Browsing Category

କ୍ରୀଡା

କେଏଲ ରାହୁଲ ଏବଂ ଋତୁରାଜଙ୍କ ଉପରେ ଜରିମାନା ଲଗାଇଲା ବିସିସିଆଇ, ଜାଣନ୍ତୁ କାହିଁକି

ଆଇପିଏଲ୍‌ ୨୦୨୪ର ୩୪ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପରକିଙ୍ଗସ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ । ଏହି ମ୍ୟାଚକୁ ଲକ୍ଷ୍ନୌ ୮ ଓ୍ଵିକେଟରେ ଜିତିନେଇଥିଲା । କିନ୍ତୁ ଏହି ମ୍ୟାଚରେ ଦୁଇଟି ଯାକ ଟିମର ଅଧିନାୟକଙ୍କ ଉପରେ ଜରିମାନା ଲଗାଇଛି ବିସିସିଆଇ । ଲକ୍ଷ୍ନୌ ସୁପର ଜିଆଣ୍ଟସ ଅଧିନାୟକ…

ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବରେ ଚୟନ ହେଲେ ମହାରାଷ୍ଟ୍ରର ସୁରେନ୍ଦ୍ର ଭାବେ

କଟକ(କେନ୍ୟୁଜ୍‌):  ପୁଣି ବଦଳିଲେ କୋଚ୍ ।  ଓଡ଼ିଶା ସିନିଅର କ୍ରିକେଟ ଟିମର ମୁଖ୍ୟ କୋଚ୍ ଭାବରେ ଚୟନ ହୋଇଛନ୍ତି ମହାରାଷ୍ଟ୍ରର ସୁରେନ୍ଦ୍ର ଭାବେ । ଏନେଇ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ଦିନେସ ମୋଙ୍ଗିଆ ହେଡ କୋଚ୍ ଭାବରେ ଦାୟିତ୍ୱ ନିର୍ବାହ କରୁଥିଲେ…

ମୁକେଶଙ୍କ ଉପରେ ରାଗିଗଲେ କୁଲଦୀପ ଯାଦବ, ଶାନ୍ତ କରାଇଲେ ରିଷଭ ପନ୍ତ : ଭିଡିଓ ଭାଇରଲ

ଆଇପିଏଲ୍‌ ୨୦୨୪ରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ଓ୍ଵିକେଟରେ ମ୍ୟାଚ ଜିତିଯାଇଥିଲା । ଏହି ମ୍ୟାଚରେ କୁଲଦୀପ ଯାଦବଙ୍କ ରାଗ ଦେଖିବାକୁ ମିଳିଥିଲା । ଏମିତି କିଛି ଘଟିଥିଲା, ଯେଉଁଥିରେ କୁଲଦୀପ…

ଶ୍ରେୟସ ଆୟରଙ୍କୁ ଡବଲ ଝଟକା, ସ୍ଲୋ ଓଭର ପାଇଁ ବିସିସିଆଇ ଲଗାଇଲା ଜରିମାନା

କୋଲକତା ନାଇଟ ରାଇଡର୍ସକୁ ଡବଲ ଝଟକା ଲାଗିଛି । ଆଇପିଏଲ୍‌ ୨୦୨୪ର ୩୧ତମ ମ୍ୟାଚ ହାରିବା ସହିତ ଅଧିନାୟକ ଶ୍ରେୟସ ଆୟରଙ୍କୁ ବିସିସିଆଇ ଜରିମାନା ଲଗାଇଛି । କୋଲକତା ନାଇଟ ରାଇଡର୍ସ ଉପରେ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲାଗିଛି । ଏଥିପାଇଁ ଶ୍ରେୟସ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା…

ଟି୨୦ ବିଶ୍ୱକପରୁ ବାଦ୍‌ ପଡିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ବିସିସିଆଇ ରଖିଲା ଏଭଳି ସର୍ତ୍ତ

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ୍‌ ଖୁବଶୀଘ୍ର ଘୋଷଣା ହେବ । ମଇ ମାସର ପ୍ରଥମ ସପ୍ତାହ କିମ୍ବା ଏପ୍ରିଲ ଶେଷ ଆଡକୁ ଟିମ୍‌ ଘୋଷଣା କରିପାରେ ବିସିସିଆଇ । ବିସିସିଆଇ ୧୫ ଜଣିଆ ଟିମ୍‌ ଘୋଷଣା କରିବ । ଟି୨୦ ବିଶ୍ୱକପ ପାଇଁ ଦଳ ଘୋଷଣାକୁ ନେଇ ଫ୍ୟାନ୍ସ ଚାହିଁ ରହିଛନ୍ତି । ତେବେ ଟି୨୦ ବିଶ୍ୱକପ…

ଧୋନି ଛୋଟେଇ ଛୋଟେଇ ଚାଲୁଥିବା ଦେଖି ହାତ ଧରିଦେଲେ ରାଇନା, ଭିଡିଓ ଭାଇରଲ

ମହେନ୍ଦ୍ର ସିଂ ଧୋନି ଆଇପିଏଲ୍‌ ୨୦୨୪ରେ ମଇଦାନରେ ବ୍ୟାଟିଂ ଏବଂ ଓ୍ଵିକେଟକିପିଂରେ କମାଲ କରୁଛନ୍ତି । ଧୋନିଙ୍କୁ ଦେଖି ଲାଗୁନି କି କୌଣସି ସମସ୍ୟାରେ ରହିଛନ୍ତି ବୋଲି । କିନ୍ତୁ ଚେନ୍ନାଇ ସୁପରକିଙ୍ଗସର ପ୍ରତ୍ୟେକ ମ୍ୟାଚ ପରେ ଧୋନି ଛୋଟେଇ ଛୋଟେଇ ଚାଲୁଥିବାର ନଜର ଆସିଛନ୍ତି । ୧୪…

ଆଇପିଏଲ ୨୦୨୪ : RCB କୁ ବଡ ଝଟକା, ଅଧାରୁ ହାତ ଛାଡିଲେ ଗ୍ଲେନ ମ୍ୟାକ୍ସୱେଲ

ଆଇପିଏଲ ୨୦୨୪ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବଡ ଝଟକା ଲାଗିଛି । ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଅଧାରୁ ଆରସିବି ହାତ ଛାଡିଛନ୍ତି । ଆରସିବି ଆଇପିଏଲ୍‌ ୨୦୨୪ ସିଜିନରେ ୭ଟି ମ୍ୟାଚରୁ ୬ଟି ମ୍ୟାଚରେ ପରାସ୍ତ ହୋଇଛି । ଆଉ ଗୋଟିଏ ପରାଜୟ ଟିମକୁ ଟୁର୍ଣ୍ଣାମେଣ୍ଟରୁ ବାଦ୍…

ହ୍ୟାଟ୍ରିକ ଛକା ମାରିଲେ ଧୋନି, ଭାଗ୍ୟଶାଳୀ ଫ୍ୟାନଙ୍କୁ ଛକା ମାରିଥିବା ବଲ୍‌ ଗିଫ୍ଟ କଲେ ମାହି

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ୨୦ ରନରେ ମ୍ୟାଚ ଜିତିଛି । ସିଏସକେ ବିଜୟରେ ବୋଲର ପଥିରାନାଙ୍କ କମାଲ ବୋଲିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା । ସେହିପରି ଚେନ୍ନାଇ ବ୍ୟାଟିଂ କରିବାର ଶେଷ ଓଭରରେ ଚମତ୍କାର ହୋଇଥିଲା । ଯାହା ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।…

ଲାଇଭ ମ୍ୟାଚରେ ଖସିଗଲା ରୋହିତ ଶର୍ମାଙ୍କ ପ୍ୟାଣ୍ଟ, ଲାଜେଇ ଗଲେ ପତ୍ନୀ ରିତିକା : ଭିଡିଓ ଭାଇରଲ

ରୋହିତ ଶର୍ମା ଆଇପିଏଲ ୨୦୨୪ର ୨୯ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଶତକ ମାରିଥିଲେ । ରୋହିତଙ୍କ ଶତକ କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟ ଦେଇପାରିନଥିଲା । ରୋହିତ ୬୩ ବଲରେ ୧୧ଟି ଚଉକା ଏବଂ ୫ଟି ଛକା ମାରି ୧୦୫ ରନ୍‌ କରି ଅପରାଜିତ ରହିଥିଲେ । ରୋହିତ ଶର୍ମାଙ୍କ ଦମଦାର ଶତକ ପରେ…

ଫିକା ପଡିଲା ରୋହିତଙ୍କ ଶତକ, ୨୦ ରନରେ ଜିତିଲା ଚେନ୍ନାଇ

ଫିକା ପଡିଲା ରୋହିତଙ୍କ ଶତକ । ମୁମ୍ବାଇକୁ ୨୦ ରନରେ ପରାସ୍ତ କଲା ଚେନ୍ନାଇ । ଗତ ଦୁଇଟି ମ୍ୟାଚ୍ କ୍ରମାଗତ ଜିତିବା ପରେ ଷଷ୍ଠ ମ୍ୟାଚ୍ ପୁଣି ହାରିଛି ମୁମ୍ବାଇ । ମୁମ୍ବାଇ ଦ୍ବିତୀୟ ପାଳିରେ ୨୦୭ ରନର ବିଜୟ ଲକ୍ଷ୍ୟକୁ ପିଛାକରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୬ ରନ୍ କରି ପରାସ୍ତ…

ଆରେ…. ବସ୍‌ ଡ୍ରାଇଭର ହୋଇଗଲେ ରୋହିତ, ଭିଡିଓ ଭାଇରଲ

ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ । ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଟିମ ଖେଳାଳି ପଡିଆକୁ ଯିବାକୁ ବାହାରିଥିବା ବେଳେ ବସ୍‌ ଡ୍ରାଇଭର ପାଲଟିଛନ୍ତି ରୋହିତ ଶର୍ମା । ରୋହିତ ଶର୍ମା ବସ୍‌…

ଆଇପିଏଲ ୨୦୨୪ : ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା, ସ୍ୱଦେଶ ଫେରିଲେ ମିଚେଲ ମାର୍ଶ

ଆଇପିଏଲ ୨୦୨୪ରେ କମବ୍ୟାକ୍‌ କରିବାକୁ ଚେଷ୍ଟା କରୁଛି ଦିଲ୍ଲୀ କ୍ୟାପିଟାଲ୍ସ । ହେଲେ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ଅଲରାଉଣ୍ଡର ଆହତ ହେବା ପରେ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି । ମିଚେଲ ମାର୍ଶ ଆହତ ହେବା ପରେ…