Browsing Category

ରାଜ୍ୟ

ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗ: ଆଜି ହାଇକୋର୍ଟରେ ଜାଗି ମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ହେବ ଶୁଣାଣି

କଟକ: ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଜାଗି ମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ହେବ ଶୁଣାଣି । ବାଘମାରୀ ଥାନାର ସାରୁଅ ଓ ଲୋକନାଥପୁର ଗାଁର ଲୋକମାନଙ୍କ ପକ୍ଷରୁ ଆଗତ ମାମଲାର କ୍ୱାସ ପାଇଁ ଏହି ଆବେଦନ କରାଯାଇଛି । ସେହିଭଳି EOWରେ ରୁଜୁ ମକଦ୍ଦମାକୁ ଚାଲେଞ୍ଜ କରି…

ମଞ୍ଚ ଖୋଲିବା ସହ କଳାକାରଙ୍କୁ ସହାୟତା ଯୋଗାଇ ଦେବାପାଇଁ ଓଡ଼ିଶା ନାଟ୍ୟସଂଘର ଦାବି

କେନ୍ୟୁଜ ବ୍ୟୁରୋ : ମଞ୍ଚ ଖୋଲିବା ପାଇଁ ଓଡ଼ିଶା ନାଟ୍ୟସଂଘ ଦାବି କରିଛି । ଲକଡାଉନ ଓ ସଟଡାଉନ ପରେ ସରକାର ସମସ୍ତଙ୍କ ପ୍ରତି କୋହଳ ମନୋବୃତ୍ତି ଦେଖାଇଛନ୍ତି । ମଞ୍ଚ ଖୋଲିବା ପାଇଁ ଓଡ଼ିଶା ନାଟ୍ୟସଂଘ ତରଫରୁ ବାରମ୍ବାର ଦାବି କରାଯାଇଛି । ସାରା ଓଡ଼ିଶାରେ ନାଟକ ପାଇଁ ମଞ୍ଚ ଗୁଡିକ ଖୋଲିବା ସହ…

ଆଜି ରାଜ୍ୟରେ ୧୩୪୬ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ ବ୍ୟୁରୋ) : ଆଜି ରାଜ୍ୟରେ ୧୩୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୯୭ ହଜାର ୮୬୨ କୁ ବୃଦ୍ଧି ପାଇଛି । ଆଜି ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୪ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୧୨୬ ଜଣଙ୍କ ସହ ଦ୍ଵିତୀୟ…

ପ୍ରେମ ସମ୍ପର୍କରୁ ବଚସା, ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ

ସମ୍ବଲପୁର (କେନ୍ୟୁଜ ବ୍ୟୁରୋ) : ପ୍ରେମ ସମ୍ପର୍କରୁ ବଚସାକୁ କେନ୍ଦ୍ର କରି ଟାଙ୍ଗିଆରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ । ଏହି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କାଣ୍ଡତୈଲା ଗାଁରେ । ଆକ୍ରମଣରେ ଆହତ ହୋଇଛନ୍ତି ଜଣେ ଯୁବକ । ତାଙ୍କ ନାଁ ରଞ୍ଜିତ । ତାଙ୍କ ବେକରେ…

ଜାତୀୟ ସ୍ତରରେ ଓଡ଼ିଶା ହାସଲ କଲା ଷ୍ଟାର୍ଟଅପ୍‌ ଲିଡର ସ୍ୱୀକୃତି, ରାଜ୍ୟରେ ଷ୍ଟାର୍ଟଅପ ସଂଖ୍ୟା ୭୭୪କୁ ବୃଦ୍ଧି

କେନ୍ୟୁଜ ବ୍ୟୁରୋ : ଜାତୀୟ ସ୍ତରରେ ଓଡ଼ିଶା ହାସଲ କରିଛି, ଷ୍ଟାର୍ଟଅପ୍‌ ଲିଡର ସ୍ୱୀକୃତି। ୨୦୧୯ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଷ୍ଟାର୍ଟଅପ୍‌ ର‍୍ୟାକିଂରେ ଓଡ଼ିଶା ଏହି ସ୍ଥାନ ପାଇଛି। ବର୍ତ୍ତମାନ ରାଜ୍ୟରେ ଷ୍ଟାର୍ଟଅପ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଛି। ଏଥିରେ ୬ ହଜାର ଯୁବକ…

ମହାନଦୀରୁ ଓଲିଉଡ ଅଭିନେତା ଅମ୍ଲାନଙ୍କ ପତ୍ନୀ ଉଦ୍ଧାର

କେନ୍ୟୁଜ ବ୍ୟୁରୋ : କଟକରେ ମହାନଦୀରୁ ଓଲିଉଡ ଅଭିନେତା ଅମ୍ଲାନଙ୍କ ପତ୍ନୀ ଉଦ୍ଧାର । ଆଜି ଅପରାହ୍ଣରେ ଅମ୍ଲାନଙ୍କ ପତ୍ନୀ ଭୂମିକାଙ୍କୁ ଉଦ୍ଧାର କରାଯାଇଛି । ମଧୁସୂଦନ ସେତୁ ନିକଟରେ ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଅମ୍ଲାନ ଓ ତାଙ୍କ ସ୍ତ୍ରୀ…

ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ, ଗୋରାମାଟି ପଂଚାୟତ ଚକପୁର ଗାଁରେ ଅଲୌକିକ ଘଟଣା

ଭଦ୍ରକ (କେନ୍ୟୁଜ ବ୍ୟୁରୋ) : ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ । ଏପରି ଅଲୌକିକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଗୋରାମାଟି ପଂଚାୟତର ଚକପୁର ଗାଁରେ । ପଂଚାୟତ ପଡିଆରେ ପାର୍କ ର୍ନିମାଣ ପାଇଁ ମାଟି ଖୋଳିବା ସମୟରେ ଟ୍ରାକ୍ଟର ମୁନରେ ଏକ ପଥରେ ବାଜିଥିଲା । ଏହା ପରେ ଏକ ମୂର୍ତ୍ତି…

ବଲାଙ୍ଗୀର : ପରିବାରରେ ଘଟିଥିବା ୬ ଜଣଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ୯ ଜଣ ଅପରାଧୀ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ମାମଲାରେ ପର୍ଦାଫାସ ହୋଇଛି।ପୋଲିସର ତଦନ୍ତ ଜାରି କରି ବର୍ତ୍ତମାନ ୯ଜଣ ଅପରାଧୀଙ୍କୁ ଜେରା କରିଛି। ପାଟଣାଗଡ଼ ଥାନାରେ ୪ ଅଭିଯୁକ୍ତଙ୍କୁ ଅଟକ ରଖି ଜେରା ଚାଲିଥିବା ବେଳେ ଆଉ ୫ ଜଣଙ୍କୁ ଗତରାତିରେ ନବରଙ୍ଗପୁରରୁ…

ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

ଆଠଗଡ଼ (କେନ୍ୟୁଜ ବ୍ୟୁରୋ) : ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଆଠଗଡ଼ କଟକ ସହରକୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୂସୁଦନ ସେତୁରେ ସ୍କୁଟି ଥୋଇ ନଦୀ ଭିତରକୁ ଡେଇଁଲେ ମହିଳା । କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ କଟକ ସିଡିଏ ଫେଜ୍‌-୨ ଥାନା କର୍ମଚାରୀ ପହଞ୍ଚି ମହିଳାଙ୍କୁ…