Browsing Category

ରାଜ୍ୟ

ଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି, ବିନା ଭକ୍ତରେ ହେବ ଯାତ୍ରା

ଭୁବନେଶ୍ବର(କେନ୍ୟୁଜ୍):  ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହ କାଲି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମଧ୍ୟ ଚନ୍ଦନ ଯାତ୍ରା। ସୁସଜ୍ଜିତ ପାଲିଙ୍କିରେ ମହାପ୍ରଭୁ ଲିଙ୍ଗରାଜ ଚାପ ଖେଳିବେ । ଲିଙ୍ଗରାଜ ପ୍ରଭୁଙ୍କ ସହ ମାତା ପାର୍ବତୀ, ମାତା ରୁକ୍ମିଣୀ, ବାସୁଦେବ ମଧ୍ୟ ରହିବେ।…

ଚାଷୀଙ୍କୁ ଅକ୍ଷୟ ତୃତୀୟା ଉପହାର, ୪୨ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୯୨୦ କୋଟି ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କୁ ଉପହାର। ରାଜ୍ୟର ୪୨ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୯୨୦ କୋଟି ଟଙ୍କା। କାଳିଆ ଯୋଜନାରେ ଖରିଫ ୨୦୨୧ ପାଇଁ ଏହି ଅର୍ଥ ପ୍ରଦାନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। କ୍ଷୁଦ୍ର, ନାମମାତ୍ର ଚାଷୀ ସହ ଭୂମିହୀନ ଚାଷୀ ପରିବାର ସମସ୍ତେ…

ଟଙ୍କା ଭର୍ତ୍ତି ବସ୍ତା ଫେରାଇଲେ ଆମ୍ବୁଲାନ୍ସ କର୍ମଚାରୀ

ଜଳେଶ୍ୱର (କେନ୍ୟୁଜ) : ବିଭିନ୍ନ ସମୟରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ନାଁରେ ଲୋକେ ଅଭିଯାଗ କରୁଥିବାବେଳେ ସମସ୍ତେ ଯେ ସମାନ ତାହା ଆଜି ପ୍ରମାଣିତ କରିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ମହନୀୟତା ଦେଖାଇଛନ୍ତି କିଛି ଆମ୍ବୁଲାନ୍ସ କର୍ମଚାରୀ। ରୋଗୀକୁ ହସପିଟାଲରେ ଛାଡି ଫେରୁଥିବାବେଳେ କଏନ୍‌…

୧୬ ତାରିଖରେ ସାଇକ୍ଲୋନିକ ଷ୍ଟର୍ମ ! ଓଡ଼ିଶା ପ୍ରତି ନାହିଁ ବାତ୍ୟାର କୌଣସି ପ୍ରଭାବ

ଆରବ ସାଗରରେ ଲାକ୍ଷାଦ୍ୱୀପ ଅଞ୍ଚଳରେ ଏକ ଡିପ୍ରେସନ ସୃଷ୍ଟି ହୋଇଛି । ଏହା ଅଧିକ ଘନୀଭୂତ ହୋଇ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାଇକ୍ଲୋନରେ ପରିଣତ ହେବାର ସମ୍ଭାବନା ରହିଛି । କ୍ରମଶଃ ଗୁଜୁରାଟ ଉପକୂଳ ଆଡ଼କୁ ଗତି କରିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସମ୍ଭାବ୍ୟ…

ଘୁଞ୍ଚିଲା ଓଜେଇଇ ପରୀକ୍ଷା ପାଇଁ ଆବେଦନ ତାରିଖ

ଭୁବନେଶ୍ବର: ଘୁଞ୍ଚିଲା ଓଜେଇଇ ପରୀକ୍ଷା ପାଇଁ ଆବେଦନ ତାରିଖ। ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି'ଦାଖଲ କରିପାରିବେ। ଲକ୍‌ଡାଉନ୍‌ ଓ କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ନଜରରେ ରଖି ଓଜେଇଇ ପକ୍ଷରୁ ଏଭଳି…

କୋଭିସିଲ୍ଡ ଦ୍ୱିତୀୟ ଡୋଜ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍, ଏଣିକି ୪୨ ଦିନ ନୁହେଁ ମିଳିବ ୮୪ ଦିନ ପରେ

ଭୁବନେଶ୍ବର : କୋଭିସିଲ୍ଡ ଦ୍ୱିତୀୟ ଡୋଜ ପାଇଁ ନୂଆ ଗାଇଡଲାଇନ। କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜର ସମୟସୀମାରେ ପରିବର୍ତ୍ତନ କରାଯାଇଛି। ଏଣିକି ୪୨ ଦିନ ନୁହେଁ ୮୪ ଦିନ ପରେ ମିଳିବ ଦ୍ୱିତୀୟ ଡୋଜ୍‌। ଆଜି ମଧ୍ୟରାତ୍ରିରୁ ଏହି ନୂଆ ନିୟମ ଲାଗୁ ହେବ। ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ…

ପ୍ରେମିକା ଘରକୁ ରାତି ଅଧିଆ ପଶି ଛେଚା ଖାଇ ଘାଇଲା ହେଲା ପ୍ରେମିକ

ଚାନ୍ଦବାଲି (କେନ୍ୟୁଜ) : ରାତି ଅଧିଆ ପ୍ରେମ ପଡିଲା ମହଙ୍ଗା। ପ୍ରେମିକା ଘରକୁ ଦେଖାକରିବାକୁ ଯାଇ ଧରାପଡିଗଲା ହତାସିଆ ପ୍ରେମିକ। ପରିବାର ଲୋକଙ୍କ ହାତରେ ଧରା ପଡି ରାତି ସାରା ନିର୍ଦ୍ଧୁମ ଖାଇଲା ଛେଚା। ଆଉ ସକାଳୁ ପୋଲିସ ହାତରେ ଗିରଫ ହେଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ…

ଛତିଶଗଡ ଦାନ୍ତେୱାଡ଼ା ପୋଲିସର ଏନ୍‌କାଉଣ୍ଟର, ଜଣେ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡ଼ା ପୋଲିସର ଏନ୍‌କାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀ ମୃତ। ଆଜି ମୁସ୍ତାଲନାର ଜଙ୍ଗଲରେ ମାଓବାଦୀଙ୍କ ବଡ ଧରଣର ମାଓ କ୍ୟାଂପ୍‌ ଥିବା ଜାଣିବା ପରେ ପୋଲିସ ଚଢାଉ କରିଥିଲା। ପୋଲିସ ଖବର ପାଇ ମାଓବାଦୀ ପ୍ରଥମେ ଫାଇରିଂ କରିଥିଲା।…

କରୋନା କଟକଣାରେ ଲୁଚାଛପାରେ ଚାଲିଥିଲା ୧୫ଶହ ଲୋକଙ୍କ ପାଇଁ ବାହାଘର ଭୋଜି, ମାଡି ବସିଲା ପ୍ରଶାସନ

ବ୍ରହ୍ମପୁର: କରୋନା କଟକଣାରେ ଲୁଚାଛପା ଚାଲିଥିବା ବାହାଘର ଭୋଜି । ମାଡି ବସିଲା ପ୍ରଶାସନ । ବାହାଘର ପାଇଁ କେବଳ ୫୦ ଲୋକଙ୍କ ଅନୁମତି ରହିଛି । ହେଲେ ବାହାଘରରେ ଡକାଯାଇଥିଲା ଦେଢ଼ ହଜାର ଲୋକ । ଏଥିପାଇଁ ଚାଲିଥିଲା ରୋଷେଇ । ହେଲେ ଠିକ ସମୟରେ ଖବର ପାଇ ଗାଁରେ ପହଁଚିଥିଲା । କଟକଣା ଉଲ୍ଲଂଘନ…

ଜୟପୁର ହରଡଗୁଡ଼ା ଗାଁରେ ଅଭାବନୀୟ ଘଟଣା: ୫ ବର୍ଷର ଶିଶୁ ପୁତ୍ର ସହ ସ୍ତ୍ରୀକୁ ହତ୍ୟା କଲା ନିଷ୍ଠୁର ସ୍ୱାମୀ

ଜୟପୁର: ୫ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କଲା ବାପା । ତା ସହ ନିଜ ସ୍ତ୍ରୀକୁ ମଧ୍ୟ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଜୟପୁର ବିସିଂହପୁର ଥାନା ହରଡଗୁଡ଼ା ଗାଁରେ ଏହି ଘଟଣା ଘଟିଛି। ଗ୍ରାମବାସୀ ସଂପୃକ୍ତ ସ୍ୱାମୀଙ୍କୁ ବାନ୍ଧିକି ରଖିଥିବା ବେଳେ, ବିସିଂହପୁର ପୋଲିସକୁ ଖବର ଦେଇଥିବା ଜଣାପଡିଛି।…

କୋଭିଡ୍‌ କଟକଣା ଉଲଂଘନ, ବନ୍ଦ ହେଲା ସାଲେପୁର କିଶନଗର ସାପ୍ତାହିକ ହାଟ

ସାଲେପୁର: କୋଭିଡ୍‌ କଟକଣା ଉଲଂଘନ ଅଭିଯୋଗରେ ସାପ୍ତାହିକ ହାଟ ବନ୍ଦ। ସାଲେପୁର କିଶନଗର ସାପ୍ତାହିକ ହାଟରେ ପରିବା କିଣିିବା ପାଇଁ ଏକାଠି ହୋଇଥିଲେ ୫୦୦ରୁ ଅଧିକ ଲୋକ। କାହାରି ମଧ୍ୟରେ ସାମାଜିକ ଦୂରତା ରହିନଥିଲା। ପୋଲିସ ପ୍ରଶାସନ ପହଞ୍ଚି ହାଟକୁ ସିଲ୍‌ କରିଦେଇଥିଲେ। ଆସନ୍ତା ୧୯ ତାରିଖ…

ବ୍ରହ୍ମପୁର ମଣ୍ଡଳ କାରାଗାରର ୪୬ କଏଦୀ ସଂକ୍ରମିତ

ବ୍ରହ୍ମପୁର : ରାଜ୍ୟର ବିଭିନ୍ନ ଜେଲ୍‌ରେ ବ୍ୟାପୁଛି କରୋନା। ବ୍ରହ୍ମପୁର ମଣ୍ଡଳ କାରାଗାରର ୪୬ କଏଦୀ ସଂକ୍ରମିତ। ସଂକ୍ରମିତଙ୍କ ମଧ୍ୟରେ ୫ଜଣ ମହିଳା ଅଛନ୍ତି। ମୋଟ ୮୪ଜଣଙ୍କ ପରୀକ୍ଷା କରାଯାଇଥିଲା। ସମସ୍ତ ସଂକ୍ରମିତଙ୍କୁ କାରାଗାର ଭିତରେ ଥିବା କୋଭିଡ୍‌ କେୟାର ସେଣ୍ଟରରରେ ରଖାଯାଇଛି।…