ଲଗାଣ ବର୍ଷା ଯୋଗୁ ବୁଡିଲା କରୁକୋଣ୍ଡା ଓ ଏମ୍ଭି-୩୭ ପୋଲ, ମାଲକାନଗିରି-ବାଲିମେଳା ଓ ଚିତ୍ରକୋଣ୍ଡାକୁ ଯୋଗାଯୋଗ…
ମାଲକାନଗିରି(କେନ୍ଯୁଜ୍): ବୁଡିଲା କରୁକୋଣ୍ଡା ଓ ଏମ୍ଭି-୩୭ ପୋଲ। ଲଗାଣ ବର୍ଷା ଯୋଗୁ ବୁଡିଲା ପୋଲ। ପୋଲ ଉପରେ ୪ରୁ ୫ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି। ଫଳରେ ମାଲକାନଗିରି-ବାଲିମେଳା ଓ ଚିତ୍ରକୋଣ୍ଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ଯୋଗାଯୋଗ ଠପ୍ ହୋଇଯିବାରୁ ରାସ୍ତାର ଉଭୟ…