Browsing Category

ସ୍ପେଶାଲ

ରାବଣର ମୃତ୍ୟୁ ପରେ ଭାଇ ବିଭିଷଣକୁ କାହିଁକି ବିବାହ କରିଥିଲେ ମନ୍ଦୋଦରୀ?

ଶ୍ରୀରାମଙ୍କର ଜୀବନି ଓ ରାମାୟଣ ମହାକଥା ବିଷୟରେ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣା। କିପରି ଅହଙ୍କାରୀ ରାବଣକୁ ପ୍ରଭୁ ରାମଚନ୍ଦ୍ର ପରାସ୍ତ କରି ସୀତା ମାତାଙ୍କୁ ଉଦ୍ଧାର କରିଥିଲେ ସେ ବିଷୟରେ କାହାକୁ ବା ଅଛପା ରହିିଛି।ତେବେ ରାବଣ ବଧ ପରେ ପ୍ରଭୁ ରାମଚନ୍ଦ୍ର ମାତା ସୀତାଙ୍କୁ ନେଇ…

ଦଶହରା ପୂର୍ବରୁ ରାବଣଙ୍କୁ ବି କରୋନା ହୋଇଗଲା କି? ଏହି ଭିଡିଓ ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଅସତ୍ୟ ଉପରେ ସତ୍ୟର ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ହେଉଛି ବିଜୟାଦଶମୀ ବା ଦଶହରା। ଆସନ୍ତାକାଲି ସାରା ଦେଶରେ ଏହି ପର୍ବ ପାଳିତ ହେବ। କରୋନା ଯୋଗୁ ଚଳିତବର୍ଷ ଦୀର୍ଘ ବର୍ଷର ପରମ୍ପରା ଭଙ୍ଗ ହେବାକୁ ଯାଉଛି। ଦୀର୍ଘ ବର୍ଷର ପରମ୍ପରା ରାବଣ ଦହନ କାଲି ଅନୁଷ୍ଠିତ ହେବନାହିଁ। କରୋନା ଏହି…

ଗୋଟିଏ ପରିବାରର ଛ ଛ ଜଣ ଝିଅ ବୈଜ୍ଞାନିକ, ୪ ଜଣ ବିଦେଶରେ ଭାରତକୁ କରୁଛନ୍ତି ଗୌରବାନ୍ୱିତ

ଏବେକା ସମୟରେ ପୁଅ ମାନଙ୍କ ଠାରୁ ଯଥେଷ୍ଟ ଆଗେଇ ଯାଇଛନ୍ତି ଝିଅ । ଆଉ କୌଣସି କ୍ଷେତ୍ରରେ କମ ନାହାନ୍ତି ଝିଅ । ଆପଣ ଶୁଣି ବିସ୍ମିତ ହେବେ ଗୋଟିଏ ପରିବାରର ଛ ଛ ଜଣ ଝିଅ ବୈଜ୍ଞାନିକ ।  ଏମିତିକି ଏମାନଙ୍କ ମଧ୍ୟରୁ ଜଣେ କ୍ୟାନ୍ସର ରୋଗ ଉପରେ ଅଧିକ ରୁ ଅଧିକ ରିସର୍ଚ୍ଚ କରିବା ପାଇଁ ସ୍ୱୀକୃତି…

ମାସିକ ଧର୍ମର ୫ ଦିନ ଝୋପଡ଼ିରେ କଟାନ୍ତି ଏଠାକାର ମହିଳା ଓ ଯୁବତୀ, କାହିଁ କେଉଁ କାଳରୁ ରହିଆସିଛି ଏହି ଅଜବ ପରମ୍ପରା

ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠି ଅଜବ ନିୟମ, କାନୁନ ସବୁ ପ୍ରଚଳିତ। ଭାରତରେ ବି ଏଭଳି ଏକ ଗାଁ ରହିଛି ଛତିଶଗଡ଼ରେ, ଯାହାର ନାଁ ସୀତାଗାଁ। ଏଠାରେ ମହିଳା ଏବଂ ଯୁବତୀମାନଙ୍କୁ ମାସିକ ଧର୍ମ ଅବଧି ମଧ୍ୟରେ ୩ରୁ ୫ଦିନ ଏକ ଝୋପଡ଼ିରେ ରହିବାକୁ ପଡ଼ିଥାଏ। ଏହି ଝୋପଡ଼ି ଦୁର୍ଗନ୍ଧଯୁକ୍ତ…

ଦୁଇ ମୁଣ୍ଡିଆ ସାପକୁ ଘରକୁ ଟାଣି ଟାଣି ନେଇ ଆସିଲା ବିଲେଇ, ଦୃଶ୍ୟ ଦେଖି ମହିଳାଙ୍କର ହାଲ ହେଲା ବେହାଲ

ଫ୍ଲୋରିଡରେ ଜଣେ ମହିଳାଙ୍କ ଘରେ ଏକ ଅଦ୍ଭୁତ ଘଟଣା ଘଟିଛି ଯାହାକୁ ଦେଖି ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ରହିଗଲେ।ତାଙ୍କ ପୋଷା ବିଲେଇ ଗୋଟିଏ ଦୁଇ ମୁଣ୍ଡ ସାପକୁ ବାହାରୁ ଘୋଷାଡି ଆଣି ଘର ଭିତରେ ରଖିଥିଲା।ତେବେ ନିଜ ଘର ଭିତରେ ଏଭଳି ଏକ ଭୟଙ୍କର ସାପକୁ ଚାଲୁ ଥିବାର ଦେଖି ମହିଳା ଜଣଙ୍କ ଖୁବ…

ଲେଦର ବଲ୍‌ ଭଳି ଶକ୍ତ ହୋଇଯାଉଛି କରୋନା ଆକ୍ରାନ୍ତଙ୍କ ଫୁସଫୁସ୍‌, ଭାରତରେ ପ୍ରଥମଥର ପାଇଁ ଦେଖିବାକୁ ମିଳିଲା ଏଭଳି…

କରୋନା ଭାଇରସ୍ ମଣିଷର ରେସ୍ପ୍ରିରେଟୋରି ସିଷ୍ଟମ ବା ଶ୍ବାସକ୍ରିୟାରେ ପ୍ରବେଶ କରି ଫୁସଫୁସକୁ ନଷ୍ଟ କରିଦେଇଥାଏ। କରୋନା ଆମର ଫୁସଫୁସର କିଭଳି ସ୍ଥିତି କରିଥାଏ, ଏହାର ଏକ ଭୟଙ୍କର ଉଦାହରଣ କର୍ଣ୍ଣାଟକରେ ଦେଖିବାକୁ ମିଳିଛି। ସେଠାରେ ଜଣେ ୬୨ ବର୍ଷୀୟ ରୋଗୀ କରୋନା ସଂକ୍ରମିତ ହେବାପରେ ତାଙ୍କ…

ବିବାହରେ କନ୍ୟା ପିନ୍ଧିଲା Embroidery ୱାର୍କ ଥିବା ସ୍ପେଶାଲ ମାସ୍କ, ୨୦ ଘଣ୍ଟାରେ ୧୩ ଲକ୍ଷରୁ ଅଧିକ ଥର ଦେଖାଯାଇ…

କରୋନା ଭାଇରସ ଯୋଗୁ ବିବାହ କାର୍ଯ୍ୟ ଅନେକ ମାତ୍ରାରେ ପ୍ରଭାବିତ ହୋଇଥିଲା। ଏବେ ସୋସିଆଲ ମିଡିଆରେ ଆସାମରେ ହୋଇଥିବା ଏକ ବାହାଘରର ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି। ଏଠାରେ କନ୍ୟା କରୋନାରୁ ରକ୍ଷା ପାଇବା ପାଇଁ ଏକ କଳାତ୍ମକ ଉପାୟ ଆପଣାଇଛନ୍ତି, ଯାହାକି ଲୋକଙ୍କୁ ଖୁବ ପସନ୍ଦ ଆସିଛି।…

ଦେଖନ୍ତୁ ହୃଦୟବିଦାରକ Video: ବତକ ଛୁଆଙ୍କୁ ଖାଇବା ପାଇଁ ଅଜଗର ପଶିଲା ଗାତରେ, ମା’ ଛୁଆମାନଙ୍କୁ ଭାଗେଇଦେଲା…

ଦୁନିଆରେ ମା'ର ଜାଗା କେହି ନେଇପାରିବେନି। କାରଣ, ମା' ହିଁ, ଯିଏ ଆମକୁ ସବୁଠାରୁ ଅଧିକ ଭଲ ପାଇଥାଏ। ମା' ମମତାର ଏମିତି ହିଁ ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଏକ ମା' ବତକ ତା' ଛୁଆମାନଙ୍କୁ ବଞ୍ଚାଇବା ପାଇଁ ଅଜଗର ସହ ନିଜ…

ମହିଳାଙ୍କ ଗୋଡ଼କୁ ଜାବୁଡି ଧରିଲା ୧୦ ଫୁଟର ଅଜଗର, ତାହା ପରେ ହେଲା ଏମିତି କିଛି ….

ଅଜଗର ନାଁ ଶୁଣିବା ମାତ୍ରେ ଦେହରେ ଏକ ପ୍ରକାର ଶିହରଣ ଶୃଷ୍ଟି ହୋଇଯାଏ । ଅନେକେ ତ ଭୟରେ ଚମକି ଉଠନ୍ତି । କିନ୍ତୁ ସେହି ଅଜଗର ଯଦି କାହାର ଗୋଡ଼କୁ ମାଡି ବସେ ତେବେ ଭାବନ୍ତୁ ତ ଅବସ୍ଥା କଣ ହେବ । ହଁ ଏମିତି ହିଁ ଏକ ସମାନ ଧରଣର ଘଟଣା ଅଷ୍ଟ୍ରେଲିଆରେ ଘଟିଛି । ଏଠାକାର କ୍ୱିନସଲ୍ୟାଣ୍ଡ ଅଂଚଳରେ…

ନବରାତ୍ରି ୨୦୨୦: ଅଷ୍ଟମୀରେ କରନ୍ତୁ ମା’ଙ୍କ ମହାଗୌରୀ ପୂଜା, ସବୁ ପାପରୁ ମିଳିବ ମୁକ୍ତି

ନବରାତ୍ରୀ ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ପୂଜା କରାଯାଏ। ଭଗବାନ ଶିବଙ୍କ ପ୍ରତି ମା’ ମହାଗୌରୀ କଠୋର ପୂଜା କରିଥିଲେ ଯେଉଁଥି ପାଇଁ ତାଙ୍କ ଶରୀର କଳା ପଡିଯାଇଥିଲା। ଯେତେବେଳେ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ ସେତେବେଳେ ତାଙ୍କ କୃପାରୁ ମା’ ମହାଗୌରୀଙ୍କ ଶରୀର ଅତ୍ୟନ୍ତ ଗୋରା…

ଆଳି ରାଜବାଟୀଠାରେ ଉତ୍ସବ ସହକାରେ ଚାଲିଛି ଶାରଦୀୟ ଦୁର୍ଗାପୂଜା, ୪୦୦ ବର୍ଷର ପରମ୍ପରା ରହିଛି ବଜାୟ

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ରାଜବାଟୀଠାରେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ହେଲେ ଏହି ଦୁର୍ଗାପୂଜାର ସ୍ବତନ୍ତ୍ରତା ଟିକେ ନିଆରା । ଏଠାରେ ଭିନ୍ନ ଢଙ୍ଗରେ ଓ ଉତ୍କଳର ପରମ୍ପରା ଅନୁଯାୟୀ ପୂଜା ଅନୁଷ୍ଠିତ ହୋଇଥାଏ। ଆଜକୁ ୪୦୦ ବର୍ଷ ହେବ ଆଳି ରାଜପରିବାର ପୂଜାକୁ ଉତ୍ସବ ସହକାରେ ପାଳନ…

ଆଜି ସଂଯୁକ୍ତ ରାଷ୍ଟ୍ର ଦିବସ, କରୋନା ମହାମାରୀ ଠାରୁ ଆରମ୍ଭ କରି ଆତଙ୍କବାଦୀ ସହ କଡା ମୁକାବିଲା ହେଉଛି ମୂଳ ଉଦ୍ଦେଶ୍ୟ

ଦ୍ଵିତୀୟ ବିଶ୍ବ ଯୁଦ୍ଧ ପରେ ବିଶ୍ୱକୁ ତୃତୀୟ ବିଶ୍ବଯୁଦ୍ଧ କବଳରୁ ରକ୍ଷା କରିବା ପାଇଁ ତଥା ବିଶ୍ୱରେ ଶାନ୍ତି ବଜାୟ ରଖିବା ପାଇଁ ୧୯୪୫ ମସିହା ଆଜିର ଦିନରେ "ସଂଯୁକ୍ତ ରାଷ୍ଟ୍ର" ନାମକ ଏକ ସଂଘ ଗଠନ କରାଯାଇଥିଲା । ସଂଯୁକ୍ତ ରାଷ୍ଟ୍ର ଘୋଷଣାପତ୍ରକୁ ପ୍ରସ୍ତୁତ କରାଯିବା ସହ ୧୯୪୫ ଅକ୍ଟୋବର ୨୪…