Odisha News
Browsing Category

ଘୋଷଯାତ୍ରା

ବାହୁଡା ଯାତ୍ରା ନସରୁଣୁ ଚିରିଗଲା ଦୁଇ ରଥର କନା

ପୁରୀ ଶ୍ରୀକ୍ଷେତ୍ରରେ ଥିବା ୩ ରଥ ମଧ୍ୟରୁ ଦୁଇଟି ରଥର କନାଗୁଡିକ ଚିରି ଯାଇଥିବା ଦେଖିବାକୁ ମିଳିଛି। ବିଶେଷ କରି ସୁଭଦ୍ରାଙ୍କ ଦର୍ପଦଳନ ଓ ବଳଭଦ୍ରଙ୍କ ତାଳଧ୍ୱଜ ରଥର କନା ପବନରେ ଉଡି ଚିରିଯାଇଛି। ଦୁଇଟି ରଥର ଏହି କନା ନଷ୍ଟ ହେବାକୁ ବସିଥିବା ବେଳେ ଏନେଇ ଭକ୍ତମାନେ ପ୍ରତିକ୍ରିୟା…

ଆଜି ତିନି ରଥ ନେବେ ଦକ୍ଷିଣମୋଡ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ

ପୁରୀ(କେନ୍ୟୁଜ୍): ଆଜି ତିନି ରଥ ନେବେ ଦକ୍ଷିଣମୋଡ। ରଥଯାତ୍ରାଠାରୁ ଉତ୍ତରମୁହାଁ ହୋଇ ରହିଥିବା ତିନି ରଥର ଆଜି ଦକ୍ଷିଣମୋଡ କରାଯାଇ ନାକଚଣା ଦ୍ୱାରରେ ଲଗାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ମହାପ୍ରଭୂଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ…

ଆଜି ପବିତ୍ର ହେରାପଞ୍ଚମୀ, ବାରିପଦାରେ ହରିହର ବ୍ରହ୍ମା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର

ବାରିପଦା(କେନ୍ୟୁଜ୍) : ରଥଯାତ୍ରା ପାଇଁ ଚଳଚଞ୍ଚଳ ବାରିପଦା । ଆଜି ମହାପ୍ରଭୁଙ୍କ ପବିତ୍ର ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ । ଆଜି ଦ୍ୱିତୀୟ ଦିନରେ ହରିହର ବ୍ରହ୍ମା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର । ଏନେଇ ଶ୍ରୀମନ୍ଦିର ଓ ମାଉସୀମା ମନ୍ଦିରରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ…

ଆଜି ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିବେ ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ

ପୁରୀ(କେନ୍ୟୁଜ୍) : ଶ୍ରୀମନ୍ଦିର ଛାଡି ଏବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ । ପତ୍ନୀ ମହାଲକ୍ଷ୍ମୀଙ୍କୁ ନନେଇ ସାଙ୍ଗରେ ଭାଇ-ଭଉଣୀଙ୍କୁ ନେଇ ଆସିଥିବାରୁ ଅଭିମାନ କରିଛନ୍ତି ମା’ ଲକ୍ଷ୍ମୀ ଠାକୁରାଣୀ । ଏନେଇ ଆଜି ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ । ମା’ ଲକ୍ଷ୍ମୀ…

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରୁ ବାହାରିଲା ଆଡ଼ପ ଅବଢ଼ା

ପୁରୀ(କେନ୍ୟୁଜ୍) : ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଏବେ ଚତୁର୍ଦ୍ଧାମୂର୍ତ୍ତି । ବାହାରିଲା ଆଡ଼ପ ଅବଢ଼ା । ଆଡ଼ପ ଅବଢ଼ା ପାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ନାକଚଣା ଦ୍ୱାର ବାଟେ ଅବଢା ଧରି ବାହାରୁଛନ୍ତି ଭକ୍ତ । ଗତକାଲି ସଂଧ୍ୟାରେ ମହାପ୍ରଭୁଙ୍କୁୁ ଗୋଟି ପହଣ୍ଡି ହୋଇ…

ରଥରୁ ଆଡପମଣ୍ଡପକୁ ବିଜେ କଲେ ଶ୍ରୀଜିଉ, ଆଜିଠୁ ବାହାରିବ ଆଡପ ଅବଢ଼ା

ପୁରୀ(କେନ୍ୟୁଜ୍): ରଥରୁ ଆଡପମଣ୍ଡପକୁ ବିଜେ କରିଛନ୍ତି ଶ୍ରୀଜିଉ । ଆଜି ଆଡପମଣ୍ଡପ ଦର୍ଶନ । ଭକ୍ତମାନେ ଆଜିଠାରୁ ମହାପ୍ରଭୁଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ କରିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେଉଥିବା ସମସ୍ତ ନୀତିକାନ୍ତି ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ କରାଯିବ । ଭକ୍ତମାନେ…

ଭକ୍ତଙ୍କ ଡୋରୀ ବନ୍ଧା ବଡଠାକୁର, ଆରମ୍ଭ ହେଲା ଜନ୍ମବେଦୀରେ ଶ୍ରୀଜିଉଙ୍କ ଲୀଳା

ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି । ପହଣ୍ଡି କରି ମହାପ୍ରଭୁଙ୍କୁ ଜନ୍ମବେଦୀକୁ ଯାଇଛନ୍ତି। ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଳଭଦ୍ରଙ୍କୁ ସେବାୟତମାନେ ପହଣ୍ଡି କରିନେଇଛନ୍ତି । ଏବେ ଜନ୍ମବେଦୀରେ ଶ୍ରୀଜିଉଙ୍କ ଲୀଳାଖେଳା ଚାଲିବ । ଏହାପୂର୍ବରୁ ଶରଧାବାଲିରେ ରଥାରୁଢ…

ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ରଥଯାତ୍ରା

କେନ୍ୟୁଜ୍ : ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ରଥଯାତ୍ରା । ଖୋର୍ଦ୍ଧାର ଜାଗୁଳେଇପାଟଣା ଓ କାଇମାଟିଆ ଗାଁରେ ରୀତିନୀତି ଅନୁଯାୟୀ ପହଣ୍ଡି, ଛେରାପହଁରା ଓ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଛି । ସେହିଭଳି ଯାଜପୁର ବଡ଼ ତ୍ରିଲୋଚନପୁର ଗାଁରେ ଜଗନ୍ନାଥଙ୍କ ୨୫ ତମ ରଥଯାତ୍ରା ଶାନ୍ତି…

ପୁରୀ ଶରଧାବାଲିରେ ଚତୁର୍ଦ୍ଧାମୂର୍ତ୍ତି, ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ

ପୁରୀ(କେନ୍ୟୁଜ୍) : ପୁରୀ ଶରଧାବାଲିରେ ତିନି ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ମହାପ୍ରଭୁ ଆଡ଼ପ ମଣ୍ଡପକୁ ବିଜେ କରିବେ । ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଚାରିଆଡ଼େ ଭକ୍ତିମୟ…

ଆଜି ବାରିପଦାରେ ରଥଯାତ୍ରା, ଚଳଚଞ୍ଚଳ ସମଗ୍ର ସହର

ବାରିପଦା(କେନ୍ୟୁଜ୍) : ଆଜି ବାରିପଦା ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ସମଗ୍ର ସହର । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଥମ ଦିନରେ ବଳଭଦ୍ରଙ୍କ ରଥ ମାଉସୀ ମାଆଙ୍କ ମନ୍ଦିରରେ ପହଞ୍ଚିବା ପରେ ଆରମ୍ଭ ହେବ ଦେବୀ ସୁଭଦ୍ରାଙ୍କ ରଥଟଣା । ସୁଭଦ୍ରାଙ୍କ ରଥ…

କିସ୍‌ ଶ୍ରୀବାଣୀକ୍ଷେତ୍ରରେ ମହାସମାରୋହରେ ସଂପନ୍ନ ହେଲା ରଥଯାତ୍ରା, ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ତିନିରଥ

କିସ୍‌ ଶ୍ରୀବାଣୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଛି । ପୂର୍ବାହ୍ନରେ ମଙ୍ଗଳ ଆଳତି, ମଇଲମ, ତଡପଲାଗି, ରାଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ ପ୍ରତିଷ୍ଠା ଆଦି ନୀତିକାନ୍ତି ନିିଦ୍ଧାରିତ ନିର୍ଘଣ୍ଟ ଅନୁସାରେ ଶେଷ ହେବା ପରେ ପ୍ରତିଷ୍ଠାତା ଡ.ଅଚ୍ୟୁତ…

ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି, ଶରଧା ବାଲିରେ ଲାଗିଲେ ଦର୍ପଦଳନ, ତାଳଧ୍ୱଜ ଓ ନନ୍ଦିଘୋଷ ରଥ

ରଥଯାତ୍ରାରେ ବଡ଼ ଠାକୁର। ପୁରୀ ଶରଧାବାଲିରେ ପହଞ୍ଚିଲା ତିନି ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦଘୋଷ। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଚାରିଆଡ଼େ ଭକ୍ତିମୟ ପରିବେଶ । ଆଜି ନିର୍ଦ୍ଧାରିତ ସମୟରେ…