Browsing Category

କ୍ରୀଡା

ଏସିଆ କପ ଫାଇନାଲରେ ଭାରତ, ୪୧ ରନରେ ଶ୍ରୀଲଙ୍କାଠାରୁ ଜିତିଲା

କେନ୍ୟୁଜ୍(ବ୍ୟୁରୋ):  ଏସିଆ କପ ଫାଇନାଲରେ ଭାରତ । ଶ୍ରୀଲଙ୍କାକୁ ହରାଇଲା ଭାରତ । ୪୧ ରନରେ ଜିତିଲା ଭାରତ । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ୍ ସୁପର-୪ର ଏକ ରୋମାଞ୍ଚକର ମ୍ୟାଚରେ ଶ୍ରୀଲଙ୍କାକୁ  ରନରେ ହରାଇ ଦେଇଛି ଭାରତ । ଭାରତ ପକ୍ଷରୁ ଶ୍ରୀଲଙ୍କା ଆଗରେ ୨୧୪…

ISL : ଓଡ଼ିଶା ଏଫସି ଜର୍ସି ଉନ୍ମୋଚିତ, ୧୯ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍‌

ISL ଫୁଟବଲ୍ ଦଳ ଓଡ଼ିଶା ଏଫସି ସେପ୍ଟେମ୍ବର ମାସ ୧୯ ତାରିଖରେ ମୋହନ ବାଗାନ ସୁପର ଜିଆଣ୍ଟସ ବିପକ୍ଷରେ ଏଏଫସି କପ୍ ମ୍ୟାଚ୍ ଘରୋଇ କଳିଙ୍ଗ ଷ୍ଟାଡିୟମରେ ଖେଳିବ । ମ୍ୟାଚ ଆରମ୍ଭରୁ ପୂର୍ବରୁ ଓଡ଼ିଶା ଏଫସି ସୋମବାର କଳିଙ୍ଗ ଷ୍ଟାଡିୟମରେ ନିଜ ନୂଆ କିଟ୍ ଉନ୍ମୋଚନ କରିଛି। ମୁଖ୍ୟ ଅତିଥି ଭାବେ…

ପାକିସ୍ତାନକୁ ହରାଇବା ପରେ ଆଜି ଶ୍ରୀଲଙ୍କାଙ୍କୁ ଭେଟିବ ଭାରତ, ବର୍ଷା ଆଶଙ୍କା ନେଇ ଚିନ୍ତାରେ ଫ୍ୟାନ୍ସ

ଏସିଆ କପ୍ ସୁପର-୪ରେ ଆଜି ଭାରତ-ଶ୍ରୀଲଙ୍କା ଲଢେଇ । ଗତକାଲି ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ ପରେ ଆଜି ଲଙ୍କା ବିଜୟ ଚ୍ୟାଲେଞ୍ଜ । ଘରୋଇ ମାଟିରେ ହୋଇପାରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ । ବାଂଲାଦେଶକୁ ହରାଇ ଶ୍ରୀଲଙ୍କାର ମନୋବଳ ଦୃଢ ରହିଛି । ଆଜି ଘରୋଇ ମାଟିରେ ଭାରତକୁ ସାମ୍ନା କରିବ…

ଏସିଆ କପ୍ ର ସୁପର ଫୋର୍ ମ୍ୟାଚ୍ ରେ ଭାରତର ଦମଦାର ବିଜୟ

କେନ୍ୟୁଜ୍(ବ୍ୟୁରୋ):  ଏସିଆ କପ୍ ର ସୁପର ଫୋର୍ ମ୍ୟାଚ୍ ରେ ଭାରତର ଦମଦାର ବିଜୟ। ୨୨୮ ରନ୍ ରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ପାକିସ୍ତାନ ୩୨ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୨୮ ରନ୍ କରିବାକୁ ସମର୍ଥ ହୋଇଛି । ପାକିସ୍ତାନ ୧୧…

ଏସିଆ କପ୍: କୋହଲି ଓ ରାହୁଲଙ୍କ ରନ ବର୍ଷା, କଲେ ଶତକ ଭାଙ୍ଗିଲେ ରେକର୍ଡ଼, ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ଦେଲା ଭାରତ

କଲମ୍ବୋ : କଲମ୍ବୋର ପ୍ରେମଦାସ ଷ୍ଟାଡିୟମରେ ପାକିସ୍ତାନ ବୋଲିଂ ଆକ୍ରମଣକୁ ମାଡ଼ି ମକଚି ଦେଲେ କୋହଲି ଓ ରହୁଲ । ଛଅ ମାସ ଧରି ଆହତ ରହିବା ପରେ ଦଳକୁ ଫେରି କେଏଲ୍‌ ରାହୁଲ ଦମଦାର ଶତକ ହାସଲ କରିଥିବା ବେଳେ କିଙ୍ଗ କୋହଲି ନିଜ ଦିନିକିଆ ଶତକ ଖାତାରେ ଯୋଡ଼ିଛନ୍ତି ଆଉ ଏକ ସେଞ୍ଚୁରୀ । ଦୁହେଁ…

ଭାରତ-ପାକିସ୍ତାନ ଏସିଆ କପ୍‌ : ବର୍ଷା ସାଜିଛି ବାଧକ, ହୋଇପାରେ ୨୦-୨୦ ମ୍ୟାଚ୍‌ !

ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ୍‌ ଆରମ୍ଭ ହୋଇପାରୁନାହିଁ । ମ୍ୟାଚକୁ ନେଇ ଫ୍ୟାନ୍ସ ଦ୍ୱନ୍ଦ୍ୱରେ ରହିଛନ୍ତି । ଗତକାଲି ବର୍ଷା ହେବାରୁ ଆଜି ରିଜର୍ଭ ଡେରେ ମ୍ୟାଚ୍‌ ହେବାକୁ ଥିଲା । କିନ୍ତୁ ବର୍ଷା ଯୋଗଁ ମ୍ୟାଚ୍‌ ହୋଇପାରୁନାହିଁ । ବର୍ଷା ନ ଛାଡିଲେ ହୁଏତ ୨୦-୨୦ ମ୍ୟାଚ ହୋଇପାରେ ।…

ପୁଅ ପାଇଁ ବୁମରାଙ୍କୁ ଉପହାର ଦେଲେ ଶାହିନ ଶାହା ଆଫ୍ରିଦି, ସମସ୍ତେ କରୁଛନ୍ତି ପ୍ରଶଂସା : ଭିଡିଓ ଭାଇରଲ

ବାପା ହେବା ଖୁସିରେ ବୁମରାଙ୍କ ଉପହାର ଦେଲେ ପାକିସ୍ତାନୀ କ୍ରିକେଟର ଶାହିନ ଶାହା ଆଫ୍ରିଦି । ବୁମରାଙ୍କ ପୁଅ ଅଙ୍ଗଦ ପାଇଁ କିଛି ଉପହାର ଦେଇଛନ୍ତି ଆଫ୍ରିଦି । ଭାରତୀୟ ଟିମର ଷ୍ଟାର ବୋଲର ଜସପ୍ରୀତ ବୁମରା ନିକଟରେ ବାପା ହୋଇଛନ୍ତି । ଆଉ ଏହି କାରଣ ଯୋଗୁଁ ଏସିଆ କପରେ ନେପାଳ ବିପକ୍ଷ ମ୍ୟାଚ୍‌…

ୟୁଏସ ଓପନ ୨୦୨୩: ୨୪ ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିଲେ ନୋଭାକ୍ ଜୋକୋଭିକ୍

ନୋଭାକ ଜୋକୋଭିକ ଡାନିଏଲ ମେଦଭେଦଙ୍କୁ ସିଧା ସେଟରେ ହରାଇ ଚତୁର୍ଥ ୟୁଏସ୍ ଓପନ ଜିତିଛନ୍ତି । ୨୪ ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ନିଜ ନାମରେ କରିଛନ୍ତି । ନୋଭାକ ଦୁଇ ବର୍ଷ ତଳେ ଫାଇନାଲରେ ନିଜ ପରାଜୟର ପ୍ରତିଶୋଧ ନେଇଛନ୍ତି । ଜୋକୋଭିକ୍(୩୬ ବର୍ଷ), ୬-୩, ୭-୬ (୭/୫), ୬-୩ ସେଟରେ ଜିତିଥିଲେ ଏବଂ…

କାଲି ପୁଣି ଖେଳାଯିବ ଭାରତ- ପାକ୍ ଅବଶିଷ୍ଟ ମ୍ୟାଚ, ରିଜର୍ଭ ଡେରେ ହେବେ ମୁହାଁ ମୁହିଁ

କାଲି ଖେଳାଯିବ ଭାରତ- ପାକ୍ ଅବଶିଷ୍ଟ ମ୍ୟାଚ। ରିଜର୍ଭ ଡେରେ ମୁହାଁ ମୁହିଁ ହେବେ ଦୁଇପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ। କାଲି ଦିନ ୩ଟାରେ ଆଜି ବନ୍ଦ ରହିଥିବା ମ୍ୟାଚରୁ ଖେଳାଯିବ। ଆଜି ୨୪ ଓଭର ଗୋଟିଏ ବଲ ଖେଳାଯାଇଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ପିଚ୍ କୁ ଶୁଖାଯାଇ ନିରୀକ୍ଷଣ ପରେ ପୁଣି…

୧୯ ବର୍ଷୀୟ କୋକୋ ଗୌଫ ହେଲେ ୟୁଏସ ଓପନ ଚାମ୍ପିଅନ, ଫାଇନାଲରେ ବିଶ୍ୱର ନଂ ୧ ଖେଳାଳିଙ୍କୁ ହରାଇଲେ

ଆମେରିକାର ୧୯ ବର୍ଷୀୟ କୋକୋ ଗୌଫ ୟୁଏସ୍ ଓପନ୍ ୨୦୨୩ର ନୂଆ ଚାମ୍ପିଅନ ହୋଇଛନ୍ତି । ଗୌଫ ବିଶ୍ୱ ନଂ-୧ ଖେଳାଳି ଆର୍ଯ୍ୟନା ସବାଲେଙ୍କାଙ୍କୁ ୨-୬, ୬-୩, ୬-୨ ସେଟରେ ହରାଇଛନ୍ତି । ସେରେନା ଓ୍ଵିଲିୟମ୍ସଙ୍କ ପରେ ଗୌଫ ଦ୍ୱିତୀୟ ଯୁବ ଖେଳାଳି ଭାବରେ ଏହି ସଫଳତା ପାଇଛନ୍ତି । ଗୌଫ ୨୦୨୨ ଫ୍ରେଞ୍ଚ…

ସୁପର ସନ୍ ଡେରେ ବିଗ୍ ଫାଇଟ୍: ଆଜି ଏସିଆ କପର ସୁପର-୪ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

(କେନ୍ୟୁଜ): ସୁପର ସନ୍ ଡେରେ ବିଗ୍ ଫାଇଟ୍ । ଆଜି ଏସିଆ କପ୍ ସୁପର ୪ରେ ଭାରତ-ପାକିସ୍ତାନ ମହାମୁକାବିଲା । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଅପରାହ୍ଣ ୩ଟାରେ ଏହି ମ୍ୟାଚ୍ ଖେଳାଯିବ । ଆଉ ଗୋଟିଏ ହାଇଭୋଲଟେଜ୍ ମୁକାବିଲା ପାଇଁ ଭାରତୀୟ ଫ୍ୟାନ୍ ଅପେକ୍ଷା କରିଛନ୍ତି । ଚଳିତ ଏସିଆ କପରେ…

ଭାରତ-ପାକ୍‌ ମ୍ୟାଚ୍‌ ପାଇଁ ରିଜର୍ଭ ଡେ ରହିଲା ହେଲେ ଅନ୍ୟ ମ୍ୟାଚ୍‌ ପାଇଁ କାହିଁକି ନାହିଁ ?

ବର୍ତ୍ତମାନ ପାକିସ୍ତାନ ଓ ଶ୍ରୀଲଙ୍କାରେ ଚାଲିଥିବା ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟକୁ ନେଇ ବିବାଦ ଥମୁ ନାହିଁ । ଭାରତ-ପାକିସ୍ତାନ ମ୍ୟାଚ୍‌ ସ୍ଥାନାନ୍ତର ପ୍ରସଙ୍ଗରେ ଟଣାଓଟରା ପରେ ଏବେ ରିଜର୍ଭ ଡେ ବା ଅତିରିକ୍ତ ଦିନକୁ ନେଇ ଉଠିଛି ପ୍ରଶ୍ନ । ଆସନ୍ତାକାଲି ଶ୍ରୀଲଙ୍କାର ପ୍ରେମଦାସା…