Odisha News
.
Browsing Category

ରାଜ୍ୟ

ସୁନ୍ଦରଗଡ଼: ଟ୍ରକକୁ ପିଟିଲା ବାଇକ୍‌, ଏକା ସଙ୍ଗରେ ଚାଲିଗଲା ୩ ଜୀବନ

ସୁନ୍ଦରଗଡ଼: ଟ୍ରକକୁ ପିଟିଲା ବାଇକ୍‌। ଘଟଣାସ୍ଥଳରେ ଏକା ସଙ୍ଗରେ ଚାଲିଗଲା ୩ ଜୀବନ। ସୁନ୍ଦରଗଡ଼ ସବଡେଗା ନିକଟ କୁଲିଆଜୋର ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତା ରାତିରେ ବାହାଘର ଭୋଜି ଖାଇ ଫେରୁଥିବାବେଳେ ୩ଜଣ ବାଇକ୍ ଆରୋହୀ ରାସ୍ତାରେ ଛିଡା ହୋଇଥିବା ଟ୍ରକ୍‌କୁ…

ଢେଙ୍କାନାଳ ନିତ୍ୟାନନ୍ଦପୁର ଗାଁରେ ବୀଭତ୍ସ ହତ୍ୟାକାଣ୍ଡ, ମାରିବା ପରେ ଆଖି ତାଡିନେଲେ ଦୁର୍ବୃତ୍ତ

ଢେଙ୍କାନାଳ: ବୀଭତ୍ସ ହତ୍ୟା। ହତ୍ୟା ପରେ ଆଖି ତାଡିନେଲେ ଦୁର୍ବୃତ୍ତ। ଢେଙ୍କାନାଳ ନିହଲପ୍ରସାଦ ଥାନା ନିତ୍ୟାନନ୍ଦପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା। ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ମୃତଦେହକୁ ଘର ଆଗରେ ଫୋପାଡି ଫେରାର ହୋଇଯାଇଥିଲେ। ତେବେ…

ପ୍ରଥମେ ଥଇଥାନ୍‌ ପରେ ଉଚ୍ଛେଦ, ଏଭଳି ଦାବି କରିଛନ୍ତି ବ୍ରହ୍ମପୁର ସହରର ପୁନର୍ବାସୀ କଲୋନୀର ୧୨ ନମ୍ବର ୱାର୍ଡ…

ବ୍ରହ୍ମପୁର: ପ୍ରଥମେ ଥଇଥାନ୍‌ ପରେ ଉଚ୍ଛେଦ । ଏଭଳି ଦାବି କରିଛନ୍ତି ବ୍ରହ୍ମପୁର ସହରର ପୁନର୍ବାସୀ କଲୋନୀର ୧୨ ନମ୍ବର ୱାର୍ଡ ବାସିନ୍ଦା । ୧୫୦ରୁ ଅଧିକ ପରିବାର ୪୦ ବର୍ଷ ବର୍ଷ ହେଲା ରହି ଆସୁଛନ୍ତି। କଲୋନୀ ନିକଟରେ ଥିବା ନାଳ ଯୋଗୁ ବର୍ଷା ଦିନେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି…

କଳାହାଣ୍ଡି: ଠେଳକୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ମଦ ପିଇ ସହକାରୀ ଶିକ୍ଷକଙ୍କ ଉନ୍ମତ୍ତକାଣ୍ଡ, ସୋସିଆଲ ମିିଡିଆରେ…

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରଣମାଲ ପଞ୍ଚାୟତର ଠେଳକୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ମଦ ପିଇ ସହକାରୀ ଶିକ୍ଷକଙ୍କ ଉନ୍ମତ୍ତକାଣ୍ଡ। ଶିକ୍ଷକ ଚିନ୍ତାମଣୀ ଦାସଙ୍କ ଭିଡିଓ ଏବେ ସୋସିଆଲ ମିିଡିଆରେ ଭାଇରାଲ ହୋଇଛି । ଶିକ୍ଷକ ଜଣକ ମଦ ପିଇ ଛାତ୍ରୀଙ୍କୁ ଦୁଃବ୍ୟବହାର କରୁଥିବା…

କଟକରେ ଚାଞ୍ଚଲ୍ୟ, ବିଳମ୍ବିତ ରାତିରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

କଟକ: କଟକରେ ଚାଞ୍ଚଲ୍ୟ । ବିଳମ୍ବିତ ରାତିରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା । ମଧୁପାଟଣା ବେଲେଶ୍ୱର ମନ୍ଦିର ନିକଟରେ ହତ୍ୟାକାଣ୍ଡ ଘଟିଛି । ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଉଭୟଙ୍କ…

କନ୍ଧମାଳରେ ଖୋଲିଲା ବିକାଶର ବାଟ, କିସ୍‌ ଓ ଏମ୍‌ଡିଏଚ୍‌ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ (କେ ନ୍ୟୁଜ୍‌) : କିସ୍ ଓ ଏମ୍‌ଡିଏଚ୍‌ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ । କନ୍ଧମାଳରେ ଖୁବ୍ ଶୀଘ୍ର ଖୋଲିବ କିସ୍‌ର ଶାଖା । ଭାରତର ପ୍ରସିଦ୍ଧ ମସଲା ଉତ୍ପାଦନକାରୀ କମ୍ପାନୀ ଏମ୍‌ଡିଏଚ୍‌ ଓ କିସ୍ ସହଯୋଗରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଖୁବ୍ ଶୀଘ୍ର କିସ୍‌ର ଶାଖା…

ଇଣ୍ଡିଆ-ଇଣ୍ଡିଜ୍‌ ଦିନିକିଆ କ୍ରିକେଟ ମ୍ୟାଚ୍‌ ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ, ଷ୍ଟାଡିୟମ୍‌ ଚକାଚକ୍‌ କରିବାରେ ବ୍ୟସ୍ତ…

କଟକ (କେନ୍ୟୁଜ୍) : ଆସନ୍ତା ୨୨ ତାରିଖରେ ଇଣ୍ଡିଆ-ଇଣ୍ଡିଜ୍‌ ଦିନିକିଆ କ୍ରିକେଟ ମ୍ୟାଚ୍‌ ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଛି। ମଝିରେ ଆଉ ରହିଲା ମାତ୍ର ୯ଦିନ । ଏଥିପାଇଁ ଏବେ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଷ୍ଟାଡିୟମ୍‌ ଚକାଚକ୍‌ କରିବାରେ ବ୍ୟସ୍ତ ଓସିଏ । ପାଖାପାଖି ୫ ଶହରୁ ଅଧିକ…

ବାଳସୁଧାର ଗୃହରୁ ଅନ୍ତେବାସୀ ଫେରାର,ଏସକର୍ଟ ଗାଡ଼ିରୁ ଡିଆଁ ମାରି ଛୁ

ରାଉରକେଲା (କେନ୍ୟୁଜ୍) : ବାଳସୁଧାର ଗୃହରୁ ଅନ୍ତେବାସୀ ଫେରାର। ଏସକର୍ଟ ଗାଡ଼ିରୁ ଡିଆଁ ମାରି ପଳେଇଲେ ରାଉରକେଲା ବାଳସୁଧାର ଗୃହର ଅନ୍ତେବାସୀ। କେନ୍ଦୁଝର ଜିଲ୍ଲା ଦଇତାରୀ ଥାନାରେ ବିଭିନ୍ନ ମାମଲାରେ ନାବାଳକ ଅଭିଯୁକ୍ତ ଥିଲା । ଏପ୍ରିଲ ୪ରୁ ଜୁଭେନାଇଲ ବୋର୍ଡର ନିର୍ଦ୍ଦେଶରେ ରାଉରକେଲା…

ଦୁଇ ଦିନିଆ ଗସ୍ତରେ ଓଡ଼ିଶାକୁ ଆସିଛନ୍ତି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶାରେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଦୁଇ ଦିନିଆ ଗସ୍ତରେ ଆସିଥିବା ଶକ୍ତିକାନ୍ତ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସାକ୍ଷାତ ସୌଜନ୍ୟମୂଳକ ଥିଲା ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଶକ୍ତିକାନ୍ତ କହିଛନ୍ତି,…

ଏଣିକି ପ୍ରତି ଶୁକ୍ରବାର ଅଫିସକୁ ସାଇକେଲରେ ଆସିବେ କର୍ମଚାରୀ, ବିଏମସି ପକ୍ଷରୁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର (କେନ୍ୟୁଜ୍) : ଏଣିକି ପ୍ରତି ଶୁକ୍ରବାର ଅଫିସକୁ ସାଇକେଲ କିମ୍ବା ଚାଲିଚାଲି ଆସିବେ ଭୁବନେଶ୍ୱର ମହାନଗର ନିଗମ, ବିଡିଏ ଓ ବିଏସସିଏଲ କର୍ମଚାରୀ । ପ୍ରଦୂଷଣ ମୁକ୍ତ କରିବାକୁ ରାଜଧାନୀରେ ଏଭଳି ପ୍ରୟାସ ଆରମ୍ଭ ହୋଇଛି । ଏ ନେଇ ବିଏମସି ପକ୍ଷରୁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି…

ଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ଭୁବନେଶ୍ବର (କେନ୍ୟୁଜ୍) : ଶ୍ରୀ ଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା। ଗୌରବମୟ ଐତିହ୍ୟର ଉପଯୁକ୍ତ ସଂରକ୍ଷଣ ପାଇଁ ରାଜ୍ୟ ସରକାର ୬୬ ଏକର ପରିବ୍ୟାପ୍ତ ଏକାମ୍ରକ୍ଷେତ୍ର ଯୋଜନା ଆରମ୍ଭ କରିବେ। ଏହା ଅଧୀନରେ ୯ଟି ପ୍ରକଳ୍ପ କାର୍ଯ୍ୟକାରୀ…