Browsing Category

ରାଜ୍ୟ

ରାଉରକେଲା ରେଳବାଇ କଲୋନୀ ଗୁଳିକାଣ୍ଡ ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ

ରାଉରକେଲା:ରାଉରକେଲା ରେଳବାଇ କଲୋନୀ ଗୁଳିକାଣ୍ଡ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ମହମ୍ମଦ ଶାହବାଜକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଏକ ଧାରୁଆ ଅସ୍ତ୍ରକୁ ଜବତ କରିଛି ରାଉରକେଲା ପୋଲିସ। ପୂର୍ବରୁ ଏଫଆଇଆରରେ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଲଗାଣ ବର୍ଷାରେ ବେହାଲ ବନ୍ଦର ନଗରୀ ପାରାଦୀପ, ତଳିଆ ଅଞ୍ଚଳ ଗୁଡିକରେ ଘର ଭିତରେ ଲହଡ଼ି ମାରୁଛି ପାଣି

ପାରାଦୀପ:ଲଗାଣ ବର୍ଷାରେ ବେହାଲ ବନ୍ଦର ନଗରୀ ପାରାଦୀପ। ତଳିଆ ଅଞ୍ଚଳ ଗୁଡିକରେ ଘର ଭିତରେ ପାଣି ଲହଡ଼ି ମାରୁଥିବା ବେଳେ, କେତେକ ସ୍ଥାନରେ ରାସ୍ତା ଉପରେ ମଧ୍ୟ ପାଣି ଜମି ରହିଛି। ଗତକାଲି ରାତିରୁ ବର୍ଷା ସାଙ୍ଗକୁ ପବନ ମଧ୍ୟ ଜୋରରେ ହେଉଛି। କେତେକ ସ୍ଥାନରେ ଗଛ ଭାଙ୍ଗି ଯାଇଥିବା ସୂଚନା…

ଲଗାଣ ବର୍ଷାରେ ଢେଙ୍କାନାଳ ସହରରେ କୃତ୍ରିମ ବନ୍ୟା ସ୍ଥିତି, ସାଲେପୁରରେ ଘରେ ଘରେ ବର୍ଷା ପାଣି

ଢେଙ୍କାନାଳ/ସାଲେପୁର(କେନ୍ୟୁଜ): ଲଗାଣ ବର୍ଷାରେ ଢେଙ୍କାନାଳ ସହରରେ କୃତ୍ରିମ ବନ୍ୟା ସ୍ଥିତି। ସହରର ଟାଉନ ପ୍ଲାନିଂ ଓ ଦକ୍ଷିଣକାଳୀ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ପାଣି ଜମି ରହିଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରିଗର…

କେନ୍ଦୁଝର କୁନ୍ଦୁରୁନାଲା ଅଞ୍ଚଳରୁ ୧୨ ଫୁଟର ଅଜଗର ସାପ ଉଦ୍ଧାର

କେନ୍ଦୁଝର(କେନ୍ୟୁଜ):୧୨ ଫୁଟର ଅଜଗର ସାପ ଉଦ୍ଧାର । କେନ୍ଦୁଝର ଜିଲ୍ଲା ବଡବିଲ ରେଞ୍ଜ ଅନ୍ତର୍ଗତ ଯୋଡା କୁନ୍ଦୁରୁନାଲା ଅଞ୍ଚଳରୁ ସାପଟିକୁ ଉଦ୍ଧାର କରିଛି ବନବିଭାଗ । ସୁନା ନଦୀ କୂଳରେ ଥିବା ରାଜୁ କାରୁଆଙ୍କ ପାରିବା ବାଡିକୁ ଗତରାତିରେ ଅଜଗରଟି ପଶି ଆସିଥିଲା । ପରିବା ବାଡରେ ଥିବା ଏକ…

ବର୍ତ୍ତମାନ ରାଜ୍ୟରେ ବନ୍ୟା ଭୟ ନାହିଁ, ମହାନଦୀର ଉପରମୁଣ୍ଡରେ ହୋଇଛି କମ ବର୍ଷା: ସୂଚନା ଦେଲେ ଜଳସଂପଦ ବିଭାଗର…

ଭୁବନେଶ୍ୱର (କେନ୍ୟୁଜ):ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ମହାନଦୀର ଉପରମୁଣ୍ଡରେ ଅଧିକ ବର୍ଷା ନାହିଁ। ବୈତରଣୀ, ସୁବର୍ଣ୍ଣପୁର, ବୁଢାବଳଙ୍ଗ, କୋଲାବ ବେସିନ୍‌ରେ ବି ଅଧିକ ବର୍ଷା ନାହିଁ। ଫଳରେ ରାଜ୍ୟର ୮ଟି ବୃହତ ଜଳଭଣ୍ଡାରରୁ କେବଳ ହୀରାକୁଦ ଓ ରେଙ୍ଗାଳିକୁ ଛାଡିଦେଲେ ଅନ୍ୟ…

ଲଗାଣ ବର୍ଷା ଯୋଗୁ ବେହାଲ ସାରା ରାଜ୍ୟ: ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ, ଜମିବାଡ଼ି ଉବୁଟୁବୁ

କେନ୍ୟୁଜ:ପ୍ରବଳ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା। ଦୁଇ ଦିନ ହେଲା ଲଗାଣ ବର୍ଷା ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ । ଜମିବାଡ଼ି ଚାରିଆଡେ ପାଣି। ସହରର ବିଭିନ୍ନ ୱାର୍ଡରେ ଲୋକମାନେ ବାହାରକୁ ବାହାରି ପାରୁନାହାନ୍ତି। ଦମକଳ ବାହିନୀ…

ଭାଙ୍ଗିଲା ଟାଙ୍ଗୀ ଚଢେଇଗୁଆଁ ତଳସାହିରେ ନଦୀବନ୍ଧ, ପାଣି ଘେରରେ ସାରା ଗାଁ

ଟାଙ୍ଗୀ(କେନ୍ୟୁଜ): ଭାଙ୍ଗିଲା ନଦୀବନ୍ଧ । ପ୍ରବଳ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଚଢେଇଗୁଆଁ ତଳସାହିରେ ନଦୀବନ୍ଧ ଭାଙ୍ଗିଛି । ଫଳରେ ଗାଁ ଭିତରେ ପାଣି ପଶିବାର ଭୟ ଦେଖାଦେଇଛି । ଉପକୂଳବର୍ତ୍ତୀ ଚିଲିକା ଅଞ୍ଚଳର ଘର ଭିତରେ ପଶିଛି ପାଣି ।…

ଚିଟ୍‌ଫଣ୍ଡ ଠକେଇରେ ଅଧିକ ଜେରା ପାଇଁ ରିମାଣ୍ଡରେ ଆସିବେ ଏମ. ବିଜୟ ପ୍ରସାଦ

(କେନ୍ଯୁଜ ବ୍ଯୁରୋ) : ଚିଟ୍‌ଫଣ୍ଡ ଠକେଇରେ ଅଧିକ ଜେରା ପାଇଁ ରିମାଣ୍ଡରେ ଆସିବେ ଏମ. ବିଜୟ ପ୍ରସାଦ। ୩ଦିନିଆ ରିମାଣ୍ଡରେ ନେବାକୁ କଟକ ସ୍ୱତନ୍ତ୍ର ଓପିଆଇଡି କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚ ଇଓଡବ୍‌ଲ୍ୟୁ। ୱେଲଫେୟାର ବିଲ୍‌ଡିଂ ଆଣ୍ଡ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ ଏମଡି ଏମ ବିଜୟ…

ପୁଣି ଦୋହରିଲା ସମସ୍ୟା : ଆଖଣ୍ଡଳମଣୀ ଗର୍ଭ ଗୃହରେ ବର୍ଷା ପାଣି

ଭଦ୍ରକ : ଆଖଣ୍ଡଳମଣୀ ଗର୍ଭ ଗୃହରେ ବର୍ଷା ପାଣି । ଲୁଘୁଚାପ ଜନିତ ୨ ଦିନର ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲା ଆରଡି ଆଖଣ୍ଡଳମଣୀ ମନ୍ଦିର ଗର୍ଭ ଗୃହରେ ପାଣି ଜମି ରହିଛି । ମନ୍ଦିର ପ୍ରଶାସନ ତରଫରୁ ପମ୍ପ ଯୋଗେ ପାଣି ନିଷ୍କାସନ କରାଯାଉଛି । ଏହି ସମସ୍ୟା ଦୀର୍ଘ ବର୍ଷର । ଲଗାଣ ବର୍ଷାରେ…

ବଜ୍ରପାତରେ ୧୭ ଗୋରୁ ମୃତ, ୩ ଜଗୁଆଳି ଆହତ

ମାଲକାନଗିରି (କେନ୍ୟୁଜ) : ବଜ୍ରପାତରେ ୧୭ ଟି ଗୋରୁ ମୃତ । ଅଳ୍ପକେ ବର୍ତ୍ତିଲେ ୩ ଗାଈ ଚରାଳି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ପଞ୍ଚାୟତ ସୁଦ୍ଧାଖୁଣ୍ଟା ଆଦିବାସୀ ଗାଁର ୩ ଭାଇ ଭଉଣୀ ଗତକାଲି ଗୋରୁ ନେଇ ଚରାଇବାକୁ ଯାଇଥିଲେ । ମାଛଘାଟି ନିକଟ ଶାଗଡ ପାହାଡରୁ ଗୋରୁ…

ପ୍ରକାଶ ପାଇଲା +୨ ପ୍ରଥମ କଟ ଅଫ ମାର୍କ, www.samsodisha.gov.in ପୋର୍ଟାଲରେ ତାଲିକା ଉପଲବ୍ଧ

ଭୁବନେଶ୍ବର(କେନ୍ଯୁଜ):  ପ୍ରକାଶ ପାଇଲା +୨ ପ୍ରଥମ କଟ ଅଫ ମାର୍କ । କଳାରେ ୭୯.୩୧%, ବାଣିଜ୍ୟରେ ୮୨% ଓ ବିଜ୍ଞାନରେ ୯୧.୩୩ ପ୍ରତିଶତ ରହିଛି କଟ୍‌ଅଫ୍‌। ମୋଟ ୪ ଲକ୍ଷ ୩୫ ହଜାର ୯୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି ୩ ଲକ୍ଷ ୮୬ ହଜାର ୪୬୪…