Trending
- ସେରମ ଇନଷ୍ଟିଟ୍ୟୁଟରେ ନିଆଁ ଲାଗି ପାଞ୍ଚ ମୃତ, ୬ ଜଣଙ୍କୁ କରାଯାଇଛି ଉଦ୍ଧାର
- କନଫର୍ମ ଅର୍ଡର କ୍ୟାନସଲ କରିଥିବାରୁ ଆମାଜନ୍ ଦେବ ୪୫ ହଜାର ଫାଇନ୍
- ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଦିଆଯିବ ବୁକଲେଟ୍ ‘ପରୀକ୍ଷା ଦର୍ପଣ’
- ଆଜି ରାଜ୍ଯରେ ୧୪୩ ଜଣ କରେୋନା ପଜିଟିଭ୍ ଚିହ୍ନଟ
- ଜଳେଶ୍ବର: ପୋଖରୀ ହୁଡାରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର
- ବୌଦ୍ଧ: ଅଟୋକୁ ଧକ୍କା ଦେଲା ଟ୍ରକ୍ , ମା ସହିତ ପୁଅ ଓ ଝିଅ ମୃତ
- ପ୍ରଥମ ଥର ପାଇଁ ସେନ୍ସେକ୍ସ ଟପିଲା ୫୦ ହଜାର ପଏଣ୍ଟ
- ଉମରକୋଟ: ଭିଜିଲାନ୍ସ ଜାଲରେ GRS
- ଭିଜିଲାନ୍ସ ଜାଲରେ ଦାରିଙ୍ଗିବାଡି ଉଦ୍ୟାନ ବିଭାଗ ଓଭରସିଅର
- ବ୍ରହ୍ମପୁରରୁ ନକଲି ଲଙ୍କାଗୁଣ୍ଡ ଓ ହଳଦୀ ଗୁଣ୍ଡ କାରଖାନା ଉପରେ ଚଢାଉ, ଜଣେ ଅଟକ
Browsing Category
Makara Sankranti
ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ଗଙ୍ଗାସାଗର ମେଳା ଏବଂ କଣ ରହିଛି ଏହାର ମହତ୍ତ୍ୱ
କୁମ୍ଭ ମେଳା ପରେ ସବୁଠାରୁ ଲୋକପ୍ରିୟ ମେଳା ହେଉଛି ଗଙ୍ଗାସାଗର ମେଳା। ଏହା ଭାରତର ସବୁଠାରୁ ବଡ ମେଳା, ଯାହା ସାଗରଦ୍ୱୀପ, ପଶ୍ଚିମ ବଙ୍ଗଳାରେ ଆୟୋଜିତ କରାଯାଇଥାଏ। ଏହି ମେଳାରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ ଲାଗିରହିଥାଏ। ଏହି ପର୍ବର ଏକ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହତ୍ତ୍ୱ…
ମକର ସଂକ୍ରାନ୍ତିରେ ମଜାରେ ଖାଆନ୍ତୁ ‘ରାଶି ପାମ୍ପଡ’, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତି
ମକର ସଂକ୍ରାନ୍ତି ଆସିବାକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି। ଏହି ଦିନରେ ଗୁଡି ଉଡାଇବାର ପରମ୍ପରା ରହିଛି। କିନ୍ତୁ ଏହା ସହିତ ଏହି ଦିନକୁ ରାଶିର ଦିନ ବୋଲି ମଧ୍ୟ କୁହାଯାଏ, ରାଶି ବିନା ଏହି ପର୍ବ ଅଧୁରା ଲାଗେ । ବଜାରରେ ମକର ପାଇଁ ରାଶିରେ ପ୍ରସ୍ତୁତ ଅନେକ ଜିନିଷ ଉପଲବ୍ଧ ହୋଇଥାଏ।…
ମକର ସଂକ୍ରାନ୍ତି ଦିନ ଏହି ସବୁ କାମ କରିବା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି ସୂର୍ଯ୍ୟଦେବ
ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ହେଉଛି ମକର ସଂକ୍ରାନ୍ତି। ନୂଆବର୍ଷ ଆରମ୍ଭ ହେବା ପରେ ସର୍ବପ୍ରଥମେ ଏହି ପର୍ବ ପାଳିତ ହୁଏ। ଚଳିତବର୍ଷ ଜାନୁୟାରୀ ୧୪ କିମ୍ବା ୧୫ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ। ବିଶ୍ୱାସ ରହିଛି ଯେ ଏହି ଦିନ ଭଗବାନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି।…
ଜାଣନ୍ତୁ କଣ ରହିଛି ମକର ସଂକ୍ରାନ୍ତିର ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ତ୍ୱ
ମକର ସଂକ୍ରାନ୍ତି ପର୍ବ ଚଳିତ ମାସ (ଜାନୁଆରୀ) ର ୧୪ ଏବଂ ୧୫ ଦିନରେ ପଡିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେତେବେଳେ ସୂର୍ଯ୍ୟ ଧନୁ ରାଶି ରୁ ମକର ରାଶିରେ ପ୍ରବେଶ କରିଥାନ୍ତି ସେହି ସମୟରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଇଥାଏ। ଚଳିତ ବର୍ଷ ମଙ୍ଗଳବାର ୧୪ ଜାନୁଆରୀ ରାତିରେ ସୂର୍ଯ୍ୟ…