Browsing Category

କ୍ରୀଡା

Hardik Pandya Injury : ଟିମକୁ ଫେରିବାକୁ ନେଇ ହାର୍ଦ୍ଦିକଙ୍କୁ ଲାଗିଲା ବ୍ରେକ, ଟ୍ରେନିଂ ସମୟରେ ପାଦରେ ଲାଗିଲା…

ହାର୍ଦ୍ଦିକ ପାଣ୍ଡ୍ୟା ଇଣ୍ଟରନ୍ୟାସନାଲ କ୍ରିକେଟକୁ ଫେରିବାକୁ ନେଇ ଫ୍ୟାନ୍ସ ଚାହିଁ ରହିଥିବା ବେଳେ ପୁଣି ଥରେ ଆହତ ହୋଇଛନ୍ତି । ହାର୍ଦ୍ଦିକଙ୍କ ଫେରିବାକୁ ନେଇ ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ୍ ଖୁସି ହୋଇଯାଇଥିଲା । କିନ୍ତୁ ପାଣ୍ଡ୍ୟା ପୁଣି ଆହତ ହୋଇଥିବା ଖବର ମିଳିଛି । ବିସିସିଆଇ ସେଣ୍ଟର…

ଅନ୍ତର୍ଜାତୀୟ ଫୁଟବଲକୁ ମେସିଙ୍କ ଅଲବିଦା, ଆଉ ଖେଳିବେନି ଆର୍ଜେଣ୍ଟିନା ପାଇଁ

ଅନ୍ତର୍ଜାତୀୟ ଫୁଟବଲକୁ ମେସିଙ୍କ ଅଲବିଦା । ଆଉ ଆର୍ଜେଣ୍ଟିନା ପାଇଁ ଖେଳିବେନି। ଫୁଟବଲ ଜଗତରେ ଏକ ସ୍ୱର୍ଣ୍ଣିମ ଯୁଗର ଅବସାନ। ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ଏହା ସହ ଆର୍ଜେଣ୍ଟିନା ଜର୍ସିରେ ମେସିଙ୍କ ଦୀର୍ଘ ଓ ଐତିହାସିକ…

ଅନିଲ ପରିଡ଼ା ଓ ଧୀରାଜ ସିଂହଙ୍କୁ ମିଳିବ ସରୋଜ ମହାସୁଆର ସମ୍ମାନ

ଭୁବନେଶ୍ୱର : ପ୍ରତିଭାସମ୍ପନ୍ନ ବ୍ୟାଟର୍‌ ଅନିଲ ପରିଡ଼ା ଏବଂ ରଣଜୀ ଖେଳାଳିରୁ ବିସିସିଆଇ ପ୍ୟାନେଲ୍‌ ଅମ୍ପାୟାର ହୋଇଥିବା ଧୀରାଜ ସିଂହଙ୍କୁ ମିଳିବ ଚଳିତ ବର୍ଷର ‘ସରୋଜ ମହାସୁଆର ସ୍ମୃତି ସମ୍ମାନ’’। ୨୧ ବର୍ଷ ଧରି ପ୍ରଦାନ କରାଯାଉଥିବା ଏହି ସମ୍ମାନର ଯୁବ କ୍ରିକେଟର୍ ବର୍ଗ ଲାଗି ଅନିଲ ଏବଂ…

Vaibhav Sooryavanshi Duleep Trophy : ଦୁଲୀପ ଟ୍ରଫିରେ ବୈଭବ ସୂର୍ଯ୍ୟବଂଶୀଙ୍କ କମାଲ୍, ଭାଙ୍ଗିଲେ ୫୭ ବର୍ଷର…

ଦୁଲୀପ ଟ୍ରଫି ସେମିଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ବଡ଼ ଇନିଂସ ଖେଳିଛନ୍ତି । ସେଣ୍ଟ୍ରାଲ ଜୋନ୍ ବିପକ୍ଷ ସେମିଫାଇନାଲରେ ଇଷ୍ଟ ଜୋନ୍ ପାଇଁ ଖେଳି ବୈଭବ ୫୭ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି । ବୈଭବ ୭ ଚୌକା, ୭ ଛକା, ୪୧ ବଲରେ ଅର୍ଦ୍ଧଶତକ କରିଛନ୍ତି । ୮୧ ବଲରେ ୯୨ ରନ୍ କରି ଦୁଲୀପ…

Deepti Sharma : ଇତିହାସ ରଚିଲେ ଦୀପ୍ତି ଶର୍ମା, ମହିଳା T20Iରେ ସର୍ବାଧିକ ୱିକେଟ୍ ନେଇଥିବା ସଫଳ ବୋଲର୍

ଭାରତୀୟ ମହିଳା କ୍ରିକେଟ୍ ଦଳର ଷ୍ଟାର୍ ଅଲରାଉଣ୍ଡର ଦୀପ୍ତି ଶର୍ମା ନୂଆ ରେକର୍ଡ କରିଛନ୍ତି । ରବିବାର ଥାଇଲାଣ୍ଡ ବିପକ୍ଷରେ ମହିଳା ଏସିଆ କପର ଗ୍ରୁପ-ଏ ମ୍ୟାଚରେ ଦିପ୍ତୀ ୧.୧ ଓଭରରେ ବିନା କୌଣସି ରନରେ ୩ ୱିକେଟ ହରାଇଛନ୍ତି । ଏହାସହିତ ମହିଳା T20 ଅନ୍ତର୍ଜାତୀୟ କ୍ରିକେଟରେ ଦିପ୍ତୀ ଏବେ…

ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର, ବାରବାଟୀରେ ସେପ୍ଟେମ୍ବର ୧୦ରୁ ‘ଓଡ଼ିଶା T20 ଲିଗ୍ CM…

ଭୁବନେଶ୍ୱର : ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର ।  ବାରବାଟୀ ଷ୍ଟାଡିୟମରେ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବାକୁ ଯାଉଛି 'ଓଡ଼ିଶା T20 ଲିଗ୍ CM ଟ୍ରଫି'। ସେପ୍ଟେମ୍ବର ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ନାମେଣ୍ଟରେ ମୋଟ ୬ଟି ଫ୍ରାଞ୍ଚାଇଜି ଟିମ୍ ମୈଦାନକୁ…

Vaibhav Sooryavanshi Duleep Trophy : ଇଷ୍ଟ ଜୋନର ନୂଆ ଅଧିନାୟକ ବୈଭବ ସୂର୍ଯ୍ୟବଂଶୀ, ନେଲେ ଈଶାନ କିଶନଙ୍କ ସ୍ଥାନ

ବୈଭବ ସୂର୍ଯ୍ୟବଂଶୀ ଦଲ୍ଲୀପ ଟ୍ରଫିରେ ଇଷ୍ଟ ଜୋନ ଟିମର ଅଧିନାୟକ ହୋଇଛନ୍ତି । ଆଜିଠାରୁ ଦଲ୍ଲୀପ ଟ୍ରଫିର ଦୁଇଟି ସେମିଫାଇନାଲ ମ୍ୟାଚ୍ ଆରମ୍ଭ ହୋଇଛି । ଇଷ୍ଟ ଜୋନ୍ ଏବଂ ସେଣ୍ଟ୍ରାଲ ଜୋନ୍ ମଧ୍ୟରେ ମ୍ୟାଚ ଖେଳାଯାଉଛି । ଇଷ୍ଟ ଜୋନରେ ଅଧିନାୟକ ଈଶାନ କିଶନ ଆହତଜନିତ ସମସ୍ୟା ଯୋଗୁଁ ବାଦ୍ ପଡ଼ିବା…

Badminton Court: ଲାଗୋସ୍ ଇଣ୍ଟରନ୍ୟାସନାଲ୍ କ୍ଲାସିକ୍ ୨୦୨୬ରେ ଉଡ଼ିଛି ଭାରତୀୟ ପତାକା, ସ୍ବର୍ଣ୍ଣ ପଦକ ଜିତିଲେ କିଟ…

ଭୁବନେଶ୍ୱର: ବ୍ୟାଡମିଣ୍ଟନ୍ କୋର୍ଟରେ ପଣ୍ଡା ସିଷ୍ଟର୍ସଙ୍କ ଦବ୍ ଦବା  l ନାଇଜେରିଆରେ ଆୟୋଜିତ 'ଲାଗୋସ୍ ଇଣ୍ଟରନ୍ୟାସନାଲ୍ କ୍ଲାସିକ୍ ୨୦୨୬'ରେ ଉଡ଼ିଛି ଭାରତୀୟ ପତାକା । ଓଡ଼ିଶାର ଦୁଇ ସଫଳ ଭଉଣୀ, ରୁତାପର୍ଣ୍ଣା ପଣ୍ଡା ଏବଂ ଶ୍ୱେତାପର୍ଣ୍ଣା ପଣ୍ଡା ମହିଳା ଡବଲ୍ସରେ ଗୋଲ୍ଡ ମେଡାଲ୍ ଜିତି ଦେଶ…

Neeraj Chopra Injury: ଡାଇମଣ୍ଡ ଲିଗ୍ ଏବଂ ଏସିଆନ ଗେମ୍ସରୁ ବାଦ୍ ପଡ଼ିଲେ ନୀରଜ ଚୋପ୍ରା, ଲିଗାମେଣ୍ଟରେ ଲାଗିଛି ଆଘାତ

ଭାରତର ଷ୍ଟାର ଜାଭେଲିନ୍ ଥ୍ରୋ ଖେଳାଳି ତଥା ଦୁଇ ଥରର ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରା ବର୍ତ୍ତମାନ ଖେଳାଯାଉଥିବା ସମସ୍ତ ଲିଗରୁ ନିଜ ନାମ ଫେରାଇ ନେଇଛନ୍ତି । ଟ୍ରେନିଂ ସମୟରେ ତାଙ୍କ ଗୋଡ଼ର ଗୋଇଠିର ଲିଗାମେଣ୍ଟରେ ଆଘାତ ଲାଗିବା ଯୋଗୁଁ ସେ ଚଳିତ ସିଜନର ବାକି ସମସ୍ତ ପ୍ରତିଯୋଗିତାରୁ…

Suryakumar Yadav : ଟି୨୦ ବିଶ୍ବକପ ଜିତିବା ପରେ ମଧ୍ୟ ଟିମରୁ ବାଦ୍ ପଡ଼ିବା ନେଇ ମୁହଁ ଖୋଲିଲେ ସୂର୍ଯ୍ୟକୁମାର ଯାଦବ

ଭାରତକୁ ଟି-୨୦ ବିଶ୍ୱକପ୍ ୨୦୨୬ ଚାମ୍ପିଅନ କରାଇବା ପରେ ଭାରତୀୟ ଟି-୨୦ ଦଳରୁ ବାଦ୍ ପଡ଼ିବା ଘଟଣାକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ବିଶ୍ୱକପ୍ ବିଜୟ ପରେ ତାଙ୍କୁ ଦଳରୁ ବାଦ୍ ଦିଆଯିବା ତାଙ୍କ ପାଇଁ ବଡ଼ ଝଟକା ବୋଲି ସୂର୍ଯ୍ୟ କହିଛନ୍ତି । ୨୦୨୪ରେ…

ତୃଣମୂଳରୁ ବିଜୟ ମଞ୍ଚ: କ୍ରୀଡ଼ା ପ୍ରତିଭାଙ୍କୁ ଟିପିଏସ୍ଓଡିଏଏଲ୍ ପକ୍ଷରୁ ପ୍ରୋତ୍ସାହନ

ବ୍ରହ୍ମପୁର : ଅଗଷ୍ଟ ୨୯ ତାରିଖରେ ଦେଶ ଜାତୀୟ କ୍ରୀଡ଼ା ଦିବସ ପାଳନ କରୁଥିବାବେଳେ, ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଗକୁ…

R Praggnanandhaa : ଇତିହାସ ରଚିଲେ ଆର. ପ୍ରଜ୍ଞାନାନନ୍ଦ, ଗ୍ରାଣ୍ଡ ଚେସ୍ ଟୁର୍ ଜିତିଥିବା ପ୍ରଥମ ଭାରତୀୟ

ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ଚେସ୍ ଦୁନିଆରେ ନୂଆ ଇତିହାସ ରଚିଛନ୍ତି । ଗ୍ରାଣ୍ଡ ଚେସ୍ ଟୁର୍ ଜିତି ପ୍ରଥମ ଭାରତୀୟ ହୋଇଛନ୍ତି ଆର୍. ପ୍ରଜ୍ଞାନନ୍ଦା । ଡିଫେଣ୍ଡିଂ ଚାମ୍ପିଅନ୍ ଫାବିଆନୋ କାରୁଆନାଙ୍କ ବିପକ୍ଷରେ ଜିତିଛନ୍ତି ଚେନ୍ନାଇର ଏହି ଗ୍ରାଣ୍ଡମାଷ୍ଟର । ଫାଇନାଲର ଶେଷ…