Browsing Category

ରାଜ୍ୟ

ଗଞ୍ଜାମ: ରକ୍ତ ସର୍ମ୍ପକ ସହ ୪୦ ବର୍ଷ ପରେ ସାକ୍ଷାତ, ନିଖୋଜ ପରେ ଯାଜବର ହୋଇ ମଧ୍ୟପ୍ରଦେଶରେ ବୁଲୁଥିଲେ ସୀମାଞ୍ଚଳ

ଗଞ୍ଜାମ(କେନ୍ୟୁଜ୍):  ଚାଳିଶି ବର୍ଷ ପରେ ଗାଁ କୁ ଫେରିଛନ୍ତି ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ବ୍ଲକ ସହଦେଵ ଟିକରପଡା ଗାଁ ର ସୀମାଞ୍ଚଳ ରଣା।  ବୟସ ହେବ କାରଣରୁ ମଳିନ ପଡିଯାଇଛି ଶରୀର। ସୀମାଞ୍ଚଳ ଘରୁ ଚାଲିଯିବା ପଛରେ ଏକ କାହାଣୀ ରହିଛି। ଘରୁ ଚାଲିଯିବାରେ ସେ  ମଧ୍ୟ ପ୍ରଦେଶର ଏକ ବୃଦ୍ଧା…

ବେଆଇନ ଗୋରୁ ଚୋରା ଚାଲାଣ କଣ୍ଟେନର ରାସ୍ତାରେ ହୋଇଗଲା ଖରାପ, ଜଙ୍ଗଲରେ ଗୋରୁଙ୍କ ବାନ୍ଧି ମାଫିଆ ଫେରାର

ବାଂଶପାଳ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଉପର କାଇପୁର ଗ୍ରାମରେ ଆଜି ବେଆଇନ ଭାବେ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ଗୋରୁଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ସମାଜସେବୀ।୪୯ ନଂ ଜାତୀୟ ରାଜ ପଥ ରେ ପ୍ରତେକ ଦିନ ବହୁ ଗାଡି ରେ ହଜାର ହଜାର ସଂଖ୍ୟାରେ ରାଜ୍ୟ ବାହାରକୁ ଗୋରୁ…

ଛୋଟ ଶିଶୁଙ୍କୁ ଲଗାଇ ମଦ ଡେଲିଭରି କରୁଥିଲା ମଦ ବେପାରୀ, ସାମ୍ବାଦିକ ପଚାରିବାରୁ ଅବକାରୀ ଅଧିକାରୀଙ୍କ ସାମ୍ନାରେ କଲା…

ସୁନ୍ଦରଗଡ଼(କେନ୍ୟୁଜ୍): କଅଁଳ କାନ୍ଧରେ ମଦ ଚାଲାଣ। ଛୋଟ ଶିଶୁଙ୍କୁ ବ୍ୟବହାର କରି ମଦ ଡେଲିଭରି କରୁଛନ୍ତି ମଦ ବେପାରୀ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଞ୍ଚଳ କୋଇଡ଼ାରେ। ଏକ ସରକାରୀ ବିଦେଶୀ ଠିପି ବନ୍ଦ ଦୋକାନରେ ନିୟୋଜନ କରାଯାଉଥିବାରୁ ଭିଡିଓ ଭାଇରାଲ…

ସାପ ପେଟରୁ ବାହାରୁଛି ଅଣ୍ଡା, ସେ ପୁଣି ଗୋଟିଏ କି ଦୁଇଟି ନୁହେଁ ପୁରା ଅଧ ଡଜନ

ଉଦଳା(କେ ନ୍ୟୁଜ):  ଉଦ୍ଧାର ହୋଇଥିବା ଏକ ସାପ ଓଗାଳିଛି ଅଣ୍ଡା । ଗୋଟିଏକି ଦୁଇଟି ନୁହେଁ ଓଗାଳିଛି 6ଟି ଅଣ୍ଡା | ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ବନାଞ୍ଚଳ ଅଧିନରେ । ଉଦଳା ବନାଞ୍ଚଳ ଅଧିନସ୍ଥ ସ୍ଥାନୀୟ ଏନଏସି ୧୨ ନଂ ୱାର୍ଡର ମହେନ୍ଦ୍ର ହାଁସଦାଙ୍କ ଘରେ ଏକ ନାଗ ସାପ ପଶି ଯାଇଥିଲା ।…

ଓଡ଼ିଶା ଅଲିମ୍ପିକ୍‌ ସଂଘ ଓଡ଼ିଆ ଅଲିମ୍ପିଅନ୍‌ଙ୍କ ପାଇଁ ଘୋଷଣା କଲା ଅର୍ଥ ପୁରସ୍କାର

କଟକ(କେନ୍ଯୁଜ୍) : ଓଡିଆ ଅଲିମ୍ପିଆନଙ୍କ ପାଇଁ ଓଡିଶା ଅଲିମ୍ପିକ୍ ଆସୋସିଏସନର ପୁରସ୍କାର ଘୋଷଣା । ସ୍ୱର୍ଣ୍ଣ ପଦକ ଜିତିଲେ ୫ ଲକ୍ଷ, ରୌପ୍ଯ ପଦକ ପାଇଁ ୩ ଲକ୍ଷ ଏବଂ ବ୍ରୋଞ୍ଜ ପଦକ ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି । ୬ ଜଣ ଓଡିଆ କ୍ରୀଡ଼ାବିତ ଟୋକିଓ ଅଲିମ୍ପିକ୍ସରେ ଭାଗ…

ସ୍କୁଲ ପରିସରରେ କିରାଣୀଙ୍କ ମଦ୍ୟପାନ! ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ଭିଡିଓ

ଯାଜପୁର ଟାଉନ୍(କେନ୍ଯୁଜ୍): ସ୍କୁଲ ପରିସରରେ କିରାଣୀଙ୍କ ମଦ୍ୟପାନ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ । ଆଉ ଭାଇରାଲ ହେବା ପରେ ଏବେ ତେଜିଛି ବିବାଦ। ଯାଜପୁର ବିଂଝାରପୁର ବ୍ଲକ କପିଳା ରାହାସ ଗୁହାଳି ସ୍ଥିତ ଭାସ୍କର ସାମଲ ସରକାରୀ ବିଦ୍ୟାଳୟ ପରିସରରେ କିରାଣୀ ଅନିଲ ସାମଲ ମଦ୍ୟପାନ କରୁଥିବା…

ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ଥିବା ସାଇ ସରସ୍ୱତୀ ବିିଦ୍ୟାମନ୍ଦିର ସ୍କୁଲରେ ଅସନ୍ତୋଷ, ଗୁଣ୍ଡା ଲଗେଇ ଭଙ୍ଗା ଯାଇଥିବା…

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ଚିନ୍ତାମଣିଶ୍ୱର ଅଂଚଳରେ ଥିବା ସାଇ ସରସ୍ୱତୀ ବିିଦ୍ୟାମନ୍ଦିର ସ୍କୁଲରେ ଅସନ୍ତୋଷ । ଗୁଣ୍ଡା ଲଗେଇ ଭଙ୍ଗା ଯାଇଥିବା ଅଭିଯୋଗ ଆଣିଲେ ସ୍କୁଲ ସମ୍ପାଦିକା ଲଷ୍ମୀ ପାଣିଗ୍ରାହୀ । ଗତକାଲି ବିଳମ୍ବିତ ରାତିରେ ୫୦ରୁ ଅଧିକ ଗୁଣ୍ଡା ଲଗେଇ ସ୍କୁଲକୁ ଭାଙ୍ଗି ଥିବା…

ଶାଢୀ ଭିତରେ ୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ଯର ଗଞ୍ଜେଇ ଚାଲାଣ: ମହିଳାଙ୍କ ସହ ୨ ଅଭିଯୁକ୍ତ ଗିରଫ

କଳାହାଣ୍ଡି(କେନ୍ଯୁଜ୍): ଶାଢୀ ଭିତରେ ଚାଲିଥିଲା ଗଞ୍ଜେଇ ଚାଲାଣ । ପୋଲିସ ହାବୁଡରେ ପଡିଗଲେ ମହିଳାଙ୍କ ସହ ୨ଅଭିଯୁକ୍ତ । ଶାଢୀ ନେଇ ଯାଉଥିବା ଏକ ବୋଲେରୋ ଭିତରୁ ୧୬୬ କେଜି ଗଞ୍ଜେଇ ସହ ୩ ଅଭିଯୁକ୍ତ ଗିରଫ କରିଛି କଳାହାଣ୍ଡି କେସିଙ୍ଗା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ପୁରୁଷ…

କଟକ: କମିଶନରେଟ୍‌ ପୋଲିସ୍ ପକ୍ଷରୁ ବାଲିଘାଟରେ ରେଡ୍‌, ୧୭ଟି ଟ୍ରକ୍ ଜବତ ସହ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା…

କଟକ(କେନ୍ଯୁଜ୍): ବାଲିଘାଟରେ ରେଡ୍‌। କମିଶନରେଟ୍‌ ପୋଲିସର ଚଢ଼ାଉ କରି ୧୭ଟି ଟ୍ରକ ଜବତ କରିଛି। ବେଆଇନ ବାଲି ଉଠାଣ ଅଭିଯୋଗରେ ଚଢ଼ାଉ କରାଯାଇଛି। ବେଆଇନ ଚାଲାଣ ଅଭିଯୋଗରେ ୧୭ଟି ଟ୍ରକ ଜବତ କରାଯିବା ସହ ୧୭ ଜଣଙ୍କୁ ଅଟକ ରଖାଯାଇଛି। ଏଥିସହ ସଦର ତହସିଲ୍‌ ପକ୍ଷରୁ ୫ ଲକ୍ଷରୁ ଉର୍ଦ୍ଧ୍ୱ…

ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ

ମାଲାକନିଗିରି(କେନ୍ଯୁଜ୍): ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ। ମାଲାକନିଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଦୁଇ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆଜି କୋରାପୁଟ ପରେ ମାଲକାନଗିରି ଗସ୍ତରେ ଆସିଥିଲେ ପୋଲିସ ଡିଜି ଅଭୟ। ମାଓ ରଣନୀତି…

ଏମତି ବି ଆସେ ମୃତ୍ୟୁ: ଚାଲୁ ଚାଲୁ ଟଳିପଡିଲେ, ଚାଲିଗଲା ଜୀବନ

ପିପିଲି(କେନ୍ଯୁଜ୍): ଏମତି ବି ଆସେ ମୃତ୍ୟୁ । ଚାଲୁ ଚାଲୁ ଟଳିପଡିଲେ । ଚାଲିଗଲା ଜୀବନ । ସିସିଟିଭିରେ କଏଦ ହେଲା ମୃତ୍ୟୁର ସମସ୍ତ ଦୃଶ୍ୟ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ପ୍ରତାପଶାସନ ପଞ୍ଚାୟତ ହନୁମନ୍ତ ପାଟଣା ଗାଁର ବାସୁଦେବ ବାରିକ ସାର କିଣିବା ପାଇଁ ଉତ୍ତରା ଛକକୁ ଯାଇଥିଲେ ।…