Browsing Category

ରାଜ୍ୟ

ଜୁଲାଇ ଚ୍ୟାଲେଞ୍ଜକୁ ନେଇ ପ୍ରସ୍ତୁତ ତିନି ରାଜନୈତିକ ଦଳ

ଭୁବନେଶ୍ବର : ଜୁଲାଇ ୧ରେ ଓଡିଶା ଆସିବେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଜୁଲାଇରେ ହିଁ ଆସିବେ ପ୍ରଧାନମନ୍ତ୍ରୀ ମୋଦି। ତା ପୂର୍ବରୁ ରଣନୀତି ପ୍ରସ୍ତୁତ କରି ସାରିଛି ବିଜେପି। ଦେଶର ସବୁ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳ ପ୍ରଭାରୀ ନିଯୁକ୍ତି କରିବ । ପ୍ରତ୍ୟେକ ରାଜ୍ୟ ପାଇଁ ଗଠନ ହେବ ୧୧…

ପଦାରେ ପଡିଲା ନୟାଗଡ ବିଜେପିର ଗୋଷ୍ଠୀ କନ୍ଦଳ: ଜିଲ୍ଲାସ୍ତରୀୟ ବୈଠକରେ ପିଟାପିଟି ହେଲେ କର୍ମୀ

ନୟାଗଡ: ସଭାସ୍ଥଳ ପାଲଟିଲା ରଣକ୍ଷେତ୍ର। ଧସ୍ତାଧସ୍ତି, ଚେୟାର ଭଙ୍ଗାରୁଜା। ନୟାଗଡ଼ରେ ବିଜେପିର ଜିଲ୍ଲାସ୍ତରୀୟ ବୈଠକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଗୋଷ୍ଠୀ ସଂଘର୍ଷରେ ୩ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଏହି ଜିଲ୍ଲାସ୍ତରୀୟ ବୈଠକକୁ…

ରାଉରକେଲାରେ ପିଲା ଚୋରି ସନ୍ଦେହରେ ମହିଳାଙ୍କୁ ନିସ୍ତୁକ ମାଡ଼

ସମ୍ବଲପୁର: ପୁଣି ପିଲା ଚୋରି ସନ୍ଦେହ। ମହିଳାଙ୍କୁ ହାତ ଗୋଡ଼ ବାନ୍ଧି ଅତି ନିର୍ମମ ଭାବେ ପିଟିଲେ ଗାଁ ଲୋକ। ଆକ୍ରମଣରେ ମହିଳା ଜଣକ ଲହୁ ଲୁହାଣ ହୋଇଥିଲେ। ରାଉରକେଲା ଗୋପବନ୍ଧୁପାଲିରେ ଏଭଳି ଘଟଣା ସାମନାକୁ ଆସିଛି। ସପ୍ତାହେ ତଳେ ଏହି ଘଟଣା ଘଟିଥିଲା। ସୂଚନା ଅନୁଯାୟୀ ରାତି ବେଳେ ମହିଳା…

ମାଲକାନଗିରି: ଦୀର୍ଘ ଦିନର ଅପେକ୍ଷା ପରେ ସରିଲା ଗୁରୁପ୍ରିୟା ସେତୁର ଆପ୍ରୋଚ ରୋଡ କାମ

ମାଲକାନଗିରି: ଦୀର୍ଘ ଦିନର ଅପେକ୍ଷା ପରେ ସରିଲା ଗୁରୁପ୍ରିୟା ସେତୁର ଆପ୍ରୋଚ ରୋଡ କାମ। ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଏହି ସେତୁର କାମ ସରିବା ପରେ ଏବେ ଉଭୟ ପାର୍ଶ୍ୱରେ ବାକି ଥିବା ଆପ୍ରୋଚ ରୋଡ୍ କାମ ସରିଛି। ରୋଡର ପେଣ୍ଟିଂ କାମ ସରିଥିବା ବେଳେ ଫିନିସିଂ କାମ…

ସାଇବର ଅପରାଧର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିବେ କ୍ରାଇମବ୍ରାଞ୍ଚର ଏଡିଜି

ନୂଆପଡା: ଦିନିକିଆ ନୂଆପଡା ଗସ୍ତରେ କ୍ରାଇମବ୍ରାଞ୍ଚର ଏଡିଜି ସନ୍ତୋଷ କୁମାର ଉପାଧ୍ୟାୟ। ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ନେଇ ସାଇବର ଅପରାଧର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିଛନ୍ତି। ଏଡିଜି ସନ୍ତୋଷ କୁମାର ଉପାଧ୍ୟାୟ ନୂଆପଡା ପୋଲିସ ରିଜର୍ଭ କାର୍ୟ୍ୟାଳୟରେ ପହଞ୍ଚିବା ପରେ ନୂଆପଡା ଏସପି…

ବିଜେପିରେ ଯୋଗ ଦେବେ କି ବୈଜୟନ୍ତ ! ସମୀର ଦେ’ଙ୍କ ବାସଭବନରେ କାହିଁକି ବିଜେଡିର ନିଲମ୍ବିତ ସାଂସଦ ?

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ କଟକ ସ୍ଥିତ ବାସଭବନରେ ବିଜେଡିର ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା। ଏହାକୁ ନେଇ ରାଜନୈତିକ ମହଲରେ ଏବେ ଚର୍ଚ୍ଚା ଜୋର ଧରିଛି । ଗତକାଲି ବୈଜୟନ୍ତଙ୍କୁ ସମୀର ଦେ’ଙ୍କ ଘରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ବହୁ ବିଜେପି ନେତା ଓ…

ନବରଙ୍ଗପୁର:ଦୋକାନ ସାମନାରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟ୍

ନବରଙ୍ଗପୁର: ଲକ୍ଷାଧିକ ଟଙ୍କାର ମୋବାଇଲ୍ ଫୋନ୍ ଚୋରି। ଦୋକାନ ସାମ୍ନାରୁ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ସହର ନୂଆବନ୍ଧ ସାହିରୁ। ଜେଡ୍ କମ୍ୟୁନିକେସନ୍ ନାମକ ମୋବାଇଲ୍ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ୍ ଚୋରି ହୋଇଛି। ମାଲିକ ଦୋକାନ ଘର ତାଲା ଖୋଲିବା…

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଚତୁର୍ଥ ପର୍ଯ୍ଯାୟ: ୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ

କୋରାପୁଟ: କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଚତୁର୍ଥ ପର୍ଯ୍ଯାୟ ସାକ୍ଷ୍ୟ ଗ୍ରହଣ। ଆଜି ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ନିକଟରେ ହାଜର ହୋଇ ସାକ୍ଷ୍ୟ ଦେଇଛନ୍ତି ୩ ଜଣ। ପଟ୍ଟାଙ୍ଗି ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ,ପଟ୍ଟାଙ୍ଗି ହସ୍ପିଟାଲ ଡାକ୍ତର ପ୍ରିନ୍ସ ପରିଡ଼ା ଓ…

ଭାଙ୍ଗିଲା ଲୋଟସ ପୋଲ: ଅଳ୍ପକେ ବର୍ତ୍ତିଲେ ହାଇୱା ଡ୍ରାଇଭର

ଝାରସୁଗୁଡ଼ା: ବଂଜରି ପଞ୍ଚାୟତ ଅନ୍ତର୍ଗତ ଝାରସୁଗୁଡ଼ା-ସୁନ୍ଦରଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବା ଲୋଟସ ପୋଲଟି ଭାଙ୍ଗିଯାଇଛି। ଫଳରେ ବେଲପାହାଡ ଓ ହେମଗିରି ମଧ୍ୟରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗତକାଲି ରାତି ପ୍ରାୟ ୧୦ଟାବେଳେ ଏକ ଚିପ୍ସ ବୋଝେଇ ଗାଡି ବ୍ରିଜ ଉପରେ ଯାଉଥିବାବେଳେ ପୋଲଟି…

୨୦୧୯ ନିର୍ବାଚନ ପାଇଁ ବିଜେପିର ସ୍ୱତନ୍ତ୍ର ରଣନୀତି : ଲୋକସଭା ଆସନ ପାଇଁ ନିଯୁକ୍ତ ହେବେ ପ୍ରଭାରୀ

ଭୁବନେଶ୍ବର : ୨୦୧୯ ନିର୍ବାଚନୀ ଯୁଦ୍ଧ ପାଇଁ ବିଜେପିର ପ୍ରସ୍ତୁତି ଜୋରଦାର କରିଥିବା ବେଳେ ତିଆରି ହୋଇଛି ସ୍ୱତନ୍ତ୍ର ରଣନୀତି । ନିର୍ବାଚନ ପୂର୍ବରୁ ସମସ୍ତ ଲୋକସଭା ଆସନ ପାଇଁ ପ୍ରଭାରୀ ନିଯୁକ୍ତ କରିବ ଦଳ । ୫୪୩ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଭାରୀ ରହିବେ । ତେବେ ଏହି…

ଗତକାଲି ଭଦ୍ରକରେ ଶହେରୁ ଅଧିକ ନାଗସାପ ଛୁଆ ଉଦ୍ଧାର :ଆଜି ଧରା ହେଲେ ନାଗ-ନାଗୁଣୀ

ଭଦ୍ରକ: ଏକ ଅସାଧାରଣ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପାଇକସାହି ଗ୍ରାମରେ। ଶହେରୁ ଅଧିକ ନାଗସାପ ଛୁଆ ଉଦ୍ଧାର ହେବା ଘଟଣାରେ ନାଗ-ନାଗୁଣୀଙ୍କୁ ଉଦ୍ଧାର କରାଯାଇଛି । ସାଢ଼େ ୫ ଫୁଟରୁ ଅଧିକ ଲମ୍ବର ଦୁଇଟି ନାଗ ସାପକୁ ଧରା ଯାଇଛି । ଉକ୍ତ ଗ୍ରାମର ବିଜୟ ଭୂୟାଁଙ୍କ ଘରୁ ୧୦୬ଟି ନାଗ…

ରାଜଧାନୀରେ ପ୍ରଥମ ଥର ପାଇଁ ମହିଳାଙ୍କ କାର ଏବଂ ବାଇକ୍ ରାଲି ଆୟୋଜିତ

ଭୁବନେଶ୍ବର : ମହିଳାଙ୍କ ପକ୍ଷରୁ କାର୍ ଓ ବାଇକ୍ ରାଲି ଆୟୋଜିତ କରାଯାଇଛି। ଅଙ୍ଗଦାନ ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ରାଲିର ଆୟୋଜନ କରାଯାଇଛି। ଦୁଇ ଶହରୁ ଅଧିକ ମହିଳା ବାଇକ ଓ କାର ଧରି ଜନତା ମଇଦାନରୁ ରାମ ମନ୍ଦିର ଦେଇ କୋଡିଏ କିଲୋମିଟର ଯାଏ ରାଲି କରି ପୁଣି…