Browsing Category

କ୍ରୀଡା

ଆଜିଠୁ ଆଇପିଏଲର ୧୫ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା

ନୂଆଦିଲ୍ଲି : ଆଜିଠୁ ଆଇପିଏଲର ୧୫ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା । ୟୁଏଇରେ ଖେଳାଯିବ ଅତିରିକ୍ତ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ସହ ଚେନ୍ନାଇ ସୁପର କିଙ୍ଗ୍ସ ମୁକାବିଲା । ସଂଧ୍ୟା ୭.୩୦ ମିନିଟରେ ମ୍ୟାଚ୍‌ ଅନୁଷ୍ଠିତ ହେବ । ଦ୍ୱିତୀୟ…

IPL 2021: ପ୍ରଥମ ମ୍ଯାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ

ଆସନ୍ତାକାଲିରୁ ଆରମ୍ଭ ହେବ ଆଇପିଏଲ୍‌-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ସଂସ୍କରଣ ମ୍ଯାଚ । ୟୁଏଇରେ ସମସ୍ତ ଦଳର ପ୍ରସ୍ତୁତି ବେଶ୍‌ ଜୋରଦାର । ନେଟ୍ସ ପ୍ରାକ୍ଟିସରେ ଜୋରଦାର ପରିଶ୍ରମ ଜାରି ରଖିଛନ୍ତି ସବୁ ଦଳର ଖେଳାଳି । ଆସନ୍ତାକାଲି ୟୁଏଇରେ ଆଇପିଏଲ୍‌-୧୪ର ଦ୍ୱିତୀୟ ପର୍ଯ୍ଯାୟ ମ୍ୟାଚ୍‌…

ଅନୀଲ କୁମ୍ବଲେ ପୁଣି ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍, ଲକ୍ଷ୍ମଣଙ୍କ ନାମ ମଧ୍ୟ ଚର୍ଚ୍ଚାରେ

ଟିମ୍ ଇଣ୍ଡିଆର ମୁଖ୍ଯ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ଯକାଳ ନଭେମ୍ବରରେ ଶେଷ ହେବାକୁ ଯାଉଛି। ଏବେ ନୂଆ କୋଚ ରେସରେ ଶୀର୍ଷରେ ଅନୀଲ କୁମ୍ବଲେଙ୍କ ନାମ ରହିଛି। ଅନୀଲ କୁମ୍ବଲେ ପୁଣି ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଟି୨୦ ବିଶ୍ୱକପ୍‌ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି…

ଦୁଇ ସ୍ୱର୍ଣ୍ଣ ପଦକ ବିଜେତା ଗୋଟିଏ ମଞ୍ଚରେ

ମୁମ୍ବାଇ : ଆଜି ମୁମ୍ବାଇ ରେ ଗୋଟିଏ ରଙ୍ଗାରଗ କାର୍ଯକ୍ରମ ରେ ଅଲମ୍ପିକ୍ସ ଜାଭଲିନ ସ୍ବର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରା ଓ ପାରା ଅଲମ୍ପିକ୍ସ ବ୍ୟାଡମିଣ୍ଟନ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଗୋଟିଏ ମଞ୍ଚରେ ଉପସ୍ତିତ ଥିବା ଦେଖାଯାଇଥିଲେ ।

ପାକିସ୍ତାନରେ ମ୍ୟାଚ ଖେଳିବାକୁ ମନା କଲା ନ୍ୟୁଜିଲାଣ୍ଡ, ବାତିଲ ହେଲା ଖେଳ

ପାକିସ୍ତାନରେ କ୍ରିକେଟ୍‌ ମ୍ୟାଚ୍‌ ଖେଳିବା ସୁରକ୍ଷିତ ନୁହେଁ । ପାକିସ୍ତାନ ସହ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବାତିଲ କଲା ନ୍ୟୁଜିଲାଣ୍ଡ । ସୁରକ୍ଷା କାରଣରୁ ପାକିସ୍ତାନ ମାଟିରେ ମ୍ୟାଚ୍‌ ଆରମ୍ଭର ଶେଷ ମୁହୂର୍ତ୍ତରେ ଗସ୍ତ ବାତିଲ୍‌ କିଓ୍ଵି ବାହିନୀ । ଆଜି ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ…

୧୦ କୋଟିରେ ନିଲାମୀ ଦରରେ ପହଞ୍ଚିଲା ପାରାଅଲିମ୍ପିକରେ ରୌପ୍ଯ ଜିତିଥିବା ଏଲ ସୁହାସଙ୍କ ରାକେଟ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ। ଏହି ଅବସରରେ ମୋଦିଙ୍କୁ ଅଲଗା ଅଲଗା ସ୍ଥାନରେ ମିଳିଥିବା ଉପହାରକୁ ନିଲାମ ପ୍ରକ୍ରିୟା ଆରମ୍ଭ କରିଦିଆଯାଇଛି। ଏହି ଉପହାର ମଧ୍ୟରେ ନିକଟରେ ଖେଳାଯାଇଥିବା ଅଲିମ୍ପିକ ଏବଂ ପାରାଲିମ୍ପିକ ଖେଳରେ ପଦକ ବିଜେତାଙ୍କ କିଟ୍ ଓ ଉପକରଣ ମଧ୍ୟ…

ଅନୁମାନ ସତ ହେଲା : ଫଟାଫଟ କ୍ରିକେଟ ଟି-୨୦ରେ ଆଉ ଟିମ ଇଣ୍ଡିଆର ଅଧିନାୟକ ହେବେନି ବିରାଟ କୋହଲି, ଟ୍ୱିଟ କରି ଦେଲେ…

ଟି-୨୦ ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି । ଏନେଇ ଟ୍ୱିଟ କରି ନିଜେ କୋହଲି ସୂଚନା ଦେଇଛନ୍ତି । ଆଗାମୀ ବିଶ୍ୱକପ ପରେ କୋହଲି ଟି- ୨୦ଟିମର ଅଧିନାୟକ ପଦ ଛାଡିବା ନେଇ ସୂଚନା ଦେଇଛନ୍ତି । ଅଧିକ ଖେଳ ଚାପ ଯୋଗୁଁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି । କୋଚ ରବି ଶାସ୍ତ୍ରୀ ଓ ଉପଧିନାୟକ…

ଆଜିଠୁ ଆରମ୍ଭ ହୋଇଗଲା ଆଇପିଏଲ୍‌ ଟିକେଟ୍‌ ବିକ୍ରି, ଏହି େଓ୍ଵବ୍‌ସାଇଟ ଜରିଆରେ କରନ୍ତୁ ଅନଲାଇନ ଆବେଦନ

ଆଇପିଏଲ୍‌ ୨୦୨୧ ଆରମ୍ଭ ହେବାକୁ ମାତ୍ର ୩ ଦିନ ବାକି। ୟୁଏଇରେ ହେବାକୁ ଥିବା ମ୍ୟାଚ୍‌ର ଲାଭ ଉଠାଇବାକୁ ଫ୍ୟାନ୍‌ମାନଙ୍କୁ ଷ୍ଟାଡିୟମ୍‌ ଆସିବାକୁ ଅନୁମତି ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜିଠୁ ଟିକେଟ୍‌ ବିକ୍ରି ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଛି। ଗୁରୁବାର ଅର୍ଥାତ୍‌ ୧୬ ସେପ୍ଟେମ୍ବର…

ମିଷ୍ଟର ଇଣ୍ଡିଆ ବିଜେତା ମନୋଜ ପାଟିଲଙ୍କ ଆତ୍ମହତ୍ୟା ଉଦ୍ୟମ, ସୁଇସାଇଡ୍‌ ନୋଟ୍‌ରେ ସାହିଲ ଖାନ୍‌ଙ୍କୁ କଲେ ଦାୟୀ

ନିଜ ଜୀବନ ନେବାକୁ ଚେଷ୍ଟା କରିଛନ୍ତି ମିଷ୍ଟର ଇଣ୍ଡିଆ ବିଜେତା ବଡି ବିଲ୍ଡର ମନୋଜ ପାଟିଲ। ମୁମ୍ବାଇରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଏହି ସେଲିବ୍ରିଟି। ରିପୋର୍ଟ ମୁତାବକ, ଆତ୍ମହତ୍ୟା ପାଇଁ ଉଦ୍ୟମ କରିବା ପୂର୍ବରୁ ମନୋଜ ଏକ ନୋଟ୍‌ ଲେଖିଛନ୍ତି। ସେଥିରେ ସେ ଅଭିନେତା ତଥା…

ଜାଭେଲିନ ଥ୍ରୋରେ ଅଲିମ୍ପିକ ବିଶ୍ୱ ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି ନିରଜ ଚୋପ୍ରା, ଖୁବ୍‌ ଶୀଘ୍ର ଆରମ୍ଭ କରୁଛନ୍ତି…

ଅଲିମ୍ପିକରେ ଗୋଲ୍ଡ ମେଡାଲ ଜିତି ଦେଶର ନାଁ ଉଜ୍ଜଳ କରିଥିବା ଆଥ୍‌ଲେଟ୍‌ ନିରଜ ଚୋପ୍ରା ଏବେ ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିରଜ ୨୦୨୪ରେ ପ୍ୟାରିସ୍‌ରେ ହେବାକୁ ଥିବା ଅଲିମ୍ପିକ ଜାଭେଲିନ୍‌ ଥ୍ରୋରେ ଆନ୍ଦ୍ରିୟାସ ଥୋରକିଲ୍ଡସେନ୍‌ଙ୍କ ନାଁରେ ଥିବା ରେକର୍ଡ ଭାଙ୍ଗିବାକୁ…

ଶିକ୍ଷୟିତ୍ରୀଙ୍କ କମେଣ୍ଟକୁ ଭୁଲ ପ୍ରମାଣିତ କଲେ ଲେଲା ଫର୍ଣ୍ଣାବିଜ, ଆଜି ହେଲେ ୟୁଏସ ଓପନ ଟାଇଟଲ ରନର୍ସଅପ

୧୮ ବର୍ଷୀୟା ଯୁବା ଟେନିସ ଖେଳାଳି ଏମ୍ମା ରାଡୁକାନୋ ନିକଟରେ ୟୁଏସ ଓପନ ଟାଇଟଲ ଜିତି ଇତିହାସ ରଚିଛନ୍ତି । ଫାଇନାଲ ମ୍ୟାଚରେ ୧୯ ବର୍ଷୀୟା ଲେଲା ଫର୍ଣ୍ଣାବିଜଙ୍କୁ ୬-୪ , ୬-୩ ସେଟରେ ହରେଇଛନ୍ତି ଏମ୍ମା । ବର୍ଷର ଶେଷ ଗ୍ଲାଣ୍ଡସ୍ଲାମ ଟାଇଟଲ ଅକ୍ତିଆର କରିଥିବା ରାଡୁକାନୋ ଓ ଫର୍ଣ୍ଣବିଜ ଏହା…

ଲିଆଣ୍ଡର ପେସ ଏବଂ ମହେଶ ଭୂପତିଙ୍କ ଫିଲ୍ମ ‘ବ୍ରେକପଏଣ୍ଟ’ର ପୋଷ୍ଟର ରିଲିଜ, ଦେଖିବାକୁ ମିଳିବ ଦୁହିଁଙ୍କ ଅଲଗା ହେବାର…

ଫିଲ୍ମ ‘ବ୍ରେକପଏଣ୍ଟ’ର ପୋଷ୍ଟର ରିଲିଜ ହୋଇଛି। ଏହି ଫିଲ୍ମକୁ ଅଶ୍ବିନୀ ଆୟାର ତିୱାରୀ ଏବଂ ନିତେଶ ତିୱାରୀ ନିର୍ଦ୍ଦେଶନା ଦେଉଛନ୍ତି। ଯାହା ଖୁବଶୀଘ୍ର ଜି୫ରେ ପ୍ରିମିଅର ହେବ। ଟେନିସ ଜଗତର ସବୁଠାରୁ ସଫଳ ଟିମ୍ ଭାବେ ବେଶ ଜଣାଶୁଣା ଦୁହିଁଙ୍କ ଉପରେ ଡକ୍ଯୁମେଣ୍ଟାରୀରେ ଦେଖିବାକୁ ମିଳିବ।…