Browsing Category

ରାଜ୍ୟ

କୋରାପୁଟରେ ତିନି କରୋନା ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ଭିତରେ ନର୍ଲା CHCର ୨ ଜଣ ମହିଳା ଡାକ୍ତର ସାମିଲ୍

କୋରାପୁଟ: କୋରାପୁଟରେ ତିନି କରୋନା ପଜିଟିଭ୍ ଚିହ୍ନଟ। ଭବାନୀପାଟଣା ନର୍ଲା CHCର ୨ ଜଣ ମହିଳା ଡାକ୍ତରଙ୍କୁ କରୋନା। ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେମାନେ ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ସଂକ୍ରମିତ ବ୍ୟକ୍ତି ୭ ଦିନ TMC ଓ ପରେ ହୋମ୍ କ୍ୱାରେଣ୍ଟାଇନ୍‌ରେ…

ଖୋର୍ଦ୍ଧା: ଟାଙ୍ଗୀ ସୋରଣରେ ଅଘଟଣ, ପାଣି କାଢୁଥିବା ବେଳେ କୂଅରେ ଗଳିପଡି ମହିଳା ମୃତ

ଟାଙ୍ଗୀ(କେନ୍ୟୁଜ୍): କୂଅରୁ ପାଣି କାଢୁଥିବା ବେଳେ କୂଅରେ ଗଳିପଡି ମହିଳା ମୃତ । ମୃତକଙ୍କ ନାମ  ପ୍ରତିମା ବେହେରା ଓ ତାଙ୍କ ବୟସ ୩୫ ବର୍ଷ ବୋଲି ଜଣା ପଡିଛି  । ଖୋର୍ଦ୍ଧା  ଜିଲ୍ଲା ଟାଙ୍ଗୀ ଥାନା ସୋରଣ ବେଣା ଗାଡିଆ ସାହିର ବୋଲି ଜଣା ପଡିଛି  । ବର୍ଷା ପବନ ଯୋଗୁଁ   ସୋରଣ ଅଂଚଳରେ…

ସଟଡାଉନରୁ ବାଦ ପଡ଼ିଲା ଢାବା, ରାଜ୍ୟ ରାଜପଥରେ ଥିବା ଢାବାଗୁଡିକ ରହିବ ଖୋଲା

କେନ୍ୟୁଜ୍ (ବ୍ୟୁରୋ): ସଟଡାଉନରୁ ବାଦ ପଡ଼ିଲା ଢାବା। ରାତ୍ରୀକାଳିନ କର୍ଫ୍ୟୁ ଓ ଦୁଇଦିନିଆ ସଟଡାଉନରୁ ଢାବାକୁ ବାଦ ଦିଆଯାଇଛି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଥିବା ଢାବାଗୁଡିକ ଏହି ସମୟରେ ଖୋଲା ରହିବ । ତେବେ ଗ୍ରାହକ ସେଠାରେ ଖାଇବା ପରିବର୍ତ୍ତେ କେବଳ ପାର୍ସଲ ନେଇପାରିବେ। ସେହିପରି ଧାନ…

ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ଭିତରେ ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା

କେନ୍ୟୁଜ୍ (ବ୍ୟୁରୋ): ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା । ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ଭିତରେ ହେବ ଅନ୍‌ଲାଇନ୍‌ ପରୀକ୍ଷା । ଯିଏ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବେନି, ସେମାନେ ସ୍ଥିତି ସୁଧୁରିବା ପରେ କଲେଜ ଖୋଲିଲେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ । ବିପିୟୁଟି ଅଧିନରେ…

ଯୌତୁକ ଓ ବାଇକ ପାଇଁ ବାଣପୁରରେ ନବ ବଧୂ ହତ୍ୟା ଅଭିଯୋଗ, ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ମରଶରୀର ଉଦ୍ଧାର

ଟାଙ୍ଗୀ(କେନ୍ୟୁଜ୍):  ପୁଣି ବଧୂ ହତ୍ୟା ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦେଓଗାଁରୁ ଆସିଛି ଏଭଳି ଅଭିଯୋଗ । ଦୋଳମୁଣ୍ଡି ଗ୍ରାମର ରମେଶ ସ୍ବାଇଁଙ୍କ ଝିଅ ଅହଲ୍ୟା ୯ ବର୍ଷ ପୂର୍ବେ ଦେଓଗାଁର ବୁଲା ଛାଟୋଇଙ୍କ ପୁତ୍ର ପ୍ରମୋଦ ଛାଟୋଇଙ୍କ ସହିତ ବୈଦିକ ରୀତିରେ ବିବାହ…

ରାଜ୍ୟରେ ପୁଣି ୨୬ କରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ର

ମାହାଙ୍ଗା(କେନ୍ୟୁଜ୍): ରାଜ୍ୟରେ  ପୁଣି ୨୬ କରୋନା ଆକ୍ରାନ୍ତ ଚିହ୍ନଟ।  କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍‌ରୁ ଏକାଥରକେ ଏତେ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ  ୨୨ କ୍ୱାରେଣ୍ଟିନ୍ ସେଣ୍ଟର, ୪ ହୋମ୍ କ୍ୱାରେଣ୍ଟିନରେ ଥିଲେ। ଏନେଇ ବିଡିଓ…

ଅନୁଗୁଳ : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉତ୍ତେଜନା

ଅନୁଗୁଳ : ଜିଲ୍ଲାର ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚକିତ୍ସା ଅବହେଳାରୁ ଜଣେ ରୋଗୀର ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉତ୍ତେଜନା ଦେଖାଦେଇଛି । ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ କୁଣ୍ଢେଇଗୋଳା ଥାନା ଖଇରାପାଲି ଗ୍ରାମର ଦିଲ୍ଲୀପ କୁମାର ସାହୁ ଗୁରୁବାର ରାତିରେ…

ଅନୁଗୁଳ : ପରକୀୟା ପ୍ରୀତିରୁ ଜୋର ଜବରଦସ୍ତ ବାହାଘର ଘଟଣାରେ ଭିନ୍ନ ମୋଡ଼, ପାଲଟା ଅଭିଯୋଗ ଆଣିଲେ ମହିଳା

ଅନୁଗୁଳ (କେ ନ୍ୟୁଜ୍‌) : ନିକଟରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅଞ୍ଚଳରେ ଏମିତି ଏକ ଘଟଣା ଘଟିଥିଲା ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା । ଟାପଢୋଲ ଅଞ୍ଚଳରେ ଗତ ରବିବାର ରାତିରେ ପରକୀୟା ପ୍ରୀତି ଅଭିଯୋଗ କରି ଜଣେ ମହିଳାଙ୍କୁ ହଣ୍ଡପା ଥାନା ଅଞ୍ଚଳର ଜଣେ…

ଭୁବନେଶ୍ବର: କୋଭିଡ ହସ୍ପିଟାଲରୁ ଫେରାର କରୋନା ଆକ୍ରାନ୍ତ ସନ୍ଦିଗ୍ଧଙ୍କୁ ମାଡି ବସିଲେ ଲୋକେ, ଉଠାଇ ନେଲେ ଡାକ୍ତରଖାନା…

କେନ୍ୟୁଜ୍ (ବ୍ୟୁରୋ): ପୁଣି ଏକ ସୁପର ସ୍ପ୍ରେଡର କରୋନା ପଜେଟିଭଙ୍କ ଆତଙ୍କରୁ ବର୍ତ୍ତିଗଲା ରାଜଧାନୀ ଭୁବନେଶ୍ବର।  ଆଜି  ଜଣେ କରୋନା ଆକ୍ରାନ୍ତ ଥିବା ବୃଦ୍ଧଙ୍କୁ ମେଡିକାଲ ନେବା  ବାଟରେ  ହଠାତ ପୋଲିସଙ୍କୁ ଧକ୍କା  ଦେଇ  ଫେରାର ହୋଇଯାଇଥିଲେ ବୃଦ୍ଧ ଜଣକ। ପରେ ଭୁବନେଶ୍ବରର କଳିଙ୍ଗ ଷ୍ଟୁଡିଓ…

କେନ୍ଦୁଝର: କମେଣ୍ଟ ମରାରୁ ପୂର୍ବ ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ସଂଘର୍ଷ, ୭ ଆହତ    

ଅନନ୍ଦପୁର(କେନ୍ୟୁଜ୍):  ଘଷିପୁରା ଥାନା ସଟତିରା ଗାଁରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷରୁ୭ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ୩ ଜଣ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୪ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଉଭୟ ପକ୍ଷରୁ ଘଷିପୁରା ଥାନାରେ ମାମଲା ହୋଇଥିବା…

କେନ୍ଦୁଝର: କୋଭିଡ ନିୟମ ଉଲଙ୍ଘନ କରି ବେପାର କରୁଥିବା ଦୋକାନକୁ ସିଲ କଲା ଜିଲ୍ଲା ପ୍ରଶାସନ

ଅନନ୍ଦପୁର(କେନ୍ୟୁଜ୍): ଆନନ୍ଦପୁର ଉପଖଣ୍ଡରେ କେନ୍ଦୁଝର ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ରଜ ଉପଲକ୍ଷେ ଲୁଗା ଦୋକାନ ଗୁଡିକ ସକାଳ ୭ ରୁ ସନ୍ଧ୍ୟା୭ ଯାଏଁ ଖୋଲା ଯାଉଛି। ତେବେ କୋଭିଡ ନିୟମ ଭିତରେ ରହି ଦୋକାନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ଅନେକ ଦୋକାନରେ ତାର ବିପରୀତ କାର୍ଯ୍ୟ କରୁଥିବାର…

ମା’ ତାରିଣୀଙ୍କ ଆଶୀର୍ବାଦ ପାଇବା ପାଇଁ ୧୦୦ କିମି ଚାଲିଚାଲି ପୁଣି ଗୁରୁଣ୍ଡି ଗୁରୁଣ୍ଡି ଭକ୍ତ ପହଞ୍ଚିଲେ ସିଂହଦ୍ୱାରରେ

କେନ୍ଦୁଝର( କେ ନ୍ୟୁଜ) : ଲକଡାଉନରେ ମନ୍ଦିର ବନ୍ଦ ରହିଛି। କିନ୍ତୁ ଲୋକ ଆସ୍ଥା ମରିନି। ଲୋକେ ଏହି ମହାମାରୀରୁ ବଞ୍ଚିବା ପାଇଁ ଭଗବାନଙ୍କ ଶରଣ ପସିଛନ୍ତି। ଭଗବାନଙ୍କ ଆର୍ଶୀବାଦ ପାଇବା ପାଇଁ ଚାହିଁବସିଛନ୍ତି ଶ୍ରଦ୍ଧାଳୁ। ତେଣୁ ମନ୍ଦିର ବନ୍ଦ ରହିଥିଲେ ସୁଦ୍ଧା ବାହାରେ ନିଜର ଦୁଃଖ କଷ୍ଟକୁ…