Browsing Category

ରାଜ୍ୟ

ଅନୁଗୁଳରେ ପୁଣି ବ୍ୟାଙ୍କ ଡକାୟତି : ଲକରରୁ ସବୁ ସୁନା ଲୁଟିନେଲେ ଦୁର୍ବୃତ୍ତ

ଅନୁଗୁଳ : ଅନୁଗୁଳରେ ପୁଣି ବ୍ୟାଙ୍କ ଡକାୟତି । ଅନୁଗୁଳ ହରମଉରି ଛକ ନିକଟ ଇଣ୍ଡିଆନ୍‌ ବ୍ୟାଙ୍କ ଶାଖାରୁ ଡକାୟତି ହୋଇଛି । ୪ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଡକାୟତି କରିଛନ୍ତି । ୪ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ହେଲମେଟ୍‌ ପିନ୍ଧିଥିବାବେଳେ ଅନ୍ୟ ତିନି ଜଣ ମୁଖା ପିନ୍ଧିଥିଲେ । ବ୍ୟାଙ୍କ…

ଏସସିବିରୁ ଡିସଚାର୍ଜ ପରେ ଘରକୁ ଫେରିଲେ ପ୍ରଭାତ ବିଶ୍ୱାଳ : ଅଧିକ ଚିକିତ୍ସା ପାଇଁ ଆଜି ଯିବେ ଦିଲ୍ଲୀ

ଭୁବନେଶ୍ବର : ଘରକୁ ଫେରିଲେ ବିଧାୟକ ପ୍ରଭାତ ବିଶ୍ୱାଳ । ଏସ୍‌ସିବିରୁ ଡିସ୍‌ଚାର୍ଜ ପରେ ବିଧାୟକ ପ୍ରଭାତ ବିଶ୍ୱାଳ ଘରକୁ ଫେରିଛନ୍ତି । ଅଧିକ ଚିକିତ୍ସା ପାଇଁ ସେ ଆଜି ଦିଲ୍ଲୀ ଯିବେ । ରାଜ୍ୟ ବାହାରେ ଚିକିତ୍ସା ପାଇଁ ହାଇକୋର୍ଟ ପ୍ରଭାତ ବିଶ୍ୱାଳଙ୍କୁ ଅନୁମତି ପ୍ରଦାନ କରିଛନ୍ତି ।…

ସୁସ୍ଥ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି : ଆଜି ଶେଷ ହେବ ଓଷଲାଗି

ପୁରୀ : ଧୀରେଧୀରେ ସୁସ୍ଥ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିରରେ ଅଣସରରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଫୁଲୁରୀ ତେଲ ଲାଗି ପରେ ପାରମ୍ପରିକ ଭାବେ ଓଷ ଲାଗି କରାଯାଉଛି । ଆଜି ଓଷ ଲାଗି ଶେଷ ହେବ । ଝୁଣା ଓ ରାଶିତେଲରେ ତିଆରି ଏକ ସ୍ୱତନ୍ତ୍ର ପ୍ରଲେପ ଶ୍ରୀବିଗ୍ରହରେ ଲାଗି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠି ମଧ୍ୟରେ ବୋମା ମାଡ

ଗଞ୍ଜାମ: ଗୋଳନୁରା ଥାନା ଅନ୍ତର୍ଗତ ତାତଡାପଲ୍ଲୀ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଉଭୟ ଗୋଷ୍ଠି ପକ୍ଷରୁ ବୋମା ମାଡ ହୋଇଛି। ଆଜି ସକାଳେ ଗୋଟିଏ ଗୋଷ୍ଠିର ଲୋକେ ଆକ୍ରମଣ କରିବା ସହ ବୋମା ମାଡ କରିଥିଲେ। ଏଥିରେ ୧୦ରୁ ଅଥିକ ଆହତ…

ଅଳିଆ ଗଦାରେ ପଡ଼ିଥିବା ବେଳେ କୁକୁର ଖାଇଥିଲା ହାତ: ଏବେ ଆମେରିକାରେ କଟିବ ନୂଆ ଜୀବନ

ଭୁବନେଶ୍ବର: ଦିନେ ଅଳିଆ ଗଦାରେ ପଡ଼ିଥିବା ବେଳେ କୁକୁର ଖାଇଥିଲା ହାତ। ଏବେ ଆମେରିକାରେ କଟିବ ନୂଆ ଜୀବନ। ଭଦ୍ରକର ଅପରାଜିତାକୁ  ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି ଆମେରିକୀୟ ଦମ୍ପତ୍ତି। ଗତ ୨୦୧୨ ଫେବ୍ରୁଆରୀ ୧୮ ତାରିଖରେ ଭଦ୍ରକ ନୂଆ ବସ୍ଷ୍ଟାଣ୍ଡ ପାଖରେ ଏକ ଅଳିଆ ଆବର୍ଜନା ଗଦାରେ…

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ବର: ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଉପରେ ଘୂର୍ଣ୍ଣିବଳୟ। ଏହି ଘୂର୍ଣ୍ଣିବଳୟ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଛତିଶଗଡ଼ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରହୁଛି। ଏହାର ପ୍ରଭାବରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତା ୨ରୁ ୩ ଦିନ ପର୍ୟ୍ୟନ୍ତ ବର୍ଷା…

କେନ୍ଦୁଝର : ଟ୍ରକକୁ ପିଟିଲା କାର,୨ ମୃତ

କେନ୍ଦୁଝର: ସଦର ଥାନା ବାଙ୍କମାରୁଣି ପୋଲ ନିକଟରେ ସଡ଼କ ଦୁର୍ଘଟଣା। ୧୨ ଚକିଆ ଟ୍ରକ୍କୁ ପିଟିଲା କାର। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ୨୦ରେ ଚମ୍ପୁଆ ଆଡ଼କୁ ମୁହଁ କରି ଛିଡ଼ା ହୋଇଥିବା ଏକ ୧୨ ଚକିଆ ଟ୍ରକ୍କୁ ପଛ ପଟୁ କାରଟି ପିଟିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି…

ତାଳଚେର: ସମଲ ଥାନା ବୁରୁକୁନା ଛକ ନିକଟରେ ଟ୍ରକକୁ ଧକ୍କା ଦେଲା ଟ୍ରକ

ତାଳଚେର: ସମଲ ଥାନା ବୁରୁକୁନା ଛକ ନିକଟରେ ଟ୍ରକକୁ ଧକ୍କା ଦେଲା ଟ୍ରକ। ଗାଡି ଷ୍ଟେରିଂରେ ଚାପି ହୋଇ ରହିଗଲେ ଟ୍ରକ ଡ୍ରାଇଭର। ଘଟଣା ସ୍ଥଳରେ ସମଲ ପୋଲିସ ଓ କଣିହାଁ ଅଗ୍ନିଶମ ବିଭାଗ ଦ୍ବାରା ଉଧାର କାର୍ୟ୍ୟ ଜାରୀ।

କଟକ ଭିଜିଲାନ୍ସଙ୍କ ହାତରୁ ଗିରଫ ହୋଇ ଚୌଦ୍ୱାର ଜେଲରେ ଢେଙ୍କାନାଳର କୋଟିପତି ଆରଟିଓ

କଟକ: ଚୌଦ୍ୱାର ଜେଲରେ ଢେଙ୍କାନାଳର କୋଟିପତି ଆରଟିଓ ବସନ୍ତ କୁମାର ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ କୋର୍ଟରେ ହଜାର କରାଯାଇଥିଲା। ତାଙ୍କୁ ଚୌଦ୍ୱାର ଜେଲକୁ ପଠାଯାଇଛି। ଆଜି ତାଙ୍କର ଜାମିନ ଶୁଣାଣି ହୋଇପାରେ।…

ଚାଷୀଙ୍କ ପାଇଁ ହୋଇପାରେ କୃଷିଋଣ ଛାଡ଼

ଭୁବନେଶ୍ବର : ଚାଷୀଙ୍କ ପାଇଁ ହୋଇପାରେ କୃଷିଋଣ ଛାଡ଼ । ଏନେଇ ରାଜ୍ୟ ସରକାର ବିଚାରବିମର୍ଶ କରୁଛନ୍ତି । କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, ଚାଷୀଙ୍କ ହିତ ପାଇଁ ଯାହା ଆବଶ୍ୟକ, ସେନେଇ ପଦକ୍ଷେପ ନିଆଯିବ । ସେପଟେ ଚାଷୀଙ୍କୁ ଆଣ୍ଡ୍ରଏଡ୍‌ ଫୋନ୍‌ ପ୍ରଦାନ କରାଯିବ । ମନ୍ତ୍ରୀ…

ପରିବା ବଜାରରେ ଲାଗିଛି ନିଆଁ : କନ୍ଦାଉଛି ପିଆଜ

ଭୁବନେଶ୍ବର : ରାଜ୍ୟରେ ପନିପରିବା ଦର ବଢ଼ିବାରେ ଲାଗିଛି । ବିଶେଷ କରି ସପ୍ତାହେ ହେଲା ବଢ଼ିଚାଲିଛି ପିଆଜ ଦର । ୨୦ ଟଙ୍କାରୁ ବଢି ୨୫ରେ ପହଞ୍ଚିଲାଣି । ଅନ୍ୟ ପରିବା ମଧ୍ୟରେ ଆଳୁ କିଲୋ ୧୭, ଜହ୍ନି ୪୦, ବାଇଗଣ ୪୦, ବିନ୍‌ସ ୮୦ରୁ ୯୦, କ୍ୟାପ୍‌ସିକମ୍‌ ୧୨୦, ଭେଣ୍ଡି ୫୦, କଲରା ୫୦ରୁ ୬୦,…

ସମସ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ସୁଯୋଗ ନେଇ ସୁପ୍ରିମ୍‌କୋର୍ଟଙ୍କ ପ୍ରସ୍ତାବକୁ ସେବାୟତଙ୍କ ଅଗ୍ରାହ୍ୟ

ଭୁବନେଶ୍ବର : ସୁପ୍ରିମ୍‌କୋର୍ଟଙ୍କ ପ୍ରସ୍ତାବ । ପୁରୀ ଜିଲ୍ଲାଜଜ୍‌ଙ୍କ ରିପୋର୍ଟ ଅନୁସାରେ ଶ୍ରୀମନ୍ଦିର ସେବାୟତ ନିଯୁକ୍ତିରେ ବଂଶାନୁକ୍ରମିକ ପ୍ରଥା ବନ୍ଦ ହେଉ । ସେହିପରି ଶ୍ରୀମନ୍ଦିରରେ ସମସ୍ତଙ୍କ ପ୍ରବେଶ ଉପରେ ବିଚାର କରିବା ପାଇଁ ପ୍ରଶାସନକୁ ସୁପ୍ରିମ୍‌କୋର୍ଟ କହିଛନ୍ତି । କିନ୍ତୁ…