Browsing Category

ରାଜ୍ୟ

ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ: ୨୨ ମାଓବାଦୀ ନିହତ, ଜଣେ ଯବାନ ସହିଦ

ମାଲକାନଗିରି:  ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଓ ଦାନ୍ତେୱାଡାର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଭିନ୍ନ ଭିନ୍ନ ଅପରେସନରେ ୨୨ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏହି ଅପରେସନ ବେଳେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଯେଉଁଠି…

ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗ, ରାଜା ଚକ୍ରଙ୍କ ସହଯୋଗୀ ସୁଶାନ୍ତ ସାମଲ ଗିରଫ

କେନ୍ଦୁଝର: ରାଜା ଚକ୍ରଙ୍କ ସହଯୋଗୀ ଗିରଫ । ସୁଶାନ୍ତ ସାମଲକୁ କେନ୍ଦୁଝରରୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW । ସୁଶାନ୍ତ ରାଜା ଚକ୍ରଙ୍କ କୋଟି କୋଟି ଟଙ୍କା ବିଭିନ୍ନ ସ୍ଥାନରେ ଲୁଚାଇ ରଖିବାରେ ସହଯୋଗ କରିଥିଲେ । ବେନାମୀ ସମ୍ପତ୍ତି ବିନିଯୋଗ କରିବା ସହିତ ଅର୍ଥ ହେରଫେରରେ ସୁଶାନ୍ତଙ୍କ…

ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ ହୋହାଲ୍ଲା, ଗୃହରେ ହୁଇସିଲ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ

ଭୁବନେଶ୍ୱର : ବିଧାନସଭାରେ ହୁଇସିଲ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ଗୃହ ମଧ୍ୟଭାଗରେ ନାରାବାଜି । ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ ହୋହାଲ୍ଲା ।  ପ୍ରଶ୍ନକାଳରେ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ କଂଗ୍ରେସ ସଦସ୍ୟମାନେ ହୁଇସିଲ ବଜାଇ…

ଘରର କବାଟ ଭାଙ୍ଗି ପଶିଲେ, ପୁଅ ବୋହୂଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଲକ୍ଷାଧିକ ଟଙ୍କା ଓ ଗହଣା ଲୁଟିଲେ

ମାହାଙ୍ଗା: ମାହାଙ୍ଗାରେ ବନ୍ଧୁକ ମୁନରେ ଲୁଟ୍ । ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା ଓ ଗହଣା । ଗତକାଲି ବିଳମ୍ବିତ ରାତିରେ ମାହାଙ୍ଗା ଥାନା ଗୁଣୁପୁର ଗାଁରେ ଶନି ମନ୍ଦିର ପାଖରେ ଥିବା ଅରକ୍ଷିତ ନାଥଙ୍କ ଘରେ ଡକାୟତି ହୋଇଛି । ୪ ଜଣ ଡକାୟତ ଘରର ମୁଖ୍ୟ ଫାଟକକୁ ଗ୍ୟାସ୍…

ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ ଲୁଟ, ଅଳଙ୍କାର ସହ ହୁଣ୍ଡି ତାଡ଼ି ନେଇଗଲେ ଦୁର୍ବୃତ୍ତ

ଭଦ୍ରକ: ଠାକୁରଙ୍କୁ ବି ଛାଡ଼ିଲେନି । ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ ଲୁଟ ହୋଇଛି ।  ଭଦ୍ରକ ଜିଲ୍ଲା ତିହିଡି ଥାନା ଫତେପୁର ଛକ ରାସ୍ତା ପାଖ ତାରିଣୀ ମନ୍ଦିର ଏବଂ ପୀରହାଟ ଥାନା କମାରିଆ ପଣ୍ଡାପୋଖରୀ ସ୍ଥିତ ମା’ ତାରିଣୀ ମନ୍ଦିରର ତାଲା ଭାଙ୍ଗି ମା’ଙ୍କ ସମସ୍ତ ଅଳଙ୍କାର ଲୁଟି…

ଗୋ-ମାଫିଆଙ୍କ ଆତଙ୍କରାଜ୍: ବିରୋଧ କରିବାରୁ ଭାଙ୍ଗିଲେ ବାଇକ, ଦେଖାଇଲେ ବନ୍ଧୁକ ଓ ଭୁଜାଲି

ସୋର :  ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଛକରେ ଶ୍ରୀଜଙ୍ଗଠାରେ ଗୋ ମାଫିଆଙ୍କ ଆତଙ୍କରାଜ । ବେଆଇନ ଗୋରୁ ଚାଲାଣକୁ ଲୋକମାନେ ବିରୋଧ କରିବାରୁ ମାଫିଆଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଢେଲାପଥର ମାଡ଼ ସହ ଗୁଳି ମାଡ଼ ହୋଇଛି । ଏହା ସହ ସାଧାରଣ ଲୋକଙ୍କ ଗାଡ଼ି ଜାଳି ଦିଆଯାଇଛି ।…

ଖରା ଦିନ ଆସିଲେ ବେଶ ଚର୍ଚ୍ଚାରେ ଜଙ୍ଗଲ ଜୁଇ, ବଲାଙ୍ଗିରକୁ ବେହାଲ କରୁଛି ବନାଗ୍ନୀ

ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ବଲାଙ୍ଗିରକୁ ବେହାଲ କରୁଛି ବନାଗ୍ନୀ । ଖରା ଦିନ ଆସିଲେ ବେଶ ଚର୍ଚ୍ଚାରେ ଜଙ୍ଗଲ ଜୁଇ । ଆଖି ପିଛୁଳାକେ ମାଡି ଯାଇଛି ଏ ଜଙ୍ଗଲରୁ ସେ ଜଙ୍ଗଲ । ଆଉ ଏହି ଜଙ୍ଗଲ ଜୁଇକୁ ନିୟନ୍ତ୍ରଣ କରିହେଉ ନାହିଁ । ଆଉ ଚଳିତ ବର୍ଷ ବି ବଲାଙ୍ଗିର ଜିଲ୍ଲାବାସୀଙ୍କୁ ଘାରିଛି…

ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର IT ରେଡ୍, ଆୟକର ଫାଙ୍କିଥିବା ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ

ଅନୁଗୁଳ:  ବଡ ଧରଣର ଆୟକର ଚଢ଼ାଉ । ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆୟକର ରେଡ୍‌ ହୋଇଛି । ଅନୁଗୁଳ କରଡ଼ାଗାଡିଆରେ ଥିବା ଦେଶୀ ଭାଟିର ମୁଖ୍ୟ ଗୋଦାମରେ ଚାଲିଛି ରେଡ୍ । ଆୟକର ଫାଙ୍କିବା ନେଇ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଅନୁଗୋଳରେ ତିନି ଜଣିଆ ଟିମ ଚଳାଇଛନ୍ତି ଖୋଳତାଡ଼ । ତାଳଚେର,…

ଆଜି ବିଶ୍ୱ ପଖାଳ ଦିବସ : ତୋରାଣି ମୁନ୍ଦେ ପିଇଦେଲେ ଓଡ଼ିଆଙ୍କ ପାଟିରୁ ବାହାରି ଆସେ ‘ଓଃ କି ଶାନ୍ତି’….

ଆଜି ପଖାଳ ଦିବସ ।  ଓଡ଼ିଆଙ୍କ ପରିଚୟ ପଖାଳ । ସେ ଗାଁ ହେଉ କି ସହର, ପଖାଳ ବାସ୍ନା ସବୁବେଳେ ନିଆରା ।  ଖରାଦିନ ଆସିଲେ ଖୋଜାପଡ଼େ ପଖାଳ କଂସା  । ପଖାଳ ହେଉଛି ସଭିଙ୍କର ପ୍ରିୟ ଖାଦ୍ୟ । ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ…

ବଦଳିବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକ, ୨୦୨୬-୨୭ ଶିକ୍ଷାବର୍ଷରୁ ନୂଆ ପାଠ୍ୟପୁସ୍ତକ ପ୍ରଚଳନ ଲକ୍ଷ୍ୟ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ବଦଳିବ । ଜାତୀୟ ପାଠ୍ୟକ୍ରମ ଅନୁସାରେ ଏନସିଇଆରଟି ଦ୍ବାରା ପ୍ରସ୍ତୁତ ପୁସ୍ତକ ସହ ସମାନ୍ତରାଳ ଭାବେ ଏସବୁ ଶ୍ରେଣୀ ପାଇଁ ନୂଆ ପାଠ୍ୟପୁସ୍ତକ ପ୍ରଚଳନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ୨୦୨୬-୨୭…

ଜେସିବି ଲଗାଇ ଏଟିଏମ ତାଡ଼ି ନେଲେ ଦୁର୍ବୃତ୍ତ

ଝାରସୁଗୁଡା : ଜେସିବି ଲଗାଇ ଏଟିଏମ ତାଡ଼ି ନେଲେ। ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବିଟିଏମ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ ଇଣ୍ଡିଆର ଏଟିଏମକୁ ଜେସିବି ଲଗାଇ ଗତକାଲି ରାତିରେ କେହି ଦୁର୍ବୃତ୍ତ ତାଡ଼ି ନେଇଥିବା ଜଣାପଡ଼ିଛି । ସୂଚନା ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ବଢୁଥିବା ତାତିରେ ଲାଗିବ ରୋକ, ଘଡ଼ଘଡ଼ି ଓ କୁଆପଥର ମାଡ଼ ପାଇଁ ୬ ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ତାତିରେ ଲାଗିବ ବ୍ରେକ ।  କାଳବୈଶାଖୀ ଆଣିବ ଖରା ତାତିରୁ ଆଶ୍ବସ୍ତି ।  ଗତ ୨୪ ଘଣ୍ଟାରେ ୩ ରୁ ୪ ଡ଼ିଗ୍ରୀ ତାପମାତ୍ରା ହ୍ରାସ ପାଇଛି ।  ରାଜ୍ୟର ବିଭିନ୍ନ ସ୍ଥାନରେ ୨୩ ତାରିଖ ଯାଏ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷାର ଆଶଙ୍କା । ଆଜି ବିଜୁଳି, ଘଡ଼ଘଡ଼ି ଓ କୁଆପଥର ମାଡ଼ ପାଇଁ ୬…