Browsing Category

ରାଜ୍ୟ

ACF ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁ ଘଟଣା: ଖୁବଶୀଘ୍ର ବିଦ୍ୟାଭାରତୀ ଓ ଡିଏଫଙ୍କୁ ଜେରା, ଲାପଟପ୍‌ ଓ ଡାଏରୀ ଖୋଲିବ ଗୁମର

ଗଜପତି(କେନ୍ଯୁଜ୍): ପାରଳାଖେମୁଣ୍ଡି ACF ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ । ଗୋଟିଏ ପଟେ ପୋଲିସର ୪ ଜଣିଆ ଟିମ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଘଟଣାକୁ ମନିଟରିଂ କରୁଛନ୍ତି । ଘଟଣାକୁ ୫ ଦିନ ବିତି ଯାଇଥିବା ବେଳେ ଏବେ…

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉମରକୋଟ ଗସ୍ତ ସମୟରେ ବିଜେଡି ଓ ବିଜେପି କର୍ମୀ ଧସ୍ତାଧସ୍ତି, ଥାନାରେ ମାମଲା ରୁଜୁ

ଉମରକୋଟ(କେନ୍ଯୁଜ୍): ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜେଡି ଓ ବିଜେପି କର୍ମୀ ଧସ୍ତାଧସ୍ତି । ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉମରକୋଟ ଗସ୍ତ ସମୟରେ ଉଭୟ ଦଳର କର୍ମୀ ଧସ୍ତାଧସ୍ତି ହୋଇଥିଲେ । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ମନ୍ତ୍ରୀ ନିଜେ କୋଭିଡ ନିୟମ ଉଲ୍ଲଂଘନ କରି ରାଲି…

ରଥଯାତ୍ରା ଭଳି ବାହୁଡ଼ାରେ ବି ପୁରୀ ସହରରେ ଲାଗିବ କଡ଼ା କର୍ଫ୍ୟୁ, ୧୯ ରାତିରୁ ୨୧ ତାରିଖ ରାତି ୮ଟା ଯାଏ ୧୪୪ ଧାରା ଜାରି

ପୁରୀ(କେନ୍ଯୁଜ): ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି । ରଥଯାତ୍ରା ଭଳି ବାହୁଡ଼ାରେ ବି ପୁରୀ ସହରରେ ଲାଗିବ କଡ଼ା କର୍ଫ୍ୟୁ । ୧୯ ତାରିଖ ରାତି ୮ରୁ ୨୧ ତାରିଖ ରାତି ୮ଟା ଯାଏ ୧୪୪ ଧାରା ଜାରି ହେବ । ଏହି ସମୟ ମଧ୍ୟରେ ବଡଦାଣ୍ଡରେ ଥିବା ସମସ୍ତ କୋଠାଘର ଛାତରେ ପ୍ରବେଶ ଉପରେ…

ଭୁବନେଶ୍ବରର CET କଲେଜ୍‌ ହେବ ଏକକ ବିଶ୍ୱବିଦ୍ୟାଳୟ, ନାଁ ହେବେ ଓଡ଼ିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ

କେନ୍ୟୁଜ୍(ବ୍ୟୁରୋ):  କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି CET କଲେଜ୍‌ ହେବ ଏକକ ବିଶ୍ୱବିଦ୍ୟାଳୟ। ନାଁ ହେବେ ଓଡ଼ିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ। ଏକକ ବିଶ୍ୱ ବିଦ୍ୟାଳୟ ହେବା ପରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଅଧିକ ଟ୍ରେନିଂ ଓ ଗବେଷଣାର ସୁଯୋଗ ପାଇବେ।…

ଆଇଟି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାକୁ କ୍ୟାବିିନେଟର ବଡ଼ ନିଷ୍ପତ୍ତି, ଓସ୍ୱାନ୍‌ ପ୍ରକଳ୍ପକୁ ଅପ୍‌ଗ୍ରେଡ୍‌ କରାଯିବ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଇଟି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାକୁ କ୍ୟାବିିନେଟର ବଡ଼ ନିଷ୍ପତ୍ତି। ଓଡିଶା ଷ୍ଟେଟ୍‌ ୱାଇଡ୍‌ ଏରିଆ ନେଟ୍‌ୱର୍କ, ଓସ୍ୱାନ୍‌ ପ୍ରକଳ୍ପକୁ ଅପ୍‌ଗ୍ରେଡ୍‌ କରାଯିବ। ରାଜ୍ୟ ହେଡ୍‌ କ୍ୱାର୍ଟର, ୩୦ ଜିଲ୍ଲା ମୁଖ୍ୟାଳୟ ଓ ୩୧୪ ବ୍ଲକ ମୁଖ୍ୟାଳୟରେ…

ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ଆଉ ଏକ କଳାକୃତି, ଗଢିଲେ ୨ଏମ୍ ଏମ୍ ଉଚ୍ଚତାର ଜଗନ୍ନାଥ ମୂର୍ତ୍ତି

ବ୍ରହ୍ମପୁର(କେନ୍ୟୁଜ୍):  ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ଆଉ ଏକ ସଫଳତା ।  ନିଜ ରେକର୍ଡକୁ ନିଜେ ଭାଙ୍ଗିଲେ।  ଗଢିଲେ ବିଶ୍ଵର ସବୁଠାରୁ ଛୋଟ ଜଗନ୍ନାଥ ମୂର୍ତ୍ତି । ଯାହାର ଉଚ୍ଚତା ମାତ୍ର ୨ଏମ୍ ଏମ୍ । ପୂର୍ବରୁ ୧ ସେମିର ଜଗନ୍ନାଥଙ୍କ ମୂର୍ତ୍ତି କରି ଏସିଆ ବୁକ୍ ଅଫ୍…

ବାଙ୍ଗାଲୁରୁର ଆଗ୍ରା ମନ୍ଦିରରେ ନିଆରା ଢଙ୍ଗରେ ପାଳିତ ହୋଇଛି ରଥଯାତ୍ରା

 ବାଙ୍ଗାଲୁରୁ: ଭଲ କଥା ଓଡିଶା ବାହାରେ ରହିଲୁ ବୋଲି କଣ ଓଡିଶାକୁ ଭୁଲିଯିବୁ । ଭୁଲିଯିବୁ ଆମ କାଳିଆ ସାଆନ୍ତକୁ । ଭିଟା ମାଟିରୁ ଯେତେ ଦୂରରେ ରହିଲେ ମଧ୍ୟ ଆମ ରକ୍ତ ପରା ଓଡ଼ିଆ । ଆମ ଭାବ ପରା ଓଡିଆ । ସେହି ପଖାଳ କଂସା ଆଉ ସେହି ଚକା ଆଖି ପରା ଆମ ପରିଚୟ | ଆମ ପ୍ରତିଟି ପ୍ରାଣରେ ସେହି…

ଭଦ୍ରକ: ବିଲ ଭିତରେ ଯୁବକଙ୍କୁ ମୁଣ୍ଡ ଗଣ୍ଡି ଅଲଗା କରି ହତ୍ୟା, ପୋଲିସ କରୁଛି ତଦନ୍ତ

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅସୁରାଳି ଉଚ୍ଚପଦା ଗ୍ରାମର ଏକ ବିଲରୁ ଶୁକ୍ରବାର ରାତିରେ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି।ଗୋଟିଏ ସ୍ଥାନରେ ଶବର ମୁଣ୍ଡ ପଡିଥିବା ବେଳେ ଅନ୍ୟ ଏକ ପରିତ୍ୟକ୍ତ ସ୍ଥାନରେ ଗଣ୍ଡି ପଡିଛି।ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ହୋଇ…

ପ୍ରେସ ଲେଖାଗାଡିରେ ହେଉଥିଲା ଗଞ୍ଜେଇ ଚାଲାଣ, ୫ ଗିରଫ

ବରଗଡ :  ପ୍ରେସ ଲେଖା ଥିବା ଗାଡିରୁ ଵରଗଡ଼ ଜିଲ୍ଲା ପୁଲିସ ବିପୁଳ ପରିମାଣର ଗଞ୍ଜେଇ ସହ ୫ ଜଣଙ୍କୁ ଗିରଫ କରିଛି ।  ଵରଗଡ଼ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ  ଚାରି ଜଣ ସୋହେଲା ଏବଂ ଜଣେ ଗାଇସିଲେଟ ପୁଲିସ ଦ୍ୱାରା ଗିରଫ ହୋଇଥିବା ନେଇ ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି ।  ସୋହେଲା…

ସୋମବାର ଠାରୁ ଗଡ଼ିବ ବସ୍,ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ସୋମବାର ଠାରୁ ରାଜ୍ୟରେ ସ୍ୱାଭାବିକ ହେବ ବସ ଚଳାଚଳ। ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା। ଆଉ ଦୁଇ ମାସ ରୋଡ଼ ଟ୍ୟାକ୍ସ ଛାଡ଼ କରିବା ପାଇଁ ସରକାର  ପ୍ରତିଶ୍ରୁତି ଦେଇଛନ୍ତି। ଲୋନ…

ଭୁବନେଶ୍ବର: ତେଲ କରୁଛି କଲବଲ, ତେଣୁ ବାଇକ୍ ବୁହାହେଲା କୋକେଇରେ

ଭୁବନେଶ୍ବର(କେନ୍ୟୁଜ୍): ତୈଳଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ଅଭିନବ ପ୍ରତିବାଦ । କୋକେଇରେ ବାଇକକୁ ନେଇ ଶୋଭାଯାତ୍ରା କରିଛନ୍ତି କଂଗ୍ରେସ କର୍ମୀ । ଏହାସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟିକସ କମେଇବାକୁ ଦାବି କଲା କଂଗ୍ରେସ ।  ଦିନକୁ ଦିନ ପେଟ୍ରୋଲ ଓ ଡ଼ିଜେଲ ଦର ହୁ ହୁ ହୋଇ…