିବା ପାଇଁ ରାସ୍ତା। ଚିନର…

ସେଲିବ୍ରିଟି ଯିଏ କେବେ ଥିଲେ ପୁରୁଷ ଆଜି ବନିଯାଇଛନ୍ତି ମହିଳା : ସୌନ୍ଦର୍ଯ୍ଯ ଏମିତି ଯେ କରିଦେବ ଆଶ୍ଚର୍ଯ୍ଯ

ଜାନୁୟାରୀ ମାସରେ ସୈଫ୍ ଅଲ୍ଲୀ ଖାନଙ୍କ ଏକ ସିନେମା ଆସିଥିଲା ’କାଲାକାଣ୍ଡି’ । ଯେଉଁଥିରେ ଜଣେ ପୁରୁଷ ନିଜର ଲିଙ୍ଗ ପରିବର୍ତ୍ତନ କରି ମହିଳା ହେବାକୁ ନିଷ୍ପତି ନେଇଥିଲେ । ତେବେ ଏହା କେବଳ ରିଲରେ ନୁହେଁ ରିୟଲରେ ବି ଏମିତି ଅନେକ ଘଟଣା ରହିଛି । ଲିଙ୍ଗ ପରିବର୍ତ୍ତନ କରି ପୁରୁଷରୁ ମହିଳା…

ଥାଇଲାଣ୍ଡ ସରକାରଙ୍କ ଅନୁରୋଧ କ୍ରମେ ଉଦ୍ଧାର କାର୍ଯ୍ଯରେ ଲାଗିଥିଲେ ଭାରତୀୟ ଇଞ୍ଜିନିୟର

ଥାଇଲାଣ୍ଡ ଗୁମ୍ଫାରୁ ୧୨ ଜଣ ଫୁଟବଲ ଖେଳାଳି ଓ କୋଚକୁ ଉଦ୍ଧାର କରିବାରେ ଭାରତୀୟଙ୍କ ହାତ। ମହାରାଷ୍ଟ୍ର କିର୍ଲୋସ୍କର ବ୍ରଦର୍ସ କମ୍ପାନୀର ଇଞ୍ଜିନିୟର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ। ଏହି ରେସକ୍ୟୁ ଅପରେସନରେ ଅନେକ ଦେଶ ଲାଗିଥିଲେ। ଏହି ସମୟରେ ଥାଇଲାଣ୍ଡ ସରକାର, ଭାରତ…

କଣ ଏହି ଇସଲାମ୍ ଏବଂ ଏହାର ଅର୍ଥ : ଜାଣନ୍ତୁ ୫ଟି ଜରୁରୀ କଥା

ଆତଙ୍କବାଦୀଙ୍କ କଥା ସାମ୍ନାକୁ ଆସିବା ମାତ୍ରେ ମୁଣ୍ଡକୁ ଏବଂ ମନକୁ ଆସିଯାଏ ଗୋଟିଏ କଥା । ତାହା ହେଉଛି ଇସଲାମ୍ । କିନ୍ତୁ ଇସଲାମ୍ ଏକ ଏମିତି ଧର୍ମ ଯାହାକୁ ଲୋକମାନେ ଠିକ୍ ଭାବରେ ବୁଝି ନାହାଁନ୍ତି । କାରଣ ଏହାର ମୂଳ ତତ୍ତ୍ୱ କାହାକୁ ଜଣାନାହିଁ । ଇସଲାମ୍ ଅନ୍ଯ ଧର୍ମର ଆଦର କରିଥାଏ ଏବଂ…

କାଳିଅାର ପ୍ରସାଦକୁ କାହିଁକି କୁହାଯାଏ ମହାପ୍ରସାଦ : ଜାଣନ୍ତୁ ରହସ୍ଯ

କେବଳ ଓଡିଆ କିମ୍ବା ହିନ୍ଦୁଙ୍କର ନୁହେଁ, ବରଂ ଜଗତର ନାଥ ବୋଲି ସେ ଜଗନ୍ନାଥ । ସେଥି ପାଇଁ ତାଙ୍କ ଦେଉଳ ‘ବଡ ଦେଉଳ’ ଦାଣ୍ଡ ‘ବଡ ଦାଣ୍ଡ’। ଆଉ ପ୍ରସାଦ ହେଉଛି ‘ମହାପ୍ରସାଦ’ । ଯାହାର କାଣିଚାଏ ତୁଣ୍ଡରେ ଲାଗିଲେ ସାତ ଜନ୍ମର ପୂଣ୍ଯ ଲଭିଥାଏ ମଣିଷ । ସେଇଥିପାଇଁ ତାକୁ ବଢା ଯାଏ ନାହିଁ, ଚଣ୍ଡାଳ…

ମନ୍ଦିରର ଅଦ୍ଭୂତ ରହସ୍ଯ : ସାତ ଦିନ ପୂର୍ବରୁ କରିଦିଏ ଭବିଷ୍ଯତବାଣୀ

ଭାରତ ଅନେକ ରହସ୍ୟମୟ କାହଣୀରେ ପରିପୂର୍ଣ୍ଣ । ଯେଉଁ କାହାଣୀ ଆଜି କେବଳ ଚର୍ଚ୍ଚାର ବିଷୟ ହୋଇ ରହିଯାଇଛି । ହେଲେ ରହସ୍ୟର ଏହି ଗଣ୍ଠିକୁ ଖୋଲିବା ସମ୍ଭବପର ହୋଇପାରିନାହିଁ । ଏମିତି ଏକ ରହସ୍ୟମୟ କାହାଣୀ ହେଉଛି ଉତ୍ତରପ୍ରଦେଶରେ ଥିବା ଜଗନ୍ନାଥ ମନ୍ଦିର। କାନପୁର ଜନପଦରେ ଅବସ୍ଥିତ ପ୍ରଭୁ…

ଏଲନ୍ ମସ୍କଙ୍କ ମିନି ସବମେରିନ୍: ଥାଇଲାଣ୍ଡ ଅନ୍ଧାରୀ ଗୁମ୍ଫାରୁ କରିବ ଉଦ୍ଧାର

ଅନ୍ଧାରୀ ଗୁମ୍ଫାରୁ ପିଲାଙ୍କୁ ଉଦ୍ଧାର କରିବା ପାଇଁ ଏକ ମିନି ସବମେରିନ୍ ବା ବୁଡ଼ା ଜାହାଜ ଦେଇଛନ୍ତି ଏଲନ୍ ମସ୍କ। ଆମେରିକାର ସ୍ପେସ୍ ଏଣ୍ଟରପ୍ରିନୁୟର ମସ୍କ ଗତକାଲି ସେହି ଜଳପୂର୍ଣ୍ଣ ଗୁମ୍ଫାରେ ପଶିଥିଲେ ବୋଲି ନିଜ ସୂଚନା ଦେଇଛନ୍ତି। ବାକି ପିଲାଙ୍କୁ ଉଦ୍ଧାର କରିବା ଲାଗି ଏକ କ୍ଷୁଦ୍ର…

ବିବାହ କରିବି ତ ଏହି ପୋଷ୍ଟ ପଢୁଥିବା ପୁଅକୁ ! ଜାଣଛନ୍ତି କି କିଏ ଏହି ଟ୍ୟାଗ୍ ଗର୍ଲ ?

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଟ୍ୟାଗ୍ ସିଜନ୍ ଚାଲିଛି। ପ୍ରତିଟି ଲୋକ ନିଜ ସାଙ୍ଗସାଥିଙ୍କୁ ବିଭିନ୍ନ ପ୍ରକାରର ପୋଷ୍ଟରେ ଟ୍ୟାଗ୍ କରିଥାନ୍ତି। ଏହି ସବୁ ମଧ୍ୟରେ ଆପଣ ଦେଖିଥିବେ କିଛି ନିର୍ଦ୍ଦିଷ୍ଟ ମହିଳା କିମ୍ବା ପୁରୁଷଙ୍କୁ ନେଇ ବିଭିନ୍ନ ପ୍ରକାରର କଥା ଲେଖାଯାଇଥାଏ। ସେହି ବ୍ୟକ୍ତି…

ରହସ୍ଯ: କ’ଣ ସତରେ ନାଗଙ୍କ ପାଖରେ ଥାଏ କୌଣସି ନାଗମଣି ? ପଢନ୍ତୁ ଏହି ରିପୋର୍ଟ

ହିନ୍ଦୁ ସମାଜରେ ନାଗଙ୍କୁ ପୂଜା କରିବା ଏକ ପୁରୁଣା ରୀତିନୀତି ଅଟେ ।  ଏବେ ବି ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଏକ ବିଶେଷ୍ ଦିନରେ ନାଗ ଦେବଙ୍କୁ ପୂଜା କରିଥାନ୍ତି । ଏହା ସହ କିଛି ଲୋକ ବିଶ୍ବାସ ରଖିଥାନ୍ତି ଯେ, ଯେଉଁ ବ୍ଯକ୍ତି ନାଗ ମଣି ପାଇଯିବ ସେ ଏ ଦୁନିଅାର ସବୁ ଠାରୁ…

ବଲିଉଡର ୫ ’ମୁନ୍ନା ବଜରଙ୍ଗୀ’: ଯେଉଁ ମାନଙ୍କ ଜୀବନ ଉପରେ ତିଆରି ହେଲା ସିନେମା ଆଉ ଦୋହଲିଗଲା ବକ୍ସ ଅଫିସ୍

ପୁରା ଉତରାଚଂଳରେ ଆତଙ୍କର ଖତରନାକ ଚେହେରା ଭାବରେ ଜଣାଶୁଣା ମୁନ୍ନ ବଜରଙ୍ଗୀକୁ ଜେଲରେ ହତ୍ଯା କରିଦିଆଯାଇଛି । ୯ଟି ଗୁଳି ଲାଗିବା ପରେ ଶବ ଗୃହରୁ ଜୀବିତ ଫେରିବା ଠାରୁ ଏକ – ୪୭ରୁ ଲଗାତାର ୧୦୦ ଗୁଳିକରି ବିଜେପି ବିଧାୟକଙ୍କୁ ହତ୍ଯା କରିବା ପର୍ଯ୍ଯନ୍ତ ଏହି ମାଫିଆ ଡନର ଜୀବନ କୌଣସି ମସଲାଦାର…

ଏମିତି ଏକ ଗାଁ ଯେଉଁଠି କୁକୁର ବାଣ୍ଟନ୍ତି ଘରେଘରେ କ୍ଷୀର !

ଦୁନିଆରେ ବିଭିନ୍ନ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥାଏ। ମଣିଷ ସମାଜରେ କୁକୁରଙ୍କୁ ସବୁଠାରୁ ବିଶ୍ବସ୍ତ ପାଣୀ ଭାବେ ବିବେଚିତ କରାଯାଇଥାଏ। କୁକୁର ମଣିଷର ସମସ୍ତ କଥା ମାନିଥାନ୍ତି ଏପରିକି ତାଙ୍କ କହିବା ଅନୁଯାୟୀ ସମସ୍ତ କାମ ମଧ୍ୟ କରିଥାନ୍ତି। ଏହି ବାକ୍ୟକୁ ବାରମ୍ବାର ସମସ୍ତ ସ୍ଥାନରେ…

ରକ୍ତଦାନ କରି ଜନ୍ମଦିନ ପାଳିଲେ ଡାକ୍ତର

ନବରଙ୍ଗପୁର: ରକ୍ତଦାନ କରି ମେଡିକାଲରେ ନିଜର ଜନ୍ମଦିନ ପାଳିଲେ ଡାକ୍ତର। ନିଜେ ରକ୍ତଦାନ କରିବା ସହ ଶୁଭେଛୁମାନଙ୍କୁ ରକ୍ତଦାନ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ରୋଗୀଙ୍କ ପାଇଁ ସଂଗ୍ରହ କଲେ ୨୫ ୟୁନିଟ୍ ରକ୍ତ। ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦେବବ୍ରତ ଡାକୁଆ ଏଭଳି ଏକ ନିଆରା…