Browsing Category

କ୍ରୀଡା

ହିନ୍ଦୀ ନୁହେଁ ତେଲୁଗ ଗୀତ ‘ବୁଟ୍ଟା ବୋମ୍ମା’ ରେ ଡ୍ୟାନ୍ସ କଲେ ଡେଭିଡ ଓ୍ଵାର୍ଣ୍ଣର, ଭିଡିଓ ଦେଖିଲେ ଆପଣ ମଧ୍ୟ ହୋଇଯିବ…

ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ୍ ଓ୍ଵାର୍ଣ୍ଣର ପୁଣି ଏକ ଗୀତରେ ନାଚୁଥିବାର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ତେବେ ଏଥର କୌଣସି ହିନ୍ଦୀ ଗୀତରେ ନୁହେଁ ବରଂ ଏକ ତେଲୁଗୁ ଗୀତରେ ନାଚୁଥିବା ନଜର ଆସିଛନ୍ତି। ତେଲୁଗୁ ଫିଲ୍ମ ଆଲା ବୈକୁଣ୍ଠପୁରମଲୋର ଗୀତ ବୁଟ୍ଟା ବୋମ୍ମାରେ ନିଜ ପତ୍ନୀ…

ଫ୍ୟାନମାନଙ୍କ ସହ ଡିନର ଡେଟରେ ଯିବେ ଏହି ଟେନିସ ଖେଳାଳି, କରୋନା ଲଢେଇରେ ଏମିତି ବଢାଇବେ ସାହାଯ୍ୟର ହାତ

ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଚାଲିଥିବା ଲଢେଇରେ ଏବେ ସାହାଯ୍ୟର ହାତ ବଢାଇଛନ୍ତି କାନାଡ଼ାର ଟେନିସ ଖେଳାଳି ୟୁଜନି ବୁଚାର୍ଡ। ତେବେ ୟୁଜନି ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏ ନେଇ ସେ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରି…

ଡିସକସ୍‌ ଥ୍ରୋୟର ସନ୍ଦୀପ କୁମାରୀ ଡୋପ ଟେଷ୍ଟରେ ବିଫଳ, ୪ ବର୍ଷ ପାଇଁ ବାସନ୍ଦ

ଡୋପ୍ ଟେଷ୍ଟରେ ବିଫଳ ହେଲେ ସନ୍ଦୀପ କୁମାରୀ। ଏଥିପାଇଁ ତାଙ୍କୁ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍ ଡିସ୍କସ୍ ଥ୍ରୋୟର ୪ ବର୍ଷ ବାସନ୍ଦ କରିଛି। ୨୦୧୮ରେ ଗୁଆହାଟୀଠାରେ ଜାତୀୟ ଆନ୍ତଃ ରାଜ୍ୟ ଚାମ୍ପିୟନଶିପ୍ ବେଳେ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଅଫିସିଆଲମାନେ କୁମାରୀଙ୍କଠାରୁ ରକ୍ତ…

କୋଭିଡ-୧୯ ମୁକାବିଲା କରିବାକୁ ଏକାଠି ହେଲେ ସିନେ ଓ କ୍ରୀଡ଼ା ଜଗତ, କରିବେ ଏହି କାମ

କରୋନା ମୁକାବିଲା କରିବାକୁ କେନ୍ଦ୍ର ସରକାରଙ୍କ ସହ କଳାକାରମାନେ ମଧ୍ୟ ହାତ ମିଳାଇଛନ୍ତି। ନିଜ ସାମର୍ଥ୍ୟ ଅନୁସାରେ ବିଭିନ୍ନ ଅଭିନେତା ଓ ଅଭିନେତ୍ରୀ ସରକାରଙ୍କୁ ଅର୍ଥ ଦାନ କରୁଛନ୍ତି। ତେବେ ସରକାରଙ୍କ ସହାୟତା କରିବାକୁ କଳାକାର ମାନେ ମେ ୩ ତାରିଖରେ ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ…

ବିଶ୍ୱ ଟି-୨୦ ଟିମରେ କେବଳ ଏହି ଜଣେ ଭାରତୀୟଙ୍କୁ ମିଳିଲା ସ୍ଥାନ, ଜାଣନ୍ତୁ କିଏ ସେ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା ନିଜ ବିଶ୍ୱ ଟି-୨୦ ଏକାଦଶ ଚୟନ କରିଛନ୍ତି। ତାଙ୍କ ଟିମରେ କେବଳ ଜଣେ ଭାରତୀୟ ଖେଳାଳି ଯଶପ୍ରୀତ ବୁମରାହଙ୍କୁ ସ୍ଥାନ ମିଳିଛି। ଆକାଶ ନିଜ ଟିମରେ ବିରାଟ କୋହଲି କିମ୍ବା ରୋହିତ ଶର୍ମାଙ୍କୁ ମଧ୍ୟ ସାମିଲ କରିନଥିବା ଜଣାଯାଇଛି।…

ଟେଷ୍ଟ ର‍୍ୟାଙ୍କିଙ୍ଗରେ ୧ ନଂ ସ୍ଥାନ ହରାଇଲା ଭାରତ, ଶୀର୍ଷ ସ୍ଥାନରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତ ଶୀର୍ଷ ସ୍ଥାନ ହରାଇଛି। ପ୍ରକାଶିତ ଖବର ର‍୍ୟାଙ୍କିଙ୍ଗରେ ଭାରତ ତୃତୀୟ ସ୍ଥାନକୁ ଖସିଛି। ଭାରତକୁ ହଟାଇ ଅଷ୍ଟ୍ରେଲିଆ ୧ ନମ୍ବର ସ୍ଥାନ ଅଧିକାର କରିଛି। ୨୦୧୬ ଅକ୍ଟୋବର ପରଠାରୁ ଭାରତ ଶୀର୍ଷ ସ୍ଥାନରେ ରହିଆସୁଥିଲା।…

“ଫେଡ଼ ଅପ ହାର୍ଟ” ପୁରସ୍କାର ପାଇଁ ମନୋନୀତ ହେଲେ ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜା

ଭାରତୀୟ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା "ଫେଡ଼ ଅପ ହାର୍ଟ" ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । କହି ରଖିବା ଉଚିତ ହେବକି, ଏହି ମର୍ଯ୍ୟାଦା ଜନକ ପୁରସ୍କାର ପାଇଁ ମନୋନୀତ ହେବାରେ ସାନିଆ ହେଉଛନ୍ତି ପ୍ରଥମ ଭାରତୀୟ । ନିକଟରେ ହିଁ ସାନିଆ ଚାରି ବର୍ଷର ବ୍ୟବଧାନ ପରେ "ଫେଡ଼ କପ ଟେନିସ…

ପରଲୋକରେ ଭାରତୀୟ ଫୁଟ୍‌ବଲ୍‌ କିମ୍ବଦନ୍ତୀ ଚୁନି ଗୋସ୍ୱାମୀ, ମୃତ୍ୟୁ ବେଳକୁ ହୋଇଥିଲା ୮୨ ବର୍ଷ ବୟସ

କୋଲ୍‌କାତା(କେନ୍ୟୁଜ୍‌) : ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ଚୁନି ଗୋସ୍ୱାମୀ ଆଉ ନାହାଁନ୍ତି । କୋଲ୍‌କାତା ସ୍ଥିତ ତାଙ୍କ ବାସଭବନରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ରୋଗରେ ପୀଡ଼ିତ ଥିଲେ…

ଓକିଲଙ୍କୁ ଅଯୋଗ୍ୟ କହିବା ପଡ଼ିଲା ମହଙ୍ଗା, ସୋଏବ ଅଖତରଙ୍କ ନାଁରେ ମାନହାନି ମକଦ୍ଦମା ରୁଜୁ

ପାକିସ୍ତାନ ଟିମର ପୂର୍ବତନ ସ୍ପିଡ ବୋଲର ସୋଏବ ଅଖତର ସବୁ ବିଷୟ ଉପରେ ନିଜର ଖୋଲାଖୋଲି ମତ ରଖିଥାନ୍ତି। ଖାସ୍ କରି କ୍ରିକେଟ ସମ୍ପର୍କରେ ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଖୋଲାଖୋଲି ଭାବେ ଚର୍ଚ୍ଚା କରିଥାନ୍ତି। ଏହି ବୟାନ ଯୋଗୁ ପୂର୍ବରୁ ମଧ୍ୟ ବିବାଦରେ ଫସିଥିବା ସୋଏବ ପୁଣିଥରେ ଅସୁବିଧାରେ…

ଋଷି କପୁରଙ୍କ ନିଧନରେ ଖେଳଜଗତ ବି ଦୁଃଖୀ, ସଚିନ- କୋହଲି ସମେତ ଏହି ଖେଳାଳି ଜଣାଇଲେ ଶ୍ରଦ୍ଧାଞ୍ଜଳି

ଆଜି ପୁଣିଥରେ ବଲିଉଡର ଆଉ ଏକ ଅପୂରଣୀୟ କ୍ଷତି ଘଟିଛି। ଗତକାଲି ଇରଫାନ ଖାନଙ୍କ ବିୟୋଗ ଘଟିଥିବା ବେଳେ ଆଜି ସିନେ ଜଗତକୁ ଅଲବିଦା କହିଛନ୍ତି ଲୋକପ୍ରିୟ ଅଭିନେତା ଋଷି କପୁର। ୬୭ ବର୍ଷ ବୟସରେ ମୁମ୍ବାଇର ରିଲାଏନ୍ସ ମେଡିକାଲରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ହେବ ସେ…

ବୋଲର ହେବାକୁ ଚାହୁଁଥିଲେ ରୋହିତ ଶର୍ମା, କିନ୍ତୁ ଟ୍ୟାଲେଣ୍ଟ ବଳରେ ହୋଇଗଲେ ହିଟମ୍ୟାନ

ବେହଦ ତେଜ ବାଉନସର...ବଲ ଯାଇ ସିଧା ବାଉଣ୍ଡେରି ରେଖା ପାର... ବହୁତ ଲମ୍ବା ଛକା।ଯେତେବେଳେ ବି ରୋହିତ ଶର୍ମା କ୍ରେଜକୁ ଆସନ୍ତି ଏମିତି କେମେଷ୍ଟ୍ରି ସବୁବେଳେ ଶୁଣିବାକୁ ମିଳେ। ଟିମ ଇଣ୍ଡିଆର ଉପଅଧିନାୟକଙ୍କୁ ବାଉନସର ଦେଲେ ବଲ ୬ ରନ ହିଁ ହୋଇଥାଏ। ଭାରତୀୟ କ୍ରିକେଟ ଦଳର ହିଟମ୍ୟାନ ରୋହିତ…

୩୩ ବର୍ଷରେ ପାଦ ଦେଲେ ହିଟମ୍ୟାନ, ଯାହାଙ୍କ କାନ୍ଧ ଉପରେ ଛୋଟ ବେଳରୁ ଥିଲା ପରିବାରର ବୋଝ

ଭାରତୀୟ କ୍ରିକେଟ ଦଳରେ ହିଟ ମ୍ୟାନ ଭାବେ ପରିଚିତ ରୋହିତ ଶର୍ମାଙ୍କ ଆଜି ୩୩ତମ ଜନ୍ମ ଦିବସ । ଭାରତୀୟ ଦଳର ଜଣେ ଆଗ ଧାଡ଼ିର ବ୍ୟାଟ୍ସମ୍ୟାନ ରୋହିତ ହେଉଛନ୍ତି ହାଇଦରାବାଦର ମୂଳ ବାସିନ୍ଦା । କିନ୍ତୁ ତାଙ୍କ ଜନ୍ମ ୧୯୮୭ ମସିହା ଆଜିର ଦିନରେ ମହାରାଷ୍ଟ୍ରର ନାଗପୁର ସହରରେ ହୋଇଥିଲା ।…