ରାଜସ୍ଥାନର ଦ୍ବିତୀୟ ବିଜୟ: ୧୮୫ ରନ୍ ର ପିଛା କରି ୧୨ ରନ୍ ରେ ହାରିଲା ଦିଲ୍ଲୀ
(କେନ୍ୟୁଜ): ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ବିଜୟୀ । ଆଇପିଏଲର ୯ମ ଲିଗ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୧୨ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ରିଆନ ପରାଗଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍ସ । ୪୫ଟି ବଲରୁ ୭ଟି ଚୌକା ଓ ୬ଟି…