Browsing Category

ରାଜ୍ୟ

କୋରାପୁଟ: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନିଯୁକ୍ତ ହେଲେ ୨୦ ଜଣ ନୂଆ ଡାକ୍ତର

କୋରାପୁଟ(କେ ନ୍ୟୁଜ):  କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୨୦ ଜଣ ନୂଆ ଡାକ୍ତର ଅବସ୍ଥାପିତ ହୋଇଛନ୍ତି। ବ୍ରହ୍ମପୁର ମେଡିକାଲ କଲେଜର ୨୦ ଜଣ ଡାକ୍ତରଙ୍କୁ ଏଠାରେ ଅବସ୍ଥାପିତ କରାଯାଇଛି। କୋଭିଡ ପରିଚାଳନା ପାଇଁ ଡାକ୍ତରମାନଙ୍କୁ ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ…

ଅନୁଗୋଳ: ଅସହାୟ ୬ ଭାଇ ଭଉଣୀଙ୍କ ମୁଣ୍ଡରେ ଆଶୀର୍ବାଦର ହାତ ଦେଲା କିସ୍ ଫାଉଣ୍ଡେସନ୍, ନେଲା ଭରଣ ପୋଷଣର ଦାୟିତ୍ୱ

ଅନୁଗୋଳ(କେନ୍ୟୁଜ୍):  ଅସହାୟ ୬ ଭାଇ ଭଉଣୀଙ୍କ ଦାୟିତ୍ୱ ନେଲା କିସ୍‌ ଫାଉଣ୍ଡେସନ୍‌। ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍‌ କୁଞ୍ଜାମ ପଞ୍ଚାୟତ ଛାଞ୍ଚୁଣିଆ ଗାଁର ଗେନ୍ତୁନାଳି ସାହିର ଅମୂଲ୍ୟ ଚାମ୍ପିଆଙ୍କ ଗତବର୍ଷ ପର ଲୋକ ହୋଇଥିଲା। ଏହାପରେ ନିଜ ୬ ସନ୍ତାନଙ୍କୁ ନେଇ ମାଆ ସୁବିନି କଷ୍ଟେମଷ୍ଟେ…

ରାଜ୍ୟର ସମସ୍ତ ଆଶାକର୍ମୀଙ୍କୁ  ମିଳିବ ୧୦ ହଜାର ଟଙ୍କାର ସହାୟତା, କିଣିବେ ଏହି ସବୁ ଜିନିଷ

ଭୁବନେଶ୍ବର(କେନ୍ୟୁଜ୍):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ  ରାଜ୍ୟର ସମସ୍ତ  ଆଶାକର୍ମୀଙ୍କୁ  ମିଳିବ ୧୦ ହଜାର ଟଙ୍କାର ସହାୟତା । ଗ୍ରାମାଞ୍ଚଳ ସହ ସହରାଞ୍ଚଳର ବସ୍ତିରେ ସେବା ଯୋଗାଉ ଥିବା ଆଶାକର୍ମୀ ଏହି ସହାୟତା ପାଇବେ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ…

କିଟ୍‌ ଓ କିସ୍‌ ପକ୍ଷରୁ ରାଜ୍ୟର ୧୫ଟି ଜିଲ୍ଲାରେ ରନ୍ଧା ଖାଦ୍ୟ ବଣ୍ଟନ, ମେ ୩୧ ପର୍ଯ୍ୟନ୍ତ ଦିଆଯିବ

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ଓ କିସ୍‌ ପକ୍ଷରୁ ରାଜ୍ୟର ୧୫ଟି ଜିଲ୍ଲାରେ ରନ୍ଧା ଖାଦ୍ୟ ବଣ୍ଟନ। ତାଲା ବନ୍ଦ ମେ ୩୧ ପର୍ଯ୍ୟନ୍ତ ବଢିଥିବାରୁ ସେହି ଅନୁସାରେ କିଟ୍‌ ଓ କିସ୍‌ ପକ୍ଷରୁ ୧୫ଟି ଜିଲ୍ଲାର ୧୮ଟି ସ୍ଥାନ ଏବଂ ଭୁବନେଶ୍‌ରର ୩ଟି ସ୍ଥାନ ମୋଟ ୨୧ଟି ସ୍ଥାନରେ ଦିଆଯାଉଥିବା ରନ୍ଧା ଖାଦ୍ୟ…

ଡ୍ରାଇଭ ଇନ୍‌ ଓ ଘର ଘର ବୁଲି ଟିକାକରଣରୁ ନିବୃତ୍ତ ରୁହ, ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲା…

କେନ୍ୟୁଜ୍(ବ୍ୟୁରୋ):  ଡ୍ରାଇଭ ଇନ୍‌ ଓ ଘର ଘର ବୁଲି ଟିକାକରଣରୁ ନିବୃତ୍ତ ରୁହ । ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ। ଭୁବନେଶ୍ୱରରେ ଡ୍ରାଇଭ ଇନ୍‌ ଟିକାକରଣ ଆରମ୍ଭ ହୋଇଥିଲା। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ପାଇଁ ବ୍ରହ୍ମପୁର ଓ ରାଉରକେଲାରେ…

ରାଜଧାନୀରେ ଆଜି ୯୨୫ ପଜିଟିଭ କେସ, ସୁସ୍ଥ ହେଲେ ୮୫୫

ଭୁବନେଶ୍ୱର(କେ ନ୍ୟୁଜ):  ଗତ ୨୪ ଘଣ୍ଟା ଭିତରେ ରାଜଧାନୀରୁ ୯୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୫୫ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଆଜିର ଚିନ୍ହଟଙ୍କୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୪ ହଜାର ୫୭୪ କୁ ବୃଦ୍ଧି ପାଇଛି । ଯେବେକି ସୁସ୍ଥ ସଂଖ୍ୟାକୁ ମିଶାଇ ମୋଟ ଅଙ୍କ…

ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି ବୈଠକ, ମୁକାବିଲା ନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କଲେ SRC ପ୍ରଦୀପ ଜେନା

କେନ୍ୟୁଜ୍(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରସ୍ତୁତି ବୈଠକ । ଭିଡିଓ କନଫରେନ୍ସିଂରେ ୧୦ଟି ଜିଲ୍ଲାର ଜିଲ୍ଲାପାଳ, ଏସପି, ଅଗ୍ନିଶମ ବାହିନୀ ଅଧିକାରୀ, ଏଡିଏମ୍‌୍‌ ଓ ଜୁରରିକାଳୀନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଏସଆରସି । ସମ୍ଭାବ୍ୟ ବାତ୍ୟା…

ମୟୂରଭଞ୍ଜ: ମାନସିକ ବିକାରଗ୍ରସ୍ତ ମହିଳାଙ୍କ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ, ଗରୁତର ଅବସ୍ଥାରେ ମେଡିକାଲରେ…

କରଞ୍ଜିଆ(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ସାତକୋଶିଆ ଗ୍ରାମପଞ୍ଚାୟତ ଜାମୁନଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।ବୁଧବାର ଅପରାହ୍ନରେ ଘରେ କେହି ନଥିବା ସମୟରେ ଜଣେ ମହିଳା ଦେହରେ କିରୋସିନି ଢାଳି  ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନିଆଁରେ ପୋଡି ହୋଇ ମହିଳାଙ୍କ…

ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉ ପାଣି ବୋତଲ ଓ ଜୁସ କମ୍ପାନୀ

ଓଡିଶା ହାଇକୋର୍ଟ ଦେଲେ ଗୁରୁତ୍ତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ରାଜ୍ୟର ସମସ୍ତ ପାଣି ବୋତଲ କମ୍ପାନୀ ଓ ଜୁସ କମ୍ପାନୀରେ ନିୟମିତ ଚଢ଼ାଉ ଓ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ | ରାଜ୍ୟରେ ଏକ୍ସପାଏରୀ ହୋଇଯାଇଥିବା ପାଣି ବୋତଲ ଓ ଜୁସ ବିକ୍ରି ଅବାଧ ଭାବେ ଚାଲିଛି। ରାଜ୍ୟ ସରକାରଙ୍କ…

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ବୁଡ଼ିଲା ଡଙ୍ଗା, ୮ ଉଦ୍ଧାର ଓ ୩ ନିଖୋଜ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ବୁଡ଼ିଲା ଡଙ୍ଗା। ଓରାପଦର ରୁ ବାକୁଲିକୁ ୧୧ ଜଣ ଯିବାବେଳେ ଡଙ୍ଗା ଭାରସାମ୍ୟ ହରାଇ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଡ଼ିଲା। ଏହି ଘଟଣାରେ ୩ ଜଣ ଏବେବି ନିଖୋଜ ଅଛନ୍ତି । ଅନ୍ୟ ୮ ଜଣଙ୍କୁ  ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର…

ଯାଜପୁର: ପାରିବାରିକ କଳହରୁ ପୁତୁରାର କଟୁରି ଚୋଟରେ ଦାଦାର ମୃତ୍ୟୁ ଅଭିଯୋଗ

ଯାଜପୁର ଟାଉନ (କେନ୍ୟୁଜ୍): ପୁତୁରାର କଟୁରି ଚୋଟରେ ଦାଦାର ମୃତ୍ୟୁ ଅଭିଯୋଗ। ଏଭଳି ଅଭାଵନୀୟ ଘଟଣା ଘଟିଛି ଯାଜପୁର ବରୀ ରାମଚନ୍ଦ୍ରପୁର ଥାନା ରମ୍ପା ଅଂଚଳରେ।ମୃତକ ହେଲେ ଦେବେନ୍ଦ୍ର ବାହାଲିଆ। ଦେବେନ୍ଦ୍ରଙ୍କୁ ପୁତୁରା ପିୟୁସକାନ୍ତ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ତେବେ…