ମହାଶିବରାତ୍ରିରେ ପାଠ କରନ୍ତୁ ଶିବ ଚାଳିଶା, ବିଶେଷ କୃପା ପାଇବେ
ଓଡ଼ିଆ ଘରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ଶିବଙ୍କୁ ସୃଷ୍ଟିର ସଂହାର କର୍ତ୍ତା ବୋଲି ଆମେ ଓଡ଼ିଆମାନେ ଭଲ ଭାବରେ ଜାଣୁ । ଶିବ କୋପେ ବର ନହେଲେ ତପେ ବର ଦିଅନ୍ତି ବୋଲି ଜନଶ୍ରୁତି ରହିଛି । ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତମାନେ ବହୁ ବ୍ରତ ଉପବାସ କରନ୍ତି । ନିଜର ମନସ୍କାମନା…