Browsing Category

ରାଜ୍ୟ

ଟିକାକରଣ ନୀତିରେ ପରିବର୍ତ୍ତନ ନେଇ ପୁଣି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ…

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ରର ଟିକାକରଣ ନୀତିରେ ପରିବର୍ତ୍ତନ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। କେନ୍ଦ୍ରର ପରିବର୍ତ୍ତିତ ନୀତି ଅନୁଯାୟୀ ଘରୋଇ ଡାକ୍ତରଖାନା ଗୁଡ଼ିକ ଟିକା କଂପାନୀ ଠାରୁ ସିଧାସଳଖ ୨୫ ପ୍ରତିଶତ ଟିକା କିଣିପାରିବେ।…

ଆମକୁ ୬୦ରୁ ଅଧିକ ହେଲାଣି କିନ୍ତୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ଚାନ୍ଦବାଲି (କେନ୍ୟୁଜ) : ଆମ ଉପରେ କାହାର ବି ନଜର ପଡୁନି। ଆମେ ଶୁଣିଛୁ ୬୦ ବର୍ଷ ପରେ ବାର୍ଦ୍ଧକ୍ୟ ଭତ୍ତା ମିଳେ, କିନ୍ତୁ ଆମକୁ ତ ୬୫, ୬୮ ବର୍ଷ ହେଲାଣି। କିନ୍ତୁ କେହି ବି ଆମ ଆଡକୁ ନଜର ପକାଉନାହାଁନ୍ତି। ଭତ୍ତା ପାଇବାର ବୟସ ହୋଇବି ଏପର୍ଯ୍ୟନ୍ତ ମିଳିନି ବାର୍ଦ୍ଧକ୍ୟ ଭତ୍ତା। ପଞ୍ଚାୟତ…

ଆହୁରୀ ସୁଦୃଢ ହେବ ବିଜୁ ମହିଳା ଜନତା ଦଳ, ରାଜ୍ୟସ୍ତରୀୟ ଉପଦେଷ୍ଟା ଭାବେ ୫ ଜଣଙ୍କୁ ନିଯୁକ୍ତି

କେନ୍ୟୁଜ୍(ବ୍ୟୁରୋ):  ବିଜୁ ମହିଳା ଜନତା ଦଳର ନୂତନ କାର୍ଯ୍ୟକର୍ତ୍ତା ନିଯୁକ୍ତ ହୋଇଛନ୍ତି । ରାଜ୍ୟସ୍ତରୀୟ ଉପଦେଷ୍ଟା ଭାବେ ୫ ଜଣଙ୍କୁ ନିଯୁକ୍ତି କରାଯାଇଛି । ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ,ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀଙ୍କୁ ଦାୟିତ୍ୱ ମିଳିଛି । ସେହିପରି…

ଗତ ୨୪ ଘଣ୍ଟାରେ ୩ହଜାର ୪୦୮ ନୂଆ ପଜିଟିଭ୍‌ ଚିହ୍ନଟ, ୩୯ ଆକ୍ରାନ୍ତଙ୍କ ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଗତକାଲି ତୁଳନାରେ ସାମାନ୍ୟ ହ୍ରାସ ପାଇଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ୩ହଜାର ୪୦୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଆଜି ପଜିଟିଭିଟି ରେଟ୍‌ ରହିଛି ୪.୯୮ ପ୍ରତିଶତ । ଯାହାକି ଗତକାଲି ଥିଲା ୫.୧୭ ପ୍ରତିଶତ । ୨୪…

ସଂକ୍ରମଣ ବଢିବାରୁ ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

କେନ୍ୟୁଜ୍(ବ୍ୟୁରୋ):  ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍‌। ସଂକ୍ରମଣ ବଢିବାରୁ ଓ୍ଵାର୍ଡ ନମ୍ବର ୩୬ ଅନ୍ତର୍ଗତ ୟୁନିଟ୍‌-୫ ସ୍ଥିତ ଏସ୍‌ଆଇବି କଲୋନି, ଓ୍ଵାର୍ଡ ନଂ ୪ ସ୍ଥିତ ରୁଦ୍ରପୁର ବେହେରା ସାହି ଓ ଡେଲ୍‌ଟା ଛକ୍‌ ନିକଟସ୍ଥ କେଶରୀ ପ୍ଲାଜାକୁ ବିଏମସି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି।…

ସ୍ମାର୍ଟ ସିଟି ଭୁବନେଶ୍ୱରର ସର୍ଭେଲାନ୍ସ ବ୍ୟବସ୍ଥା ସୁଦୃଢ଼ ହେବ, ଆଉ ୧୫୧ଟି ସ୍ଥାନରେ ଲଗାଯିବ ୪୫୦ କ୍ୟାମେରା

କେନ୍ୟୁଜ୍(ବ୍ୟୁରୋ):  ସ୍ମାର୍ଟ ସିଟି ଭୁବନେଶ୍ୱରରେ ପ୍ରତି ମୁହୂର୍ତ୍ତରେ ଘଟୁଥିବା ଟିକିନିଖି ଦୃଶ୍ୟ ଉପରେ ନଜର ରଖିବା ଲାଗି ସିସିଟିଭି ଛାଉଣି କରାଯିବାର ଯୋଜନା କରାଯାଇଛି । ଏହାଦ୍ୱାରା ସହରରେ ସର୍ଭେଲାନ୍ସ ବ୍ୟବସ୍ଥା ସୁଦୃଢ଼ ହେବ । ଅପରାଧୀ ହୁଅନ୍ତୁ କି ଟ୍ରାଫିକ ନିୟମ ଭାଙ୍ଗୁଥିବା…

ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ, ଜୁଲାଇରେ କଣ ରହିବ ରଣନୀତି ଜାଣନ୍ତୁ

କେନ୍ୟୁଜ୍(ବ୍ୟୁରୋ):  ତିନି ଦିନ ପରେ ରାଜ୍ୟରେ ସରୁଛି ଆଂଶିକ ଲକଡାଉନ୍‌ । ଜୁଲାଇରେ କଣ ରହିବ ରଣନୀତି ? ମେ ୫ରୁ ତିନିଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଲକଡାଉନ୍‌ ଓ ଜୁନ୍‌ ୧୭ରୁ ଆଂଶିକ ଲକଡାଉନ୍‌ରେ ଅଛି ଓଡ଼ିଶା । ୫୦ରୁ ଅଧିକ ଦିନ ଲକଡାଉନ୍‌ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଥିବା ବେଳେ ୧ରୁ…

କେନ୍ଦୁଝର: ମାଗଣା ଟିକାକୁ ମେଡିକାଲ କର୍ମଚାରୀ ବିକ୍ରି କରିଦେଇଥିବା ଅଭିଯୋଗ

ଆନନ୍ଦପୁର(କେନ୍ୟୁଜ୍):  ଭ୍ୟାକସିନ ଦେବାକୁ ଯାଉଥିବା ମେଡିକାଲ କର୍ମଚାରୀ ଯିବା ରାସ୍ତାରେ ଭ୍ୟାକସିନ୍ ବିକ୍ରି କରିଦେଇଥିବା ଅଭିଯୋଗ। ତଦନ୍ତ କରାଯିବ କହିଲେ ମେଡିକାଲ ଅଧିକାରୀ। ଆନନ୍ଦପୁର ଉପଖଣ୍ଡ ଶାଳଣିଆ ମେଡିକାଲ ଅନ୍ତର୍ଗତ ଶରଳା ଗାଁକୁ ଆଜି ଜଣେ ମେଡିକାଲ କର୍ମଚାରୀ ଟୀକାକରଣ ନିମନ୍ତେ…

ନର୍ସ ଭୁଲ ଇଞ୍ଜେକ୍ସନ ଦବାରୁ ଅନେକ ରୋଗୀ ଗୁରୁତର, ଅଭିଯୋଗ ଆସିଛି ପୁରୀ ଡାକ୍ତରଖାନାରୁ

ପୁରୀ(କେନ୍ୟୁଜ୍):  ପୁରୀ ସଦର ମୁଖ୍ଯ ଚିକିତ୍ସାଳୟରେ ଉତ୍ତେଜନା। ଭୁଲ୍‌ ଇଞ୍ଜକ୍ସନ ଦବାରୁ ଅନେକ ରୋଗୀ କିଛି ସମୟ ପାଇଁ ଗୁରୁତର ଆହତ ହୋଇପଡିଥିଲେ। ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ ମାନେ। ପୁରୀ ସଦର ମୁଖ୍ଯ ଚିକିତ୍ସାଳୟର ମେଲ୍‌ ମେଡିସିନ ୱାର୍ଡରେ ଅନେକ ରୋଗୀ…

ଆଜି ଆଉ ସୁସ୍ଥ ହେଲେ ୩୬୮୨ ଜଣ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ଆଶ୍ବସ୍ତି ଦେଉଛି କରୋନାରୁ ସୁସ୍ଥ ସଂଖ୍ୟା। ଦିନକୁ ଦିନ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ଟିକିଏ ଆଶ୍ବସ୍ତି ମିଳୁଛି। ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୩୬୮୨ ଜଣ ଆକ୍ରାନ୍ତ । ଆଜିର ସୁସ୍ଥଙ୍କ ମଧ୍ୟରେ  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୬ ଜଣ…