Browsing Category

ରାଜ୍ୟ

ଓଡ଼ିଶାରେ କୋଭିଡ ଟିକା ଆଦୌ ନଷ୍ଟ ହେଉନାହିଁ, କେନ୍ଦ୍ର ଅନୁଦାନଠାରୁ ରାଜ୍ୟ ଅଧିକ ଡୋଜ୍‌ ବ୍ୟବହାର କରୁଛି

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କୋଭିଡ ଭ୍ୟାକସିନ୍‌ ନଷ୍ଟ ସଂଖ୍ୟା ଜିରୋ। ଓଡ଼ିଶାରେ କୋଭିଡ ଟିକା ଆଦୌ ନଷ୍ଟ ହେଉନାହିଁ । କେନ୍ଦ୍ର ଆବଣ୍ଟିତ ଡୋଜ୍‌ ଠାରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଛି । ପ୍ରତି ଭାଏଲରେ ୱେଷ୍ଟେଜ ଭାବେ ଥିବା ଅଧିକ ଡୋଜ୍‌କୁ ବି ବ୍ୟବହାର କରାଯାଉଛି । ଏଥିପାଇଁ ସବୁ…

ଆଜି ଭୁବନେଶ୍ୱରରେ ପହଞ୍ଚିଲା ୧୫ ପେଟି କୋଭାକ୍ସିନ ଟିକା

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା କୋଭାକ୍ସିନ ଟିକା । ୧୫ ପେଟି କୋଭାକ୍ସିନ ଟିକା ଆଜି ବିମାନବନ୍ଦରରେ ଆସି ପହଞ୍ଚିଛି । ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ହାଇଦ୍ରାବାଦରୁ ବିମାନ ଯୋଗେ ଆସିଛି । ପୂର୍ବରୁ ଗତରାତିରେ ଆସି ପହଞ୍ଚିଥିଲା ୨ ଲକ୍ଷ କୋଭିସିଲଡ ଡୋଜ । ରାଜ୍ୟରେ ଏବେ…

କୁଚିଣ୍ଡା ଅଚଂଳକୁ ୧୧ଟି ଅକ୍ସିଜେନ ସିଲିଣ୍ଡର ଯୋଗାଇବ ମାରୱାଡି ଯୁବାମଞ୍ଚ, ବିଧାୟକ କଲେ ପ୍ରଶଂସା

କୁଚିଣ୍ଡା : ବର୍ତ୍ତମାନ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ କରୋନାରେ ପିଡିତ ଥିବା ରୋଗୀଙ୍କ ପାଇଁ ଜୀବନ ରକ୍ଷକ ସଂଜିବନୀ ହୋଇଛି ଅକ୍ସିଜେନ ସିଲିଣ୍ଡର । ତେବେ ଅକ୍ସିଜେନ ସିଲିଣ୍ଡରର ଚାହିଦା ଅଧିକ ହେବାରୁ ଏହାର ଅଭାବ ମଧ୍ୟ ଦେଖାଦେଉଛି । ସରକାରୀ ସ୍ତରରେ ଏହାର…

କରୋନା ପାଇଁ ଜାହେରାରେ ପୂଜା: ପ୍ରଥମ ଲହାରୀରୁ ସୁରକ୍ଷିତ ପରେ ଦ୍ଵିତୀୟ ଲହରୀ ପାଇଁ ଗ୍ରାମବାସୀଙ୍କ ପୂଜାର୍ଚ୍ଚନା

ରାଇରଙ୍ଗପୁର: ୨୦୨୦ ମସିହାରେ ବିଶ୍ୱ ବ୍ୟାପି କରୋନା ମହାମାରୀ ଓଡିଶାକୁ ଛୁଇଁବା ପରେ କରୋନା ଦାଉରୁ ଗାଁର ରକ୍ଷା ନିମନ୍ତେ ଜାହେରାରେ ପୂଜାର୍ଚ୍ଚନା ଓ ମାନସିକ ରଖିଥିଲେ ସାନ୍ତାଳୀ ସମ୍ପ୍ରଦାୟର ଲୋକେ । ମୟୁରଭଂଜ ଜିଲ୍ଲା ବହଳଦା ବ୍ଲକ ଗିଦିଘାଟି ଗ୍ରାମବାସୀ ଗତବର୍ଷ କରୋନା କାଳ ସମୟରେ ଗାଁର…

ଆସନ୍ତା ୧୦ ପର୍ଯ୍ୟନ୍ତ ରାଜ୍ୟରେ ହେବ କାଳବୈଶାଖୀ ବର୍ଷା, ୧୮ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ବର: ଆସନ୍ତା ୧୦ ପର୍ଯ୍ୟନ୍ତ ରାଜ୍ୟରେ ହେବ କାଳବୈଶାଖୀ ବର୍ଷା। ଏଥିପାଇଁ ୧୮ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଅନ୍ଯପଟେ ଜୁନ୍‌ ପହିଲାରେ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ମେ ୨୮ରୁ ଜୁନ୍‌ ୩ ମଧ୍ୟରେ କେରଳରେ ମୌସୁମୀ…

ରାଜ୍ୟରେ ଭ୍ୟାକସିନ୍‌ ନଷ୍ଟ ସଂଖ୍ୟା ଜିରୋ, ସବୁ ସ୍ୱାସ୍ଥ୍ୟକର୍ମୀ ଓ ନର୍ସଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଭ୍ୟାକସିନ୍‌ ନଷ୍ଟ ସଂଖ୍ୟା ଜିରୋ। ଓଡ଼ିଶାରେ କୋଭିଡ ଟିକା ନଷ୍ଟ ହେଉନାହିଁ । କେନ୍ଦ୍ର ଦେଉଥିବା ଅନୁଦାନଠାରୁ ରାଜ୍ୟ ଅଧିକ ଡୋଜ୍‌ ବ୍ୟବହାର କରୁଛି । ଏଥିପାଇଁ ସବୁ ସ୍ୱାସ୍ଥ୍ୟକର୍ମୀ ଓ ନର୍ସଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭ୍ୟାକସିନ୍‌…

ମାଟିରେ ମିଶିଲା ମାଓ ଗଡରେ ଥିବା ୩୦ଫୁଟ ଉଚ୍ଚର ସହିଦ ସ୍ତମ୍ଭ

ମାଲକାନଗିରି: ମାଟିରେ ମିଶିଲା ମାଓ ଗଡର ସହିଦ ସ୍ତମ୍ଭ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଓ୍ଵାଡା ଜିଲ୍ଲାରେ ୩୦ଫୁଟର ଉଚ୍ଚ ମାଓ ସ୍ତମ୍ଭକୁ ମାଟିରେ ମିଶାଇଲେ ପୋଲିସ ଓ ସ୍ଥାନୀୟ ଲୋକେ । ଇନ୍ଦ୍ରବତୀ ଦନୀ କୂଳରେ ମାଓବାଦୀଙ୍କ ବିରାଟକାୟ ସହିଦ ସ୍ତମ୍ଭ ରହିିଥିଲା । ମାଓ…

ବରଗଡ଼ରେ କରୋନା ରୋଗୀଙ୍କ ପାଇଁ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ଼ର ଶୁଭାରମ୍ଭ

ବରଗଡ଼ : ବରଗଡ଼ ଜିଲ୍ଲା ବରାହଗୋଡା ବିକାଶ ମଲ୍‌ଟୀ ସ୍ପେଶାଲିଟି ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ବ୍ୟବସ୍ଥା । କରୋନା ରୋଗୀଙ୍କ ପାଇଁ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ଼ର ଶୁଭାରମ୍ଭ । ଇଣ୍ଡିଆନ ଅଏଲ କର୍ପୋରେସନର ସିଏସଆର ଫଣ୍ଡରୁ ୧୧କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନରେ କାର୍ଯ୍ୟକ୍ଷମ ହେବ…

ନିମ୍ବ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର, ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ

ଜଳେଶ୍ବର: ନିମ୍ବ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର। ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଜାଠିଆ ଗ୍ରାମର ଅମୂଲ୍ୟ ଦାସ (୪୨)ଙ୍କର ସନ୍ଦେହ ଜନକ ମୃତ୍ୟୁ । ଆଜି ସକାଳେ ତାଙ୍କ ଘର ଆଗରେ ଥିବା ଏକ ନିମ୍ବ ଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତ୍ୟୁ ପଛରେ…

ମନରେଗା ଯୋଜନା କାର୍ଯ୍ଯରେ ଶ୍ରମିକଙ୍କ ବଦଳରେ ମେସିନ୍ ବ୍ଯବହାର ଅଭିଯୋଗ, ଶାସକ ଓ ବିରୋଧୀ ମୁହାଁମୁହିଁ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଚର୍ଚ୍ଚିତ ପଂଚାୟତ ଖଦାଳପୋଖରୀ । କିଛି ନା କିଛି କାମ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ଏହି ପଂଚାୟତ। ପଂଚାୟତରେ ବିଭିନ୍ନ ଗାଁରେ ମନରେଗା ଯୋଜନାରେ ଜାରି ରହିଛି କାମ । ହେଲେ ଏହି କାମକୁ ନେଇ ଏବେ ଶାସକ ଓ ବିରୋଧୀ ମୁହାଁମୁହିଁ ।…

କରୋନା ରୋଗୀଙ୍କ ମେଡିସିନ୍ ପାଇଁ SOP, ନୂଆ ଔଷଧ ତୋସିଲିଜମାବ ବ୍ୟବହାର ନେଇ ପ୍ରୋଟୋକଲ ଜାରି

ଭୁବନେଣ୍ବର: କରୋନା ରୋଗୀଙ୍କ ମେଡିସିନ୍ ପାଇଁ SOP। ଇଞ୍ଜେକସନ ସହ ଅନ୍ୟାନ୍ୟ କରୋନା ଔଷଧ ପାଇଁ SOP ଜାରି କରାଯାଇଛି। କରୋନା ପାଇଁ ନୂଆ ଔଷଧ ତୋସିଲିଜମାବ ବ୍ୟବହାର ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରୋଟୋକଲ ଜାରି କରାଯାଇଛି। ଭେଣ୍ଟିଲେଟରରେ ଥିବା ରୋଗୀ, ଅକ୍ସିଜେନ ଆବଶ୍ୟକ କରୁଥିବା…

କରୋନା ସନ୍ଦେହରେ ଗାଁରେ ଶବକୁ ମିଳିଲାନି ଶ୍ମସାନ, ପୁଣି ଫେରିଲା ନବରଙ୍ଗପୁର

ନବରଙ୍ଗପୁର: କରୋନା ସନ୍ଦେହରେ ଗାଁରେ ଶବକୁ ମିଳିଲାନି ଶ୍ମସାନ। ଗାଁ ଲୋକଙ୍କ ବିରୋଧ ପରେ ପୁଣି ଶବ ଫେରିଗଲା ସହରକୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ। ଖାତିଗୁଡା ଗ୍ରାମର ରବିନାରାୟଣ ଆଚାର୍ଯ୍ୟ(୨୪) ଗତ କାଲି…