Browsing Category

ସ୍ପେଶାଲ

ସାବଧାନ! ରାତିରେ ଲାଇଟ ଜଳାଇ ଶୋଉଛନ୍ତି କି, ହୋଇପାରେ ଏହି ସବୁ ଗମ୍ଭୀର ରୋଗ

ଯଦି ଆପଣଙ୍କୁ ରାତିରେ ଲାଇଟ ଜଳାଇ ଶୋଇବାର ଅଭ୍ୟାସ ଅଛି, ତା'ହେଲେ ସମୟ ପୂର୍ବରୁ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ। କାରଣ, ଏକ ରିସର୍ଚ୍ଚରେ ଏହି କଥା ଖୁଲାସା ହୋଇଛି ଯେ ଲାଇଟ ଜଳାଇ ଶୋଇଲେ ଆପଣଙ୍କୁ ଗମ୍ଭୀର ରୋଗ ହୋଇପାରେ। ଆମ ଶରୀରର ଏକ ବାୟୋଲୋଜିକାଲ କ୍ଲକ ଯେଉଁଠି ସୂର୍ଯ୍ୟ ଏବଂ ଚନ୍ଦ୍ରର…

LIVE ଶୋ’ ବେଳେ ଆଙ୍କରଙ୍କୁ ହଠାତ ହେଲା ଲେବର ପେନ, ସେଇଠି ହିଁ ଜନ୍ମ ନେଲା ଶିଶୁ !

ଆମେରିକାରେ ଜଣେ ରେଡିଓ ଉପସ୍ଥାପିକା ଲାଇଭ ଶୋ' ବେଳେ ନିଜ ଛୁଆକୁ ଜନ୍ମ ଦେଇଛନ୍ତି। ତାଙ୍କ ନାଁ କ୍ୟାସେଡେ ପ୍ରୋକ୍ଟର। ସେଣ୍ଟ ଲୁଇସର 'The Arch' ନାମକ ରେଡିଓ ଷ୍ଟେସନର ଏହି ଶୋ' ପାଇଁ ଖାସ ବନ୍ଦୋବସ୍ତ କରାଯାଇଥିଲା। ପ୍ରୋକ୍ଟରଙ୍କର ଯେତେବେଳେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା, ସେହି…

‘ଆରେ ୟାର କ୍ୟା କର ରହେ ହୋ..’ ଚୁଟି କାଟିବାକୁ ନେଇ ପିଲାଟି କରୁଛି ଏମିତି ହରକତ ଯାହା ସୋସିଆଲ ମିଡିଆରେ…

ସାଧାରଣତଃ ଛୋଟ ପିଲାମାନଙ୍କର କେଶ କାଟିବା ବହୁତ ବଡ଼ କଷ୍ଟକର ବ୍ୟାପାର । କାରଣ ଯେତେବେଳେ ଏମାନଙ୍କ ଚୁଟି କାଟିବା ପାଇଁ ନିଆଯାଇଥାଏ ସେତେବେଳେ ଏମାନେ ନାକେଦମ କରିଦେଇଥାନ୍ତି । ତେବେ ଆଜିକାଲି ସୋସିଆଲ ମିଡିଆରେ ଏଭଳି ଜଣେ ଶିଶୁର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ…

ଗୋଟିଏ କଦଳୀର ମୂଲ୍ୟ ୮୭,୦୦୦ ଟଙ୍କା, ଜାଣନ୍ତୁ କ’ଣ ପାଇଁ ଏହା ଏତେ ଖାସ

ଯଦି ଏକ କଦଳୀର ଦାମ ୨୦ ଟଙ୍କା ହୁଏ, ତା'ହେଲେ ଆପଣ କିଛି ସମୟ ଭାବିବାକୁ ବାଧ୍ୟ ହେବେ। କିନ୍ତୁ ଏଠି ଜଣେ ମହିଳାଙ୍କ ସହିତ ଯାହା ହୋଇଛି, ତାହା ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ। ମହିଳା ଜଣକ ଅନଲାଇନରେ କଦଳୀ ଅର୍ଡର କରିଥିଲେ, ଯାହାର ମୂଲ୍ୟ ଥିଲା ୮୭,୦୦୦ ଟଙ୍କା। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା…

ଏକମାତ୍ର ଭାରତୀୟ ଖେଳାଳି ଭାବରେ ୪୧୨ ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ରେକର୍ଡ ଦିଲୀପଙ୍କ ନାଁରେ ଅଛି

ଦିଲୀପ ତିର୍କୀ ହେଉଛି ଏମିତି ଏକ ନାଁ ଯିଏ ଅନ୍ତର୍ଜାତୀୟ ହକି କ୍ଷେତ୍ରରେ ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି । ୧୯୭୭ ମସିହା ଆଜିର ଦିନରେ ସୁନ୍ଦରଗଡ ଜିଲ୍ଲାର ଭିନସେଣ୍ଟ ତୀର୍କ୍କୀ ଓ ରେଗିନା ତିର୍କିଙ୍କ କୋଳ ମଣ୍ଡନ କରିଥିଲେ ଦିଲୀପ । ଖାଲି ଦିଲୀପ ନୁହନ୍ତି ତାଙ୍କ ପରିବାରର ଅନ୍ୟ…

ବାଘ ଆକ୍ରମଣର ଲାଇଭ୍‌ ଭିଜୁଆଲ୍, ଦେଖିଲେ ଥରି ଉଠିବ ଛାତି

ଆସାମ: ବାଘ ଆକ୍ରମଣର ଲାଇଭ୍‌ ଭିଜୁଆଲ୍ । ଗୋଡାଇ ଗୋଡାଇ ଆକ୍ରମଣ କରୁଛି ବାଘ। ବାଲି ଗଦା ଉପରୁ ଭୟଙ୍କର କୁଦା ମାରି ଲୋକଙ୍କୁ ଆକ୍ରମଣ କରୁଛି। କାଜିରଙ୍ଗା ନ୍ୟାସନାଲ ପାର୍କ ପକ୍ଷରୁ ଜାରି ହୋଇଥିବା ଏହି ଭିଡିଓଟି ଏବେ ଭାଇରାଲ ହୋଇଛି। video courtesy: The Entertainer 101…

ବଦଳିଗଲା ଭାଗ୍ୟ, ଖରା ବର୍ଷା ଶୀତରେ ଝୁପୁଡି ଘରେ ପଡିରହିଥିବା ଅସହାୟଙ୍କୁ ମିଳିଲା ସାହାରା

ଗରିବ ମାନଙ୍କ ସ୍ବପ୍ନ ହେଲା ସାକାର, କଚ୍ଚା ଘର ହେଲା ପକ୍କା । ହଁ ଆଜ୍ଞା ଗରିବ ଅସହାୟ ଭୂମିହୀନଙ୍କ ପାଇଁ ଘର ଖଣ୍ଡିଏ ପାଇବା ଥିଲା ସାତ ସପନ କିନ୍ତୁ ଏହି ସ୍ବପ୍ନ ବାସ୍ତବ ରୂପ ନେଇଛି ବରଗଡ଼ ଜିଲ୍ଲା ଆତବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ । ଯେଉଁମାନେ ଦିନେ ଝୁପୁଡି, ମାଟିଘରେ ଶୀତ, ବର୍ଷା,…

ଚକ୍ଷୁ ବିଶେଷଜ୍ଞ କଲେ ସତର୍କ : କରୋନା ସଂକ୍ରମିତଙ୍କ ଠାରେ ଦେଖାଯାଉଛି ଗଭୀର ଚକ୍ଷୁ ସମସ୍ୟା, ହରାଉଛନ୍ତି ଦୃଷ୍ଟି…

କରୋନା ସଂକ୍ରମଣକୁ ନେଇ ଆଉ ଏକ ଭୟଙ୍କର ଲକ୍ଷଣ ଏବେ ଆଖି ସାମ୍ନାକୁ ଆସିଛି । ଏବେ ଏହି ଭାଇରସ ଆଖି ଉପରେ ଗଭୀର ପ୍ରଭାବ ପକାଉଛି ବୋଲି ଦେଖିବାକୁ ମିଳିଛି । ଯେଉଁ କାରଣରୁ ଆଖି ଲାଲ ହୋଇଯାଉଛି | ସଂକ୍ରମଣ ହେତୁ ଜମାଟ ରକ୍ତ ଆଖିର ଧମନୀରେ ରକ୍ତ ପ୍ରବାହକୁ ଅବରୋଧ କରିଥାଏ | ଏହାଦ୍ୱାରା ଆଖି…

୭୦ ଲକ୍ଷରେ ନିଲାମ ହେଲା ୧୯୧୨ ମସିହାର ଏହି ମୂଲ୍ୟବାନ ଚାବି, ଜାଣନ୍ତୁ କ’ଣ ଅଛି ଏଥିରେ ଖାସ

୧୯୧୨ ମସିହାରେ ଦୁର୍ଘଟଣାର ଶିକାର ହୋଇଥିବା ଟାଇଟାନିକ ଜାହାଜର ଏକ ଚାବି ୮୫ ହଜାର ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୭୦ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ଏହା ଲାଇଫ ଜ୍ୟାକେଟ ଲକରର ଚାବି ଥିଲା। ଡେଭିଜେସରେ ହୋଇଥିବା ନିଲାମୀରେ ଚାବି ସମେତ ଟାଇଟାନିକ ସହ ଜଡ଼ିତ ୨୦୦ରୁ…

ଏହି ଭୁଲ୍‌ ଯୋଗୁ ଜୀବନରେ କେବେ ବି ମିଳେନି ସଫଳତା, ଜାଣନ୍ତୁ ଶାସ୍ତ୍ରାନୁସାରେ ସଫଳତାର ମନ୍ତ୍ର କ’ଣ?

ମନର ଆଶା ଓ ଇଚ୍ଛା ପୂରଣକୁ ସଫଳତା କୁହାଯାଏ। ସଫଳତା ଅନେକ ପ୍ରକାରର। କିନ୍ତୁ କିଛି ଲୋକ କେବଳ ଅର୍ଥ ରୋଜଗାରକୁ ସଫଳତା ଭାବିଥାନ୍ତି, ଯାହା କି ଠିକ୍‌ ନୁହେଁ। ବୌଦ୍ଧିକ ରୂପରେ ସମୃଦ୍ଧ ହେବା ମଧ୍ୟ ଏକ ପ୍ରକାରର ସଫଳତା। ଯେଉଁ ବ୍ୟକ୍ତି ମାନସିକ ଭାବେ ସମୃଦ୍ଧ, ସେ ସହଜରେ ଅନ୍ୟ ସଫଳତା ମଧ୍ୟ…

କ’ଣ ଶ୍ରୀକୃଷ୍ଣଙ୍କ ହାତରେ ପୂର୍ବରୁ ଲେଖାଥିଲା କଂସ ବଧ, କୁଣ୍ଡଳୀରେ ଦେଖିବାକୁ ମିଳିଥିଲା ଖାସ୍ କାରଣ

ଶ୍ରୀକୃଷ୍ଣ ଜନ୍ମ ଯେଉଁ ସମୟରେ ହୋଇଥିଲା, ସେହି ସମୟରେ ହିଁ ମଥୁରା ନରେଶ କଂସଙ୍କ ମୃତ୍ୟୁ  ସୁନିଶ୍ଚିତ ହୋଇଥିଲା। ଶ୍ରୀହରି ବିଷ୍ଣୁଙ୍କ ସର୍ବକାଳଜୟୀ ଅଷ୍ଟମ ଅବତାରର ଜନ୍ମକୁଣ୍ଡଳୀ ଅଧ୍ୟନ ପରେ ଏହା ଆପଣ ଜାଣିପାରିବେ। ବସୁଦେବ ଏବଂ ଦେବକୀଙ୍କ ପୁତ୍ରଙ୍କ ଜନ୍ମ ଦ୍ବାପର ଯୁଗରେ ଭାଦ୍ରପଦ କୃଷ୍ଣ…

କୁକୁର ବଡ଼ ଚତୁର, ମେଣ୍ଢାଦଳକୁ ପାର କରିବା ପାଇଁ ଆପଣେଇଲା ଏମିତି ଟ୍ରିକ; ଦେଖନ୍ତୁ ଭିଡିଓ

ଆପଣମାନେ ରାସ୍ତାରେ ଗଲାବେଳେ ଅନେକ ସ୍ଥାନରେ ଭିଡ଼ ଦେଖିଥିବେ । କିନ୍ତୁ ଏହି ଭିଡ଼ ଭିତରେ କିଛି ଲୋକ ଥାଆନ୍ତି ଯେଉଁମାନେ ଲୋକମାନଙ୍କୁ ପେଲା ଠେଲା କରି ଆଗକୁ ଯିବାକୁ ଚେଷ୍ଟା କରିଥାନ୍ତି । ଆଉ କିଛି ଲୋକ ଥାନ୍ତି, ଯେଉଁମାନେ ଧର୍ଯ୍ୟର ସହିତ ଅପେକ୍ଷା କରିଥାନ୍ତି । ବେଳେ ବେଳେ କିଛି ଲୋକ…