Browsing Category

ରାଜ୍ୟ

କରୋନା ଆକ୍ରାନ୍ତ ବ୍ୟକ୍ତି ଭୟ ଦେଇ ଗତିକଲେ ନିଜର ଅଧିକ କ୍ଷତି ହେବ: ବିଶେଷଜ୍ଞ

କେନ୍ୟୁଜ୍(ବ୍ୟୁରୋ):  କରୋନାକୁ ଡରନା, କରୋନା ଆକ୍ରାନ୍ତ ବ୍ୟକ୍ତି  ଯଦି ଭୟ ଦେଇ ଗତି କରିବେ ତେବେ ନିଜର ଅଧିକ କ୍ଷତି ହେବାର ସମ୍ଭାବନା ରହିଛି।କରୋନା ରୋଗୀ ଭୟଭୀତ ହେଲେ ରୋଗ ଅଧିକ ଆକ୍ରାନ୍ତ କରିବାର ଆଶଙ୍କା ରହିଛି । ଭୟଭୀତ ହେଲେ, ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଇପାରେ ।…

ଓମଫେଡକୁ ବନ୍ଦ କରିବାକୁ ଚାଲିଛି ବିଧିବଦ୍ଧ ଷଡ଼ଯନ୍ତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲା ଓଡ଼ିଶା…

କେନ୍ୟୁଜ୍(ବ୍ୟୁରୋ):  ଓମଫେଡକୁ ବନ୍ଦ କରିବାକୁ ଚାଲିଛି ବିଧିବଦ୍ଧ ଷଡ଼ଯନ୍ତ୍ର। ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡ଼ିଶା ବିକାଶ ମଞ୍ଚ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛି ମଞ୍ଚ।…

ଖୋର୍ଦ୍ଧା: ଯୁବକଙ୍କ ମୃତ୍ୟୁ ପରେ ଛୁଇଁଲେନି ସମ୍ପର୍କୀୟ, ପିପିଇ କିଟ୍ ପିନ୍ଧି ଶବ ସତ୍କାର କଲେ ବାଲୁଗାଁ ଏସଡିପିଓ ଓ…

ଟାଙ୍ଗୀ(କେନ୍ୟୁଜ୍):  କରୋନା ମହାମାରୀ ବର୍ତ୍ତମାନ ସାରା ଦେଶକୁ ଏମିତି ଗ୍ରାସିଛି ଯେ ମଣିଷ ମାନବିକତା ଭୁଲିଯାଉଛି। ଏହି ସମୟରେ ଏମିତି ଅନେକ ଦୃଶ୍ୟ ସାମ୍ନାକୁ ଆସୁଛି । ଯାହା ମନକୁ ବିଚଳିତ କରିଦେଉଛି। କେଉଁଠି ନିଜ ପୁଅ ବାପାର ଶବକୁ ଛୁଁଉନି ତ କେଉଁଠି ବାପା ପୁଅର ଶବକୁ ଛୁଇଁବାକୁ ଡରୁଛି।…

ଟୀକା ନେବାରେ ବି ଧୋକା, ମିଥ୍ୟା ପରିଚୟ ପତ୍ର ଦେଖାଇ ହେଉଛି ଟୀକା ଚୋରି

ଯାଜପୁର ଟାଉନ(କେ ନ୍ୟୁଜ): କରୋନା ମହାମାରୀ ସମୟରେ ସମସ୍ତେ ଟୀକା ନେବାକୁ ଚାହିଁ ବସିଥିବା ବେଳେ ଯାଜପୁରରୁ ଆସିଛି ଟୀକା ଚୋରି ଅଭିଯୋଗ । ଯୁବକ ଜଣକ ଟୀକା ନେବାକୁ ପଂଜୀକରଣ କଲା ବେଳକୁ ସେ ଦୁଇ ଡୋଜ୍ ଟୀକା ନେଇ ସାରିଥିବା ସାଟିଫିକେଟରେ ଦର୍ଶାଯାଉଛି । ଯାଜପୁର ସହରର ସୁଭେନ୍ଦୁ କୁମାର ପତି…

ମହିମା ଧର୍ମର ଧର୍ମଗୁରୁ ବାବା ବ୍ରହ୍ମ ଅବଧୁତ ପ୍ରାଣକୃଷ୍ଣ ଦାସଙ୍କ ପରଲୋକ

କେନ୍ୟୁଜ୍(ବ୍ୟୁରୋ):  ଶେଷ ନିଃଶ୍ୱାସ ତ୍ୟାଗ କଲେ ଶତାୟୁ ବାବା । ମହିମା ଧର୍ମଗୁରୁ ବାବା ବ୍ରହ୍ମ ଅବଧୂତ ପ୍ରାଣକୃଷ୍ଣ ଦାସଙ୍କର ପରଲୋକ ହୋଇଛି । ସାଲେପୁର ରାମକୃଷ୍ଣପୁର ପାଟପୁରାଠାରେ ଥିବା ଅଲେଖ ମଠରେ ଆଜି ସକାଳ ପ୍ରାୟ ୫ଟା ସମୟରେ ବାବାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୯…

ପୁରୀ ହାଜତ ମୃତ୍ୟୁ ମାମଲା: ବିଚାରବିଭାଗୀୟ ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ

ପୁରୀ(କେନ୍ୟୁଜ୍):  ପୁରୀ ହାଜତ ମୃତ୍ୟୁ ମାମଲାର ବିଚାରବିଭାଗୀୟ ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ । ପୁରୀ ଜେଏମଏଫସିଙ୍କ ଏହି ତଦନ୍ତ ରିପୋର୍ଟକୁ ହାଇକୋର୍ଟରେ ଦାଖଲ କରିଛନ୍ତି ପୁରୀ ଜିଲ୍ଲା ଜଜ୍‌ । ଏହାସହ କେ. ରମେଶଙ୍କ ମୃତ୍ୟୁ ନେଇ ଷ୍ଟାଟସ ରିପୋର୍ଟ ପୁରୀ ଏସପିଙ୍କୁ ଦାଖଲ କରିବା ପାଇଁ…

ଭଦ୍ରକ: ପୁଅ ବାହାଘରରେ ଭୋଜି କରି ବାପା ଗଣିଲେ ୨୫ ହଜାର ଟଙ୍କା ଜୋରିମାନା

ଚାନ୍ଦବାଲି(କେନ୍ୟୁଜ୍): ଭୋଜି ପାଇଁ ତଣ୍ଡ ଗଣିଲେ । ପୁଅ ବାହାଘରରେ ଭୋଜି କରି ବାପା ଗଣିଲେ ୨୫ ହଜାର ଟଙ୍କା ଜୋରିମାନା । ଏମିତି ଏକ ଘଟଣା ଘଟିଛି ଚାନ୍ଦବାଲି ଥାନା ଅଧିନ ମତୋ ମାଳବାଡ଼ ମହାନ୍ତିସାହିରେ । ବର୍ତ୍ତମାନ ମହାମାରୀ କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ରୂପ ଧାରଣ କରିଥିବାରୁ ରାଜ୍ୟ…

ମାଲକାନଗିରି ଏସ୍‌ପିଙ୍କ ଆହ୍ବାନ: କରୋନା ଆକ୍ରାନ୍ତ ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଚିକିତ୍ସା କରାଯିବ

 ମାଲକାନଗିରି(କେନ୍ୟୁଜ୍): ଲାଲବାହିନୀରେ ପଶିଲା କରୋନା । ଓଡ଼ିଶା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ମହାମାରୀ କରୋନା ନେଲାଣି ଅନେକ ମାଓବାଦୀଙ୍କ ଜୀବନ । କରୋନା କିମ୍ବା ଅନ୍ୟ ରୋଗରେ ଆକ୍ରାନ୍ତ ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ସେମାନଙ୍କ ଚିକିତ୍ସା କରାଯିବ । ଛତିଶଗଡ଼ ପୋଲିସ…

କରୋନାକୁ ହରାଇଲେ କିନ୍ତୁ ଜୀବନ ଯୁଦ୍ଧରେ ହାରିଗଲେ ୧୦୭ ବର୍ଷୀୟ ଦୟାନିଧି ପଣ୍ଡା

ବାଲେଶ୍ୱର (କେନ୍ୟୁଜ) : କରୋନାକୁ ହରାଇଲେ । ହେଲେ ଜୀବନ ଯୁଦ୍ଧରେ ହାରିଗଲେ । କରୋନା ଲଢେଇରେ ବିଜୟୀ ହୋଇଥିବା ବାଲେଶ୍ୱର ଶେରଗଡର ଶତାୟୁ ଦୟାନିଧି ପଣ୍ଡାଙ୍କର ମୃତ୍ୟୁ ହୋଇଛି । ହୃଦଘାତରେ ଆଜି ଦୟାନିଧିଙ୍କର ଦେହାନ୍ତ ହୋଇଛି । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ବାଲେଶ୍ୱର ଜିଲ୍ଲା…