UAEର ଦୁଇ ଖେଳାଳି ଭାରତୀୟ ବୁକିଙ୍କଠାରୁ ନେଇଥିଲେ ୪୦୮୩ ଡଲାର୍! ୮ ବର୍ଷ ପାଇଁ ଲାଗିଲା ପ୍ରତିବନ୍ଧକ
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ୟୁଏଇର ଦୁଇ ଖେଳାଳି ଆମିର ହୟାତ ଓ ଅଶଫାକ ଅହମଦଙ୍କ ଉପରେ ୮ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି। ଆମିର ଓ ଅଶଫାକ ଦୁହେଁ ଭାରତୀୟ ବୁକିଙ୍କ ସହ ମିଶି ନିଜ ଦେଶରେ ଟି୨୦ ବିଶ୍ୱକପ୍ କ୍ୱାଲିଫାଇଙ୍ଗ୍ ରାଉଣ୍ଡରେ ମ୍ୟାଚ୍ ଫିକ୍ସ କରିବାକୁ ପ୍ରୟାସ…