ଅବିକଳ ପୁରୀ ରଥ ନିର୍ମାଣ କରି ଘରେ ରଥଯାତ୍ରା ପାଳନ କରନ୍ତି କୁନି ବାଳକ ସମ୍ବିତ, ଏମିତି ପୁଅ ପାଇ ଗର୍ବିତ ବାପା ମାଆ
ମୟୁରଭଞ୍ଜ (କେନ୍ୟୁଜ) : କାଳିଆର ଲିଳା ଅପାର। କେତେବେଳେ କେଉଁ ଋପରେ ସେ ଭକ୍ତଙ୍କ ନିକଟରେ ଆସିଥାନ୍ତି ତାହା ବୁଝିବା ଅସମ୍ଭବ। ଭକ୍ତ ଦେଖେନି ବୟସ । ବାସ୍ ଜଗନ୍ନାଥଙ୍କ ପ୍ରେମରେ ଏକଦମ୍ ଲୀନ ହୋଇଯିବାକୁ ଚାହେଁ। ଏଭଳି ଜଣେ କୁନି ଭକ୍ତ ହେଉଛନ୍ତି ବାରିପଦା ସହରର ୯ ବର୍ଷର ସମ୍ବିତ୍ ଜେନା…