Browsing Category

କ୍ରୀଡା

ସ୍ବୟମ୍ସ ମିଶ୍ର ଓ ଅରୁଣ ଦାସ ପାଇବେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପୁରସ୍କାର

ଭୁବନେଶ୍ବର (କେନ୍ୟୁଜ୍‌): ଓଡ଼ିଶାର ଦ୍ବିତୀୟ ଚେସ୍ ଗ୍ରାଣ୍ଡମାଷ୍ଟର୍ ସ୍ବୟମ୍ସ ମିଶ୍ର ଏବଂ ଖେଳାଳିରୁ ସଫଳ ପ୍ରଶିକ୍ଷକ ପାଲଟିଥିବା ଅରୁଣ ଦାସଙ୍କୁ ଚଳିତ ବର୍ଷର ବାର୍ଷିକ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ) ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସ୍ବୟମ୍ସଙ୍କୁ ୨୦୨୦ ବର୍ଷର ଶ୍ରେଷ୍ଠ…

ସଞ୍ଜନା ଗଣେଶନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ଯଶ୍‌ପ୍ରୀତ ବୁମରାହ, ଦେଖନ୍ତୁ ପ୍ରଥମ ଫଟୋ

ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମରାହ ଗୋଆରେ ଜଣେ ସ୍ପୋର୍ଟସ୍‌ ଆଙ୍କର ସଞ୍ଜନା ଗଣେଶନଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ନିଜ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। କହି ରଖୁଛୁ, ୨୭ ବର୍ଷୀୟ ବୁମରାହ ବ୍ୟକ୍ତିଗତ କାରଣରୁ ଇଂଲଣ୍ଡ ବିପକ୍ଷ…

ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି ହରଭଜନ ସିଂହ, ବେବି ବମ୍ପର ଫଟୋସୁଟ୍‌ କରାଇଲେ ଗୀତା

ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି କ୍ରିକେଟର ହରଭଜନ୍‌ ସିଂହ। ନିକଟରେ ହରଭଜନ ସିଂହ ପତ୍ନୀ ଗୀତା ବସରାଙ୍କ ସହ ଏକ ଫଟୋସୁଟ୍‌ କରାଇଛନ୍ତି। ଏଥିରେ ଗୀତା ବସରା ଦ୍ୱିତୀୟ ଥର ଗର୍ଭବତୀ ଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ହରଭଜନଙ୍କର ଗୋଟିଏ ଝିଅ ଅଛି। Coming soon.. July…

କ୍ୟାପଟେନ୍‌ ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ, ଟି-୨୦ରେ ୩ ହଜାର ରନ୍‌ କରିବାରେ ବିଶ୍ୱର ପ୍ରଥମ ବ୍ୟାଟ୍‌ସମ୍ୟାନ୍

କ୍ୟାପଟେନ୍‌ ବିରାଟଙ୍କ ଆଉ ଏକ କୀର୍ତ୍ତମାନ । ୩୦୦୦ ଟି-୨୦ ରନ କରିବାରେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । ରବିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ କୋହଲି ଏହି ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଅହମଦାବାଦରେ…

ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଇତିହାସ ରଚିଲେ କୋହଲି, ୩୦୦୦ ରନରେ ପହଞ୍ଚିଥିବା ଦୁନିଆର ପ୍ରଥମ ଖେଳାଳି

ଇଂଲଣ୍ଡ ଠାରୁ ଦ୍ବିତୀୟ ଟି-୨୦ ମ୍ଯାଚ ଛଡାଇ ଆଣିଲା ବିରାଟ ବାହିନୀ। କେବଳ ଭାରତକୁ ବିଜୟୀ କରାଇବା ସହିତ ଅଧିନାୟକ ବିରାଟ କୋହଲି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ୧୨ ହଜାର ରନ ପୂରଣ କରିବାରେ ତୃତୀୟ ଅଧିନାୟକ ହୋଇଛନ୍ତି। ତାଙ୍କ ଆଗରେ ବର୍ତ୍ତମାନ ରିକି…

ଇଂଲଣ୍ଡକୁ ୭ ଉଇକେଟରେ ହରାଇ ଦ୍ଵିତୀୟ ଟି ଟ୍ୱେଣ୍ଟି ଜିତିଲା ଭାରତ

ଅହମଦାବାଦ : ଆଜି ଦ୍ଵିତୀୟ ଟି ଟ୍ୱେଣ୍ଟିରେ ଇଂଲଣ୍ଡକୁ ୭ ଉଇକେଟ ଉଇକେଟରେ ହରାଇ ଦ୍ଵିତୀୟ ଟି ଟ୍ୱେଣ୍ଟି ଜିତିଲା ଭାରତ । ଫଳରେ 1-1ସିରିଜ଼ ସ୍ଥିତିରେ ରହିଛି । ଅଧିନାୟକ କୋହଲି ଏବଂ ଈଶାନ କିଷାନ ଅର୍ଦ୍ଧଶତକ କରିଛନ୍ତି ।

ଦେବାଶିଷ ଓ ସୁଶ୍ରୀଙ୍କୁ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ୍‌ କ୍ରିକେଟର୍‌ ଅଫ୍‌ ଦ ଇୟର ପୁରସ୍କାର ପ୍ରଦାନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ୨୦୧୯-୨୦ ବର୍ଷ ପାଇଁ ଆଜି ପ୍ରଦାନ କରାଯାଇଛିୁ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ୍‌ କ୍ରିକେଟର୍‌ ଅଫ୍‌ ଦ ଇୟର ପୁରସ୍କାର । ପୁରୁଷ ବର୍ଗରେ ଦେବଶିଷ ସାମନ୍ତରାୟ ଏବଂ ମହିଳା ବର୍ଗରେ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଆଜି ଭୁବନେଶ୍ୱର ଠାରେ ଏହି ପୁରସ୍କାର ପ୍ରଦାନ…

ଧୋନି କଣ ସନ୍ନ୍ୟାସୀ ହୋଇଗଲେ କି ? ବୌଦ୍ଧ ଭୀକ୍ଷୁ ବେଶରେ ମାହି, ଭାଇରାଲ ହେଉଛି ଏହି ଫଟୋ

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍‌ର ୧୪ଶ ସିଜନ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହାରି ଭିତରେ ସୋସିଆଲ ମିଡିଆରେ ଧୋନୀଙ୍କର ଏକ ଫଟୋ ଖୁବ୍‌ ଭାଇରାଲ ହେଉଛି। ଭାଇରାଲ ଫଟୋ କୌଣସି ବିଜ୍ଞାପନ ଶୁଟିଂର ବୋଲି ଜଣାପଡ଼ୁଛି। ଏଥିରେ ଧୋନୀ ଲଣ୍ଡା ହୋଇଥିବା ବେଳେ…

ଆସନ୍ତାବର୍ଷ ୮ଟି ଟିମ୍ ନୁହେଁ ଆଇପିଏଲରେ ଖେଳିବେ ୧୦ଟି ଟିମ୍, ବିସିସିଆଇ ନେଲା ନିଷ୍ପତ୍ତି

ଇଣ୍ଡିଆନ ପ୍ରିମିଅର ଲିଗ୍(IPL)j ୧୪ ତମ ସିଜନ ଆସନ୍ତା ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଚଳିତବର୍ଷ ଆଇପିଏଲରେ ୮ଟି ଟିମ୍ ଭାଗ ନେବ। କିନ୍ତୁ ବିସିସିଆଇ ନିଷ୍ପତ୍ତି ନେଇଛି କି, ଆଇପିଏଲ-୨୦୨୨ରେ ୮ଟି ଟିମ୍ ବଦଳରେ ୧୦ଟି ଟିମ୍ ଭାଗ ନେବେ । ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍…

ଭାରତ-ଇଂଲଣ୍ଡ ଟି-୨୦ ଦ୍ବିତୀୟ ମ୍ଯାଚ ଆଜି, ଦଳକୁ ଫେରିପାରନ୍ତି ରୋହିତ ଶର୍ମା

ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୫ ମ୍ଯାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ଯାଚ୍ ହାରିସାରିଛି ଭାରତ। ଏଥିପାଇଁ ପ୍ରଥମ ମ୍ଯାଚର ପରାଜୟର ପ୍ରତିଶୋଧ ନେବା ପାଇଁ ଆଜି ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ସେପଟେ ଇଂଲଣ୍ଡ ମଧ୍ୟ ଏହି ମ୍ଯାଚକୁ ଜିତିବା ପାଇଁ ସମସ୍ତ ପ୍ରୟାସ କରିବ। ଅହମଦାବାଦର…

ଛକା ରୋକିବା ପାଇଁ ପବନରେ ଉଡିଲେ କେଏଲ ରାହୁଲ, ଆଶ୍ଚର୍ଯ୍ଯ ରହିଗଲେ ଦର୍ଶକ ଏବଂ କମେଣ୍ଟେଣ୍ଟର

ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୫ଟି ମ୍ଯାଚ ବିଶିଷ୍ଟ ସିରିଜରେ ପ୍ରଥମ ମ୍ଯାଚକୁ ଜିତି ନେଇଛି ଇଂଲଣ୍ଡ। ୮ ୱିକେଟରେ ଭାରତକୁ ହରାଇ ପ୍ରଥମ ଟି-୨୦ ମ୍ଯାଚ ଜିତିଛି ଇଂଲଣ୍ଡ। କିନ୍ତୁ ଏହି ମ୍ଯାଚରେ ଭାରତୀୟ ଖେଳାଳି କେଏଲ ରାହୁଲଙ୍କ ଫିଲଡିଂକୁ ଫ୍ଯାନ୍ ବେଶ ପ୍ରଶଂସା କରୁଛନ୍ତି। ଇଂଲଣ୍ଡ…

T 20 ରେ ବିଜୟ ସହ ବଦଲା, ଭାରତକୁ ୮କୁ ୱିକେଟରେ ହରାଇଲା ଇଂଲଣ୍ଡ

କେନ୍ୟୁଜ୍(ବ୍ୟୁରୋ):  ପ୍ରଥମ ଟି ଟ୍ବେଣ୍ଟି ବିଜୟ ସହ ବଦଲା ନେଲା ଇଂଲଣ୍ଡ। ଭାରତକୁ ୮କୁ ୱିକେଟରେ ହରାଇଲା ଇଂଲଣ୍ଡ। ଭାରତ ୧୨୪ ରନ କରିଥିବା ବେଳେ ଇଂଲଣ୍ଡ ଏହାକୁ ୧୫ତମ ଓଭରରେ ମାତ୍ର ୨ୱିକେଟ ହରାଇ ବିଜୟୀ ହୋଇଛି। ଭାରତର ଶ୍ରେୟସ ଆୟର ୬୭ ଓ ଋଷବ ପନ୍ତ ୨୧ ରନ କରିବାରୁ ସକ୍ଷମ ହୋଇଥିଲେ।…