Browsing Category

ରାଜ୍ୟ

କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ୧୯୯୪ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ସଞ୍ଜୀବ ପଣ୍ଡା

ଭୁବନେଶ୍ବର(କେନ୍ଯୁଜ୍): କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ୧୯୯୪ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ସଞ୍ଜୀବ ପଣ୍ଡା। କ୍ରାଇମବ୍ରାଞ୍ଚରେ ଯୋଗ ଦେବା ପରେ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ତଦନ୍ତ ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ରାଜ୍ୟରେ ମହିଳା ଓ ଶିଶୁଙ୍କ…

ରାଜ୍ୟରେ ୧୦ ଜିଲ୍ଲାରେ ଖୋଲିବ ଆଉ ୧୦ ନର୍ସିଂ ସ୍କୁଲ୍

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଖୋଲିବ ଆଉ ୧୦ ନର୍ସିଂ ସ୍କୁଲ। ୧୦ ଜିଲ୍ଲାରେ ୧୦ ଟି ନର୍ସିଂ ସ୍କୁଲ ଖୋଲିବ। ୬୦ ସିଟ୍‌ ବିଶିଷ୍ଟ ରହିବ ନର୍ସିଂ ସ୍କୁଲ। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛମନ୍ତି। ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମିର ବିକାଶ ପାଇଁ ଏହି ସ୍କୁଲ ଗୁଡିକ…

କୋଭିଡ୍‌ ନିୟମ ଉଲ୍ଲଂଘନ ପଡିଲା ମହଙ୍ଗା: ରାଜଧାନୀରେ ସିଲ୍‌ ହେଲା ୨୦ରୁ ଅଧିକ ଦୋକାନ

ଭୁବନେଶ୍ବର(କେନ୍ଯୁଜ୍): କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ଦୋକାନ ସିଲ୍‌। ରାଜଧାନୀରେ ୨୦ରୁ ଅଧିକ ଦୋକାନ ସିଲ୍‌ କରାଯିବା ସହ ଦୋକାନୀ ମାନଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ବିଏମ୍‌ସି ଓ କମିଶନରେଟ୍‌ ପୋଲିସ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଅଶୋକ ନଗର…

ସ୍ଥିତିକୁ ଦୃଷ୍ଟିରେ ଏଥର ଯୁକ୍ତ ୨ ପାଇଁ ବଢିବ ସିଟ୍‌, ଆସନ୍ତା ସପ୍ତାହରୁ ନାମଲେଖା ଆରମ୍ଭ କରିବାକୁ ଯୋଜନା

ଭୁବନେଶ୍ବର(କେନ୍ଯୁଜ୍): ଚଳିତବର୍ଷ ରାଜ୍ୟରେ ମାଟ୍ରିକ ପାସ୍‌ ହାର ସର୍ବାଧିକ ୯୭.୮୯% ରହିଛି । ହେଲେ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟରେ ପର୍ଯ୍ୟାପ୍ତ ସ୍ଥାନ ନାହିଁ। ଫଳରେ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବା ଆଶଙ୍କା କରାଯାଉଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା…

ଗତ ୨୪ ଘଣ୍ଟାରେ ରାଜ୍ଯରେ ୩ହଜାର ୩୧୯ନୂଆ ପଜିଟିଭ୍‌ ଚିହ୍ନଟ, ୪୩ ମୃତ

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ହଜାର ୩୧୯ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୪୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଆଜି ପଜିଟିଭିଟି ରେଟ୍‌ ରହିଛି ୫.୦୨ ପ୍ରତିଶତ । ଯାହାକି ଗତକାଲି ଥିଲା ୪.୯୮ ପ୍ରତିଶତ । ୨୪ ଘଣ୍ଟାରେ ୬୬ ହଜାର ୧୦୯ ଟେଷ୍ଟିଂ ହୋଇଥିବାବେଳେ ୫.୦୨…

ଏବେବି ସଂପୂର୍ଣ୍ଣ କମିନି କରୋନା: ବାଲୁକା କଳାରେ ସମସ୍ତଙ୍କୁ ଟିକା ନେବା ପାଇଁ ଅନୁରୋଧ କଲେ ଶିଳ୍ପୀ ସୁଦର୍ଶନ…

ପୁରୀ(କେନ୍ଯୁଜ୍): ଏବେବି ସଂପୂର୍ଣ୍ଣ କମିନି କରୋନା ମହାମାରୀର ପ୍ରକୋପ। ତେଣୁ ସମସ୍ତେ ସଚେତନ ହୋଇ ସମସ୍ତ କଟକଣାକୁ ମାନିବା ପାଇଁ ବାଲୁକାକଳା ମାଧ୍ୟମରେ ପରାମର୍ଶ ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ବାଲୁକାକଳା ନିର୍ମାଣ କରି ସମସ୍ତଙ୍କୁ ଟିକା ନେବା…

ମନୋବଳ ଆଗରେ ହାର୍ ମାନିଲା ବୟସ, ୫୭ ବର୍ଷ ବୟସରେ ମାଟ୍ରିକ୍‌ ପାସ୍‌ କଲେ ଆଶା ଦିଦି

ଭଦ୍ରକ(କେନ୍ଯୁଜ୍): ଭାଙ୍ଗିନି ମନୋବଳ । ୫୭ ବର୍ଷ ବୟସରେ ମାଟ୍ରିକ୍‌ ପାସ୍‌ କଲେ ଆଶା ଦିଦି । ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ୍‌ କଣ୍ଟି ଗାଁର ଆଶା କର୍ମୀ ସ୍ୱର୍ଣ୍ଣଲତା ପତି ମାଟ୍ରିକ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିବାହର ଅଳ୍ପ କିଛି ବର୍ଷ ପରେ ସ୍ୱାମୀଙ୍କ ମୃତ୍ୟୁ ପରେ ପିଲାଙ୍କୁ ଧରି ଚଳି…

ସାଧାରଣରେ ଆଶ୍ୱସ୍ତି: ଘରେ ରହି ସୁସ୍ଥ ହେଲେ ଓଡିଶାର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ

ଦେବଗଡ଼(କେନ୍ଯୁଜ୍): ଘରେ ରହି ସୁସ୍ଥ ହେଲେ ଡେଲ୍‌ଟା ପ୍ଲସ ସଂକ୍ରମିତ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବସାଲଇ ଗାଁର ମିଲୁ ରାଜହଂସ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି। ସେ କରୋନାରେ ଆକ୍ରାନ୍ତ ହେବାର ୨୦ ଦିନପରେ ସେ ସଂପୂର୍ଣ୍ଣ ସୁସ୍ଥ ହେବାସହ ପରିବାରର ଅନ୍ୟ ସଦସ୍ୟ ଓ ଗାଁ…

ଅଗଷ୍ଟ ୫ରୁ ଉତ୍କଳ ବିଶ୍ୱବିଦ୍ୟାଳୟର ୟୁଜି ଅନଲାଇନ୍‌ ପରୀକ୍ଷା, ଜୁଲାଇ ୧୨ରୁ ୨୨ ମଧ୍ୟରେ ଫର୍ମ ପୂରଣ

ଭୁବନେଶ୍ବର(କେନ୍ଯୁଜ୍): ଅଗଷ୍ଟ ୫ରୁ ଉତ୍କଳ ବିଶ୍ୱବିଦ୍ୟାଳୟର ୟୁଜି ଅନଲାଇନ୍‌ ପରୀକ୍ଷା । ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟର ବ୍ୟାକ୍‌ପେପର ପରୀକ୍ଷା ଅଗଷ୍ଟ ୧୩ରୁ ଆରମ୍ଭ ହେବ । ଜୁଲାଇ ୧୨ରୁ ୨୨ ମଧ୍ୟରେ ଫର୍ମ ପୂରଣ ହେବ । ଅଗଷ୍ଟ ୨୮ସୁଦ୍ଧା ପରୀକ୍ଷା ସରିବ । ୮୦ ନମ୍ବରର ହେବ ପରୀକ୍ଷା…

ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ୱର (କେନ୍ୟୁଜ୍‌) : ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଦେହାନ୍ତ । ଏକ ସଡ଼କ ଦୁର୍ଘଟଣାରେ କିଛି ସମୟ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ଉପକଣ୍ଠ ଯାଆଁଳା ମେଡିକାଲ ଛକ ନିକଟରେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା । ଯାଆଁଳା ପୋଲିସ୍‌ ଏ ଠାରୁ ଏ…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କିଏ କେଉଁଠିକି ଗଲେ

ଭୁବନେଶ୍ୱର଼(କେ ନ୍ୟୁଜ): ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ । ପ୍ରେମଚନ୍ଦ୍ର ଚୌଧୁରୀ ହେଲେ WODCର ସିଇଓ । ବଦଳିଲେ ମାଲକାନଗିରି ଜିଲ୍ଲାପାଳ ଡ. ୱାଇ ବିଜୟ । ତାଙ୍କ ସ୍ଥାନରେ ବିଶାଲ ସିଂକୁ ମାଲକାନଗିରି ଜିଲ୍ଲାପାଳ ଦାୟିତ୍ୱ ମିଳିଛି । ମୋନୀଷା ବାନାର୍ଜୀଙ୍କୁ ବରଗଡ଼ ଜିଲ୍ଲାପାଳ…