Browsing Category

ରାଜ୍ୟ

ଆଜି ସୁସ୍ଥ ହେଲେ ୩୫୭୮ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ୮୬୭୪୦୨ କୁ ବୃଦ୍ଧି

ଭୂବନେଶ୍ୱର : ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୩୫୭୮ ଜଣ ଆକ୍ରାନ୍ତ । ଆଜିର ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଝାନସୀରେ ବିକ୍ରି ହୋଇଥାନ୍ତା ୧୪ ବର୍ଷର ନାବାଳିକା, ଭାଗ୍ୟ ଭଲ ବର୍ତ୍ତିଗଲା

ସମ୍ବଲପୁର (କେନ୍ୟୁଜ୍‌) : ନାବାଳିକା ବିକ୍ରି ଉଦ୍ୟମ ପଣ୍ଡ । ସମ୍ବଲପୁର ଟାଉନ ଥାନା ଦେଲେଇପଡାରେ ୧୪ ବର୍ଷୀୟ ନାବଳିକାକୁ ଉତ୍ତର ପ୍ରଦେଶର ଝାନ୍‌ସୀରେ ବିକ୍ରି କରିବାକୁ ଉଦ୍ୟମ ଚାଲିଥିଲା । ଖବର ପାଇ ନାବାଳିକାକୁ ଚାଇଲଡ ଲାଇନ ଓ ପୋଲିସ ଉଦ୍ଧାର କରିଛି । ନାବାଳିକାକୁ ତାଙ୍କ ମା ଏବଂ…

ପୁତୁରା ଗୋଡ଼କୁ ତୀର ମାରିଥିଲା ଦାଦା, ଅବସ୍ଥା ଗୁରୁତର ହେବାରୁ ଗୋଡ କାଟିଲେ ଡାକ୍ତର

ଯାଜପୁର ରୋଡ଼(କେ ନ୍ୟୁଜ): ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତର କୋଇଲ ଗ୍ରାମରେ ପୁରୁଣା ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଜୁନ ୨ ତାରିଖରେ ଝଗଡା ହୋଇଥିବା ବେଳେ ଏହି ଝଗଡରେ କୋଇଲ ଗ୍ରାମର ଲଷ୍ମୀଧର ପ୍ରଧାନ ରାଗ ସମ୍ଭାଳିନପାରି ତାଙ୍କ ପୁତୁରା ଶିଶିର ପ୍ରଧାନଙ୍କ ଗୋଡ଼ ଜଙ୍ଘକୁ…

ଗାଧୋଇବାକୁ ଯାଇଥିବା ବେଳେ ନାଳରେ ବୁଡି ଯୁବକ ମୃତ

ଯାଜପୁର ଟାଉନ(କେ ନ୍ୟୁଜ): ଗାଧୋଇବାକୁ ଯାଇ ନାଳରେ ବୁଡି ଜଣେ ମୃତ । ଜଣେ ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ତଥା ଦଶରଥପୁର ବ୍ଲକ ଅନ୍ତର୍ଗତ ଥାଲକୁଡି ପଂଚାୟତ ଦକ୍ଷିଣବନ୍ଧ ଗ୍ରାମରେ । ମୃତ ଯୁବକ ହେଲେ ଉକ୍ତଗ୍ରାମର ରାଜେନ୍ଦ୍ର ପଲାଇଙ୍କ ପୁଅ…

ରାସ୍ତା କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସି ଫସିଥିଲେ ୫ ଶ୍ରମିକ, ଦୁଇ ଜଣଙ୍କର ଗଲା ଜୀବନ

ଗଂଜାମ(କେ ନ୍ୟୁଜ):  ଗଂଜାମ ଦିଗପହଣ୍ଡି ନିକଟ ଫାଶିଗୁଡ଼ାରେ ରାସ୍ତା କାମ ଚାଲିଥିବା ବେଳେ ଘଟିଛି ଦୁର୍ଘଟଣା | ଘୋଡ଼ାହାଡ଼ ଡ୍ୟାମ ନିକଟ ଫାଶିଗୁଡ଼ାରେ ପୋଖରୀର ପ୍ରୋଟେକ୍ସନ ଓ୍ୱାଲ୍ କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସିବାରୁ ୫ ଜଣ ଶ୍ରମିକ ଫସି ଯାଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ…

‘ମନ କି ବାତ୍’ରେ ଦିବଂଗତ ଓଡ଼ିଆ ଆଇଏଏସ୍ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କୁ ଝୁରିଲେ ମୋଦି

ଦିବଂଗତ ଓଡ଼ିଆ ଆଇଏଏସ୍ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କୁ ଆଜି ପୁଣି ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ସପ୍ତାହରେ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସ୍ୱର୍ଗତ ମହାପାତ୍ରଙ୍କୁ ‘ମନ କି ବାତ୍’ ରେଡିଓ କାର୍ଯ୍ୟକ୍ରମରେ ମୋଦି ମନେ ପକାଇଛନ୍ତି। ମୋଦି…

ବଡଧରଣର ଡକାୟତି ଗ୍ୟାଙ୍ଗକୁ ଠାବ କଲା ଧର୍ମଶାଳା ପୋଲିସ, ୫ ଗିରଫ

ଯାଜପୁର(କେ ନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସକୁ ମିଳିଛି ବଡଧରଣର ସଫଳତା । ଏକ ଡକାୟତି ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ଧର୍ମଶାଳା ପୋଲିସ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସହ ୫ଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ ସେମାନଙ୍କ ନିକଟରୁ ୪ଟି ସୁନା ଚେନ, ୨ଟି ବାଇକ୍‌, ୮ଟି…

ବଜ୍ରାଘାତରେ ଗୋଟିଏ ପରିବାରର ସ୍ୱାମୀ-ସ୍ତ୍ରୀ ମୃତ, ପୁଅବୋହୂ ଗୁରୁତର

ରାୟଗଡ଼ା(କେ ନ୍ୟୁଜ): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ କେରାଣ୍ଡି ଗୁଡ଼ାଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ବଜ୍ରଘାତର ଶିକାର ହୋଇ ଗୋଟିଏ ପରିବାରର ଦୁଇ ଜଣଙ୍କର ମୁତ୍ୟୁ ଘଟିଥିବା ବେଳେ ୨ ଗୁରତର ହୋଇଛନ୍ତି । ଏହି ପରିବାର ନିଜ ଜମିରେ ପଡୁଚାଷ କରୁଥିବା ବେଳେ ବଜ୍ରଘାତର ଶିକାର ହୋଇଥିବା…

ପିଜି ସ୍ବପ୍ନ ପୂରଣ କଲା “କିସ”, ଟପ୍ପର ହୋଇ ସ୍ବର୍ଣ୍ଣ ପଦକ ଜିତିଲେ ଯଦୁନାଥ

ରାଇରଙ୍ଗପୁର(କେ ନ୍ୟୁଜ): କିସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ସ୍ବର୍ଣ୍ଣପଦକ ହାସଲ କଲେ ମୟୁରଭଞ୍ଜର ଛାତ୍ର ଯଦୁନାଥ ହାଁସଦା । କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଭରଚୁଆଲ ମୋଡ଼ରେ ପାଳିତ ହୋଇଛି କିସର ପ୍ରଥମ ସମାବର୍ତ୍ତନ ଉତ୍ସବ । ଏହି ସମାବର୍ତ୍ତନ ଉତ୍ସବରେ ୨୫ଜଣ ଛାତ୍ରଛାତ୍ରୀଙ୍କୁ…

କୋଭିଡ ନିୟମ ଉଲ୍ଲଙ୍ଘନ କରି ଜରିମାନା ଦେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ୱର(କେ ନ୍ୟୁଜ): କୋଭିଡ ନିୟମ ଉଲ୍ଲଙ୍ଘନ କରି ଜରିମାନା ଦେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ । ନନ୍ଦନକାନନ ପ୍ରସଙ୍ଗ ନେଇ ବାର୍ତ୍ତା ଦେବାକୁ ଭୁବନେଶ୍ୱର ନନ୍ଦନକାନନ ନିକଟରେ ଗଣମାଧ୍ୟମକୁ ଡାକିଥିଲେ ସୁର ରାଉତରାୟ । ସୁରଙ୍କୁ ଭେଟିବାକୁ ଆସି ଭିଡ଼ ଜମାଇଥିଲେ ସ୍ଥାନୀୟ ଲୋକେ ।…

ଇଏ କୃଷ୍ଣ ବି ବଂଶୀ ବଜାନ୍ତି, କିନ୍ତୁ ଫରକ ଏତିକି ଯେ ଏ କୃଷ୍ଣ ହେଉଛନ୍ତି ଦୃଷ୍ଟିହୀନ

ସାଲେପୁର (କେନ୍ୟୁଜ) : ଈଶ୍ୱରଙ୍କ ସୃଷ୍ଟିର ଏ ଦୁନିଆ ବହୁତ ସୁନ୍ଦର ଆଉ ବିଚିତ୍ର ମଧ୍ୟ। ଏଠି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଅସାଧାରଣ ପ୍ରତିଭା ପାଇଁ ସମସ୍ତଙ୍କୁ ନଜରକୁ ଆପେ ଆପେ ଆସିଯାନ୍ତି। ଏମିତି ହିଁ ଜଣେ ବ୍ୟକ୍ତି ହେଉଛନ୍ତି କୃଷ୍ଣଚନ୍ଦ୍ର। ସିଏବି ଭଗବାନ କୃଷ୍ଣଙ୍କ ଭଳି…

ପୁଣି ଖଟିଆରେ ବୁହା ହେଲେ ରୋଗୀ, ରାସ୍ତା ଖରାପ ଯୋଗୁଁ ଘର ପାଖକୁ ଯାଇପାରିଲାନି ଆମ୍ବୁଲାନ୍ସ

ଆନନ୍ଦପୁର(କେ ନ୍ୟୁଜ):  ପୁଣି ଖଟିଆରେ ବୁହା ହେଲେ ରୋଗୀ । ରାସ୍ତା ଖରାପ ଯୋଗୁଁ ଘର ପାଖକୁ ଯାଇପାରିଲାନି ଆମ୍ବୁଲାନ୍ସ । ପରିବାର ଲୋକ ଏବଂ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ମିଶି ପାଖାପାଖି ୨ କିଲୋମିଟର ପର୍ଯ୍ୟନ୍ତ ବୋହିବା ପରେ ଆମ୍ବୁଲାନ୍ସରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…