Browsing Category

ରାଜ୍ୟ

ଆସିଲା ରାଜ୍ୟ କଂଗ୍ରେସର ଆଉ ୪ ବିଧାୟକ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଆସିଲା ରାଜ୍ୟ କଂଗ୍ରେସର ଆଉ ୪ ବିଧାୟକ ପ୍ରାର୍ଥୀ ତାଲିକା । ମାହାଙ୍ଗାରୁ ଲଢ଼ିବେ ଦେବେନ୍ଦ୍ର ସାହୁ । ତାଙ୍କୁ ଦଳ ପୁଣି ଥରେ ପ୍ରାର୍ଥୀ କରିଛି । ସତ୍ୟବାଦୀରୁ ନବାଗତ ମନୋଜ ରଥଙ୍କୁ ମିଳିଛି କଂଗ୍ରେସ ଟିକେଟ । ଏଥର ସତ୍ୟବାଦୀରୁ ପ୍ରାର୍ଥୀ ହୋଇ ନାହାନ୍ତି ପୂର୍ବତନ ପିସିସି…

ଟାଇଁ ଟାଇଁ ଖରାରେ ହଠାତ୍ ୨ ଫୁଟ୍ ଉପରକୁ ଉଠିଗଲା ଢଳେଇ ରାସ୍ତା, ଲୋକେ ଦେଖି ଚକିତ

ଜଗତସିଂହପୁର(କେନ୍ୟୁଜ୍‌): ଦୁନିଆ ବଡ଼ ଅଜବ। ଏଠି କେତେବେଳେ କଣ ଘଟେ ପ୍ରାୟତଃ ସମୟରେ କିଛି ବଚଝା ପଡେନା । ଏମିତିକି ଆମ ଚାରି ପାଖରେ ଅନେକ ଅଜବ ଅଜବ ଘଟଣା ଘଟେ କିନ୍ତୁ ଆମେ ଜାଣି ପାରୁନା ଏହା କାହିଁକି, କେମିତି ଆଉ କେଉଁ ପରିସ୍ଥିତିରେ ହେଲା । ଏମିତିକି କୁହାଯାଏ କି, ପୂରା…

ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା, ରାଜଧାନୀର ତାପମାତ୍ରା ୪୦.୦୬ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର : ସାରା ରାଜ୍ୟରେ ଅସମ୍ଭାଳ ତାତି। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ବର । ରାଜଧାନୀର ତାପମାତ୍ରା ୪୦.୦୬ ଡିଗ୍ରୀ ରେକର୍ଡ କରାଯାଇଛି । ବାଲେଶ୍ବରରେ ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ ଥିବା ବେଳେ ଚାନ୍ଦବାଲିରେ ୪୦ଡିଗ୍ରୀ ରେକର୍ଡ ହୋଇଛି…

ମୃତ୍ୟୁ ପରେ ଅଙ୍ଗଦାନ କରି ଜୀବନ ବଞ୍ଚାଇଲେ ସଂଯୁକ୍ତା

ଆନନ୍ଦପୁର(କେନ୍ୟୁଜ): ସମସ୍ତଙ୍କ ଆଖେିରେ ଲୁହ । ଶୋକାକୂଳ ପରିବେଶ । ପରିବାର ଠାରୁ ଆରମ୍ଭ ଗାଁ ଲୋକ ସମସ୍ତଙ୍କର ଭିଡ ଜିମିଛି । ହଁ ଆଜ୍ଞା ମୃତ୍ୟୁ ପରେ ଅଙ୍ଗଦାନ କରି ଜୀବନ ବଞ୍ଚାଇଲେ । ନିଜେ ଏ ଦୁନିଆ ଛାଡ଼ି ଚାଲିଗଲେ ସତ । କିନ୍ତୁ ଅନ୍ୟମାନଙ୍କୁ ଦେଇଗଲେ ନୂଆ ଜୀବନର ଉପହାର । ଅଙ୍ଗଦାନ…

ରାଜ୍ୟ ସାରା ମାଓବାଦୀଙ୍କ ସମ୍ଭାବ୍ୟ କ୍ୟାମ୍ପ ଉପରେ ଚାଲିଛି ସର୍ଚ୍ଚ ଅପରେସନ

ଭୁବନେଶ୍ୱର : ଗତକାଲି ଛତିସଗଡ଼ରେ ହୋଇଥିବା ବଡ ମାଓ ଅପରେସନ ପରେ ଏବେ ରାଜ୍ୟ ସାରା ବିଭିନ୍ନ ସ୍ଥାନରେ ଚାଲିଛି ସର୍ଚ୍ଚ ଅପରେସନ । ମାଓବାଦୀଙ୍କ ସମ୍ଭାବ୍ୟ କ୍ୟାମ୍ପ ଉପରେ ରହିଛି ନଜର । ଏହାକୁ ଲକ୍ଷ ରଖି ଓଡ଼ିଶା ସହ ଛତିଶଗଡ ପୋଲିସ ର ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ ଚାଲିଛି । ଓଡ଼ିଶା ସହ…

ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରୁଛି ବିଜେଡି, ଲୋକଙ୍କ ମତାମତ ଲୋଡ଼ିଲେ ବିଜେଡି ରଣନୀତିଜ୍ଞ କାର୍ତ୍ତିକ ପାଣ୍ଡିଆନ୍

ଭୁବନେଶ୍ୱର : ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରୁଛି ବିଜେଡି । ଏଥିପାଇଁ ଲୋକଙ୍କ ମତାମତ ଲୋଡିଛି ଦଳ । ସୋସିଆଲ୍ ମିଡିଆରେ ସାଧାରଣ ଲୋକଙ୍କର ମତାମତ ଲୋଡ଼ିଛନ୍ତି ବିଜେଡି ରଣନୀତିଜ୍ଞ କାର୍ତ୍ତିକ ପାଣ୍ଡିଆନ୍ । ସେ କହିଛନ୍ତି, ଏହି ସରକାର ଲୋକମାନଙ୍କର ସରକାର । ଜନତାଙ୍କ ମତାମତକୁ…

ରାଜ୍ୟ ନିର୍ବାଚନ ଅଧିକାରୀ ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଡାକିଲେ ସର୍ବଦଳୀୟ ବୈଠକ । ରାଜ୍ୟର ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳଙ୍କୁ ବୈଠକରେ ସାମିଲ ହେବା ପାଇଁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ…

କେନ୍ଦୁଝରରେ ଯୁବକଙ୍କୁ ତଣ୍ଟିଚିପି ମାରିଦେଲେ

କେନ୍ଦୁଝର : ସାମାନ୍ୟ କଥା କଟାକଟିକୁ ନେଇ ଯୁବକଙ୍କୁ ତଣ୍ଟି ଚିପି ହତ୍ୟା । କେନ୍ଦୁଝରରେ ଘଟିଛି ଏହି ଅଭାବନୀୟ ଘଟଣା । ନିଶାଶକ୍ତ ଅବସ୍ଥାରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ଏପରି କାଣ୍ଡ ଭିଆଇଛନ୍ତି । କେନ୍ଦୁଝର ସହରର କାଶୀପୁର ମୁଣ୍ଡା ସାହିରେ ଗତକାଲି ରାତିରେ କିଛି ଲୋକ ଅତ୍ୟଧିକ…

ଲୋକଙ୍କ ହାବୁଡରେ ପଡିଛି ଗୁଳି ଫୁଟା ଅଭିଯୁକ୍ତ, ଛାତିକୁ କରିଛି ଗୁଳି ମାଡ

କଣ୍ଟାମାଳ (କେନ୍ୟୁଜ) : ଲୋକଙ୍କ ହାବୁଡରେ ପଡିଛି ଗୁଳି ଫୁଟା ଅଭିଯୁକ୍ତ । ଏ ଯେଉଁ ଯୁବକଟିକୁ ଆପଣ ଦେଖୁଛନ୍ତି ଏ କେଉଁ ସରଳ ବ୍ୟକ୍ତି ନୁହେଁ ଆଜ୍ଞା । ୟା ଅବସ୍ଥା ଏପରି ଦେଖି ଆପଣଙ୍କୁ ୟା ଉପରେ ଦୟା ଲାଗୁଥାଇପାରେ । ହେଲେ ଇଏ ଯେଉଁ କାମ କରିଛି ତାକୁ ଜାଣିଲେ ଆପଣଙ୍କୁ ବି ତାକୁ ମାରିବାକୁ…

ପ୍ରଜାପତି ଦେହରେ ଦୃଶ୍ୟମାନ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ, ଆଲୌକିକ ଦୃଶ୍ୟ ଦେଖି ଭକ୍ତ ବିଭୋର

ସାଲେପୁର (କେନ୍ୟୁଜ): ସେ ଭକତ ଭାବରେ ବନ୍ଧା, ସେ ଭକ୍ତ ବତ୍ସଳ । କେତେବେଳେ ଭକତ ହାତରୁ ନଡିଆ ନିଏ ତ କେତେବେଳେ ସେ ଭକ୍ତର ବାଲି ରଥରେ ବି ବସେ । ଭକ୍ତର ଭାବନାକୁ ବୁଝେ ସେଥି ପାଇଁ ତ ତାକୁ ଭାବ ବିନୋଦିଆ କୁହାଯାଏ । ଯେତେବେଳେ ଭକ୍ତି ଓ ଆସ୍ଥାର କଥା ଆସେ ସେଠି ପଥର ବି ଠାକୁର ଭଳି ଦେଖା…

ଓଡ଼ିଶାରେ କେଉଁଠି କେତେବେଳେ ଭୋଟ୍ ସମୟ, ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା

ଭୁବନେଶ୍ୱର : କେଉଁଠି କେତେବେଳେ ଭୋଟ୍ ସମୟ। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନିର୍ଘଣ୍ଟ ହୋଇଛି ସମୟ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ହେବ ମତଦାନ। କଳାହାଣ୍ଡି,ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଆସନ ପାଇଁ ହେବ ମତଦାନ। ନୂଆପଡ଼ା ନିର୍ବାଚନମଣ୍ଡଳୀର ୩୯ଟି…

ଆଜିଠୁ ଆହୁରି ବଢ଼ିବ ତାତି, ଆସନ୍ତା ୨୧ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର : ତତଲା ତାୱାରେ ସାରା ଓଡ଼ିଶା। ସକାଳ ୯ଟା ବେଳକୁ ଆକାଶରୁ ହେଉଛି ଅଗ୍ନିବର୍ଷା। ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ଜାରି ରହିଛି। ଆଜିଠୁ ଆହୁରି ବଢ଼ିବ ତାତି। କିଛି ସ୍ଥାନରେ ଦିନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଛୁଇଁପାରେ । ଦୁଇ ଦିନ ଭିତରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ…