Browsing Category

କ୍ରୀଡା

ମାଳଦ୍ବୀପରେ ଅଷ୍ଟ୍ରେଲିଆ ଖେଳାଳିଙ୍କ କିଛି ଦୂରରେ ପଡିଥିଲା ଚୀନର ରକେଟ, ୱାର୍ଣ୍ଣର ବଖାଣିଲେ ଅଙ୍ଗେ ନିଭାଇଥିବା କଥା

କରୋନା ଯୋଗୁଁ ଆଇପିଏଲ୍ ୨୦୨୧ ସ୍ଥଗିତ ରହିବା ପରେ ଅଷ୍ଟ୍ରେଲିଆ ଖେଳାଳି ନିଜ ଦେଶରେ କଟକଣା କାରଣରୁ ନିଜ ଦେଶକୁ ଫେରି ପାରିନାହାନ୍ତି। ଏବେ ଖେଳାଳିମାନେ ମାଳଦ୍ଵୀପର ରିସର୍ଟରେ କ୍ଵାରେଣ୍ଟିନରେ ଅଛନ୍ତି। ହେଲେ ଅଷ୍ଟ୍ରେଲିଆ ଖେଳାଳି ଏକ ଘଟଣା କାରଣରୁ ଭୟଭୀତ ହୋଇ ପଡିଥିଲେ। ଚୀନର…

ଏମିତି କ’ଣ ହେଲା ଯେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ କ୍ରିସ ଗେଲ, ଭାଇରଲ ହେଉଛି ଭିଡିଓ

ଓ୍ବେଷ୍ଟଇଣ୍ଡିଜ କ୍ରିକେଟର ବିସ୍ଫୋରକ ବ୍ୟାଟସମ୍ୟାନ୍ କ୍ରିସ୍ ଗେଲ୍ ନିଜ ବ୍ୟାଟିଂ ବଳରେ କ୍ରିକେଟ ପ୍ରେମୀଙ୍କ ମନୋରଞ୍ଜନ କରିଥାନ୍ତି। ଏମିତିରେ ବି ଯେତେବେଳେ ସେ ମଇଦାନ ବାହାରେ ଥାଆନ୍ତି କିଛି ନା କିଛି ଏଭଳି କାର୍ଯ୍ୟ କରିଥାନ୍ତି ଯାହାକୁ ନେଇ ମଧ୍ୟ ଚର୍ଚ୍ଚା ହୁଏ। ସେସବୁବେଳେ ବିନ୍ଦାସ…

୪ ଦିନ ହେଲା ନିଖୋଜ ଥିଲେ ଏହି ଷ୍ଟାର ଖେଳାଳି, ଏବେ ମିଳିଲା ମୃତଦେହ

ଗତ ୪ ଦିନ ହେଲାଣି ନିଖୋଜ ଥିଲେ ଜେମ୍ସ ଡିନ୍ । ଏବେ ମିଳିଲା ମୃତଦେହ। ଷ୍ଟେଲିବ୍ରିଜ୍ ସେଲ୍ଟିକ୍ ଫୁଟବଲ କ୍ଲବର ଷ୍ଟାର ଫୁଟବଲର ଜେମ୍ସ ଡିନଙ୍କ ପରଲୋକ ଘଟିଛି । ଲଙ୍କାଶାୟର ପୋଲିସ ତାଙ୍କ ଶବ ଜବତ କରିଥିବା ସୂଚନା ମିଳିଛି । ପରିବାର ପକ୍ଷରୁ ପୋଲିସରେ ମାମଲା ରୁଜୁ ପରେ ପୋଲିସ, ପରିବାର ଲୋକେ…

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ୩୦ କୋଟି ଟଙ୍କାର କୋଭିଡ ସହାୟତା ରାଶି ପ୍ରଦାନ

କରୋନାରେ ସମସ୍ତେ ନିଜ ସହାୟତାର ହାତ ବଢ଼ାଉଥିବା ବେଳେ ଏବେ କ୍ରିକେଟ ଟିମ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ନିଜ ପକ୍ଷରୁ ସହଯୋଗର ହାତ ବଢ଼ାଇଛି । କରୋନା ପାଇଁ ୩୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଆଇପିଏଲର ଫ୍ରାଞ୍ଚାଇଜ ଟିମ ସନରାଇଜର୍ସ ହାଇଦ୍ରାବାଦ ନିଜ ଟ୍ୱିଟର ଆକାଉଣ୍ଟରେ…

ପହିଲମାନ ହତ୍ୟା ମାମଲା: ପହିଲମାନ ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଜାରି କଲା ଲୁକଆଉଟ ନୋଟିସ

ଜଣେ ପହିଲମାନଙ୍କ ମୃତ୍ୟୁ ପରଠୁ ଫେରାର ଥିବା ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଲୁକଆଉଟ ନୋଟିସ ଜାରି କରିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୋମବାର କହିଛନ୍ତି କି, ରବିବାର ବିଳମ୍ବିତ ରାତିରେ ନୋଟିସ ଜାରି କରାଯାଇଛି। ସୂଚନାଥାଉ କି, ଛାତ୍ରସାଲ ଷ୍ଟାଡିୟମରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ କରୋନା ଟିକାର ପ୍ରଥମ ଡୋଜ ନେଲେ ବିରାଟ, ଟିକାକୁ ନେଇ ଫ୍ଯାନଙ୍କୁ କଲେ ଖାସ୍ ଅପିଲ୍

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କରୋନା ଭାଇରସର ପ୍ରଥମ ଟିକା ଡୋଜ ନେଇଛନ୍ତି। କୋହଲି କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଇଂଲଣ୍ଡ ଗସ୍ତ ପୂର୍ବରୁ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି। ବିରାଟଙ୍କ ପୂର୍ବରୁ ଅଜିଙ୍କ୍ଯ ରାହାଣେ ଏବଂ ଶିଖର ଧୱନ ମଧ୍ୟ କରୋନା ଭ୍ଯାକସିନ ନେଇସାରିଛନ୍ତି।…

ଭାରତରେ ଖେଳାଯିବନି ଆଇପିଏଲ ୨୦୨୧ର ବାକି ମ୍ୟାଚ୍, ସୌରଭ ଗାଙ୍ଗୁଲି ଦେଲେ ବଡ଼ ବୟାନ

ଆଇପିଏଲରେ କରୋନା ଏଣ୍ଟ୍ରି କରିବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଜନ-୧୪କୁ ସ୍ଥଗିତ ରଖାଯାଇଛି। ଏହି ସିଜନରେ ଏବେ ଯାଏଁ ମୋଟ ୨୯ଟି ମ୍ୟାଚ୍ ଖେଳାଯାଇଛି। ତେବେ କିଛି ଖେଳାଳି କରୋନା ସଂକ୍ରମିତ ହେବା ପରେ BCCI କଡ଼ା ପଦକ୍ଷେପ ଗ୍ରହଣ କରି ଆଇପିଏଲକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲା।…

ରାଜସ୍ଥାନ ରୟାଲସର ଯୁବ ବୋଲର ଚେତନ ସକାରିୟାଙ୍କ ବାପାଙ୍କ କରୋନାରେ ନିଧନ, ଆଇପିଏଲରୁ ମିଳୁଥିବା ପଇସାରେ କରାଉଥିଲେ…

ଆଇପିଏଲ ୨୦୨୧ରୁ ଚର୍ଚ୍ଚାକୁ ଆସିଥିବା ସୌରାଷ୍ଟ୍ରର ଯୁବ ଦ୍ରୁତ ବୋଲର ଚେତନ ସକାରିୟାଙ୍କ ବାପାଙ୍କ କରୋନାରେ ରବିବାର ନିଧନ ହୋଇଯାଇଛି। ସକାରିୟାଙ୍କ ବାପା କାଞ୍ଜିଭାଇ ସକାରିୟା କରୋନାରେ ସଂକ୍ରମିତ ଥିଲେ ଏବଂ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ସେପଟେ ଚେତନ ସକାରିୟାଙ୍କ ବାପାଙ୍କ…

କରୋନା ପୀଡିତଙ୍କୁ ସହାୟତାର ହାତ ବଢାଇଲେ ଚେନ୍ନାଇ ସୁପର କିଙ୍ଗସ, ଦାନ କଲା ୪୫୦ ଅକ୍ସିଜେନ କନସେନଟ୍ରେଟର

ବାୟୋ ବବଲରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଆଇପିଏଲକୁ ସ୍ଥଗିତ କରାଯାଇଛି। ଭାରତୀୟ ଖେଳାଳି ଏବେ ଘରକୁ ଫେରିଛନ୍ତି। ଏହା ମଧଦ୍ୟରେ ସାରା ଦେଶରେ କୋଭିଡ ମହାମାରୀର ପ୍ରକୋପ ଜାରି ରହିଛି । ଏପରି ସ୍ଥିତିରେ ଭାରତକୁ ସହଯୋଗ ହାତ ବଢାଉଛନ୍ତି ବିଭିନ୍ନ ଦେଶ । ଖାଲି ବିଦେଶ ନୁହେଁ…

ବିରାଟଙ୍କ ପରେ କରୋନା ପୀଡିତଙ୍କୁ ସହାୟତା ପାଇଁ ଆଗେଇ ଆସିଲେ ଋଷଭ ପନ୍ତ, ଏହି ଫାଉଣ୍ଡେସନ ସହିତ ମିଶି କରିବେ କାମ

କୋଭିଡ୍-୧୯ ମୁକାବିଲାରେ ଅନେକ ସେଲିବ୍ରିଟି ଆଗକୁ ଆସିଛନ୍ତି। ପୂର୍ବରୁ ବିରାଟ କୋହଲି ଏହି ଲଢେଇରେ ସାମିଲ ହୋଇଥିଲେ। ଏହି ତାଲିକାରେ ଏବେ ଯୋଡି ହୋଇ ଯାଇଛି ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ। ପନ୍ତ କରୋନା ସଂକ୍ରମିତଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡର, ଶଯ୍ୟା ଓ କୋଭିଡ୍-୧୯…

ଭଲ ପ୍ରଦର୍ଶନ ସତ୍ତ୍ବେ ଏମାନଙ୍କୁ ମିଳିଲାନି WTC ଫାଇନାଲରେ ସ୍ଥାନ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ୱାଲର୍ଡ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ୍ ଏବଂ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଇଂଲଣ୍ଡ ବିପକ୍ଷରେ ୫ ଟିକିଆ ଟେଷ୍ଟ ମ୍ୟାଚ ଖେଳିବ ଭାରତ । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ବିସିସିଆଇ । ୨୦ ଜଣିଆ ଟିମରେ ଷ୍ଟାର…

ଆଇସିସିସିି ୱାର୍ଲଡ୍‌ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ସହ ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

କେନ୍ୟୁଜ୍(ବ୍ୟୁରୋ): ଆଇସିସିସିି ୱାର୍ଲଡ୍‌ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ସହ ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ୨୦ ଜଣିଆ ଦଳ ଘୋଷିତ ହୋଇଛି। ଦଳରେ ଅଛନ୍ତି ରୋହିତ ଶର୍ମା, ଶୁଭମନ୍‌ ଗିଲ୍‌, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର…