Browsing Category

ଘୋଷଯାତ୍ରା

ଆଜି ମହାପ୍ରଭୁଙ୍କ ସୁନାବେଶ: ମହଣ ମହଣ ଅଳଙ୍କାରରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଜନ୍ମ ବେଦୀରେ ଲୀଳା ଖେଳା ସାରି ବାହୁଡିଲେ ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁଙ୍କ ସୁନାବେଶ । ଆଷାଢ ଶୁକ୍ଳ ଏକାଦଶୀରେ ରଥରେ ମହାପ୍ରଭୁଙ୍କ ହେଉଥିବା ବେଶକୁ ହରିଶୟନ ଏକାଦଶୀ ଦର୍ଶନ ଭାବେ ମଧ୍ୟ ବର୍ଣ୍ଣନା କରାଯାଏ । ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ଲକ୍ଷାଧିକ…

ନବ ଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ

ପୁରୀ: ଆରମ୍ଭ ହୋଇଯାଇଛି ରଥ ଟଣା ।  ପହଣ୍ଡି ସରିବା ପରେ ସରିଥିଲା ତିନି ଠାକୁରଙ୍କ ରଥରେ ଛେରା ପହଁରା ନୀତି ।  ଆଉ ଏହାରି ଭିତରେ କରୋନା କଟକଣା ଭିତରେ ଆରମ୍ଭ ହୋଇଛି ମହାବାହୁଙ୍କ ରଥଟଣା । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ହେଉଛି ବାହୁଡାଯାତ୍ରା । ନବ ଦିନାତ୍ମକ ଲୀଳା ଖେଳା ସାରି…

ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି, ଚାଲିଛି ଛେରାପହଁରା ନୀତି

ପୁରୀ: ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି । ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଚାଲି ଆସିଥିବା  କାଳିଆ ସାଆନ୍ତଙ୍କ ଆଜି ପ୍ରସିଦ୍ଧ ବାହୁଡା ଯାତ୍ରା । ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଆଜି ବାହୁଡା ଯାତ୍ରାରେ ପୁଣି ଗୁଣ୍ଡିଚା…

ରଥକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି: ହରିବୋଲ, ଖଙ୍ଖ ଓ ଘଣ୍ଟ ଧ୍ୱନିରେ ମୁଖରିତ ହୋଇଉଠିଛି ଶରଧାବାଲି

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଜନ୍ମବେଦୀ ଛାଡ଼ି ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ। ଶ୍ରୀଜିଉମାନଙ୍କୁ ନେବା ପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ତିନି ରଥ। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରା ବି ବିନା ଭକ୍ତରେ ସମାପନ ହେବ। ହରିବୋଲ ଶବ୍ଦରେ କମ୍ପି ଉଠୁଛି…

ଆଜି ପବିତ୍ର ବାହୁଡ଼ା ଯାତ୍ରା, ଜନ୍ମବେଦୀ ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଜନ୍ମବେଦୀ ଛାଡ଼ି ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ। ଶ୍ରୀଜିଉମାନଙ୍କୁ ନେବା ପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷା କରିଛନ୍ତି ତିନି ରଥ। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରା ବି ବିନା ଭକ୍ତରେ ସମାପନ ହେବ। ସୂଚନା…

ବାହୁଡା ନେଇ ପ୍ରସ୍ତୁତି ଆରମ୍ଭ, ନଅ ଦିନର ଯାତ୍ରା ସାରି ଜନ୍ମବେଦୀରୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ବାହୁଡିବେ ମହାପ୍ରଭୁ। ଏନେଇ ଶ୍ରୀମନ୍ଦିର ଯିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ନଅ ଦିନର ଯାତ୍ରା ସାରି ଜନ୍ମବେଦୀରୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଗତକାଲି ୩ରଥର ଦକ୍ଷିଣ ମୋଡ କରାଯିବା ପରେ ନାକଚଣା ଦ୍ୱାରରେ ଲାଗିଥିଲା । ତିନି ରଥକୁ ବ୍ୟାରିକେଡ୍‌ କରି କଡା ସୁରକ୍ଷା ମଧ୍ୟରେ…

ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି: ଆଜି ମହାପ୍ରଭୁଙ୍କ ସବୁ ନୀତିକାନ୍ତି ସହ ବାହାରିବ ଆଡ଼ପ ଅବଢ଼ା

ପୁରୀ: ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ପହଞ୍ଚିଛନ୍ତି। ରତ୍ନବେଦି ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁ ଜନ୍ମବେଦି ତଥା ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। ଗତକାଲି ଠାରୁ…

ଗୁଣ୍ଡିଚା ଯାତ୍ରା ସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ : ଗଜପତି ଦିବ୍ୟସିଂହ ଦେବ

ପୁରୀ: ପୁରୀରେ ଗତକାଲି ସଫଳ ଭାବେ ସମ୍ପନ୍ନ ହୋଇଛି ଗୁଣ୍ଡିଚା ଯାତ୍ରା । ଏନେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଗଜପତି ଦିବ୍ୟସିଂହ ଦେବ। ସେ କହିଛନ୍ତି, ସାଧାରଣ ଭକ୍ତଙ୍କ ବିନା ବଡ଼ଦାଣ୍ଡରେ ଗଡ଼ିଛି ରଥ। ଶୃଙ୍ଖଳାର ସହ ଓ ସୁରୁଖୁରରେ ଯାତ୍ରା ସଂପନ୍ନ ହୋଇଛି। ଖୁବ କମ୍ ସମୟ ମଧ୍ୟରେ…

ଆଜି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ

ପୁରୀ: ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି । ଆଜି ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ । ଅପରାହ୍ନ ୨ଟା ସୁଦ୍ଧା ଆଡପ ମଣ୍ଡପ ବିଜେ ନୀତି ସରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ ରଥ…

ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିଲେ ତିନିରଥ, କାଲି ଆଡ଼ପମଣ୍ଡପ ବିଜେ

ପୁରୀ(କେନ୍ୟୁଜ) : ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିଲେ ତିନିରଥ । କାଲି ଆଡ଼ପମଣ୍ଡପ ବିଜେ। ପ୍ରଥମ ଥର ବିନା ଭକ୍ତରେ ବଡ଼ଦାଣ୍ଡରେ ଗଡ଼ିଲା ତିନି ରଥ। ସୂଚନା ଅନୁଯାୟୀ ଅପରାହ୍ନ ୫ ଟା ୧୫ ସୁଦ୍ଧା ଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ପହଞ୍ଚିଛନ୍ତି । ପ୍ରଥମେ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର…

ଚଳିତବର୍ଷ ରଥଯାତ୍ରା ଥିଲା ସରକାରଙ୍କ ପାଇଁ ସବୁଠୁ ବଡ଼ ଚାଲେଞ୍ଜ

ପୁରୀ (କେନ୍ୟୁଜ) : ଚଳିତବର୍ଷ ରଥଯାତ୍ରା ପରିଚାଳନା କରିବା ସରକାରଙ୍କ ପାଇଁ ଥିଲା ସବୁଠୁ ବଡ଼ ଚାଲେଞ୍ଜ । ଗୋଟିଏପଟେ କୋଟିକୋଟି ଜଗନ୍ନାଥ ଭକ୍ତଙ୍କ ଭାବାବେଗ ତ ଅନ୍ୟପଟେ ସୁପ୍ରିମକୋର୍ଟଙ୍କ କଟକଣା । ଏହାରି ଭିତରେ ସୁରୁଖୁରୁରେ ବଡ଼ଦାଣ୍ଡରେ ଗଡ଼ିଛି ତିନି ରଥ । ଆସନ୍ତୁ ନଜର ପକାଇବା କେମିତି…

ଶୃଙ୍ଖଳାର ସହ ରଥଯାତ୍ରା ଶେଷ ହୋଇଥିବାରୁ ସେବାୟତ ଓ ପୁରୀ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ (କେନ୍ୟୁଜ) : ପ୍ରତିବର୍ଷ ରଥଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଯାଆନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ । ଏଥର କିନ୍ତୁ ନିଜେ ଅଫିସରେ ରହି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ଵିଟ୍‌ କରି କହିଛନ୍ତି, ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଇଛି ।…