Browsing Category

ସ୍ପେଶାଲ

ଆମେରିକା, ବ୍ରିଟେନ ଏବଂ କାନାଡାର ଆରୋପ ‘ରୁଷ ଚୋରି କରୁଛି କରୋନା ରିସର୍ଚ୍ଚ’

ଆମେରିକା, ବ୍ରିଟେନ ଏବଂ କାନାଡା ସାରା ବିଶ୍ଵରେ କରୋନା ଭ୍ୟାକସିନ ଅନୁସନ୍ଧାନ ଚୋରୀ କରୁଥିବା ନେଇ ରୁଷ ଉପରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ଏହି ଭାଇରସ ସାରା ବିଶ୍ଵରେ 5,85,000 ରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ସହିତ ପ୍ରାୟ 13.6 ମିଲିୟନରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି ଏବଂ ଗତ…

୭୦ ଫୁଟ ଗଭୀର କୂଅରେ ଗଳି ପଡିଥିଲା କୁକୁର, ବଞ୍ଚାଇବା ପାଇଁ ୧୫୦ କିମିରୁ କାର ଭଡା କରି ପହଞ୍ଚିଥିଲେ ୫ ଜଣିଆ ଟିମ୍‌

ମଣିଷର ଅସଲି ଧର୍ମ ହେଉଛି ମାନବିକତା । କାହାର ଜୀବନ ବଞ୍ଚାଇବା ହିଁ ପ୍ରକୃତ ଧର୍ମ। ଯଦି କୌଣସି ନିର୍ବାକ କିମ୍ବା କଥା କହିପାରୁନଥିବା ଜୀବର ଜୀବନ ବଞ୍ଚାଇବା ପ୍ରକୃତ ଜୀବନର ସାର୍ଥକତା ଆଣିଦିଏ। ଆପଣଙ୍କର ଯେତେ ଧନ ଯୌବନ ରହିଥାଉ ନା କହିଁକି କିନ୍ତୁ ଯଦି କେବେ କାହାର ସାହାଯ୍ୟ…

ରାଇରଙ୍ଗପୁର : ପ୍ରଶାସନ ଉପରୁ ତୁଟିଲା ଭରସା, ନିଜ ପାଇଁ ନିଜେ ବ୍ରିଜ ନିର୍ମାଣ କରି ଉଦାହରଣ ପାଲଟିଲେ ଗ୍ରାମବାସୀ

ରାଇରଙ୍ଗପୁର: ସରକାର ଖଣି ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଆଜି ବି ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରାଜ୍ୟକୁ ମୋଟା ଅଙ୍କର ରାଜସ୍ୱ ଦେଉଥିବା ଅଞ୍ଚଳ। ବାରମ୍ବାର ପ୍ରଶାସନକୁ ଗୁହାରୀ କରି ବିଫଳ ହେବାପରେ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଉପରେ ଭରସା…

ଶୂନ୍ୟରେ ବସିଥିଲେ ଏହି ବ୍ୟକ୍ତି ! କିନ୍ତୁ ହଠାତ୍‌ ଜଣେ ସାଇକେଲ ଚାଳକଙ୍କୁ ଦେଖି କାହିଁକି ପଡିଗଲେ ତଳେ, ଦେଖନ୍ତୁ…

ସୋସିଆଲ ମିଡିଆରେ ଯାଦୁ ଭିଡିଓର ଖୁବ୍ ଚାହିଦା ରହିଛି। କିଛି ଲୋକମାନେ ମଧ୍ଯ ଯାଦୁର ଟ୍ରିକ୍ ଜାଣିପାରିଥାନ୍ତି। ଏଥର ମଧ୍ଯ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ ପୂର୍ବ ବାସ୍କେଟବଲ୍ ବ୍ଲେୟାର ରେକ୍ସ ଚାପମାନ୍ଏହି ମ୍ଯାଜିକ୍ ଭିଡିଓ ସୋସିଆଲ ମିଡିଆରେ…

କରୋନା ମୁକାବିଲା ନେଇ ଲଞ୍ଚ ହେଲା ପୋର୍ଟେବଲ ହସ୍ପିଟାଲ, ମାତ୍ର ୪ ଘଣ୍ଟା ଭିତରେ ହେଉଛି ପ୍ରସ୍ତୁତ

କରୋନା ମୁକାବିଲା ନେଇ ଏକ ନୂଆ ଉଦ୍ଭାବନ କରିଛନ୍ତି ମାଡ୍ରାସ ସ୍ଥିତ ଆଇଆଇଟି ବା ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ । ମିଳିଥିବା ସୂଚନା ଅନୁଯାୟୀ, ମାଡ୍ରାସ ଆଇଆଇଟି ଓ ଷ୍ଟାର୍ଟ ଅପ ମୋଡ୍ୟୁଲେସନ ହାଉସିଂଗ ମିଳିତ ଭାବେ ଏକ ପୋର୍ଟେବଲ ହସ୍ପିଟାଲ ଡ଼ିଜାଇନ କରିଛନ୍ତି । ଏହାର ବିଶେଷତା ହେଉଛି କି,…

ବୋତଲରେ ପେଟ୍ରୋଲ ଦେବାକୁ ମନା କଲେ କର୍ମଚାରୀ, ରାଗରେ ପେଟ୍ରୋଲ ପମ୍ପ ମାଲିକଙ୍କ ଅଫିସରେ ଛାଡି ଦେଲେ ବିଷଧର ସାପ

ଏମିତି ବି ହୋଇପାରେ ! ପ୍ରତିଶୋଧର ନିଆଁ କେତେ ଯେ ଭୟଙ୍କର ତାହା ଆପଣ ଏ ଦୃଶ୍ୟ ଦେଖିଲେ ଜାଣି ପାରିବେ। ମହାରାଷ୍ଟ୍ରର ବୁଲ ଥାନାରେ ଦେଖିବାକୁ ମିଳିଛି ଛାତି ଥରେଇବା ଭଳି ଘଟଣା। ଏଠାରେ ଥିବା ଚୌଧୁରୀ ପେଟ୍ରୋଲ ପମ୍ପରେ ଥିବା କର୍ମଚାରୀ ବୋତଲରେ ତେଲ ଦେବାକୁ ମନା କଲେ । ତାପରେ ସେହି ବ୍ୟକ୍ତି…

ଗୋଟେ ଗୋଡ ସମ୍ପୂର୍ଣ୍ଣ କଟିଯାଇଛି ହେଲେ ଭାଙ୍ଗିନି ସାହସ, ଦେଖନ୍ତୁ କିପରି ନିଜ କଟା ଗୋଡରେ ଚାଲୁଛି ହାତୀ

ସୋସିଆଲ ମିଡିଆରେ ଏବେ ଏକ ହାତୀର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ହାତୀଟିର ଗୋଡ କଟିଯାଇଛି ଏବଂ ତାର କୃତ୍ରିମ ଗୋଡ ଲାଗିଛି। ଯାହା ସାହାଯ୍ୟରେ ସେ ଚାଲୁଥିବ ଭିଡିଓରେ ନଜର ଆସୁଛି। ତେବେ ବଲିଉଡର ଲୋକପ୍ରିୟ ଡାଇରେକ୍ଟର ମଧୁର ଭଣ୍ଡାରକରଙ୍କ ନଜର ଏହି ଭିଡିଓ…

ନିଜ ପେଟରୁ କାଟି ବୁଲା କୁକୁରକୁ ଖୁଆଇଲେ ଭିକାରୀ, ଲୋକେ କହିଲେ- ‘ହୃଦୟରୁ ଧନୀ’; ଦେଖନ୍ତୁ ଭିଡିଓ

ଟଙ୍କା ସବୁ କିଛି ହୋଇନଥାଏ। ଯଦି କାହାକୁ ସାହାଯ୍ୟ କରିବାକୁ ଇଚ୍ଛା ଅଛି ତେବେ ଆପଣ କୌଣସି ଉପାୟରେ ବି କରିପାରିବେ। ଏବେ ଏହି କଥାକୁ ସତ କରି ଦେଖାଇଛନ୍ତି ଜଣେ ଭିକାରୀ। ସୋସିଆଲ ମିଡିଆରେ ଏବେ ଏକ ଇମୋସନାଲ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ଭିକାରୀ ନିଜ ପ୍ଲେଟ୍‌ରୁ ଖାଦ୍ୟ ନେଇ…

ଗର୍ଭାବସ୍ଥାରେ UPSC ପାସ୍ କଲେ ପ୍ରଜ୍ଞା ଜୈନ୍, ଅତି କଷ୍ଟକର ଥିଲା ଟ୍ରେନିଂ ; ପଢ଼ନ୍ତୁ ଏହି ପଞ୍ଜାବ ଆଇପିଏସ୍‌ଙ୍କ…

ଏହି ଦୁନିଆରେ ସବୁ ଲୋକଙ୍କର ରହିଛି ନିଜ ନିଜର ସ୍ୱତନ୍ତ୍ର ଧରଣର ସ୍ୱଭାବ ଏବଂ ବ୍ୟକ୍ତିତ୍ୱ । ସମସ୍ତଙ୍କ ପାଖରେ କିଛି ନା କିଛି ଭଲ ଗୁଣ ଥାଏ ଆଉ କିଛି ଖରାପ ଗୁଣ ବି ରହିଥାଏ। ଏହି ଗୁଣ କାରଣରୁ ହିଁ ଜଣେ ବ୍ୟକ୍ତି ଅନ୍ୟ ଜଣକ ଠାରୁ ଅଲଗା ହୋଇଯାନ୍ତି ଏବଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି…

ପ୍ରେମୀ ଯୁଗଳଙ୍କୁ ଅଲଗା କରିଦେଲେ ମାଲିକ, ମଣିଷଙ୍କ ଭଳି ନିଜ ପ୍ରେମ ପଛରେ ଧାଇଁଲା ଷଣ୍ଢ

ତାମିଲନାଡୁ ମଦୁରାଇ ପାଲମେଡୁରେ କିଛି ଦିନ ପୁର୍ବରୁ ଏକ ମିନି ଟ୍ରକ ପଛରେ ଷଣ୍ଢ ଦୌଡୁଥିବାର ଏକ ହୃଦୟ ବିଦାରକ ଘଟଣା ସୋସିଆଲ ଭିଡିଓରେ ଭାଇରାଲ ହେଉଛି। ଏହି ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟା ସେମିତି ହେଇଛି ଯେ ଯିଏ ଦେଖୁଛନ୍ତି ସେ ତାହାକୁ ଭାଇରାଲ କରୁଛନ୍ତି।…

ଆଜି ବିଶ୍ୱ ସର୍ପ ଦିବସ, ସାପ କାମୁଡ଼ାରେ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି ୧ ଲକ୍ଷରୁ ଅଧିକ ଲୋକ

ଏକ ନୂତନ ତଥ୍ୟ ଅନୁସାର ଭାରତରେ ଦୀର୍ଘ କୋଡିଏ ବର୍ଷରୁ ସର୍ପ ଦଂଶନରେ ପ୍ରାୟ ବାର ଲକ୍ଷ ଲୋକ ମୃତ୍ୟୁବରଣ କରୁଥିବାର ସୂଚନା ମିଳିଛି । ସର୍ପ ଦଶଂନରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ବୟସ ୩୦ ରୁ ୬୯ ବର୍ଷ ହୋଇଥିବାର ଜଣାପଡିଛି । ସେ ମଧ୍ୟରୁ ଚାରି ଭାଗରୁ ଏକ ଭାଗ ଶିଶୁ…