Browsing Category

ରାଜ୍ୟ

ସହିଦନଗରରେ ପରିଦର୍ଶନ କଲେ ବିଏମ୍‌ସି କମିସନର୍‌ : କହିଲେ ଫ୍ୟାନ୍ସି ମାର୍କେଟ୍‌ ନିକଟରେ ହେବ ଖାଓ ଗଳି

ଭୁବନେଶ୍ବର: ବିଏମ୍‌ସି କମିସନର୍‌ ପ୍ରେମଚନ୍ଦ୍ର ଚୌଧରୀ ଏବେ ବିଭିନ୍ନ ୱାର୍ଡ ବୁଲି ଲୋକଙ୍କ ସମସ୍ୟା ବିଷୟରେ ଅବଗତ ହେଉଛନ୍ତି। ସମସ୍ୟାକୁ କିପରି ସମାଧାନ କରାଯାପାରିବ ସେହି ବାଟ ଖୋଜୁଛନ୍ତି। ଏଥିପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ଯ ନେଇ ଘୋଷଣା କରୁଛନ୍ତି। ତେବେ ଗତକାଲି କମିସନର୍‌…

ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ, ଆଜି ବସୁଛି ସର୍ବଦଳୀୟ ବୈଠକ

ଭୁବନେଶ୍ବର: କାଲିଠୁ ବିଧାନସଭା ବଜେଟ ଅଧିବେଶନ । ଏହାପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ବିଧାନସଭା ପରିଚାଳନା ନେଇ ଉଭୟ ଶାସକ ଓ ବିରୋଧୀ ଦଳ ସହ ଆଲୋଚନା କରାଯିବ । ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ । ରାଜ୍ୟରେ ଆଇନଶୃଙ୍ଖଳା…

ଆଜିଠୁ ବଦଳିବ ପାଗ: ୩ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ବିଜୁଳି ଘଡ଼ଘଡି ପାଇଁ ୧୧ ଜିଲ୍ଲାକୁ ୟେଲୋ…

ଭୁବନେଶ୍ବର: ଆଜିଠୁ ବଦଳିବ ପାଗ। ୩ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ବିଜୁଳି ଘଡ଼ଘଡି ସମ୍ଭାବନା ଥିବାରୁ ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର,ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ବଲାଙ୍ଗିର,…

ମହାପ୍ରଭୁଙ୍କୁ ସାଢ଼େ ୪କେଜି ସୁନା ଦାନ କଲେ ଦାତା

ପୁରୀ(କେ ନ୍ୟୁଜ): ମହାପ୍ରଭୁଙ୍କ ପାଇଁ ପହଞ୍ଚିଲା ସୁନା ଓ ରୂପା ଅଳଙ୍କାର । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ କ୍ରୀଷନ କୁମାରଙ୍କ ଉପସ୍ଥିତିରେ ଜନୈକ ଦାତାଙ୍କ ପ୍ରତିନିଧି ଏସବୁ ଅଳଙ୍କାର ଗୁଡିକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ଏସବୁ ଅଳଙ୍କାର ମଧ୍ୟରେ ଶ୍ରୀବଳଭଦ୍ରଙ୍କ ପାଇଁ…

କ୍ୟାମେରାରେ କଏଦ ହେଲା ମୃତ୍ୟୁର ଲାଇଭ ଭିଡିଓ, ଗାଧୁଆର ମଜା ନେଉ ନେଉ ଚାଲିଗଲା ଜୀବନ

ମାଲକାନଗିରି(କେ ନ୍ୟୁଜ):  ମୃତ୍ୟୁ ବେଳର ଭିଡିଓ ହେଉଛି ଭାଇରାଲ। ଭିଡିଓଟିକୁ ଦେଖିଲେ ନିଶ୍ଚିନ୍ତ ରୂପେ ମନରେ ପ୍ରଶ୍ନ ଆସିବ ସତରେ କଣ ମୃତ୍ୟୁ ଏମିତି ବି ଆସେ ମୃତ୍ୟୁ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବେଜାଙ୍ଗିବାଡ଼ା ପଞ୍ଚାୟତର ବେହେରାଗୁଡା ନିକଟରେ ଥିବା ୱାଟର ଫଲରୁ…

ମାଲକାନଗିରି: ଦୁଇ ଟପ କ୍ୟାଡର ମାଓବାଦୀଙ୍କୁ ଗିରଫ କଲା ଦନ୍ତେୱାଡା ପୋଲିସ

ମାଲକାନଗିରି(କେ ନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୋଲିସକୁ ମିଳିଛି ବଡ଼ ସଫଳତା। ଦୁଇ ଟପ କ୍ୟାଡର ମାଓବାଦୀଙ୍କୁ ଗିରଫ କଲା ଦନ୍ତେୱାଡା ପୋଲିସ । ଏମାନଙ୍କ ନାଁ ରେ ୧୩ ଲକ୍ଷ୍ୟ ଟଙ୍କା ପୁରସ୍କାର ରଖିଥିଲେ ଛତିଶଗଡ଼ ସରକାର । ଗିରଫ ମାଓବାଦୀ ହେଲେ କଟେକଲ୍ୟାଣ…

ଖଣ୍ଡଗିରି ପାହାଡ଼ ଉପରୁ ଅଚେତ ଅବସ୍ଥାରେ ଉଦ୍ଧାର ହେଲେ ଯୁବକ

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜିର ଘଟଣା। ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ ଉପରୁ ଅଚେତ ଅବସ୍ଥାରେ ଜଣେ ଯୁକକଙ୍କୁ ଉଦ୍ଧାର କରାଯାଇଛି । ତାଙ୍କୁ ପିସିଆର ପ୍ରଥମେ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ପହଞ୍ଚାଇଥିଲା । ତେବେ ଅବସ୍ଥା ଗୁରୁତର ଥିବାରୁ ପରୀକ୍ଷା ପରେ ତାଙ୍କୁ ଡାକ୍ତରମାନେ କଟକ…

ମାଘ ସପ୍ତମୀ ବୁଡ଼ ବନ୍ଦ, ଆସନ୍ତା ୧୯ ତାରିଖରେ ଚନ୍ଦ୍ରଭାଗାରେ ୧୪୪ ଧାରା

ଭୁବନେଶ୍ୱର (କେନ୍ୟୁଜ) : ଆସନ୍ତା ୧୯ରେ ମାଘ ସପ୍ତମୀ ଥିବାରୁ ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି କରାଯାଇଛି। ୧୮ ତାରିଖ ଦିନ ୧୧ ଟାରୁ ୧୯ ତାରିଖ ଦିନ ୧ଟା ଯାଏଁ ୧୪୪ ଧାରା ଜାରି କରାଯାଇଛି। ସାଧାରଣ ଲୋକଙ୍କୁ ଚନ୍ଦ୍ରଭାଗାରେ ବୁଡ ପକାଇବା ନେଇ ପ୍ରଶାସନ ବାରଣ କରିଛି। ତେବେ ୩ ଠାକୁରଙ୍କ…

କାଲିଠୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର (କେନ୍ୟୁଜ) : ଆସନ୍ତା ୨୦ ଯାଏଁ ବର୍ଷା ଆଲର୍ଟ। କାଲିଠୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ୧୯ ତାରିଖ ପାଇଁ ୧୨ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢ଼େଙ୍ଗାନାଳ,…

ଫାସଟ୍ୟାଗ ନ କରି ପିପିଲି ଟୋଲ ପ୍ଲାଜା ଗେଟରେ ଯାତ୍ରୀ ହେଉଛନ୍ତି ହଟହଟା, ଦେଉଛନ୍ତି ଦୁଇ ଗୁଣା ଫାଇନ

ପିପିଲି(କେ ନ୍ୟୁଜ): ୱାନ ନେସନ ୱାନ ଫାସ ଟ୍ୟାଗ ଲାଗୁ ହେବା ପରେ ପିପିଲି ସମେତ ରାଜ୍ୟର ବିଭିନ୍ନ ପ୍ଲାଜା ଟୋଲ ଗେଟ ସ୍ଥିତିରେ କିଛିଟା ଭିନ୍ନତା ଲକ୍ଷ କରାଯାଇଛି । ଚଳିତ ବର୍ଷ ଜାନୁଆରୀ ପହିଲା ଠାରୁ ରାଜ୍ୟ ସମେତ ଦେଶର ଅନ୍ୟାନ ସ୍ଥାନରେ ଫାସଟାଗକୁ ବାଧ୍ୟତାମୂଳକ କରାଯାଇଛି ।…

ହାଇକୋର୍ଟଙ୍କ ସର୍ତ୍ତ ମାନି ପ୍ରବଚନ ଦେଇ ପାରିବେ ସାରଥୀ

ଭୁବନେଶ୍ୱର (କେନ୍ୟୁଜ) : ଏଣିକି ପ୍ରବଚନ ଦେଇ ପାରିବେ ବହୁ ଚର୍ଚ୍ଚିତ ସାରଥି ବାବା । ସାରଥୀଙ୍କୁ ଅନୁମତି ଦେଲେ ହାଇକୋର୍ଟ। କୋଭିଡ କଟକଣା ମାନି ପ୍ରବଚନ ଦେବାକୁ ନିର୍ଦ୍ଦେଶ। ସର୍ବାଧିକ ଦୁଇ ଶହ ଲୋକଙ୍କୁ ନେଇ ଦେଇ ପାରିବେ ପ୍ରବଚନ।

ଚୋରକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଲୋକେ, ଘରୁ ଟଙ୍କା ଚୋରି କରି ଧରାପଡ଼ିଥିଲା

ଭୁବନେଶ୍ୱର: ଭୁବନେଶ୍ୱର ସାମନ୍ତରାପୁର ମାରୁତି ନଗରରେ ଲୋକମାନେ ଚୋରକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଜଣଙ୍କ ଘରୁ ଟଙ୍କା ଚୋରି ବେଳେ ସମ୍ପୃକ୍ତ ଯୁବକ ଧରାପଡିଥିଲା। ପରେ ସ୍ଥାନୀୟ ଲୋକେ ରାସ୍ତା କଡ ଖୁଣ୍ଟରେ ବାନ୍ଧି ମାଡ ମାରିଥିଲେ। ଖବରପାଇ ଧଉଳି ପୋଲିସ ପହଞ୍ଚି ଯୁବକଙ୍କୁ…