Browsing Category

ରାଜ୍ୟ

ଆଖି ବୁଜିଲା ଦନ୍ତାହାତୀ, କିଛିଦିନ ହେଲା ଥିଲା ଅସୁସ୍ଥ

ବଣାଇ : ଚିକିତ୍ସା ଅବସ୍ଥାରେ ଆଖି ବୁଜିଲା ଦନ୍ତାହାତୀ । କିଛିଦିନ ହେଲା ଥିଲା ଅସୁସ୍ଥ । ସୁନ୍ଦରଗଡ ଜିଲ୍ଲା ବାଙ୍କୀ ରେଞ୍ଜର ଖେସରା ଫରେଷ୍ଟର ରଙ୍ଗେଇଗୁଡା ଗ୍ରାମ ନିକଟରେ ଦନ୍ତା ହାତୀର ମୃତ୍ୟୁ ଘଟିଛି । କିଛିଦିନ ହେଲା ଏହି ଦନ୍ତା ହାତୀଟି କୋଇଡା ରେଞ୍ଜରେ ଘୁରି ବୁଲୁଥିଲା । ପରେ ବାଙ୍କୀ…

ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

କଣ୍ଟାବାଞ୍ଝି : ମୁରିବାହାଲ ଥାନା ଗଁରେଇ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହିତା ମହିଳାଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି । ମହିଳାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିବାରୁ  ସ୍ୱାମୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ମୁରିବାହାଲ ପୋଲିସ । ଅଟକ ସ୍ବାମୀ ହେଲେ…

ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କୁଣ୍ଡା ଝଡା ବର୍ଷା, ଆଜି ୪୩.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ଥିଲା ଭୁବନେଶ୍ୱର

ଭୁବନେଶ୍ବର : ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କୁଣ୍ଡା ଝଡା ବର୍ଷା ।  ଆଜି ଅପରାହ୍ ଣ ୨ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଭୁବନେଶ୍ୱର । ଭୁବନେଶ୍ୱରରେ ତାପମାତ୍ରା ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୪୨.୯ ଡିଗ୍ରୀ, ଚାନ୍ଦବାଲିରେ ୪୨.୨ ଡିଗ୍ରୀ…

ନିଜ ଗଡ଼ରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି : ୨୦୩୬ରେ ଓଡ଼ିଶା ହେବ ଏକ ନମ୍ବର ‘ସମୃଦ୍ଧ ଓ ସଶକ୍ତ ରାଜ୍ୟ’

ବ୍ରହ୍ମପୁର (କେନ୍ୟୁଜ): ଆଜି ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ । ଏହି ଅବସରରେ ଭୋଟରଙ୍କୁ 5T ରୂପାନ୍ତରଣ ଗ୍ୟାରେଣ୍ଟି ଉପରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଶାଳ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏକ ସଶକ୍ତ ଓ ସମୃଦ୍ଧ ଓଡିଶାର…

ଆହୁରି ଜଳିବ, ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବରରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି , ଆହୁରି ଜଳିବ । ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ବର । ବାଲେଶ୍ବରରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୪୧ ଡିଗ୍ରୀ, ଚାନ୍ଦବାଲିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଝାରସୁଗୁଡାରେ ୯.୨,…

ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ, ଜୟ ଜଗନ୍ନାଥ ଓ ଜୟ ମା’ ତାରିଣୀ କହି ବିଶାଳ ଜନସମାବେଶକୁ କଲେ ସମ୍ବୋଧନ

ବ୍ରହ୍ମପୁର (କେନ୍ୟୁଜ): ୨୦୨୪ ନିର୍ବାଚନ ପାଇଁ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ । ନିଜର ପାରମ୍ପରିକ ଆସନରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିଛନ୍ତି । ତାଙ୍କ ସହ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଅଛନ୍ତି । ବିଜେଡି ସୁପ୍ରିମୋଙ୍କୁ ଫୁଲ ମାଳ ଦେଇ…

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ, ନିଆଁଲିଭା କାର୍ଯ୍ୟରେ ଓଡ୍ରାଫ ଓ ବନ କର୍ମଚାରୀ ମୁତୟନ

କରଞ୍ଜିଆ (କେନ୍ୟୁଜ): ଲିଭୁନି ଶିମିଳିପାଳର ନିଆଁ । ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି । ଗତକାଲି ଶିମିଳିପାଳରେ ନିଆଁ ଲାଗିନଥିଲା । ଆଜି ପୁଣି ସିମିଳିପାଳର ୮ ଟି ପଏଣ୍ଟରେ ଲାଗିଛି ନିଆଁ । ଦିନ ବେଳେ…

ଆଜି ବସିବ ଛତିଶା ନିଯୋଗ ବୈଠକ, ଚନ୍ଦନ ଯାତ୍ରା ପାଇଁ ରୂପରେଖ ହେବ ଚୂଡାନ୍ତ

ପୁରୀ (କେନ୍ୟୁଜ): ଆଜି ବସିବ ଛତିଶା ନିଯୋଗ ବୈଠକ । ଅପରାହ୍ଣ ୫ଟାରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ ବସିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ କରାଯିବ । ଆସନ୍ତା ମେ ୧୦ ତାରିଖରେ ହେବାକୁ ଥିବା ଅକ୍ଷୟ ତୃତୀୟା, ରଥ ନିର୍ମାଣ ଅନୁକୂଳ ଓ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ…

ଆଜି ବି ଅସମ୍ଭାଳ ତାତି, ସକାଳ ୮ଟା ୩୦ ସୁଦ୍ଧା ତାଳଚେରରେ ପାରଦ ୩୬ ଡିଗ୍ରୀ ଛୁଇଁଛି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଗ୍ରୀଷ୍ମ ଲହରୀ ଆତଙ୍କ । ଗତ କିଛି ଦିନ ଧରି ଭୟଙ୍କର ତାତିରେ ଭାଜି ହେଉଛି ଓଡ଼ିଶା । ସକାଳ ୮ଟା ୩୦ ସୁଦ୍ଧା ତାଳଚେରରେ ପାରଦ ୩୬ ଡିଗ୍ରୀ ଛୁଇଁଛି । ସେହିପରି ଅନୁଗୁଳ ଓ ବାଲେଶ୍ବରରେ ୩୫ ଓ ଭୁବନେଶ୍ବର ତାପମାତ୍ରର ୩୪.୨ ଡିଗ୍ରୀ ରେକର୍ଡ ହୋଇଛି । ଆଗକୁ…

ମଦ୍ୟପ ସ୍ୱାମୀର ଉନ୍ମତକାଣ୍ଡ, ଟାଙ୍ଗିଆ ଚୋଟରେ ସ୍ତ୍ରୀ ଓ ନାବାଳିକାର ଗୁରୁତର

ରାୟଗଡା (କେନ୍ୟୁଜ): ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭାଟିପଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହର କରୁଣ ପରିଣତି । ମଦ୍ୟପ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଓ ନାବାଳିକା ଗୁରୁତର । ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ପାରିବାରିକ…

ବିଶ୍ୱ ପୁସ୍ତକ ଦିବସ ୨୦୨୪

ବାଲୁଗାଁ(କେନ୍ୟୁଜ): ବିଶ୍ୱ ପୁସ୍ତକ ଦିବସ ୨୦୨୪ । ଗତକାଲି ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ର "ସାହିତ୍ୟ ସିନ୍ଦୁରା "ପ୍ରାୟୋଜିତ ପରିଡା ପାଠାଗାର ଆନୁକୂଲ୍ୟରେ ବିଶ୍ୱ ପୁସ୍ତକ ଦିବସ ଆଲୋଚନା ଚକ୍ର ପାଳନ ହୋଇଯାଇଛି । ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ…

ଅବକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ମୂଲ୍ୟବାନ କାଗଜପତ୍ର ସହ ଗାଡ଼ି ଜଳିପୋଡ଼ି ପାଉଁଶ

ଆନନ୍ଦପୁର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଯୋଡ଼ା ବଡ଼ବିଲ ଅବକାରୀ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଭୟାବହ ଅଗ୍ନିକାଣ୍ଡ । ବଡ଼ବିଲ ଥାନା କିରିବୁରୁ ଛକରେ ଥିବା କାର୍ଯ୍ୟାଳୟରେ ଏହି ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି ।  ଏହି ଭୟାବହ ଅଗ୍ନିକାଣ୍ଡରେ ମୂଲ୍ୟବାନ କାଗଜପତ୍ର ସହ, ଜବତ ଗାଡ଼ି…