Browsing Category

କ୍ରୀଡା

ଭାରତ ସହ ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା : ଆଦିଲ ରସିଦଙ୍କୁ ଡାକରା

ଆସନ୍ତା ଅଗଷ୍ଟ ୧ ତାରିଖରୁ ଏଜବାଷ୍ଟନରେ ଆରମ୍ଭ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ । ଏଥିଲାଗି ଇଂଲଣ୍ଡ ଦଳ ଘୋଷଣା ହୋଇଛି । ୨୦୧୬ରେ ଭାରତରେ ସିରିଜ୍‌ ଖେଳିବା ପରେ ପ୍ରଥମଥର ଲାଗି ଦଳରେ ସାମିଲ ହୋଇଛନ୍ତି ସ୍ପିନର ଆଦିଲ ରସିଦ । ସେହିପରି ମୋଇନ୍‌ ଅଲୀ ମଧ୍ୟ ଦଳକୁ ଫେରିଛନ୍ତି । ୧୩…

ମହିଳା ହକି ବିଶ୍ୱ କପ୍‌ରେ ହାରିଲା ଭାରତ

ଲଣ୍ଡନ : ଲଣ୍ଡନରେ ଚାଲିଥିବା ମହିଳା ହକି ବିଶ୍ୱ କପ୍‌ରେ ଭାରତ ହାରି ଯାଇଛି । ଆୟରଲାଣ୍ଡ ୧-୦ ଗୋଲ୍‌ରେ ଭାରତକୁ ପରାସ୍ତ କରିଛି । ଏହି ବିଜୟ ସହ ପୁଲ୍‌ରେ ଶୀର୍ଷ ସ୍ଥାନ ଅଧିକାର କରି ଆୟରଲାଣ୍ଡ ବିଶ୍ୱ କପ୍‌ କ୍ୱାର୍ଟରଫାଇନାଲରେ ପହଞ୍ଚିଛି । ସେପଟେ ପୂର୍ବ ମ୍ୟାଚ୍‌କୁ ଇଂଲଣ୍ଡ ସହ ୧-୧ରେ…

ଲଣ୍ଡନରେ ଓଡ଼ିଶା ଲୋଗୋ

ଲଣ୍ଡନରେ ଓଡ଼ିଶା ଲୋଗୋ । ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ଓ୍ଵାର୍ଲଡ କପ୍‌ର ବିଜ୍ଞାପନ ଲଣ୍ଡନ ସିଟିରେ ଦେଖିବାକୁ ମିଳୁଛି । ବିଭିନ୍ନ ବସ୍‌ରେ ଓଡ଼ିଶାର ଲୋଗୋ ଥିବା ବିଜ୍ଞାପନ ଲାଗିଛି । ବର୍ତ୍ତମାନ ଲଣ୍ଡନରେ ଚାଲିଥିବା ମହିଳା ହକି ବିଶ୍ୱକପ୍‌ ଦେଖିବାକୁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ…

ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ୫ଟି ଅର୍ଦ୍ଧଶତକ

ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ୫ଟି ଅର୍ଦ୍ଧଶତକ । ଇଂଲଣ୍ଡ ସହ ଟେଷ୍ଟ ସିରିଜ୍‌ ପୂର୍ବରୁ ଚେମ୍‌ସଫୋର୍ଡ଼ରେ ଅଭ୍ୟାସ ମ୍ୟାଚ୍‌ ଖେଳୁଛି ଟିମ୍‌ ଇଣ୍ଡିଆ । ଏସେକ୍ସ ସହ ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଭାରତର ୫ ଜଣ ବ୍ୟାଟ୍ସମ୍ୟାନ୍‌ ଅର୍ଦ୍ଧଶତକ ହାସଲ କରିଛନ୍ତି । ଫଳରେ ଭାରତ ପ୍ରଥମ ଇନଂସ୍‌ରେ…

ଛୋଟ ହାତରେ ବଡ଼ ବ୍ଯାଟିଂ : ଆଇସିସି ଫ୍ୟାନ୍‌ ଅଫ୍‌ ଦି ଓ୍ଵିକ୍‌ ହେଲେ ଦୁଇ ବର୍ଷର ବାଳକ

ବାଂଲାଦେଶ : ଆଇସିସି ଫ୍ୟାନ୍‌ ଅଫ୍‌ ଦି ଓ୍ଵିକ୍‌ ପୁରସ୍କାର ପାଇଛନ୍ତି ଜଣେ ଦୁଇ ବର୍ଷର ବାଳକ । ବାଂଲାଦେଶର ଏଇ ଦୁଇ ବର୍ଷର ଶିଶୁ ଏମିତି ବ୍ୟାଟିଂ ଦକ୍ଷତା ଦେଖାଉଛନ୍ତି ଯେ ସେଥିରେ ସମସ୍ତେ ଆଚମ୍ବିତ । ତାଙ୍କ ନାଁ ଅଲୀ । ଆଇସିସି ତାର ଇନଷ୍ଟାଗ୍ରାମରେ ଅଲୀ ନିଜ ବାପାଙ୍କ ସହ ବ୍ୟାଟିଂ…

ବିରାଟ ପ୍ଲେୟାର ଅଫ୍‌ ଦି ଇୟର

ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୨୦୧୭-୧୮ ବର୍ଷ ପାଇଁ ପ୍ଲେୟାର ଅଫ୍‌ ଦି ଇୟର ଭାବେ ପୁରସ୍କୃତ ହୋଇଛନ୍ତି । ଇଂଲଣ୍ଡର ଜଣାଶୁଣା ଫ୍ୟାନ୍‌ କ୍ଲବ୍‌ ‘ବ୍ରାମୀ ଆର୍ମି’ ବୁଧବାର ଦିନ ତାଙ୍କୁ ପୁରସ୍କୃତ କରିଛି । ୨୦୧୭ରେ ବିରାଟ ୧୬ଟି ଟେଷ୍ଟ ଇନିଂସ୍‌ ଖେଳି ୭୫.୬୪ ହାରରେ ୧୦୫୯ ରନ୍‌…

ଭାରି ରାଗିଛନ୍ତି ମନୋଜ ତିଓ୍ଵାରୀ

ନୂଆଦିଲ୍ଲୀ : ରାଗିଛନ୍ତି କ୍ରିକେଟର ମନୋଜ ତିଓ୍ଵାରୀ। ବସିସିଆଇ ବିରୋଧରେ କଲେ ବିଷୋଦଗାର । ପଶ୍ଚିମବଙ୍ଗ ରଣଜୀ ଦଳର ଅଧିନାୟକ ମନୋଜ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳରେ ତ ସ୍ଥାନ ପାଇ ନଥିଲେ ଏବେ ଦଲୀପ ଟ୍ରଫି ଟିମ୍‌ରେ ତାଙ୍କୁ ନିଆଯାଇ ନାହିଁ । ତେଣୁ ବିସିସିଆଇ ଉପରେ ପୂରା ଖପ୍ପା ଅଛନ୍ତି…

ସିଆରପିଏଫ ଇଣ୍ଟର ଜୋନ୍ ହକି ପ୍ରତିଯୋଗିତା-୨୦୧୮ଉଦ୍ଘାଟିତ

ଭୁବନେଶ୍ବର: କିଟ୍ ହକି ଷ୍ଟାଡିଅମରେ ଉଦ୍ଘାଟିତ ହୋଇଛି ସିଆରପିଏଫ ଇଣ୍ଟର ଜୋନ୍ ହକି ପ୍ରତିଯୋଗିତା-୨୦୧୮। ଏଥିରେ ସିଆର୍ପିଏଫର ୪ ଟି ଜୋନ୍ରୁ ୨ଟି ଲେଖାଏଁ ଟିମ୍ ଭାଗ ନେଇଛନ୍ତି । ୨୮ ତାରିଖ ପର୍ୟ୍ୟନ୍ତ ପ୍ରତିଯୋଗିତା ଚାଲିବ। ଓଡିଶା ସେକ୍ଟର ସିଆରପିଏଫ୍ ଆଇଜି ଭିତୁଲ୍ କୁମାର ଯୋଗ ଦେଇ ଏହାକୁ…

ଇଂଲଣ୍ଡକୁ ଠିକଣା ଜବାବ ଦେବାକୁ ପ୍ରସ୍ତୁତ ବିରାଟ ବାହିନୀ

ଟେଷ୍ଟ ସିରିଜରେ ଏଥର ଇଂଲଣ୍ଡକୁ ଠିକଣା ଜବାବ ଦେବ ଟିମ୍ ଇଣ୍ଡିଆ । ଗତ ଦୁଇଟି ଇଂଲଣ୍ଡ ଗସ୍ତରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ଭାରତ । ତେବେ ଏଥର ଆଗ ଅପେକ୍ଷା ଭଲ ଭାବେ ଦଳ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଖେଳାଳି ଚେତେଶ୍ବର ପୂଜାରା । ୨୦୧୧ରେ ଇଂଲଣ୍ଡରେ ଭାରତ ୦-୪ରେ ଟେଷ୍ଟ ସିରିଜ୍…

ଡ୍ର’ ସହ ବିଶ୍ୱକପ୍ ହକି ଅଭିଯାନ ଆରମ୍ଭ

ନୂଆଦିଲ୍ଳୀ : ମ୍ୟାଚ୍ ଡ୍ର’ସହ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ଦଳ । ମହିଳା ହକି ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଇଂଲଣ୍ଡ ସହ ୧-୧ରେ ମ୍ୟାଚ୍ ଡ୍ର ରଖିଛି ଭାରତ । ପ୍ରଥମାର୍ଦ୍ଧରେ ଗୋଟିଏ ଗୋଲ ଦେଇ ଦୁଇ ନମ୍ବର ମାନ୍ୟତା ପ୍ରାପ୍ତ ଇଂଲଣ୍ଡକୁ ଚମକାଇ ଦେଇଥିଲା ଭାରତୀୟ ମହିଳା ଦଳ…

ଆଜିଠାରୁ ମହିଳା ହକି ବିଶ୍ୱକପ୍ : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ନୂଆଦିଲ୍ଳୀ : ମହିଳା ହକି ବିଶ୍ୱକପ ଆଜିଠୁ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ମ୍ୟାଚରେ ଭାରତ-ଇଂଲଣ୍ଡ ଖେଳୁଛନ୍ତି । ଭାରତ ସମେତ ୧୬ଟି ଦେଶ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ଏହାକୁ ୪ଟି ଗ୍ରୁପରେ ଖେଳାଯିବ । ପ୍ରଥମ ରାଉଣ୍ଡରୁ ଦେଖିବାକୁ ମିଳିବ କଡା ମୁକାବିଲା । ଟିମ୍ ଇଣ୍ଡିଆର…

ଧୋନୀଙ୍କ ୫ ଐତିହାସିକ ନିଷ୍ପତ୍ତି : ଯାହା ଆଶ୍ଚର୍ୟ୍ୟ କରିଥିଲା ପୁରା ବିଶ୍ବକୁ

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସଂହ ଧୋନୀ । କ୍ୟାପଟେନ୍ କୁଲ୍ ଭାବରେ ବେଶ୍ ଲୋକପ୍ରିୟ ଧୋନୀ ନିଜର ନିଷ୍ପତ୍ତିରେ ବିରୋଧୀଙ୍କୁ ଅନେକ ଥର ଆଶ୍ଚର୍ୟ୍ୟ କରିଛନ୍ତି । କ୍ରିକେଟର ମୈଦାନ ହେଉ ବା ମୈଦାନ ବାହାରେ ପ୍ରଶଂସକ ହୁଅନ୍ତୁ ଧୋନୀଙ୍କୁ କେହି ଟକ୍କର ଦେଇପାରିବେନି ।…