Browsing Category

କ୍ରୀଡା

ପାକିସ୍ତାନ ଟିମ୍‌ରେ ବଡ଼ ପରିବର୍ତ୍ତନ…ବାବର ଆଜମ୍‌ ପୁଣି ହେଲେ ଅଧିନାୟକ

ପାକିସ୍ତାନ କ୍ରିକେଟରେ ବଡ଼ ପରିବର୍ତ୍ତନ ହୋଇଛି । ବାବର ଆଜମ ପୁଣିଥରେ ଦଳର ଅଧିନାୟକ ଭାବରେ ନିଯୁକ୍ତ ହୋଇଛନ୍ତି । ବାବର ଟି-୨୦ ଏବଂ ଦିନିକିଆ ଫର୍ମାଟରେ ପାକିସ୍ତାନ ଟିମ୍‌ର ଅଧିନାୟକ ରହିବେ । ଚୟନ କମିଟିର ସୁପାରିଶ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ୍ ନକଭି…

ଆଇପିଏଲରେ ଲକ୍ଷ୍ନୌର ପ୍ରଥମ ବିଜୟ, ପଞ୍ଜାବ କିଙ୍ଗ୍ସକୁ ୨୧ ରନରେ ହରାଇଲା

ଆଇପିଏଲରେ ଲକ୍ଷ୍ନୌ ସୁପରଜିଆଣ୍ଟସର ପ୍ରଥମ ବିଜୟ । ଗତକାଲି ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୨୧ ରନରେ ହରାଇଛି । ଚଳିତ ଆଇପିଏଲରେ ଦ୍ବିତୀୟ ମ୍ୟାଚରୁ ଏହା ଲକ୍ଷ୍ନୌର ପ୍ରଥମ ବିଜୟ । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପରଜିଆଣ୍ଟସ୍ ୮ ୱିକେଟରେ କରିଥିଲା ୧୯୯ । ୨୦୦ ରନର ବିଜୟ…

ଆଇପିଏଲ ୨୦୨୪: ଲକ୍ଷ୍ନୌ ଟିମକୁ ଝଟକା, ଟିମ ଛାଡିଲେ ଡେଭିଡ ଓ୍ଵିଲେ

ଆଇପିଏଲ୍‌ ମଝିରେ ଲକ୍ଷ୍ନୌ ସୁପରଜିଆଣ୍ଟସକୁ ବଡ ଝଟକା ଲାଗିଛି । ଇଂଲଣ୍ଡ ଅଲରାଉଣ୍ଡର ଡେଭିଡ ଓ୍ଵିଲେ ଲକ୍ଷ୍ନୌ ସୁପରଜିଆଣ୍ଟସ ଛାଡିଛନ୍ତି । ଓ୍ଵିଲେଙ୍କୁ ଲକ୍ଷ୍ନୌ ୨ କୋଟି ଟଙ୍କାରେ କିଣିଥିଲା । କିନ୍ତୁ ଏବେ ନିଜ ବ୍ୟକ୍ତିଗତ କାରଣ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ନିଜର ନାମ ଫେରାଇ ନେଇଛନ୍ତି ।…

ଫ୍ୟାନ୍‌ଙ୍କ ଆଇପିଏଲ କେଜ୍ର, ମୁଣ୍ଡରେ ପଗଡି ଏବଂ ଶେରଓ୍ଵାନୀ ପିନ୍ଧି ମ୍ୟାଚ ଦେଖିବାକୁ ଆସିଲେ ଯୁବକ

ଆଇପିଏଲ୍‌ ୧୭ ତମ ସିଜିନରେ ୧୦ଟି ମ୍ୟାଚ ଖେଳସରିଛି । ଦୁନିଆର ସବୁଠୁ ବଡ କ୍ରିକେଟ ଲିଗ୍‌କୁ ଦେଖିବା ପାଇଁ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫ୍ୟାନ୍ସ ନିଜ ଟିମକୁ ସପୋର୍ଟ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚୁଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକତା ନାଇଟ ରାଇଡର୍ସ…

ଆଇପିଏଲ ୨୦୨୪: ବୃଥା ଗଲା କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ, ଦ୍ବିତୀୟ ବିଜୟ ହେଲା କୋଲକାତା ନାଇଟ ରାଇଡର୍ସର

(କେନ୍ୟୁଜ): କୋଲକାତା ନାଇଟ ରାଇଡର୍ସର ଏକତରଫା ବିଜୟ  କୋହଲିଙ୍କ ଅର୍ଦ୍ଧ ଶତକ ବୃଥା ଗଲା । ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡରେ ପରାସ୍ତ ହୋଇଛି । କେହଲି ଚମକପ୍ରଦ ଇନିଂସ ଖେଳିଥିଲେ ମଧ୍ୟ ନାଇଟ ରାଇଡର୍ସ ୭ ୱିକେଟରେ ବିଜୟ ହାସଲ କରି…

ରାଜସ୍ଥାନର ଦ୍ବିତୀୟ ବିଜୟ: ୧୮୫ ରନ୍ ର ପିଛା କରି ୧୨ ରନ୍ ରେ ହାରିଲା ଦିଲ୍ଲୀ

(କେନ୍ୟୁଜ): ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ବିଜୟୀ ।  ଆଇପିଏଲର ୯ମ ଲିଗ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୧୨ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି ।  ରିଆନ ପରାଗଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍ସ ।  ୪୫ଟି ବଲରୁ ୭ଟି ଚୌକା ଓ ୬ଟି…

ଭାରତୀୟ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଲା ଓସ୍ଜା

ଭୁବନେଶ୍ୱର(କେନ୍ୟୁଜ୍‌) : ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା)। ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ନିରାଡ଼ମ୍ବର ଉତ୍ସବରେ ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍ଙ୍କୁ ହକି ପିଚ୍ରେ ହିଁ…

ବିରାଟଙ୍କ ଜାବୁଡି ଧରିଥିବା ଫ୍ୟାନ୍‌ ଖାଇଲେ ଧୁମ୍‌ ଛେଚା, ଭିଡିଓ ଭାଇରଲ

ଆଇପିଏଲ ଲିଗ୍‌ ୧୭ ସିଜିନରେ ୨୫ ମାର୍ଚ୍ଚରେ ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚକୁ ଆରସିବି ରୋମାଞ୍ଚକ ଭାବେ ଜିତିଥିଲା । ଏହି ମ୍ୟାଚ ସମୟରେ ଅଜବ ଘଟଣା ଦେଖବାକୁ ମିଳିଥିଲା ।…

ଆଇପିଏଲରେ ଇତିହାସ ରଚିଛି ସନ୍ ରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ବିପକ୍ଷରେ ୨୭୭ ରନର କଲା ବିଶାଳ ସ୍କୋର

(କେନ୍ୟୁଜ): IPLରେ ବିଶାଳ ସ୍କୋର । ଇତିହାସ ରଚିଛି ସନ୍ ରାଇଜର୍ସ ହାଇଦ୍ରାବାଦ । ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୩ ୱିକେଟ ହରାଇ କରିଛି ୨୭୭ ରନ୍  । ୨୦୦୮ରେ ଆଇପିଏଲ୍ ଆରମ୍ଭ ହେବା ପରଠାରୁ ଏହା ସର୍ବାଧିକ ସ୍କୋର ।…

ବଢିଲା ଶୁବମନ ଗିଲ୍‌ଙ୍କ ସମସ୍ୟା, ଚେନ୍ନାଇ ଠାରୁ ହାରିବା ପରେ ଏବେ ଦେବାକୁ ହେବ ଜରିମାନା

ଭାରତୀୟ ଟିମର ଷ୍ଟାର ଖେଳାଳି ଶୁବମନ ଗିଲ୍‌ ଆଇପିଏଲରେ ପ୍ରଥମଥର ପାଇଁ ଅଧିନାୟକତ୍ୱ କରୁଛନ୍ତି । ଗୁଜରାଟ ଟାଇଟନ୍ସ ଟିମର ଅଧିନାୟକ ଦାୟିତ୍ୱରେ ଅଛନ୍ତି ଶୁବମନ । ଆଇପିଏଲ ୨୦୨୪ ର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗୁଜରାଟ ଜିତିଯାଇଛି କିନ୍ତୁ ଦ୍ୱିତୀୟ ମ୍ୟାଚରେ ଚେନ୍ନାଇ ସୁପର…

ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ବଡ଼ ବିଜୟ, ଗୁଜରାଟ ଟାଇଟନ୍ସକୁ ୬୩ ରନରେ ହରାଇଲା

ଆଇପିଏଲର ସପ୍ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସର ଦମଦାର ବିଜୟ । ଗୁଜରାଟ୍ ଟାଇଟନ୍ସକୁ ୬୩ ରନ୍ ରେ ପରାସ୍ତ କରିଛି ଚେନ୍ନାଇ। ୨୦୭ ରନ୍ ଟାର୍ଗେଟକୁ ପିଛା କରୁଥିବା ଗୁଜରାଟ୍ ଟିମ୍ ନିର୍ଦ୍ଧାରିତ ଓଭରରେ ୮ଟି ୱିକେଟ୍ ହରାଇ ୧୪୩ ରନ୍ କରିଥିଲା । ଦଳ ପାଇଁ ସୁଦର୍ଶନ ସର୍ବାଧିକ ୩୭ ରନ୍…

ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି କାର୍ଯ୍ୟସୂଚୀ ଘୋଷଣା, ଜାଣନ୍ତୁ କେବେ ଓ କେଉଁଠି ହେବ ମ୍ୟାଚ୍‌

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫି ଖେଳାଯିବ । ଆଉ ଏବେ ଏହାର କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି । ଭାରତୀୟ ଟିମ୍‌ ଏବେ ବର୍ଡର ଗାଭାସ୍କର ଟ୍ରଫିର ବିଜେତା ରହିଛି । ଭାରତ ଅଷ୍ଟ୍ରେଲିଆ ଠାରୁ ୨-୧ରେ ସିରିଜ ଜିତିଛି । ପୂର୍ବରୁ ବର୍ଡ ଗାଭାସ୍କର…