ମହିଳା ହକି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା,ସାମିଲ ହେଲେ ୪ଜଣ ଓଡିଆ ଖେଳାଳି
ଭୁବନେଶ୍ବର: ମହିଳା ହକି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା। ୧୮ଜଣିଆ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଛନ୍ତି ୪ଜଣ ଓଡ଼ିଆ ଖେଳାଳି। ସୁନୀତା ଲାକ୍ରା, ଲିଲିମା ମିଞ୍ଜ୍, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ସ୍ଥାନ ମିଳିଛି। ଡିଫେଣ୍ଡର ଭାବରେ ଦଳରେ ସ୍ଥାନ ପାଇଛନ୍ତି ସୁନୀତା ଲାକ୍ରା, ଦୀପଗ୍ରେସ…