Browsing Category

ରାଜ୍ୟ

ମିଶନ ଶକ୍ତି ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୪୫୩ କୋଟି ୫୦ ଲକ୍ଷ ଟଙ୍କାର କୋଭିଡ୍‌ ସହାୟତା

କେନ୍ୟୁଜ୍(ବ୍ୟୁରୋ):  ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ପ୍ୟାକେଜ୍‌ । ମହିଳାମାନଙ୍କ ପାଇଁ ୪୫୩ କୋଟି ୫୦ ଲକ୍ଷ ଟଙ୍କାର କୋଭିଡ୍‌ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩୮ଟି ବ୍ଲକ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବ ।…

ଜୟପୁର: ଅଦା ଟ୍ରକରେ କୋଟିଏ ଟଙ୍କାର ଗଞ୍ଜେଇ, ଗାଡ଼ି ଅଟକ

ଜୟପୁର(କେନ୍ୟୁଜ୍): ଗଞ୍ଜେଇ ଚାଲାଣର ନୂଆ ତରିକା ଅପଣାଇ ବି ଫେଲ। ଭିନ୍ନ ଭିନ୍ନ ଭପାୟ ଅବଳମ୍ବନ କରୁଥିଲେ ବି ସଫଳ ହେଉନାହାନ୍ତି ଗଞ୍ଜେଇ ମାଫିଆ। ଯାହା ଫଳରେ  ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସଫଳ ହେଉଛି ପୋଲିସ। ଆଜି ପୁଣି  ଏକ ଭିନ୍ନ ତରିକାରେ ଗଞ୍ଜେଇ ଚାଲାଣ ଗାଡ଼ିକୁ ଧରିବାରେ ସଫଳ…

୨୫ ଟଙ୍କା ଷ୍ଟାଇପେଣ୍ଡ ପାଇ ପାଠ ପଢ଼ିଥିଲେ, ଏବେ କଲେଜକୁ ଫେରାଇଲେ ୩୦ ଲକ୍ଷ ଟଙ୍କା

ସମ୍ବଲପୁର (କେନ୍ୟୁଜ) : ଦିନେ ଯେଉଁଠୁ ଷ୍ଟାଇପେଣ୍ଡ ପାଇ ପାଠ ପଢିଥିଲେ, ତାକୁ ଏବେ ପରିଶୋଧ କଲେ। ଉଚ୍ଚତର ଶିକ୍ଷାରେ ଆର୍ଥିକ ସହାୟତା ଲୋଡୁଥିବା, ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଖର୍ଚ୍ଚ ହେବ ପ୍ରଦତ୍ତ ରାଶି। ସମ୍ବଲପୁର ଜିଏମ ବିଶ୍ୱବିଦ୍ୟାଳୟକୁ ୩୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ଏହାର…

ଆରଆଇ ନେଉଥିଲେ ୧୫ ହଜାର ଲାଞ୍ଚ, ଧରିଲା ଭିଜିଲାନ୍ସ

କଟକ(କେନ୍ୟୁଜ୍): ଲାଞ୍ଚ ନେଇ ପୁଣି ଭିଜିଲାନ୍ସ ହାତରେ ଧରାପଡିଲେ ବୌଦ୍ଧ ଜିଲ୍ଲା ଦହ୍ୟା ଆରଆଇ ଗଜିନ୍ଦ୍ର ଦିଗାଲ । ବାଉଁଶୁଣି ଥାନା ପୁଡୁଗପଥର ଗାଁ ସୁଶାନ୍ତ ଥାଟିଙ୍କ ଘରବାରୀ ଡିମାର୍କେସନ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଫଳରେ ୨୦୧୯ରୁ ସୁଶାନ୍ତଙ୍କ ଘରବାରୀ ଡିମାର୍କେସନ…

ବାଲେଶ୍ୱର ସିଂଲା ବଜାର ନିକଟରେ ନକଲି ମଦ କାରଖାନା ଉପରେ ଚଢଉ, ୪ଶହରୁ ଅଧିକ ବୋତଲ ବିଦେଶୀ ମଦ ଜବତ

ଜଳେଶ୍ବର(କେନ୍ୟୁଜ୍): ନକଲି ମଦ କାରଖାନା ଉପରେ ଅବକାରୀ ବିଭାଗ ଚଢଉ। ବାଲେଶ୍ୱର ଜିଲ୍ଲା ସିଂଲା ବଜାର ନିକଟରେ ନକଲି ମଦ କାରଖାନାରେ ହୋଇଛି ଚଢଉ। ୪ଶହରୁ ଅଧିକ ବୋତଲ ବିଦେଶୀ ମଦ ସହ ମଦ ତିଆରିରେ ବ୍ୟବହାର ହେଉଥିବା ୪୦ଲିଟର ସ୍ପିରିଟ ମଧ୍ୟ ଜବତ କରାଯାଇଛି। ହଜାରେରୁ ଉର୍ଦ୍ଧ୍ୱ ଠିିପି…

ଷ୍ଟାର କପଲ୍‌ ବିବାଦ: ଫାମିଲି କୋର୍ଟରେ ହାଜର ହେଲେ ଅନୁଭବ, କିନ୍ତୁ ଆସିଲେନି ବର୍ଷା

କେନ୍ୟୁଜ୍(ବ୍ୟୁରୋ):  ଷ୍ଟାର କପଲ୍‌ ବିବାଦର ସମାଧାନ କେବେ ? ବିବାହ ବିଚ୍ଛେଦ ମାମଲାରେ କଟକ ଫାମିଲି କୋର୍ଟରେ ଆଜି ହାଜର ହୋଇଥିଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ହାଜର ହୋଇ ନାହାନ୍ତି ଅନୁଭବଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସମୟ…

ରାଉରକେଲା: ୧୧୫ କୋଟି ଟଙ୍କାର ଜିଏସଟି ଠକେଇର ଖୁଲାସା କଲା ରାଜ୍ୟ ଜିଏସଟି ବିଭାଗ

ରାଉରକେଲା(କେନ୍ୟୁଜ୍): ରାଜ୍ୟରେ ପୁଣି ଏକ ବଡ଼ ଧରଣର ଜିଏସଟି ଠକେଇର ପର୍ଦ୍ଦାଫାସ । ୧୧୫ କୋଟି ଟଙ୍କାର ଜିଏସଟି ଠକେଇର ଖୁଲାସା କରିଛି ରାଜ୍ୟ ଜିଏସଟି ବିଭାଗ। ଏଥିରେ ସଂପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି। ରାଉରକେଲାର ଗୁରୁଦୀପ ଡାଙ୍ଗ ଓ ସୂର୍ଯ୍ୟୟ ମୈତ୍ରଙ୍କୁ ଗିରଫ କରାଯାଇଛି। ଷ୍ଟିଲ…

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ କ୍ଷେତ୍ରରେ ଲଘୁଚାପ ହେବ ସୃଷ୍ଟି, ପ୍ରବଳ ବର୍ଷାର ପୂର୍ବାନୁମାନ

କେନ୍ୟୁଜ୍(ବ୍ୟୁରୋ):  ୨୧ତାରିଖ ବେଳକୁ ବଙ୍ଗୋପସାଗରରେ ହେବ ଲଘୁଚାପ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ କ୍ଷେତ୍ରରେ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ବିଶେଷ କରି ଉତ୍ତର ଉପକୂଳ…

ପୁଣି ବାଲ୍ୟ ବିବାହ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ସିଡିପିଓ

ଯାଜପୁର (କେନ୍ୟୁଜ ) : ବର୍ତ୍ତମାନ ସମୟରେ ବାଲ୍ୟ ବିବାହ ବେଆଇନ୍ ଜାଣିଥିଲେ ହେଁ ଅଭିଭାବକ ସଚେତନ ହେଉନାହାନ୍ତି । ବାଲ୍ୟ ବିବାହ ଦାୟିତ୍ୱରୁ ମୁକ୍ତି ନୁହେଁ ବରଂ ଏହା ହେଉଛି ଶୈଶବ ପ୍ରତି ଅନ୍ୟାୟ । ଶିକ୍ଷା ଓ ସଚେତନତା ଅଭାବରୁ ଆଜିବି ଏହି ପ୍ରଥା ଚାଲିଆସିଛି । ଏଭଳି ଏକ ଘଟଣା ଦେଖିବାକୁ…

ଶ୍ୱଶୁର ଘର ନିକଟରେ ଜ୍ୱାଇଁ ଲଗାଇଲା ଫାଶୀ

ଘଟଗାଁ(କେନ୍ଯୁଜ୍) : ଶ୍ବଶୁର ଘର ନିକଟରେ ଜ୍ବାଇଁର ଫାଶୀ ଲଗାଇ ଆତ୍ମହତ୍ୟା। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପଡିଆପଶି ଗ୍ରାମରେ । ମୃତ ଯୁବକ ପାଟଣା ଥାନା ଓସ୍ତଯୋଡି ଗ୍ରାମର ନିରଞ୍ଜନ ନାଏକ । ନିରଞ୍ଜନ ପଡିଆପଶି ଗ୍ରାମର ଶ୍ବଶୁର ଉମାକାନ୍ତ ନାଏକଙ୍କ ଘରେ…

ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦ, ଆସନ୍ତା ୨୦ରେ ସମସ୍ତ ଏଫ୍‌ସିଆଇ ଗୋଦାମ ସାମ୍ନାରେ ବିଜେଡ଼ିର ଧାରଣା

ଭୁବନେଶ୍ବର(କେନ୍ଯୁଜ୍): ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ଆସନ୍ତା ୨୦ରେ ସମସ୍ତ ଏଫ୍‌ସିଆଇ ଗୋଦାମ ସାମ୍ନାରେ ଧାରଣା ଦେବ ବିଜେଡ଼ି। କୋଭିଡ୍‌ ସମୟରେ ରାଜ୍ୟ ସରକାର ନିଜେ ବନ୍ଧା ପଡ଼ି ଧାନ ସଂଗ୍ରହ କରିଥିଲେ। ଏ ବାବଦରେ ୬ହଜାର ୫୭୦କୋଟି ଟଙ୍କା ବାକି ଥିବା କହିଛନ୍ତି ବିଜେଡ଼ି…