Browsing Category

ଘୋଷଯାତ୍ରା

ରାମ ନବମୀରେ ହୁଏ ମହାପ୍ରଭୁଙ୍କ ରଥକାଠ ଚିରା, ଜାଣନ୍ତୁ କଣ ରହିଛି ରୀତିନୀତି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଆଉ ଏକ ଦୃଷ୍ଟାନ୍ତ ହେଉଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଘୋଷଯାତ୍ରାରେ ମହାପ୍ରଭୁ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କ ସହ ରଥରେ ବସି ମାଉସୀ ଘରକୁ ଗମନ କରିଥାଆନ୍ତି। ଆଷାଢ ଶୁକ୍ଳ ଦ୍ଵିତୀୟା ତିଥିରେ ପାଳିତ ହୁଏ ରଥଯାତ୍ରା। ଘର ଘର ନାଦରେ…

ଚଳିତବର୍ଷ ରଥଯାତ୍ରା ସୃଷ୍ଟି କଲା ନୂଆ ରେକର୍ଡ, ଶୃଙ୍ଖଳିତ ଆୟୋଜନ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା

ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଚଳିତବର୍ଷ ନୂଆ ରେକର୍ଡ କରିଛି। ଶୃଙ୍ଖଳିତ ଆୟୋଜନ ପାଇଁ ରଥଯାତ୍ରା ଇତିହାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ବାଦବିବାଦ ନଥିଲା। ସମ୍ପୂର୍ଣ୍ଣ ଶୃଙ୍ଖଳିତ ଥିଲା ଶ୍ରୀଜିଉଙ୍କ ନୀତିକ୍ରାନ୍ତି। ନୀତି ନିର୍ଘଣ୍ଟର ବହୁ ଆଗରୁ ଏବର୍ଷ ମହାପ୍ରଭୁଙ୍କ ପହଣ୍ଡି ଓ ରଥଟଣା…

ନୀଳକନ୍ଦରକୁ ଫେରିଲେ ନୀଳମଣି, ଦୀର୍ଘ ୧୩ ଦିନ ପରେ ଆଜି ବାହାରିବ ନୀଳାଚଳ ଅବଢ଼ା

ପୁରୀ(କେନ୍ୟୁଜ୍): ନୀଳକନ୍ଦରକୁ ଫେରିଲେ ନୀଳମଣି । ଆଜି ସକାଳ ଧୂପ ପରେ ଦୀର୍ଘ ୧୩ ଦିନ ପରେ ବାହାରିବ ନୀଳାଚଳ ଅବଢ଼ା । ଚନ୍ଦ୍ର ଗ୍ରହଣ ଯୋଗୁଁ ଦିନ ୧୨ଟା ସୁଦ୍ଧା ନୀଳାଚଳ ଅବଢ଼ା ବାହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଚନ୍ଦ୍ରଗ୍ରହଣ ପାଇଁ ଅପରାହ୍‌ଣ ୪ଟା ସୁଦ୍ଧା ମହାପ୍ରଭୁଙ୍କର…

ଆଜି ନବ ଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ, ରସଗୋଲା ଦେଇ ମାଆ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ

ପୁରୀ(କେନ୍ୟୁଜ୍) : ୧୨ ଦିନର ଲୀଳାଖେଳ ଶେଷ ପରେ ଆଜି ନିଳକନ୍ଦରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଚତୁର୍ଦ୍ଧାମୁରତୀଙ୍କ ନବ ଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ । ରସଗୋଲା ଦେଇ ମାଆ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ। ରଥରୁଢ…

ସୁବର୍ଣ୍ଣପୁର : ପାତାଳି ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ପାଳିତ

ସୁବର୍ଣ୍ଣପୁର (କେନ୍ୟୁଜ୍) : ପାତାଳି ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ପାଳିତ । କୋଟସମଲାଇ ଗାଁରେ ଶ୍ରୀଜୀଉ ଆ଼ଡପ ମଣ୍ଡପରେ ନଅ ଦିନ ଧରି ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇ ଛଳିଆ ପାହାଡ଼ ଉପରେ ଥିବା ମନ୍ଦିରକୁ ଫେରିଛନ୍ତି। ଆଗରେ ବଳଭଦ୍ର, ମଝିରେ ଦେବୀ ସୁଭଦ୍ରା ଓ ପଛରେ…

ପୋଲିସ ହେବ ତ ଏମିତି ! ଭିନ୍ନକ୍ଷମଙ୍କୁ କୋଳରେ ଉଠାଇ ରଥ ଉପରେ କରାଇଲେ ଦର୍ଶନ

ବାଲେଶ୍ୱର (କେନ୍ୟୁଜ୍) : ପୋଲିସର ମାନବିକତା। ଭିନ୍ନକ୍ଷମ ଶ୍ରଦ୍ଧାଳୁଙ୍କୁ ରଥ ଉପରକୁ ଟେକି ନେଇ ମହାପ୍ରଭୁଙ୍କ ଦର୍ଶନ କରାଇଲେ । ବାଲେଶ୍ୱର ଜିଲ୍ଲା ନୀଳଗିରି ରଥଯାତ୍ରାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପରଂପରା ଅନୁଯାୟୀ ଏଠାରେ ତିନି ଦିନ ଧରି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ…

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ (କେନ୍ୟୁଜ୍) : ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଅଧରପଣା ନୀତି ସମ୍ପନ୍ନ ହୋଇଛି । ରଥ ଉପରେ ମହାପ୍ରଭୁଙ୍କ ଅଧର ଉଚ୍ଚର ୩ଟି ଲେଖାଏ ହାଣ୍ଡିରେ ଅଧରପଣା ଭୋଗ ଲାଗି ହୋଇଛି । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କଠାରେ ଅଧରପଣା ହାଣ୍ଡି ଭଙ୍ଗାଯାଇଛି । ପରେ ସୁଭଦ୍ରା ଏବଂ ଶେଷରେ କାଳିଆ…

ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ, ଦୁର୍ଲଭ ବେଶକୁ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ

ପୁରୀ (କେନ୍ୟୁଜ୍) : ମହାପ୍ରଭୁଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରଥ ଉପରେ ମହଣ ମହଣ ମୋତି, ମାଣିକ୍ୟ, ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଝଟକୁଛନ୍ତି ମହାପ୍ରଭୁ । ରାଜଧିରାଜ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଆଜି ରଥରେ…

ସୁନାବେଶରେ ଜାଣନ୍ତୁ କେଉଁ କେଉଁ ଅଳଙ୍କାର ପିନ୍ଧନ୍ତି ତିନି ଠାକୁର

ଆଷାଡ଼ ମାସ ଦ୍ୱାଦଶୀ ତିଥିରେ ଆଜି ଶ୍ରୀଜୀଉଙ୍କ ସୁନାବେଶ। ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିବା ପରେ ରଥ ଉପରେ ହୁଏ ସୁନାବେଶ। ଏହାକୁ ରାଜାରୋଜଶ୍ୱର ବେଶ ମଧ୍ୟ କୁହାଯାଏ। ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହୁଅନ୍ତି ମହାପ୍ରଭୁ। ଭଣ୍ଡାର ଘରେ ଗଚ୍ଛିତ ଥିବା ଦୁର୍ମୂଲ୍ୟ ଅଳଙ୍କାର ଆସେ ରଥ ଉପରକୁ। ହାତ…

ରଥଯାତ୍ରାରେ ରାଜ କୁମାରୀଙ୍କ ରାଜା ବେଶ, ଗଞ୍ଜାମ ଧରାକୋଟର ୮ଶହ ବର୍ଷର ରାଜକୀୟ ପରମ୍ପରା

ଗଞ୍ଜାମ(କେନ୍ୟୁଜ୍) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଅନେକ ପ୍ରଥା ଓ ପରମ୍ପରା । ପୁରୀ ଗଜପତି ମହାରାଜ ଶ୍ରୀଜିଉଙ୍କ ପ୍ରଥମ ସେବକ । ରାଜା ଛେରା ପହଁରା କରିବା ପରେ ହିଁ ଗଡେ ରଥ । ଠିକ ସେମିତି ଗଞ୍ଜାମ ଜିଲ୍ଲା ଧରାକୋଟରେ ରହିଛି ୮ଶହ ବର୍ଷର ରାଜକୀୟ ପରମ୍ପରା । ଆଉ ଏହି ପରମ୍ପରାକୁ ଆଗକୁ…

ଆଜି ମହାପ୍ରଭୁଙ୍କ ସୁନାବେଶ, ୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ(କେନ୍ୟୁଜ୍): ମହାପ୍ରଭୁଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହଣ ମହଣ ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ଶ୍ରୀଜୀଉ । ରଥରେ ମହାପ୍ରଭୁଙ୍କ ସମସ୍ତ ଦୈନନ୍ଦିନ ନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ ୪ଟାରେ ସୁନାବେଶ ଲାଗି ଆରମ୍ଭ ହେବ । ପରମ୍ପରା ଅନୁସାରେ…

ସଚିବାଳୟରେ ଅନୁଷ୍ଠିତ ହେଲା ବାହୁଡା ଯାତ୍ରା, ଆସନ୍ତା କାଲି ସୁନାବଶେ

ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା ସଚିବାଳୟରେ ଅନୁଷ୍ଠିତ ହୋଇଛି । ରୀତିନୀତିରେ ତିନି ଠାକୁରଙ୍କ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା । ଘଣ୍ଟଘଣ୍ଟା, ମୃଦଙ୍ଗ, ଜୟ ଜଗନ୍ନାଥ ଧ୍ୱନିରେ କଂପିଥିଲା ପରିବେଶ । ମହାପ୍ରଭୁ ରଥକୁ ଭାବ ଓ ଭକ୍ତିର ସହ ଟାଣିଥିଲେ ଶ୍ରଦ୍ଧାଳୁ । ଆସନ୍ତାକାଲି…