ଧୋନିଙ୍କ ଟିମ୍ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ଇଲେକ୍ଟୋରାଲ ବଣ୍ଡରେ ଦେଇଛି ଚାନ୍ଦା, ଜାଣନ୍ତୁ କେଉଁ ପାର୍ଟିକୁ ମିଳିଛି…
ଇଲେକ୍ଟୋରାଲ ବଣ୍ଡ ବିବରଣୀ ସାର୍ବଜନୀନ ହେବା ପରେ ପ୍ରତିଦିନ ଏହାକୁ ନେଇ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି । କୌଣସି କମ୍ପାନୀ କିମ୍ବା ବ୍ୟକ୍ତି କେବେ ବି ରାଜନୈତିକ ଦଳକୁ ନିର୍ବାଚନ ଲଢିବାକୁ ଚାନ୍ଦା ଦେଇଛି । ଆଉ ଏହାରି ମଧ୍ୟରେ ଚେନ୍ନାଇ ସୁପରକିଙ୍ଗସ ନାମ ଇଲେକ୍ଟୋରାଲ ବଣ୍ଡ…